Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 06-05-2021
Share:

By Village Missionary Movement

Thursday, 06-May-2021

ଆଜିର ବାକ୍ୟ (Oriya) 06-05-2021

କ୍ଷମାର ମହତ୍ୱ 

“ପରସ୍ପର ପ୍ରତି ସହନଶୀଳ ହୁଅ ଆଉ ଯଦି କାହାରି କାହାରି ବିରୁଦ୍ଧରେ କୌଣସି କଥା ଥାଏ, ତେବେ ଏକକୁ ଆରେକ କ୍ଷମା କର; ପ୍ରଭୁ ଯେପରି ତୁମ୍ଭମାନଙ୍କୁ କ୍ଷମା କରିଅଛନ୍ତି, ତୁମ୍ଭେମାନେ ମଧ୍ୟ ସେହିପରି କର ।“ - କଲସୀୟ 3:13

ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ହୋଇଥିବା ନେଲସନ ମାଣ୍ଡେଲା ସେ ଅନେକ ଦିନର ପରିଶ୍ରମ ପରେ ସେ ସେହି ଦେଶର ରାଷ୍ଟ୍ରପତି ହୋଇଥିଲା !ଗୋଟିଏ ଦିନେ ସେ ତାଙ୍କ ଅଙ୍ଗରଖି ମାନଙ୍କ ସହିତ ମିଶି ସହରରେ ଥିବା  ହଟେଲକୁ ଭୋଜନ କରିବାକୁ ଗଲେ !ପ୍ରତି ଜଣ ଯାହାକୁ ଯାହା ଆବଶ୍ୟକ ଖାଦ୍ୟ ଓଡର କରି ଅପେକ୍ଷାରେ ଥାନ୍ତି !ସେତେବେଳେ ସାଧାରଣ ଭାବରେ ଆଗରେ ରହିବା ମେଜକୁ ଦେଖିପାରି ଥିବା ନେଲସନ ସେଠାରେ ଏକଲା ଖାଦ୍ୟ ସକାଶେ ଅପେକ୍ଷାରେ ଥିବା ଦେଖିଲା !ତାଙ୍କର ସୈନିକକୁ ପଠାଇ କହିଲା, ସେ ଆସି ତାଙ୍କ ସହିତ ମିଶି ଖାଦ୍ୟ ଭୋଜନ କରୁ !ସେ ତାଙ୍କର ଖାଦ୍ୟକୁ ଆଣି ତାଙ୍କ ସହିତ ବସି ଭୋଜନ କଲା !ସେତେବେଳେ ଜଣେ ସୈନିକ ରାଷ୍ଟ୍ରପତିଙ୍କର ନିକଟକୁ ଆସି,  ସେ ମଣିଷ ଦେଖିବାକୁ ଜଣେ ରୁଗ୍ଣ ହୋଇ ଦେଖା ଯାଉଛି !ସେ ଖାଦ୍ୟ ଭୋଜନ କରିବା ବେଳେ ତାର ହାତ ଦୁଇଟି ଥରୁଛି କହିଲା !

ସେଥିପାଇଁ ନେଲସନ କହିଲା, ହେ ସୈନିକ ତାହା ନୁହେଁ ସତ୍ୟ, ସତ୍ୟ କଣ ଜାଣିଛ କି ? ମୁ ପୂର୍ବରୁ କାରାଗାରରେ ଥିବା ସମୟରେ ଏହି ବ୍ୟକ୍ତି ହିଁ ମୋତେ ଜେଲର ହୋଇଥିଲା !ମୋତେ ସବୁବେଳେ ତାଡନା ଦେଉଥାଏ  !ସେ କଷ୍ଟ ଦେଉ ଥିବା ବେଳେ ମୁ ବିକଳ ହୋଇ,  ହାଲିଆ ହୋଇ ଶେଷରେ କିଛି ଜଳ ପିଇବା ନିମନ୍ତେ  ମାଗେ !ଏହି ମଣିଷ ସେହି କ୍ଷଣି ମୋ ନିକଟକୁ ଆସି ମୋର ମୁଣ୍ଡ ଉପରେ ମୁତିଦେଇ ପଳାଇ ଯାଏ !ବର୍ତମାନ ମୁ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ହୋଇ ଥିବା ଯୋଗୁ ତାକୁ ମୁ ହିଂସା କରିବି ବୋଲି ଥରୁଚି !ମାତ୍ର ତାହା ମୋର ଅଭ୍ୟାସ ନାହିଁ !ଅପକାରକୁ ଅପକାର କରିବା ମଣିଷର ପରିସ୍ଥିତି କଦାପି ଏକ ଦେଶକୁ, ଏକ ବ୍ୟକ୍ତିକୁ ଉର୍ନ୍ନତି କରିପାରିବ  ନାହିଁ !ତାହା ତାକୁ ବିନାଶ କରି ଦେବ !ସେହି ସମୟରେ ଅନେକ ବିଷୟରେ ମନର ସହନଶିଳ ଗୁଣ ମହାନ ସାମ୍ରାଜ୍ୟ ପ୍ରସ୍ତୁତ କରିବ !

