Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 08-05-2021
Share:

By Village Missionary Movement

Saturday, 08-May-2021

ଆଜିର ବାକ୍ୟ (Oriya) 08-05-2021

ଆମ୍ଭେ ଗ୍ରହଣ  ଯୋଗ୍ୟ ହେବା 

“ପରେ ସେ ତାହାଙ୍କୁ ପଦଚ୍ୟୁତ କରି ସେମାନଙ୍କର ରାଜା ହେବା ନିମନ୍ତେ ଦାଉଦଙ୍କୁ ଉତ୍ଥାପନ କଲେ।“ - ପ୍ରେରିତ 13:22

ବାଇବଲରେ ପରମେଶ୍ୱର ସାଉଲଙ୍କୁ ରାଜା ପଦରୁ ବିତାଡିତ କରି ଦାଉଦଙ୍କୁ ସେହି ରାଜା ପଦଟି ଦେଇ ଥିବା ଆମେ ଗ୍ରହଣ କରି  ପାରିବା !ଏହାକୁ ଅନେକ କାରଣ ଥିଲେ ମଧ୍ୟ, ସେଥି ମଧ୍ୟରୁ ଦୁଇଟି ବିଷୟରେ ଆମେ ଧ୍ୟାନ କରିବା !

ପ୍ରଭୁଙ୍କର ହୃଦୟ ଅନୁସାର ବ୍ୟକ୍ତି ହେଉଛି ଦାଉଦ ଅନ୍ୟର ଶୋଷକୁ ମେଣ୍ଟାଇବା ମନ ରହିଥିଲା !ଦିନେ ଇଶ୍ରାଏଲଙ୍କର ବିରୋଧରେ ଫିଲିସ୍ତିୟ ସୈନିକ ବେଥଲହାମରେ ଥିବା ବେଳେ ଦାଉଦ ବେଥଲହାମ ଠାରେ ଥିବା କୂଅ ପାଣିରେ ଶୋଷ ହେଲା !ସଂଗେ ସଂଗେ ଦାଉଦଙ୍କ ଠାରେ ଥିବା ତିନି ଜଣ ତାଙ୍କ ଜୀବନକୁ ଶଙ୍କାଯନାକରେ ରଖି ଫିଲିସ୍ତିୟ ସୈନିକ ନିକଟକୁ ଯାଇ ସେହି ପାଣି ଆଣୁଥିଲେ !କିନ୍ତୁ ଦାଉଦ ତାଙ୍କର ଶୋଷକୁ ମନେକରି ସେ ସେହି ପାଣିକୁ ନ ପିଇ ପରମେଶ୍ୱରଙ୍କ ନିମନ୍ତେ ତଳେ ଢାଳିଦେଲା !ମାତ୍ର ସାଉଲ ଗଲିଆତକୁ ପରାଜୟ କରିବାକୁ ଦାଉଦ ତାଙ୍କର ଜୀବନକୁ ଖାତିରି ନ କରି ତ୍ୟାଗି ହୋଇ  ଯିବାଟା ସଠିକ ବିଧାନରେ ମହିମା କରି ନାହିଁ !ପୁଣି ଦାଉଦଙ୍କ ଜୀବନ ନେବାକୁ ଚେଷ୍ଟା କଲା !

ସାଉଲ ଓ ଦାଉଦଙ୍କ ମଧ୍ୟରେ ଆଉ ଏକ ଗୁଣ,  ପ୍ରଭୁଙ୍କର ଦ୍ଵାରା ଅଭିଷେକ ହୋଇ ଥିବା ଲୋକଙ୍କ ଠାରେ ସେମାନେ କିପରି ବ୍ୟବହାର ହୋଇ ଥିଲେ !ସାଉଲକୁ ଦାଉଦଙ୍କ ହସ୍ତରେ ପରମେଶ୍ୱର  ସମର୍ପଣ କଲା ବେଳେ ତାଙ୍କ ଉପରେ ହସ୍ତଅର୍ପଣ କରିବାକୁ ଦାଉଦ ଇଚ୍ଛା କରି ନାହିଁ !ମାତ୍ର ସାଉଲ ଅହିଁମଲକ ନାମକ ପ୍ରଭୁଙ୍କର ଯାଜକ ବିନୟ ହୋଇ ମାଗିବାରୁ ତାଙ୍କୁ ଓ  ତାଙ୍କ ଠାରେ ଥିବା ପଂଚାଅଶୀ ଯାଜକଙ୍କୁ ଖଣ୍ଡା ଦ୍ଵାରା ହାଣି ହତ୍ୟା କଲା !ଦେଖନ୍ତୁ  ଏହି  ଦୁଇ ଜଣଂକର ମନତତ୍ଵ !ହଁ ସାଉଲ ରାଜା ପଦରୁ କଢ଼ା ଗଲା, ଦାଉଦ ରାଜା ମାନ୍ୟତା ପାଇଲା !

