Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 30-04-2021
Share:

By Village Missionary Movement

Friday, 30-Apr-2021

ଆଜିର ବାକ୍ୟ (Oriya) 30-04-2021

ଫେରି ଆସନ୍ତୁ 

“ତୁମ୍ଭମାନଙ୍କ ମଧ୍ୟରେ ଏପରି କେଉଁ ଲୋକ ଅଛି ଯେ , ତାହାର ଯଦି ଶହେ ମେଣ୍ଢା ଥାଏ, ଆଉ ସେମାନଙ୍କ ମଧ୍ୟରୁ ଗୋଟିଏ ହଜିଯାଏ, ତେବେ ସେ ଅନେଶତଙ୍କୁ ପ୍ରାନ୍ତରରେ ଛାଡ଼ି ସେହି ହଜିଥିବା ମେଣ୍ଢାଟି ନ ପାଇବା ପର୍ଯ୍ୟନ୍ତ ତାହାକୁ ଖୋଜେ ନାହିଁ?” -  ଲୂକ 15:4

ଜଣେ ମେଷ ପାଳକ ପାଖରେ ଶହେରୁ ଅଧିକ ମେଣ୍ଢା ଥିଲା ! ମେଷ ପୋଲରେ ସବୁବେଳେ ଖୁସିରେ ରହୁଥିବା ତାଙ୍କୁ କିଛି ମାସ ଆଗରୁ ଜନ୍ମ ନେଇ ଥିବା ଏକ ମେଷଛୁଆଁକୁ  ତାକୁ ବହୁତ ଇଚ୍ଛା !ତାଙ୍କୁ ଡାଲି ବୋଲି ନାମକରଣ ଦେଇ ଡାକୁଥାଏ !ମାତ୍ର ସେହି ମେଷଛୁଆଁ ଚଗଲା ହୋଇ ବଡିକି ଆସିଲା !ଭୁଲକୁ ନ ବୁଝି, ସେ ଯାହା ଇଚ୍ଛା କରେ ସେହି ସ୍ଥାନ ଗୁଡିକ ଖୁସିରେ ବୁଲି ବୁଲି, ସନ୍ଧ୍ୟାରେ ଲୁଚି ଲୁଚି ଆସି ପୋଲରେ ମିଶିଯାଉ ଥାଏ !ଏହିପରି ଗୋଟିଏ ଦିନ ପୋଲରୁ ବାହାରି ଯାଇ ବହୁତ ଦୂରକୁ ଯାଇ ବଡ଼ ଅସୁବିଧାରେ ଛନ୍ଦି ହୋଇଗଲା !ରଡି କରୁଥାଏ !ତାହା କେହି ଶୁଣି ପାରିଲେନି !ସନ୍ଧ୍ୟାରେ ଅନ୍ଧାର ହେଉଥିବା ସମରେ ଡାଲିକୁ ଖୋଜୁ ଥିବା ମେଷ ଜଗୁଆଳି, ତାହା ଦେଖା ନ ଯିବାରୁ ଏପଟ ସେପଟ ଖୋଜି ଖୋଜି ତାହାର ନାମ ଡାକି ଡାକି ଯାଉଥାଏ !ମେଷ ଜଗୁଆଳିର ସ୍ୱର ଶୁଣିପାରି ଡାଲି, ମୁ ଏଠାରେ ଅଛି, ମୋତେ ଉଦ୍ଧାର କର ବୋଲି ଦୁଃଖିତ ସ୍ୱରରେ ରଡି କରୁଥାଏ !ଜଗୁଆଳି ତାହା ଜାଣିପାରି ତାର କାନ୍ଦରେ ବସାଇ ନେଲା !ମୋତେ କ୍ଷମା କର କହିଲା ପାରି ଡାଲିର ମୁହଁ ଦେଖାଯାଉ ଥାଏ !

