Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 31-07-2024
Share:

By Village Missionary Movement

Wednesday, 31-Jul-2024

ଆଜିର ବାକ୍ୟ (Oriya) 31-07-2024

 

ସମୟର ସଦ ବ୍ୟବହାର କର

 

“କାରଣ ସେ କହନ୍ତି, "ଆମ୍ଭେ ଅନୁଗ୍ରହର ସମୟରେ ତୁମ୍ଭର ପ୍ରାର୍ଥନା ଶ୍ରବଣ କଲୁ, ଆଉ ପରିତ୍ରାଣର ଦିନରେ ଆମ୍ଭେ ତୁମ୍ଭର ସାହାଯ୍ୟ କଲୁ ।'' ଦେଖ, ଏବେ ମହାଅନୁଗ୍ରହର ସମୟ; ଦେଖ, ଏବେ ପରିତ୍ରାଣର ଦିନ !” – ୨ ୟକରିନ୍ଥୀୟ ୬:୨

 

ଚିକାଗୋ ସହରରେ ଡି. ଏଲ. ମୋଡି ଏକ ପ୍ରାର୍ଥନା ସଭା ଚଳାଉଥିବା ସମୟରେ, ସେଠାରେ ଜଣେ ମହାନ ବାଣିଜ୍ୟକ ଇତ୍ସାହର ସହିତ ଅଂଶଗ୍ରହଣ କଲା ! କିନ୍ତୁ ସେ ଯୀଶୁଙ୍କୁ ଗ୍ରହଣ କରିବାକୁ ମନା କଲା ! ପ୍ରତ୍ୟଜ ଦିନ ମୋଡି କ୍ରନ୍ଦନ ସହିତ ଉପଦେଶ ଦେଇ ଶକ୍ତିଶାଳୀ କଲାବେଳେ ସେ ବାଣିଜ୍ୟକ କହେ, ବାପା ମୋତେ ଆଉ ଟିକେ ସୁଯୋଗ ଦିଅ, ମୋ ସହିତ ବ୍ୟବସାୟ କରୁଥିବା ସହଯୋଗୀମାନେ ପରିତ୍ରାଣ ନ ରହିବା ବ୍ୟକ୍ତିଗଣ ,ସେମାନେ ମୋତେ ହାସ୍ୟାସ୍ପଦ କରିବେ ! ମୁଁ ଜଣେ ବ୍ୟବସାୟୀ ଯୋଗୁ ଯୀଶୁଙ୍କୁ ଗ୍ରହଣ କରିପାରିବି ନାହିଁ ବୋଲି କହିଦେଲା !ବାରମ୍ବାର ମୋଡି ଯୀଶୁଙ୍କ ବିଷୟରେ ପ୍ରସଙ୍ଗ କହିବା ବେଳେ ସେ ଚର୍ଚ୍ଚ ଆସିବାକୁ ବାରଣ ହୋଇଗଲେ ! କିଛି ମାସରେ ସେ ରୋଗୀ ହୋଇ ସୁସ୍ଥତା ହେଲା ! ସେ କହିଲା,ଯୀଶୁଙ୍କୁ ଗ୍ରହଣ କରିବି ! ତାଙ୍କ ପାଇଁ ମୋଡି ପ୍ରାର୍ଥନା କଲେ, ସେ ସମ୍ପୂର୍ଣ୍ଣ ରୂପେ ସୁସ୍ଥତା ହେଲେ ! ସେ ସୁସ୍ଥତା ଜେଲେ ସୁଧା ପୁନର୍ବାର ଯୀଶୁଙ୍କୁ ତିରସ୍କାର କଲା !ପୁନର୍ବାର ରୋଗୀ ହେଲା !ସେ ଅନ୍ଧାରରେ ମୃତ୍ୟୁ ହେଲେ ! ତାହାଙ୍କ ମୃତ୍ୟୁର ଶେଷ କଥା ଏହା ଥିଲା, 'ଅମଳ ସମୟ ଚାଲିଗଲା, ଗ୍ରୀଷ୍ମ ଦିନ ସମାପ୍ତ ହେଲା' ! 

