Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 22-04-2021
Share:

By Village Missionary Movement

Thursday, 22-Apr-2021

ଆଜିର ବାକ୍ୟ (Oriya) 22-04-2021

କର୍ମର କଥା କୁହାଯିବ 

“ଜଗତର ଯେକୌଣସି ସ୍ଥାନରେ ଏହି ସୁସମାଚାର ଘୋଷଣା କରାଯିବ, ସେ ସ୍ଥାନରେ ଏ ସ୍ତ୍ରୀଲୋକର ସ୍ମରଣାର୍ଥେ ତାହାର ଏହି କର୍ମର କଥା ମଧ୍ୟ କୁହାଯିବ ।“ - ମାଥିଉ 26:13

1743 ମସିହାରେ ଡେଭିଡ ବ୍ରାଇନର ସେ ପଚିଶି ବର୍ଷ ବୟସରେ ସ୍କଟଲାଣ୍ଡ ମିଶିନାରି ସଂସ୍ଥାଦ୍ଵାରା ଆମେରିକାକୁ ମିଶିନାରି ଭାବରେ ପଠାଇ ଦିଆଗଲା !ସେଠାରେ ନିବାସ କରୁଥିବା ଭାରତବାସୀ ଇଂରେଜ ମଧ୍ୟରେ ରାତ୍ରିଦିନ ପରିଶ୍ରମ କରି ସେବାକାର୍ଯ୍ୟ କରିଥିଲା !ଆଣ୍ଟୁପାତି ପ୍ରାର୍ଥନା କରି ଅନେକ ରାତ୍ରି ବିତାଇ ଥିଲା !ଦିନଗୁଡିକ  ବିତିଯାଉ  ଥିବାବେଳେ ସେ ଯକ୍ଷମା ରୋଗରେ ଆକ୍ରାନ୍ତ ହେଲା !ସେଥିପାଇଁ ତାଙ୍କୁ  ନିରନ୍ତର ରକ୍ତ ବାନ୍ତି ହେବାକୁ  ଆରମ୍ଭ ହେଲା !ସେ ବହୁତ ଶକ୍ତିହୀନ ଥିବା ବେଳେ ମଧ୍ୟ, ତାଙ୍କର ନିକଟରେ ଥିବା ଶକ୍ତିଶାଳୀ ପବିତ୍ର ଆତ୍ମା ଦ୍ଵାରା ସେ ଅନେକ ଭାରତବାସୀ ଇଂରେଜଙ୍କୁ ପରମେଶ୍ୱରଙ୍କ ପ୍ରେମରେ କଢାଇ ନେବାକୁ ଜଣେ ମହାନ ବ୍ୟକ୍ତି ରୂପେ ବ୍ୟବହାର ହେଲା !ତାଙ୍କର ସେବାକାର୍ଯ୍ୟ କେବଳ ଚାରି ବର୍ଷ !ସେ ତାଙ୍କର ଅଣତିରିଶ ବର୍ଷରେ ପ୍ରଭୁଙ୍କ ନିକଟକୁ ଚାଲିଯାଇଥିଲେ ମଧ୍ୟ, ତାଙ୍କର ସେବାକାର୍ଯ୍ୟକୁ ଆଜି ପର୍ଯ୍ୟନ୍ତ ସ୍ୱରଣ  କରି ପାରିବା ପରି ତାଙ୍କର ଜୀବନଯାପନ ଥିଲା !ସେ ଲେଖି ଥିବା ଡାଏରୀରେ ସମସ୍ତ କାର୍ଯ୍ୟଗୁଡିକ ମଧ୍ୟ ସଂଗ୍ରହ କରି ଆଣିଥିବା ବହିଗୁଡିକ ଆଜି ପର୍ଯ୍ୟନ୍ତ ଉପରକୁ ଉଠେଇ କଢାଇ ଆଣୁଛି !ଏଥିପାଇଁ ପ୍ରାର୍ଥନା କରିବାକୁ ନିଜକୁ ସମର୍ପଣ କରିଥିବା, ସେବା କାର୍ଯ୍ୟ କରିବାକୁ ଆରମ୍ଭ କରିଥିବା ଲୋକ ଅନେକ ଅଛନ୍ତି !

