Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 03-05-2021
Share:

By Village Missionary Movement

Monday, 03-May-2021

ଆଜିର ବାକ୍ୟ (Oriya) 03-05-2021

ପିତାଙ୍କ ପ୍ରେମ 

“କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ ।“ - ଯୋହନ 3:16

ଆମେରିକା ଦେଶର ମିକ୍ସକାନ ନଗରରେ ରିଖୱାନ ବିକ ଦମ୍ପତିଙ୍କୁ ମାଡିସାନ ନାମକ ଝିଅଟି ଜନ୍ମ ହେଲା !ତାଙ୍କର ଶିରାପ୍ରଶିରାର ଉର୍ବରତା ନ ଥିବାରୁ ସେ ଖଟରେ ହିଁ ଶୋଇ ଥିବା ପରିସ୍ଥିତି ହେଲା !ଧୁଆ ଓ ମାଦକ ଦ୍ରବ୍ୟରେ ଅଭ୍ୟାସ ହୋଇଥିବା ରିଖ, ତାଙ୍କ ଝିଅଙ୍କ ସକାଶେ ବହୁତ ଦିନ ବଞ୍ଚିବାକୁ ଏହି ମନ୍ଦ ଅଭ୍ୟାସକୁ ତ୍ୟାଗ କରି, ଦୌଡ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ତାଲିମ ନେଲା !ସେଥିପାଇଁ ତାର ବିକଳାଙ୍ଗ ଝିଅଟିକୁ ସାଙ୍ଗରେ ନେଲା !ଖଟରେ ଥିବା ସେ କିପରି ଦୌଡିବ ? ତେଣୁ ତାଙ୍କ ନିମନ୍ତେ ବିଶେଷକରି ତିନି ଚକିଆ ଚୌକି , ଏକ ନୌକା ତିଆରି କଲେ !ଦୌଡିବା ବେଳେ ତିନି ଚକିଆ ଚୌକିରେ ତାଙ୍କୁ ଶୁଆଇ ତାହାକୁ ଠେଲି ନେବ !ପହଁରିବା ବେଳେ ସେହି ନୌକାରେ ତାଙ୍କୁ ଶୁଆଇ ନୌକାର ଦଉଡ଼ି ତାଙ୍କ ସହିତ ବାନ୍ଧି ପହଁରି ପହଁରି ଯାଉଥିବ !ସାଇକେଲ ଚଲାଇଲା ବେଳେ ତିନି ଚକିଆ ଚୌକିରେ ପଛରେ ଲଗାଇବ !ଏହିପରି ଦୁଇ ଜଣ ମିଶି ସତୁରିରୁ ଅଧିକା ପ୍ରତିଯୋଗିତାରେ ଅଂଶଗ୍ରହଣ କଲେ !କିଛି ସମୟରେ ଦୌଡିବା ବେଳେ ତାଙ୍କୁ ବୋହିକି ନେବା ପରିସ୍ଥିତି ବି ଆସିଥିଲା !