ହଁ ମୋର ପ୍ରିୟ ବନ୍ଧୁଗଣ, ଆମକୁ ସବୁଠି ସହନଶିଳ ହୋଇ ରହିଥିଲା ଯୀଶୁଖ୍ରୀଷ୍ଟ !ସେ କହିଲା, ପିତା ଏମାନଂକୁ କ୍ଷମା କର, ଏମାନେ କଣ କରୁଛନ୍ତି ଜାଣନ୍ତି ନାହିଁ କହି କୃଶରେ ତାଙ୍କୁ ମାରିଥିବା ଲୋକଙ୍କୁ, ତାଙ୍କୁ ମରଣ ମୁଖକୁ ଠେଲି ଦେଇ ଥିବା ଲୋକଙ୍କ ନିମନ୍ତେ ପିତାଙ୍କ ନିକଟରେ  ନିବେଦନ କଲା !ଆମେ ମଧ୍ୟ ଅନେକ ସମୟରେ ଅନ୍ୟମାନଙ୍କ ଦ୍ଵାରା ଆମକୁ ହୋଇ ଥିବା କ୍ଷତ, ବେଦନା ବିଷୟରେ ବହୁତ ଚିନ୍ତା କରୁଥାଉ !ନ୍ୟାୟ ନ ଥାଇ ମୁ ଦଣ୍ଡ ଭୋଗୁଛି ବୋଲି ବଚସା କରି ଅନ୍ୟର ଉପରେ କ୍ରୋଧ ହୋଇ ଆମେ ଜୀବନଯାପନ କରୁଛୁ !ମାତ୍ର ବାଇବଲ କୁହେ, ଅନ୍ୟର ଦୋଷ ତୁମ୍ଭେ କ୍ଷମା କଲେ ତୁମ୍ଭର ଦୋଷ କ୍ଷମା କରାଯାଏ !

କ୍ଷମା ନ କରିବାର ଅର୍ଥ  ଆମେ ଆମ ନିଜକୁ ନିଜେ ଗାତ ଖୋଲିବା !ତାହା ଦ୍ଵାରା ଆସୁଥିବା ତାଡନା, ଦୁଃଖ, ରାଗ, ଆତ୍ମହୀନତା ଏସମସ୍ତ ଆମକୁ ବେଦନା କରି, ଅନ୍ୟର ମଧ୍ୟ ବେଦନା କରିବ !କେବଳ ସେଥିକି ନୁହେଁ ଅନେକ ପ୍ରକାର ରୋଗକୁ ତାହା ଗୁରୁତ୍ୱପୂର୍ଣ କାରଣ !ତେଣୁ ଆମେ ଏହି ପୃଥିବୀରେ ସୁଖୀ ହୋଇ ବଞ୍ଚିବାକୁ ଖ୍ରୀଷ୍ଟ ଆମକୁ କ୍ଷମା କଲା ସଦୃଶ୍ୟ ଆମେ ମଧ୍ୟ ଅନ୍ୟକୁ କ୍ଷମା କରିବାକୁ ହେବ !କାରଣ ଜାଣି କ୍ଷମା ନ କରି ରହିବା ଉତ୍ତମ ନୁହେଁ !ଏହି ପୃଥିବୀରେ ଆମେ ବିନାଚିନ୍ତାରେ ସୁଖୀ ହୋଇ ବଂଚିବାକୁ ହେଲେ ଖ୍ରୀଷ୍ଟଙ୍କର ରୁପକୁ ବ୍ୟକ୍ତ କରିବାକୁ ପ୍ରେମ ନାମକ ଅଗ୍ନି ଆମ ଠାରେ ଜଳୁଥିବାକୁ ପଡିବ  !
-    ଶ୍ରୀମତୀ ବାସନ୍ତି ରାଜ ମୋହନ 

ପ୍ରାର୍ଥନା କରନ୍ତୁ :-
ପ୍ରତି ଶନିବାର ଦିନ ଆସୁଥିବା ପିଲାଙ୍କ କାର୍ଯ୍ୟକ୍ରମକୁ ୟୁଟ୍ୟୁବ, ଫେସବୁକରେ ଦେଖୁଥିବା ଅନେକ ପିଲାମାନେ ପ୍ରଭୁଙ୍କର ବିଶ୍ୱସ୍ତ ହେବା ନିମନ୍ତେ ଆମେ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet holiganbet giriş holiganbet matbet matbet giriş sahabet onwin betcio atlasbet casibom giriş casibom vaycasino vaycasino giriş meritking meritking giriş realbahis realbahis giriş casibom casibom giriş casibom casibom giriş imajbet imajbet giriş imajbetapp grandpashabet grandpashabet giriş grandpashabet güncel casibom giriş casibom matbet matbet giriş alobet betmartin pashagaming ultrabet lunabet betzula meritking jojobet marsbahis grandpashabet casibom jojobet jojobet casibom superbetin superbetin giriş marsbahis marsbahis giriş almanbahis almanbahis giriş amgbahis amgbahis giriş betasus betasus giriş betmartin betmartin giriş betoffice betoffice giriş jojobet jojobet giriş betpas betpas giriş betsat betsat giriş betsmove betsmove giriş egebet egebet giriş galabet galabet giriş grandpashabet grandpashabet giriş hiltonbet hiltonbet giriş holiganbet holiganbet giriş jasminbet jasminbet giriş kareasbet kareasbet giriş kargabet kargabet giriş kavbet kavbet giriş matbet matbet giriş mavibet mavibet giriş nakitbahis nakitbahis giriş norabahis norabahis giriş pashagaming pashagaming giriş perabet perabet giriş piabellacasino piabellacasino giriş tarafbet tarafbet giriş winxbet winxbet giriş supertotobet supertotobet giriş atlasbet atlasbet giriş jojobet jojobet grandpashabet holiganbet holiganbet cratosroyalbet gameofbet betgit palacebet betsalvador casibom casibom giriş