Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 25-04-2021 (Kids Special)
Share:

By Village Missionary Movement

Sunday, 25-Apr-2021

ଆଜିର ବାକ୍ୟ (Oriya) 25-04-2021 (Kids Special)

ସମସ୍ତ କରିପାରିବ 

“ଗିଲୀୟଦ ମୋହର; ମନଃଶି ମୋହର; ଇଫ୍ରୟିମ ମଧ୍ୟ ମୋ’ ମସ୍ତକର ଆଶ୍ରୟ; ଯିହୁଦା ମୋହର ରାଜଦଣ୍ଡ।“ - ଗୀତସଂହିତା 108:8

ଛକା ମାରିଲା ସୁପର ବୋଲି ଚିତ୍କାର କରି ଖୁସିରେ ରବଟ ଖେଳୁଥାଏ !କ୍ରିକେଟ ଖେଳିବାକୁ ପୁଅମାନଙ୍କୁ ବହୁତ ଇଚ୍ଛା ତ !ଚରଣ ଏବଂ ରବଟ ପଡୋଶୀ ଘରର ସାଙ୍ଗ ସାଥୀ ଅଟନ୍ତି !ଚରଣ ଜଣେ ଗରିବ ପରିବାରର ଅଟେ !ସନଢ଼େ ସ୍କୁଲକୁ ପ୍ରତିଦିନ ଯାଉଥିବ !ତାଙ୍କର ବାପା ମଦ ପିଇ ଘରକୁ ସମସ୍ୟା ଆଣୁଥିଏ !ଚରଣ ଘରେ ଭୋଜନ କରିବା ସମୟରେ ଦୁଇ ହାତ ଯୋଡ଼ି ପ୍ରାର୍ଥନା କରି ହିଁ ଭୋଜନ କରିବ !ମାଆ ଓ ବାପାଙ୍କୁ ମଧ୍ୟ ସେହିପରି ପ୍ରାର୍ଥନା କରିବାକୁ କହୁଥିବ !ତୁମ୍ଭେମାନେ ମଧ୍ୟ ଖାଇବା ସମୟରେ, ଖେଳିବା ସମୟରେ, ଶୋଇବା ପୂର୍ବରୁ ପ୍ରାର୍ଥନା କରିବା ଅଭ୍ୟାସ କରିବାକୁ ପଡିବ,  ହଁ  ତ !ଚରଣ ଭୁଲି ନ ଯାଇ ପ୍ରାର୍ଥନା କରିବ !ଏ ସମସ୍ତ ଦେଖି ଚରଣର ବାପା ମଦ ପିଇବା ଛାଡିଦେଲା !ଏହିପରି ଚରଣକୁ  ଘରେ ଏବଂ ବାହାରେ ଭଲ ପିଲା ବୋଲି କହୁଥାନ୍ତି !