ଗୋଟିଏ ଥର ସାଇକେଲ ଚଲାଇବା, ପହଁରିବା, ଦୌଡ଼ିବା ଏପରି ତିନୋଟିକୁ ଗୋଟିଏ ପରେ ଗୋଟିଏ  ଏକାଥରକେ କରିବାକୁ ପଢିଥିବା ବେଳେ ମଧ୍ୟ ତାଙ୍କ ଝିଅଟି ସହ ଅଂଶ ଗ୍ରହଣ କରିଥିଲା !ତାଙ୍କର ବିକଳାଙ୍ଗ ଝିଅଟି ପ୍ରତି ଦେଖାଇ ଥିବା ଦୟାକୁ ଦେଖି ଥିବା ସାମ୍ବାଦିକମାନେ, ଏହି ଶତାଦ୍ଧିର ମହାନ ପିତା ଅଟେ ବୋଲି ବିରୁଧି ଦେଇ ତାଙ୍କୁ ସମ୍ମାନ କରିଥିଲେ !କାହିଁକି ଏପରି କରୁଛ ବୋଲି ପଚାରିବାରୁ, ସେ କହିଲା ମୋର ଝିଅଟି ବାହାର ପବନ ଶୀଘ୍ର ତାଙ୍କ ମୁହଁରେ ପଡ଼ିବାର ଅଛି,  ତାଙ୍କର ମୁଣ୍ଡର ବାଳ ତାର ମୁହଁରେ ପଡ଼ିବାର ଅଛି ବୋଲି ବହୁତ ଆଶା କରିଥିବ !ସେ ମୋର ହୃଦୟ !ମୁ ତାର ଗୋଡ଼ ସଦୃଶ୍ୟ କାର୍ଯ୍ୟ କରୁଅଛି !ମୋ ଠାରୁ ସେ ହିଁ ଅନେକଙ୍କ ଜୀବନକୁ ବଦଳାଇଲା !ଆମେ ଦୁଇ ଜଣ ଉତ୍ତମ ଘୋଡ଼ି ହୋଇ ରହୁଛୁ !ଏପରି ଉଚ୍ଚାହର ଉତ୍ତର ଦେଇ ଅନେକଙ୍କ ଜୀବନରେ ଉଦାହରଣ ହୋଇ ରହିଲା !ପୃଥିବୀରେ  ରହୁଥିବା ପିତାମାତା ଆମେ ଆମ  ପିଲାଙ୍କୁ  ଏପରି ପ୍ରେମ କରିଲେ ଆମ ପରମ ପିତା ଆମ ଉପରେ ରଖିଥିବା ପ୍ରେମ କେତେ ମହାନ ହୋଇଥିବ ? ସେ ତାଙ୍କର କେବଳ ଏକମାତ୍ର ପୁତ୍ରଙ୍କୁ ସେ ନ ଦେଖି ଆମ୍ଭ ନିମନ୍ତେ ସେ ଏହି ଜଗତକୁ ପ୍ରେରଣ କରି କୃଶରେ ହତ ହେବାକୁ ସମର୍ପଣ କଲେ ତ !

ତାଙ୍କର ପ୍ରେମକୁ ସମାନ ଭାବରେ ଆମେ ତାଙ୍କୁ ପ୍ରେମ କରିବାକୁ ହେବ ତ ? ଆମେ ତାଙ୍କୁ ପ୍ରେମ କରିବା ତେବେ ମୁ ମୋର ପୁତ୍ରଙ୍କ ସହିତ ଅଛି ବୋଲି ସେ ପିତା କହିବା ପରି, ଆମେ ପରମେଶ୍ୱରଙ୍କ ସହିତ ତାଙ୍କର ସ୍ଥାନକୁ ଯାଇ ତାଙ୍କର ସହିତ କଷ୍ଟ, ପରିଶ୍ରମରେ ରହୁଥିବା ଲୋକଙ୍କୁ ଆଦରଣ ହୋଇ, ଖଟରେ ପଡିରହିଥିବା ଲୋକଙ୍କୁ ଆମ ହସ୍ତ ଦ୍ଵାରା ସାହାଯ୍ୟକାରି ହୋଇ ରହିବା ତ !ଅନେକଙ୍କ ଜୀବନକୁ ଛୁଇବାକୁ ପ୍ରଭୁ ଆମକୁ ମନୋନୀତ କରିଛନ୍ତି !ଆମ ପ୍ରେମ ଦ୍ଵାରା, ଆମର ଆଦରଣର ବାକ୍ୟ ଦ୍ଵାରା ଅନେକଙ୍କୁ ପ୍ରଭୁଙ୍କ ନିକଟକୁ ପ୍ରେରଣ କରିବା !ସେମାନେ ପ୍ରଭୁଙ୍କୁ ଜାଣିବାକୁ, ତାଙ୍କର ପ୍ରେମକୁ ପ୍ରକାଶ କରିବା !ଆଲୋଚନା କରି, କାର୍ଯ୍ୟ କରିବା ! 
-    ଭାଇ. ହାନିସ ଶାମୂଏଲ 

ପ୍ରାର୍ଥନା କରନ୍ତୁ :-
ଆମ ମିଶିନାରୀର ପ୍ରତ୍ୟେକଙ୍କୁ ପ୍ରଭୁ ତାଙ୍କର ରକ୍ତର ପ୍ରାସାଦରେ ସଂରକ୍ଷଣ କରି ରଖିବା ନିମନ୍ତେ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al pokerklas superbetin maximcasino pashagaming maximcasino matbet matbet betsat hızlıcasino pashagaming jojobet jojobet giriş holiganbet