Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 07-05-2021
Share:

By Village Missionary Movement

Friday, 07-May-2021

ଆଜିର ବାକ୍ୟ (Oriya) 07-05-2021

 

ସ୍ୱର ଶୁଣିବା ମେଷ 

 

“ଯୀଶୁ ସେମାନଙ୍କୁ କହିଲେ, ମୋହର ଅନୁଗମନ କର, ମୁଁ ତୁମ୍ଭମାନଙ୍କୁ ମନୁଷ୍ୟ ଧରିବା ଶିଖାଇବି ।“ - ମାର୍କ 1:17

 

2001ମସିହା ସେପ୍ଟେମ୍ବର ଏଗାର ତାରିଖରେ ସନ୍ତ୍ରଶବାଦୀଙ୍କର ଦ୍ଵାରା ଅପହରଣ କରାଯାଇ ଥିବା ବିମାନ ଆମେରିକା ଦେଶର ପେଣ୍ଟଗଣ ସହରର ଏକ କୋଠାରେ ଆଘାତ କରିବା ବେଳେ, ସେଠାରେ ଅନେକ ଲୋକେ ସେହି କୋଠାରେ ଥିଲେ !ସେହି ବିମାନ ଆଘାତ କରିବା ଦ୍ଵାରା ସୃଷ୍ଟି ହୋଇ ଥିବା ଭୟଙ୍କର ଧୂଆଁରେ ଛନ୍ଦି ହୋଇ, ସେହି ଧୂଆଁ ସେମାନଙ୍କର ନୟନକୁ ଅନ୍ଧ କରିବା ଦ୍ଵାରା ବାହାରକୁ ଆସି ନ ପାରିବା ପରିସ୍ଥିତିରେ ନିରନ୍ତର ଅସୁବିଧାର ସମ୍ମୁଖୀନ ହେଲେ !ନିଶ୍ୱାସ ପ୍ରଶ୍ୱସ କରିବାକୁ ଅସୁବିଧା ହେଲେ !ସେତେବେଳେ ଆଇଶାକ ହବି ନାମକ ପୋଲିସ ଅଧିକାରୀ ଭିତରକୁ ଯାଇ, ଜୀବନରେ ଲୋକେ ଅଛନ୍ତି କି ବୋଲି ଖୋଜିଲେ !ଭିତରେ ରହିଥିବା ପରିସ୍ଥିତିକୁ ବୁଝି ପାରି କିଛି ବାହାରକୁ ଆସି କହିଲା, ମୋର ସ୍ୱରକୁ ଅନୁସରଣ କରି ବାହାରକୁ ଆସନ୍ତୁ କହି ବାରମ୍ବାର ଚିତ୍କାର କରି କରି ବାହାରକୁ ଆସିଲା !ତାଙ୍କର ସେହି ସ୍ୱରକୁ ଶୁଣି ଅନେକ ଲୋକ ବାହାରକୁ ଆସି, ଜୀବନ ବଞ୍ଚାଇଲେ !

 

ମାଛ ଧରୁଥିବା ପିତର ଓ ତାଙ୍କ ଭାଇ ଆନ୍ଧିୟ ସମୁଦ୍ରରେ ଜାଲ ବିଛାଉ ଥିବା ବେଳେ ଯୀଶୁ  ଦେଖି ସେମାନଙ୍କୁ କହିଲେ, ମୋହର ଅନୁଗମନ କର । ସେମାନେ ତାଙ୍କର ଜାଲ ଓ ନୌକାକୁ ଛାଡି ସେହିକ୍ଷଣି  ତାହାଙ୍କର ବାକ୍ୟକୁ ନତହୋଇ  ଅନୁଗମନ କଲେ !ଯୀଶୁ ବାପା ତାଙ୍କ ସହ ମିଶି ଶକ୍ତି ଦେଇ, ଅନେକ କାର୍ଯ୍ୟ ଶିକ୍ଷା ଦେଇ, ମହାନ ଶକ୍ତିଶାଳୀ ସେବକ ରୂପରେ ବଦଳେଇ ସେବାକାର୍ଯ୍ୟରେ ବ୍ୟବହାର କରିଥିବା ଆମେ ବାଇଲରେ ପଡୁଛୁ !