ଗୋଟିଏ ଦିନରେ ରବଟ ଓ ଚରଣ କ୍ରିକେଟ ଖେଳୁଥାନ୍ତି !ରବଟର ମାଆ ଦୋକାନକୁ ଯିବାକୁ ରବଟକୁ ଡାକିଲେ !ସେ ଦୋକାନକୁ ଯିବା ହେତୁ ଚରଣ ଘରକୁ ଫେରିଗଲା !ରବଟ ଆସି ଦେଖିଲେ କି ଯେ ତାର କ୍ରିକେଟ ବଲଟି ଦେଖାଗଲା ନାହିଁ !ମୁ ଏବଂ ଚରଣ ହିଁ ଖେଳୁଥିଲୁ, ତେଣୁ ଚରଣ ମୋର ଵଲଟି ନେଇ ଯାଇଥିବ ବୋଲି ସମସ୍ତଙ୍କର ସହିତ ରବଟ କହିଲା !ଏହା ଶୁଣି ଚରଣ ବହୁତ ଦୁଃଖ କରୁଥାଏ !ସେହି ଦିନ ଠାରୁ ରବଟ ସମସ୍ତଙ୍କୁ  କହିବାକୁ ଲାଗିଲା କି ଯେ, ଚରଣ ମୋର ବଲ ଚୋରାଇ ଦେଲା, ମୁ ତାଙ୍କ ସହ କଥା ହେବି ନାହିଁ  !ଗାଁର ସାହିର ସାଙ୍ଗ ସାଥୀ ସମସ୍ତଙ୍କୁ ରବଟ ଏହି କଥା କହିଲା !ଚରଣକୁ ଦୁଃଖ ଆସିଲା !କରି ନ ଥିବା ଭୁଲକୁ ଗାଁ ସାରା ଲୋକଙ୍କ ଠାରୁ କଥା ଶୁଣିବାକୁ ପଡୁଛି ବୋଲି ନ ଖାଇ କାନ୍ଦୁଥାଏ  !ମାଆ କହିଲା, ସହନଶିଳତାରେ ରୁହ ଦିନେ ସତ୍ୟ ପଦାରେ ପଡିବ !ଆମେ ଆମ ଯୀଶୁ ବାପାଙ୍କ ଠାରେ ପ୍ରାର୍ଥନା କରିବା କହି ମାଆ ଆଶ୍ୱସନା ଦେଲା !ଚରଣ ଓ ମାଆ ମିଶି ପ୍ରାର୍ଥନା ଆରମ୍ଭ କଲେ !ପ୍ରାର୍ଥନା କରିବା ଶେଷ ହେବା କ୍ଷଣି ରବଟ ଧାଇଁ ଆସିଲା, କହିଲା ଚରଣ ମୁ ବହୁତ ଦୁଃଖିତ, ମୁ ତୁମକୁ ଭୁଲରେ ଭୁଲ ବୁଝିଲି, ଆମ ଘରର କୁକୁର ଵଲକୁ ନେଇଯାଇ ଆମ ବଗିଚାରେ ପକାଇ ଦେଇଥିଲା !ଆଜି ମୁ ବଗିଚାରେ ପାଣି ପକାଉ ଥିବାବେଳେ, ଏହି ବଲକୁ ସେଠାରେ ଦେଖିଲି !ଚରର ସଂଗେ ସଂଗେ  କହିଲା, ପ୍ରଭୁ ତୁମ୍ଭେ ମୋର ନିମନ୍ତେ କାର୍ଯ୍ୟ କଲ ତୁମ୍ଭଙ୍କୁ ଧନ୍ୟବାଦ !ସବୁଦିନ ପରି ଦୁଇ ଜଣ ମିଶି ଖେଳିବା ଆରମ୍ଭ କଲେ !

ହାଲୋ ପିଲାମାନେ ତୁମ୍ଭେ ମଧ୍ୟ କରି ନ ଥିବା ଦୋଷ ପାଇ କାନ୍ଦୁଛ କି ? ଚିନ୍ତା କର ନାହିଁ !ଯୀଶୁବାପା ତୁମ ନିକଟରେ ରହି ତୁମ୍ଭଙ୍କୁ ସାହାଯ୍ୟ କରିବେ !ତାହା ଛାଡି ପ୍ରତିରୋଧ କରି ଗଣ୍ଡଗୋଲ ହେଉଥିଲେ ଶାନ୍ତି ଫେରିଯିବ ତ !ତେଣୁ ଯେକୌଣସି ସମସ୍ୟା ପାଇଁ ପ୍ରାର୍ଥନା କରି ସହନଶୀଲ ହୋଇ ରହିଲେ ଯୀଶୁବାପା ତୁମ୍ଭ ପାଇଁ କାର୍ଯ୍ୟ କରିବେ !ସମାଧାନ କରି ଶେଷ କରିବେ !ଓକେ ତ !

        ଶ୍ରୀମତୀ ଜୀବ ବିଜୟ

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş holiganbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking perabet casibom holiganbet galabet casibom perabet perabet giriş padişahbet padişahbet giriş grandpashabet kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet casinomilyon jojobet palacebet sonbahis tambet grandpashabet betgit mercurecasino matbet meritking