Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 05-05-2021
Share:

By Village Missionary Movement

Wednesday, 05-May-2021

ଆଜିର ବାକ୍ୟ (Oriya) 05-05-2021

ପ୍ରଭୁ ମୋତେ ସ୍ୱାନ୍ତନା ଦିଅ 

“ତେଣୁ ଖ୍ରୀଷ୍ଟଙ୍କ ନିମନ୍ତେ ଦୁର୍ବଳତାରେ, ଅପମାନରେ, ଦୁର୍ଦ୍ଦଶାରେ, ତାଡ଼ନାରେ, ସଙ୍କଟରେ ମୁଁ ସନ୍ତୁଷ୍ଟ ହୁଏ; କାରଣ ଯେତେବେଳେ ମୁଁ ଦୁର୍ବଳ, ସେତେବେଳେ ମୁଁ ବଳବାନ ।“ - ଦ୍ୱିତୀୟ କରନ୍ତିୟ  12:10

ମିଶିନାରି ଦମ୍ପତି ରେ ଓ ସଫିଆ ଦକ୍ଷିଣ ଆଫ୍ରିକାରେ ଚାଳିଶି ବର୍ଷରୁ ଉର୍ଦ୍ଧ ଯୀଶୁଖ୍ରୀଷ୍ଟଙ୍କର  ସେବା କାର୍ଯ୍ୟ କରି ଆସିଲେ !ଦୁଃଖ ଓ କଷ୍ଟ  ପରିସ୍ଥିତିରେ ମଧ୍ୟ ନିରନ୍ତର ତ୍ୟାଗି ହୋଇ ପ୍ରଭୁଙ୍କର ସେବା କରି ଆସିଲେ !ଏମାନେ କରିବା ସେବାକୁ ଯିଏ ଦେଖିଲେ ବି ପ୍ରଭୁଙ୍କର ଗୌରବ ନ  କରିପାରି ରହିପାରନ୍ତି ନାହିଁ !ଅଧିକତମ ପ୍ରଭୁଙ୍କର କାମ ଉତ୍ତମ ରୂପେ କରିଲେ !ଏହି ପରିସ୍ଥିତିରେ ହଠାତରେ ଗୋଟିଏ ଦିନ ସୋଫିଆ ରୋଗୀଣା ହୋଇ ଖଟରେ ପଡିଲା !ତାର ସାର୍ଟର ବତମ ପକାଇ ହେବାକୁ, ଗୋଟିଏ ଛୋଟ ବୋତଲର ପାଣି କାଢି ପିଇ ନ ପାରିବା ପରିସ୍ଥିତିକୁ ଆସିଗଲା !ଏହିପରି ଦୁଃଖ ଓ କଷ୍ଟ  ପରିସ୍ଥିତିରେ ମଧ୍ୟ, ତାଙ୍କ ହୃଦୟରେ ଦୁଃଖ ବା ସେ ନିଜକୁ ନିଜେ ଆତ୍ମହୀନତାକୁ ଦାସତ୍ଵ ହୋଇ ନାହିଁ !ହଠାତ ନିକୃଷ୍ଟତା ହୋଇ ନାହିଁ !ତାଙ୍କର ବଳହୀନତା ସମୟରେ ସେ ଧୀରସ୍ଥିରରେ କହିଥିବା ବାକ୍ୟ ହିଁ ଏହା !ସୋଫିଆ ତୁମେ ଏହା ପାଇ ହିଁ ଡାକରା ହୋଇଛ  !ଏହା ପାଇ ହିଁ ଯୀଶୁ ବାପାଙ୍କୁ ଗ୍ରହଣ କରିଛ !ଦୌଡ଼ି ଦୌଡ଼ି ସେବା କରିବାକୁ ନୁହେଁ, ଏହା ପାଇଁ ପ୍ରଭୁ ମୋତେ ଡାକିଛନ୍ତି !ଏହା ହିଁ ତାଙ୍କର ଆଲୋଚନା ଥିଲା  !

