Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 02-05-2021 (Kids Special)
Share:

By Village Missionary Movement

Sunday, 02-May-2021

ଆଜିର ବାକ୍ୟ (Oriya) 02-05-2021 (Kids Special)

ସ୍ବେଟେରର ମୂଲ୍ୟ କେତେ ? 

“ପ୍ରତ୍ୟେକ ଜଣ ଆପଣା ହୃଦୟରେ ଯେପରି ସଂକଳ୍ପ କରିଅଛି, ସେହିପରି କରୁ, କୁଣ୍ଠିତ ଭାବରେ ନୁହେଁ ଅବା ବାଧ୍ୟବାଧକତା ହେତୁରୁ ନୁହେଁ; କାରଣ ଈଶ୍ୱର ହୃଷ୍ଟଚିତ୍ତଦାତାକୁ ଭଲ ପାଆନ୍ତି ।“ - ଦ୍ୱିତୀୟ କରନ୍ତିୟ 9:7

ହାଇ ପିଲାମାନେ କେମିତି  ଅଛ  ? ଆଜି ଦିନରେ ଚର୍ଚ୍ଚ ଯିବ ତ, ସାନଢ଼େ ସ୍କୁଲକୁ ମଧ୍ୟ ଉପସ୍ଥିତ ହେବ  ତ !ତୁମ ଦ୍ଵାରା ଆଇଶାକ ନାମକ ଭାଇ ଚର୍ଚ୍ଚକୁ ଗଲା !ଚର୍ଚ୍ଚରେ ପାଳକ ଦେଉଥିବା ସନ୍ଦେଶକୁ ଖୁସିରେ ଶୁଣୁଥାଏ   !ସେହି ଦିନ ଅନ୍ୟକୁ ଦାନ  ଦେବାକୁ ସତ୍ୟ ଘଟଣା ବିଷୟରେ ସନ୍ଦେଶ କଲା !କେବଳ ସେତିକି ନୁହେଁ ପାଳକ କହିଲା,  ପଡୋଶୀ ଗାଁର ଅନାଥ ବୃଦ୍ଧମାନଙ୍କ ନିମନ୍ତେ  ଘୋଡେଇ ହେବାକୁ ଦୁଇ ଶହ ଚାଦର ଆମ ଚର୍ଚ୍ଚର ବିଶ୍ୱାସୀ ମାନଙ୍କ ଦ୍ଵାରା କିଣି ଦେବି ବୋଲି ଭାବୁଛି !ଯେଉଁମାନେ ଇଚ୍ଛା କରନ୍ତି ସେମାନେ ସାହାଯ୍ୟ କରିପାର ବୋଲି ଗୋଟିଏ ମୋଲାଟ ପେଡିଟି ଆଗରେ ରଖିଲେ !

ବିଶ୍ୱାସୀମାନେ ତାଙ୍କ ପାଖରେ ଥିବା ପଇସାକୁ ସେଠାରେ ପକାଇଲେ !କେତେଜଣ କୋଈନ ଗୁଡିକ ଖୋଜି ଖୋଜି ସେଥିରେ ପକାଇଲେ !ଆଇଶାକ ଏସମସ୍ତ ଦେଖୁଥାଏ !ମୋ ପାଖରେ ଦେବାକୁ କିଛି ନାହିଁ ବୋଲି ତାର ବାଧା ଥିଲା !ଆଲୋଚନା କରି ଘରକୁ ଆସିଲା !କିଛି ଦିନ ପୂର୍ବରୁ ତାଙ୍କ ବାପା କିଣି ଦେଇ ଥିବା ସ୍ବେଟରକୁ କାଢି କହିଲା, ଯୀଶୁ ବାପା ମୋ ପାଖରେ ଥିବା ନୂଆଟା କେବଳ ଏହା ହିଁ ବୋଲି ସେହି ପାଲକକୁ ଦେଇ ଏହା ଯାହାକୁ ହେଉ ଅଜାକୁ କି ମାମାକୁ ଦେଇ ଦିଅନ୍ତୁ !ମୋତେ ଯୀଶୁ ବାପା ଅନ୍ୟଟି ଦେବ ବୋଲି ଖୁସିରେ କହିଲା !କିଛି ବିଶ୍ୱାସୀ ତାଙ୍କୁ ଦେଖି ହସିଲେ !ସେଠାରେ ଥିବା ଜଣେ ଆଣ୍ଟି କହିଲା, ମୁ ଏହି ସ୍ବେଟରକୁ ହଜାର ଟଙ୍କାରେ କିଣିବି ମୁ ନିଲାମ କରୁଛି !ତାପରେ ତାହା ଦୁଇ ହଜାର, ତିନି ହଜାର ବୋଲି ନିଲାମ କରିବା ଆରମ୍ଭ ହେଲା !ସେଠାରେ ଜଣେ ଡାକ୍ତର ଏକ ଲକ୍ଷ ଟଙ୍କା ଦେଇ ନିଲାମ କଲା !ଚେକଟି  ପାଳକକୁ ଦେଇ ସ୍ବେଟରଟି ପ୍ରେମର ଉପହାର ସଦୃଶ୍ୟ  ଆଇଶାକକୁ ଦେଇଦେଲା !ବୃଦ୍ଧମାନଙ୍କ ଆଶ୍ରମକୁ ଦୁଇ ଶହ ଚାଦର,  ତକିଆ, ନାଇଟ, ଧୋତି କିଣିଲେ !ଆଉ  ସତୁରି ହଜାର ବଳକା ହେଲା !ଏହାକୁ କଣ କରିବା ବୋଲି ଆଲୋଚନା କରି ପାଳକ ବିଶ୍ୱାସୀମାନଙ୍କୁ କହିଲା, ଆଇଶାକ ବହୁତ ଗରିବ ପରିବାରରୁ ଆସିଥିଲେ ମଧ୍ୟ, ତାଙ୍କୁ ରହିଥିବା ଉତ୍ତମ ଗୁଣ ଯୋଗୁ ଏହି ସତୁରି ହଜାର ଟଙ୍କାରେ ଗୋଟିଏ ବଖରା ଓ ପାଇଖାନା ବାନ୍ଧିଦେଲେ ଭଲ ଥିବ ବୋଲି ନିର୍ଣ୍ଣୟ କଲେ !ସେଥିକି ହିଁ ନୁହେଁ ଜଣେ କୋଠାବାଡ଼ିର କଟ୍ରାକ୍ଟର ଉଠି କହିଲା, ହାତରେ ରହିଥିବା ସତୁରି ହଜାରରୁ ଆଉ ଅଧିକା କେତେ ଖର୍ଚ୍ଚ ହେଲେ ତାହା ମୁ ଦେବି !

ମୋର ପ୍ରିୟ ଭାଇ ଓ ଭଉଣୀ, ଏହି  ଛୋଟ ବାଳକ କଲା ପରି ତୁମ୍ଭେ ମଧ୍ୟ ଉଚ୍ଚାହର ସହିତ  ଯୀଶୁଙ୍କର ନିମନ୍ତେ ଦେବା ବେଳେ, ପ୍ରଚୁର ଭାବରେ ପ୍ରଭୁ ତୁମ୍ଭଙ୍କୁ ଆଶୀର୍ବାଦ ଦୟା କରିବେ !
-    ଶ୍ରୀମତୀ ଜସ୍ମିନ ପାଳ ପଣ୍ଡିତ ରାୟ

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al matbet matbet bahiscasino betsat betsat pashagaming pashagaming betpas betpas giriş ngsbahis perabet perabet giriş