 

ଯୀଶୁଙ୍କ ସହ କୃଶରେ ଝୁଲା ଯାଇଥିବା ଦୁଇଟି ଚୋର ମଧ୍ୟରୁ ଜଣେ ତାହାଙ୍କୁ ଦିଆ ଯାଇଥିବା ସମୟକୁ ଠିକରେ ବ୍ୟବହାର କରି ପରଦେଶୀ ଜୀବନ ପାଇଲା ! ଅନ୍ୟଜଣେ ଚୋର କ୍ରୁଶରୁ ତାହାଙ୍କୁ ଉଦ୍ଧାର କଲେ ତାହାଙ୍କ ଶକ୍ତି ଅଛି ବୋଲି ବିଶ୍ୱାସ କରିବି ବୋଲି କହିଲା ! ଶେଷରେ ବିନାଶ ହେଲା ! ଆମେ ଯୀଶୁଙ୍କୁ ଜାଣିଛୁ, ଯୀଶୁଙ୍କୁ ଆଉଥରେ ଜାଣିବାକୁ ଏହା ଶେଷ ସୁଯୋଗ ଭାବି ସଙ୍ଗେସଙ୍ଗେ ଗ୍ରହଣ କରିବା ଉଚିତ ! ଆଉ ଏକ ସୁଯୋଗ ମିଳିବ ବୋଲି କହିବାକୁ ଆମକୁ ସମୟ ନାହିଁ ! ଏଠାରେ ଯଦି ସେହିପରି କରାଯାଏ ନାହିଁ ତେବେ ତୁମ ଜୀବନ ହିଁ ବ୍ୟର୍ଥ ହେବ ! ସ୍ବର୍ଗୀୟ ଜୀବନରୁ ଅହରି ଯିବ ! ସେଥିପାଇଁ ଆଜିହି ତାହାଙ୍କୁ ବିଶ୍ୱାସ କରି ତାହାଙ୍କୁ ଗ୍ରହଣ କରି ଥିବା ଚୋର ସଦୃଶ୍ୟ ସ୍ବର୍ଗୀୟ ଜୀବନ ପାଆନ୍ତୁ !ଏହି ସୁଯୋଗକୁ ହାତଛଡା କଲେ ଆଉ ଏକ ସୁଯୋଗ ଆପଣଙ୍କୁ ମିଳି ନ ପାରେ ! 

 

କେବଳ ଯୀଶୁ ହିଁ ତୁମ୍ଭଙ୍କୁ ସ୍ୱର୍ଗ ରାଜ୍ୟକୁ ପହଞ୍ଚାଇବା ଲୋକ ! ତୁମକୁ ଆସୁଥିବା ବିନାଶରୁ ରକ୍ଷା କରିବା ସେ ହିଁ ଅଟଇ ! ଏହି ପାରାଦେଶୀ ଜୀବନ ପାଇବାକୁ'ଯୀଶୁ ବାପା ମୋ ହୃଦୟକୁ ଆସ'ବୋଲି ଆମର ପାପକୁ ପରିତ୍ୟାଗ କରି ତାହାଙ୍କ ଠାରେ ଗୁହାରି କଲେ ଯଥେଷ୍ଟ !କେବଳ ସେଥିକିହିଁ ନୁହେଁ ବାଇବଲ ଅଧ୍ୟୟନ କରି ତାହାଙ୍କ ଵାକ୍ୟ ଅନୁସାରେ କାର୍ଯ୍ୟକୁ ଗ୍ରହଣ କରି ତାହାଙ୍କ ଅନୁଗମନ କଲେ ତାହାଙ୍କ ଠାରେ ସହଭାଗୀ ହୋଇ ରହିପାରିବ ! ସେବେ ତାହାଙ୍କ ଅନନ୍ତ ଜୀବନ ପାଇଁ ପ୍ରଭୁଙ୍କ ସହ ଗମନ କରିବା ବନ୍ଧନକୁଜଗତରେ ଥିବା ପର୍ଯନ୍ତ ଆମେ ରକ୍ଷା କରି ପାରିବା !

- ଶ୍ରୀମତୀ ଗ୍ରେସ ଯିୱାମାଣି

 

ପ୍ରାର୍ଥନା ଅନୁରୋଧ:-

ସେବକମାନେ ବାସ କରିବାକୁ ବଖରା ନିର୍ମାଣ ନିମନ୍ତେ ଆର୍ଥିକ ସାହାଯ୍ୟ ନିମନ୍ତେ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al Elexbet matbet giriş matbet instagram unban x unban twitter unban palacebet setrabet