ଆଜି ବାଇବଲରେ ପାଉଲଙ୍କ ଜୀବନକୁ ଭାବି ଦେଖ !ସେ ପ୍ରଭୁଙ୍କର ନାମକୁ ଗୌରବ  ହେଲା ପରି ସୁନ୍ଦର ଭାବରେ ସେବା କରିଥିବା ପ୍ରଭୁଙ୍କର ବ୍ୟକ୍ତି !ସେବାକାର୍ଯ୍ୟ ମଝିରେ ତାଙ୍କୁ ନଛଡା କଣ୍ଟା ସଦୃଶ୍ୟ ବଳହୀନତା, ସଂକିର୍ଣ   ରହିଥିବା ଦେଖିଲା !ଏହା ନିମନ୍ତେ ପାଉଲ କିଛିବି ଚିନ୍ତା କରିନାହାନ୍ତି !ମାତ୍ର ତାହାକୁ ଅର୍ଥ କରିଲା ବ୍ୟକ୍ତି ପରି ପ୍ରଭୂଙ୍କୁ  ଗୌରବ କରୁଛନ୍ତି  !ସେଥିରେ ମୁ ପ୍ରିୟ ହୋଇଛି ବୋଲି ପାଉଲ ଖୁସି ବ୍ୟକ୍ତ କରୁଛନ୍ତି !ଖ୍ରୀଷ୍ଟଙ୍କ ଠାରେ ନ ଥିବା ଜଣେ ମଣିଷ, ଏହି ପରିସ୍ଥିତିରେ ଏହି ସନ୍ଦେଶକୁ ପଡିଲେ କହିବେ ଏହା ବହୁତ କଷ୍ଟ ଅଟେ ! !ତାଙ୍କୁ ପ୍ରେମ କରୁଥିବା ତାଙ୍କ ପିଲାଙ୍କୁ ପ୍ରଭୁ ଯେକୌଣସି ମାର୍ଗକୁ ମଧ୍ୟ ଅନୁମତି ଦେଉଛନ୍ତି ଅର୍ଥାତ   ତୁମ୍ଭେ ଏହାକୁ ବିଶ୍ୱାସ କରୁଛ କି ? 

ଏହି ସନ୍ଦେଶ ଦ୍ଵାରା ପ୍ରଭୁ ତୁମ୍ଭଙ୍କୁ ବଳବାନ କରିବାକୁ   ଇଚ୍ଛା କରୁଛନ୍ତି  !କାରଣ ଏହି କ୍ଷଣକାଳସ୍ଥାୟୀ ଲଘୁ କ୍ଳେଶ ଅତ୍ୟଧିକ ବାହୁଲ୍ୟ ରୂପେ ଆମ୍ଭମାନଙ୍କ ନିମନ୍ତେ ଅନନ୍ତକାଳସ୍ଥାୟୀ ମହା ଗୌରବ ସାଧନ କରୁଅଛି;(ଦ୍ୱିତୀୟ କରନ୍ତିୟ :-4:17)!ହଁ ଏହା ପଡ଼ୁଥିବା ତୁମ୍ଭ ନିମନ୍ତେ ଏକ ମହାନ ସନ୍ଦେଶ,ଓ  ଆନନ୍ଦ ସିଦ୍ଧି କରାଯାଇଛି !ପ୍ରଭୁଙ୍କର ଉପକୃତ  ଅନୁଭବ କରିବାକୁ ଏବେଠାରୁ ବଳହୀନତା ମଧ୍ୟରୁ ମଧ୍ୟ ପ୍ରଭୁଙ୍କର ଗୌରବ କରନ୍ତୁ !ସବୁଠାରେ କୃତଜ୍ଞତା ଓ ସ୍ତୁତି କରନ୍ତୁ !ସମସ୍ତ ଉପକାର ସକାଶେ ଚଳାଉ ଥିବା ପ୍ରଭୁ, ଆଜିର ଦିନରେ ମଧ୍ୟ ତୁମ୍ଭଙ୍କୁ ଏକ ଅଦଭୂତ କରିବେ !ବିଶ୍ୱାସ କରନ୍ତୁ !
-    ପି. ଜେକବ ଶଙ୍କର 

ପ୍ରାର୍ଥନା କରନ୍ତୁ :-
ସୋସିଆଲ ମିଡ଼ିଆରେ ପ୍ରଚାର ହେଉଥିବା କାର୍ଯ୍ୟକ୍ରମଗୁଡିକ ଅନେକ ଲୋକ ଗ୍ରହଣ କରି ଉପକୃତ ହେବା ନିମନ୍ତେ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al Elexbet matbet giriş matbet instagram unban x unban twitter unban palacebet setrabet