ପ୍ରଭୁଙ୍କର ପିଲାମାନେ,  ଆମ ଜୀବନ ପରମେଶ୍ୱରଙ୍କ ଦ୍ଵାରା ଗ୍ରହଣ ଯୋଗ୍ୟ ହେବା ନଚେତ ତୀରସ୍କାର ହେବା ଆମେ ପ୍ରଭୁଙ୍କୁ ନତ ହୋଇ ଚାଲିବା ବିଧାନରେ ରହିଛି !ଆମେ ଅନ୍ୟର ସମର୍ପଣ ଓ ଶୋଷକୁ ମହିମାନ୍ନିତ କରୁଛୁ କି ? ନା ଆମେ ଯାହା କରୁଛୁ ତାହା ଆମକୁ ମହାନ ହୋଇ ଲାଗୁଚି କି ? ପ୍ରଭୁଙ୍କର ଅଭିଷେକକୁ ଓ ଅଭିଷେକ ହୋଇଥିବା ଲୋକଙ୍କ ଠାରେ ସଂମ୍ମାନ ହୋଇ କଥା ହେଉଛୁ କି ? ଆଲୋଚନା କରିବା !ସାଉଲଙ୍କ ପରି ତ୍ୟାଗି ହୋଇ  କଠିନତା ଭାବେ ଆମେ ରହିବାକୁ ହେବନାହିଁ !ଦାଉଦଙ୍କ ସଦୃଶ୍ୟ ଜୀବନଯାପନ କରି ସଠିକ କୃପା ପାଇବା !
-    କେ. ବିଞ୍ଜାମିନ ବ୍ରାଇଟ

ପ୍ରାର୍ଥନା କରନ୍ତୁ :-
ଆମ ସେବକମାନଙ୍କ ସ୍ତ୍ରୀମାନେ ନିରୋସା, ସୁଶାନା, ରାଜା କୁମାରୀ, ଏମାନଂକୁ ପ୍ରଭୁ ସଠିକ ସମୟରେ, ସାଧାରଣ ପ୍ରସବ ଦୟା କରିବାକୁ ପ୍ରାର୍ଥନା କରବା

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet holiganbet giriş holiganbet matbet matbet giriş sahabet onwin betcio atlasbet casibom giriş casibom vaycasino vaycasino giriş meritking meritking giriş realbahis realbahis giriş casibom casibom giriş casibom casibom giriş imajbet imajbet giriş imajbetapp grandpashabet grandpashabet giriş grandpashabet güncel casibom giriş casibom matbet matbet giriş alobet betmartin pashagaming ultrabet lunabet betzula meritking jojobet marsbahis grandpashabet casibom jojobet jojobet casibom superbetin superbetin giriş marsbahis marsbahis giriş almanbahis almanbahis giriş amgbahis amgbahis giriş betasus betasus giriş betmartin betmartin giriş betoffice betoffice giriş jojobet jojobet giriş betpas betpas giriş betsat betsat giriş betsmove betsmove giriş egebet egebet giriş galabet galabet giriş grandpashabet grandpashabet giriş hiltonbet hiltonbet giriş holiganbet holiganbet giriş jasminbet jasminbet giriş kareasbet kareasbet giriş kargabet kargabet giriş kavbet kavbet giriş matbet matbet giriş mavibet mavibet giriş nakitbahis nakitbahis giriş norabahis norabahis giriş pashagaming pashagaming giriş perabet perabet giriş piabellacasino piabellacasino giriş tarafbet tarafbet giriş winxbet winxbet giriş supertotobet supertotobet giriş atlasbet atlasbet giriş jojobet jojobet grandpashabet holiganbet holiganbet cratosroyalbet gameofbet casinolevant casibom grandpashabet casibom casibom giriş