 

ଏହା ପାଠ କରୁଥିବା ମୋର ପ୍ରିୟ ବନ୍ଧୁଗଣ, ଏହି ପୃଥିବୀରେ ଅନେକ  ପାପରେ,  ଶାପଗ୍ରସ୍ତରେ ବାହାରକୁ ଆସି ନ ପାରିବା ପରିସ୍ଥିତିରେ କୋଟି କୋଟି ଲୋକମାନେ ଚଟପଟ ହେଉଛନ୍ତି !ସେହି ସମସ୍ତ ଗୋଟି ଗୋଟି ଲୋକଙ୍କୁ ଯୀଶୁ କହନ୍ତି, ମୋର ଅନୁଗମନ  କର, କହି ପ୍ରତି ମିନିଟ ଡାକୁଛନ୍ତି !ଅସ୍ଥାଇ ଏହି ପୃଥିବୀରେ ଠିକଣା ନ ଥାଇ, ଜୀବନଯାପନ କରିବାକୁ ମାର୍ଗ ନ ପାଇ, ସିନିମା ହିରୋଙ୍କୁ, ରାଜନୈତିକ ଅଧିକାରୀଙ୍କୁ ଅନୁସରଣ କରି ଠକାମୀର ସ୍ୱୀକାର ହେଉଥିବା ଅନେକଙ୍କୁ ଦେଖି,  ଯୀଶୁଖ୍ରୀଷ୍ଟ କହନ୍ତି, ମୋର ଅନୁଗମନ ହୁଅ !ମେଷ ପାଳକଙ୍କର ସ୍ୱର ଶୁଣି ତାଙ୍କୁ ଅନୁଗମନ କରିଥିବା ମେଷ ସଦୃଶ୍ୟ,  ଯୀଶୁଙ୍କର ସ୍ୱର ଶୁଣି ତାଙ୍କୁ ଅନୁଗମନ କରିବା ଲୋକ ସଂରକ୍ଷଣ ପାଇବେ !ଭାଗ୍ୟବାନ ହୋଇ ରହିବେ !ତାଙ୍କ ସ୍ୱରକୁ ଆଜି ହିଁ ଅନୁଗମନ କରିବା !ଅନେକଙ୍କୁ ତାଙ୍କରି ନିକଟକୁ ଅନୁଗାମୀ ହେବାକୁ ବଦଳେଇବା  !

- ଶ୍ରୀମତୀ ଶକ୍ତି ଶଙ୍କର ରାଜ 

 

ପ୍ରାର୍ଥନା କରନ୍ତୁ :-

ପ୍ରତି ରବିବାର ଦିନ ପ୍ରଚାର ହେଉଥିବା ଯୌବନମାନଙ୍କର କାର୍ଯ୍ୟକ୍ରମକୁ ଦେଖି ଅନେକ ଶକ୍ତି ପାଇବାକୁ ପ୍ରାର୍ଥନା କରିବା !

 

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 

ୱାଟସଫ ତାମିଲ  ପାଇଁ  : -  919444011864

ଇଂରାଜୀ  ପାଇଁ  : - 918610984002

ହିନ୍ଦୀ ପାଇଁ :- 919385810496

ତେଲୁଗୁ  ପାଇଁ : -919361167117

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 

ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet holiganbet giriş holiganbet matbet matbet giriş sahabet onwin betcio atlasbet casibom giriş casibom vaycasino vaycasino giriş meritking meritking giriş realbahis realbahis giriş casibom casibom giriş casibom casibom giriş imajbet imajbet giriş imajbetapp grandpashabet grandpashabet giriş grandpashabet güncel casibom giriş casibom matbet matbet giriş alobet betmartin pashagaming ultrabet lunabet betzula meritking jojobet marsbahis grandpashabet casibom jojobet jojobet casibom superbetin superbetin giriş marsbahis marsbahis giriş almanbahis almanbahis giriş amgbahis amgbahis giriş betasus betasus giriş betmartin betmartin giriş betoffice betoffice giriş jojobet jojobet giriş betpas betpas giriş betsat betsat giriş betsmove betsmove giriş egebet egebet giriş galabet galabet giriş grandpashabet grandpashabet giriş hiltonbet hiltonbet giriş holiganbet holiganbet giriş jasminbet jasminbet giriş kareasbet kareasbet giriş kargabet kargabet giriş kavbet kavbet giriş matbet matbet giriş mavibet mavibet giriş nakitbahis nakitbahis giriş norabahis norabahis giriş pashagaming pashagaming giriş perabet perabet giriş piabellacasino piabellacasino giriş tarafbet tarafbet giriş winxbet winxbet giriş supertotobet supertotobet giriş atlasbet atlasbet giriş jojobet jojobet grandpashabet holiganbet holiganbet cratosroyalbet gameofbet betgit palacebet betsalvador casibom casibom giriş