ବାଇବଲରେ ଜଣେ ବାପାଙ୍କୁ ଦୁଇଟି ପୁତ୍ରରୁ ତାର ସାନ ପୁଅ ତାର ସାଙ୍ଗ ସାଥୀ ଏବଂ ଜାଗତିକ ଖୁସିକୁ ଦେଖି ତାହା ଅନୁଭବ କରିବାକୁ ତାର ପିତାଙ୍କ ଠାରେ ଥିବା ସମ୍ପତିର ତାର ଭାଗକୁ ମାଗି ତାର ଘରକୁ ପରିତ୍ୟାଗ କରି ପଳାଇଲା !ମାତ୍ର ପିତା ତାର ପୁତ୍ର ଯେକୌଣସି ଗୋଟିଏ ଦିନ ଆସିବ ବୋଲି ଆପେକ୍ଷା କରୁଥାଏ !ସାନ ପୁଅ ତାର ସାଙ୍ଗ ସାଥୀ ସହିତ ପୃଥିବୀର ଖୁସିକୁ ଅନୁଭବ କଲା !ଦିନେ ତାର ପାଖରେ ଥିବା ସମସ୍ତ ଟଙ୍କା ସବୁ ଖର୍ଚ୍ଚ ହୋଇଗଲା !ସାଙ୍ଗ ସାଥୀ ଛାଡିକି ଚାଲିଗଲେ !ସେ ତାର ଖାଦ୍ୟକୁ ମଧ୍ୟ ନ ପାଇକି ଥିବା ସମୟରେ, ତାର ପିତାଙ୍କର ଆଦର ଏବଂ ସଂରକ୍ଷଣ ବିଷୟରେ ଆଲୋଚନା କରି ପିତାଙ୍କର ନିକଟକୁ ଆସିଲା !ସେ ତାର ପୁତ୍ରଙ୍କର ପରି ନ ରହି ଅସନା ଲୁଗାରେ, ମଳିନ ମୁହଁରେ ଆସିଲା !ହେଲେମଧ୍ୟ ପିତା ଧଉଡ଼ି ଯାଇ ଆଲିଙ୍ଗନ କରି,  ଚୁମ୍ବନ କରି,  ତାଙ୍କୁ ନୂତନ ବସ୍ତ୍ର ପରିଧାନ କରାଇ, ମୁଦି ପିନ୍ଧାଇ, ଆଉଥରେ ତାଙ୍କର ପୁତ୍ର ରୂପେ ଗ୍ରହଣ କଲା 

ଏହା ପାଠ କରୁ ଥିବା ମୋର ପ୍ରିୟ ବନ୍ଧୁଗଣ, ସେହି ମେଷଛୁଆଁ ତାର ଇଚ୍ଛା ଅନୁସାରେ ଗଲା ପରି, ସାନ ପୁଅ ତାର ସାଙ୍ଗ ସାଥୀ ଓ ପୃଥିବୀର ଆନନ୍ଦ ସକାଶେ ଘରକୁ ପପରିତ୍ୟାଗ କରି ଗଲା ପରି ଆମେ ମଧ୍ୟ କିଛି ଆକର୍ଷଣିୟ  ପୃଥିବୀର କାର୍ଯ୍ୟକୁ ଦେଖି ପରମ ପିତା ଯୀଶୁଙ୍କୁ ପରିତ୍ୟାଗ କରି,  ତାଙ୍କରି ପ୍ରସନ୍ନତାକୁ ତ୍ୟାଗ କରି, ସେ ଆମ ଉପରେ ରଖି ଥିବା ପ୍ରଣାଳୀକାକୁ ତ୍ୟାଗ କରି, ପଥଭ୍ରଷ୍ଟ ହୋଇ କୁଆଡେ ଚାଲିଯାଉଛୁ କି ? ଗୋଟିଏ ମିନିଟ ଠିଆ ହୋଇ ଆଲୋଚନା କରିବା !ଆମେ ଆମ ପରମ ପିତା ମାତାଙ୍କ ଗର୍ଭରୁ ପଡି ଥିବାଠୁ ଆମ୍ଭଙ୍କୁ କେତେ  ଉପଦେଶ କରି, ସଂରକ୍ଷଣ କରି, ଆବଶ୍ୟକ ସବୁକୁ ଦେଇ କଢ଼ାଇ ନେଇ ଥିବାକୁ ଆଲୋଚନା କରି ଦେଖନ୍ତୁ !ଆଉଥରେ ତାଙ୍କରି ନିକଟକୁ ଫେରି ଆସନ୍ତୁ !ପରମ ପିତା ଆଜି ପର୍ଯ୍ୟନ୍ତ ଆପଣଙ୍କୁ ଗ୍ରହଣ କରିବାକୁ ସେହି ପ୍ରେମରେ, ତୁମ୍ଭଙ୍କୁ ପ୍ରେମ କରି ଗ୍ରହଣ କରିବାକୁ ଆତୁରରେ ଅଛନ୍ତି !ଦୁଇଟି ହାତ ବଢ଼ାଇ  ସେ ତୁମ୍ଭ ସକାଶେ ଅପେକ୍ଷାରେ ଅଛନ୍ତି !
-    ଯେ. ଏବିନେଶ୍ୱର 

ପ୍ରାର୍ଥନା କରନ୍ତୁ :-
ବିବାହ ପାଇ ଅପେକ୍ଷାରେ ଥିବା ଧର୍ମ ପ୍ରଚାରକଙ୍କ ପିଲାଙ୍କୁ ବିବାହ ପାଇ ଏବଂ ସନ୍ତାନ ନିମନ୍ତେ ଅପେକ୍ଷାରେ ଥିବା ଧର୍ମପ୍ରଚାରକଙ୍କୁ ପ୍ରଭୁଙ୍କର ଅନୁଗ୍ରହ ନିମନ୍ତେ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş matbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking perabet casibom holiganbet galabet casibom perabet perabet giriş padişahbet padişahbet giriş grandpashabet kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet casinomilyon grandpashabet palacebet sonbahis wbahis grandpashabet betpuan betsalvador matbet meritking