ବାଇବଲରେ ମଧ୍ୟ ଜଣେ ସ୍ତ୍ରୀଲୋକ  ବହୁମୂଲ୍ୟ ସୁଗନ୍ଧି ତୈଳ  ଯୀଶୁଙ୍କ  ନିକଟକୁ  ନେଇ  ସେ ଯୀଶୁଙ୍କ ମସ୍ତକରେ  ଢାଳିବାକୁ ଲାଗିଲା !ସେତେବେଳେ ଆମ ପ୍ରଭୁଯୀଶୁଖ୍ରୀଷ୍ଟ  କହୁଅଛି, ସମସ୍ତ ଜଗତର ଯେକୌଣସି ସ୍ଥାନରେ ଏହି ସୁସମାଚାର ଘୋଷଣା କରାଯିବ, ସେ ସ୍ଥାନରେ ଏ ସ୍ତ୍ରୀଲୋକର ସ୍ମରଣାର୍ଥେ ତାହାର ଏହି କର୍ମର କଥା ମଧ୍ୟ କୁହାଯିବ ।

ଏହା ପାଠକରୁଥିବା ମୋର ପ୍ରିୟ ବନ୍ଧୁଗଣ, ଡେଭିଡ ବ୍ରାଇନର  ଏହି ପୃଥିବୀରେ କରିଥିବା ସେବାକାର୍ଯ୍ୟ ବହୁତ କମ ଦିନ ଅଟେ !ହେଲେମଧ୍ୟ ତାଙ୍କରି ସେବାକାର୍ଯ୍ୟ ନିମନ୍ତେ ଆଜି ପର୍ଯ୍ୟନ୍ତ ଅନେକ ଲୋକ ସ୍ୱରଣ  ପରି ତାଙ୍କର ଜୀବନ ଇତିହାସ ରହିଅଛି !ତାଙ୍କର ଜୀବନ ଆଜି ପର୍ଯ୍ୟନ୍ତ ଅନେକ ଯୁବକମାନଂକୁ ସେବାକାର୍ଯ୍ୟକୁ ସମର୍ପଣ ହେବାକୁ ଠିଆ ହେଉଛି !ସେ ଜୀବନଯାପନ କରିଥିବା ଜୀବନ, ଆଜି ପର୍ଯ୍ୟନ୍ତ ଖ୍ରୀଷ୍ଟିଆନ ଜଗତ ପୃଥିବୀ ସାରା କହିକି ଆସୁଅଛି !ସୁଗନ୍ଧଦ୍ରବ୍ୟ ଢାଳି ଥିବା ସ୍ତ୍ରୀ ନିମନ୍ତେ ହଜାର ହଜାର ବର୍ଷ ହୋଇଥିଲେ ମଧ୍ୟ ଆମେ ଆଜି ପର୍ଯ୍ୟନ୍ତ ସ୍ୱରଣ  କରୁଛୁ !ଆମର ଜୀବନଯାପନ, ଆମର କାର୍ଯ୍ୟ ଅନ୍ୟମାନଙ୍କୁ ପ୍ରୟୋଜନ ହେବାକୁ ଦିଅନ୍ତୁ !ଏହି ଜଗତରେ ମନୁଷ୍ୟ ଦ୍ଵାରା ଆମେ ସ୍ୱରଣ ହୋଇନ ପାରିଲେ ବି ସ୍ୱର୍ଗରାଜ୍ୟରେ ଆମ କାର୍ଯ୍ୟ ଗୁଡିକ ପ୍ରଭୁଙ୍କ ଦ୍ଵାରା କଥା  କରାଯିବ !ସ୍ୱରଣ କରାଯିବ !
-    ଇ. ଫୋନଶେଖର 

ପ୍ରାର୍ଥନା କରନ୍ତୁ :-
ମୋକ୍ଷପ୍ରାୟାନାମ, ଦିନଧ୍ୟାନ ପ୍ରତ୍ୟେକ ମାସ ମୁଦ୍ରଣ ହେବାକୁ ଆବଶ୍ୟକ ହେଉଥିବା ଆର୍ଥିକ ସାହାଯ୍ୟ ପାଇବା ନିମନ୍ତେ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş holiganbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking perabet casibom holiganbet galabet casibom perabet perabet giriş padişahbet padişahbet giriş grandpashabet kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet casinomilyon jojobet palacebet sonbahis tambet grandpashabet betgit mercurecasino matbet meritking