Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 04-05-2021
Share:

By Village Missionary Movement

Tuesday, 04-May-2021

ଆଜିର ବାକ୍ୟ (Oriya) 04-05-2021

ମାସ୍କ  ବାଧ୍ୟତା 

“ତୁମ୍ଭେମାନେ ଯେପରି ଶୟତାନର ସମସ୍ତ ଚାତୁରି ବିରୁଦ୍ଧରେ ଦଣ୍ଡାୟମାନ ହୋଇ ପାର, ଏଥି ନିମନ୍ତେ ଈଶ୍ୱରଦତ୍ତ ସମସ୍ତ ସଜ୍ଜାରେ ଆପଣା ଆପଣାକୁ ସୁସଜ୍ଜିତ କର ।“ - ଏଫିସୀୟ 6:11

ଏହି ପୃଥିବୀ କରୋନା ସହିତ ଯୁଦ୍ଧ କରୁଛି  !ମାସ୍କ ପିନ୍ଦିବା ବାଧ୍ୟତାମୂଳକ !ପୃଥିବୀ ଇତିହାସକୁ ଘୁରାଇ ଦେଇଥିବା ଏହି କରୋନା, ବର୍ତମାନ ଜଗତକୁ ଚଟପଟ କରୁଛି !ଚିକିତ୍ସକ ବାରମ୍ବାର କହିବା କଥା ମାସ୍କ ଧାରଣ  କରନ୍ତୁ !ତାହା ଆମକୁ ସଂରକ୍ଷଣ ଦେବ, ଆମ ସହିତ ରହିବା ଲୋକଙ୍କୁ ସଂରକ୍ଷଣ ଦେଉଛି !ପ୍ରତିଦିନ ଅନ୍ୟର ସହିତ ଆମେ  ସମ୍ବନ୍ଧ ରଖିବା ବେଳେ, ବାହାରକୁ ଯିବା ବେଳେ ମାସ୍କ ଧାରଣ କରିବା ଗୁରୁତ୍ୱପୂର୍ଣ  ଅଟେ !କରୋନା ସହିତ ଯୁଦ୍ଧ କରିବାକୁ ହେଲେ ଏହା ଆମେ ନୀଚୀତ କରିବାକୁ ହେବ!

ପବିତ୍ର ବାଇବଲରେ ମାନବ ଜାତି ସମସ୍ତର  ଏକ ଯୁଦ୍ଧ ଅଛି !ତାହା ଆକାଶ ମଣ୍ଡଳର ଦୁଷ୍ଟଆତ୍ମା ସହ ଯୁଦ୍ଧ !ଏହା ସମସ୍ତ ଖ୍ରୀଷ୍ଟିଆନ ମାନଙ୍କର ଯୁଦ୍ଧ !ସଇତାନର ତନ୍ତ୍ରକୁ ଆମେ ବିରୋଧୀ କରି ଠିଆହେବା ଯୁଗ  ଅଟେ !ଏହି ଆତ୍ମୀୟ ଯୁଦ୍ଧରେ ଆମେ ଆମକୁ ନିଜକୁ ରକ୍ଷା କରି,  ଆମ  ଚାରିପଟ ଥିବା ଜନତାଙ୍କୁ ମଧ୍ୟ ରକ୍ଷା କରିବାକୁ ହେବ !ସେଥିପାଇଁ ଆମେ  ସତ୍ୟରୂପ କଟିବନ୍ଧନୀରେ କଟି ବାନ୍ଧି,  ଧାର୍ମିକତା ରୂପ ଉରସ୍ତ୍ରାଣ ପରିଧାନ କରି,  ସୁସଜ୍ଜିତ ପାଦୁକା ପାଦରେ ପିନ୍ଧି,  ସେହି ବିଶ୍ୱାସରୂପ ଢ଼ାଲ ଧରି , ପରିତ୍ରାଣ ରୂପ ଶିରସ୍ତ୍ରାଣ ପରିଧାବ କରି,  ଆତ୍ମାଙ୍କ ଖ‌ଡ୍ଗ ଇଶ୍ୱରଙ୍କ  ବାକ୍ୟ ଧାରଣ କରି ପ୍ରଭୁଙ୍କର ସର୍ବ କବଚ ଧାରଣ କରି, ଜାଗି ରହି ପ୍ରାର୍ଥନା କାରବାକୁ ହେବ !ତେବେ ଆମେ ସଂରକ୍ଷଣ ହେବା !

ଏହା ପାଠ କରୁଥିବା ମୋର ପ୍ରିୟ ବନ୍ଧୁଗଣ, କରୋନାର ବିରୋଧରେ ଯୁଦ୍ଧ କରିବା ଠାରୁ, ଆମ ଠାରେ ରହିଥିବା ଏହି ଯୁଦ୍ଧ ମହାନ ଅଟେ !ଏହାଠୁ ଯଦି ଆମେ ପରାଜୟ ହୋଇଯିବା, ତେବେ ଆମ ଜୀବନରେ ସମାଧାନ, ଶାନ୍ତି କାର୍ଯ୍ୟରୁ ନିବୃତ ହୋଇଯିବ !ମାସ୍କ ଧାରଣ କରିବା ଯେତିକି ଗୁରୁତ୍ୱପୂର୍ଣ, ତାହାଠୁ ଗୁରୁତ୍ୱପୂର୍ଣ ଉପରେ କୁହାଯାଇଥିବା କାର୍ଯ୍ୟଗୁଡିକ !ଆମେ ପ୍ରତିଦିନ ଧାରଣ କରିବାକୁ ହେବ !ଆମ ଶାରୀରିକ ମନକୁ ରକ୍ଷା କରିବାକୁ ଆମେ  ମାସ୍କର ଧାରଣ କରୁଛୁ !ଆତ୍ମୀୟ ମନକୁ ରକ୍ଷା କରିବାକୁ ସର୍ବଅଙ୍ଗ କବଚକୁ ଧାରଣ କରି ସଇତାନର ତନ୍ତ୍ରକୁ, ତାହାର ଏକ ଦୁରାଆତ୍ମାକୁ ପ୍ରାର୍ଥନାରେ ବିରୋଧୀ କରି ଯୁଦ୍ଧ କରିବା !ବିଜୟୀ ହେବା !
-    ଟି. ଶଙ୍କର ରାଜ 

ପ୍ରାର୍ଥନା କରନ୍ତୁ :-
ଆମ ମିଶିନାରିମାନଙ୍କ ପିଲାମାନେ ଶିକ୍ଷାର ଆର୍ଥିକ ସାହାଯ୍ୟ ନିମନ୍ତେ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al Elexbet matbet giriş matbet instagram unban x unban twitter unban palacebet setrabet