Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 09-05-2021
Share:

By Village Missionary Movement

Sunday, 09-May-2021

ଆଜିର ବାକ୍ୟ (Oriya) 09-05-2021

ବିଶେଷକରି ସାନ ପିଲାଙ୍କୁ 

ତୁମ୍ଭ ଦ୍ଵାରା ସାଧ୍ୟ 

“ତୁମ୍ଭେମାନେ ସବୁ ପ୍ରକାର ଶୁଚି ପକ୍ଷୀ ଭୋଜନ କରିପାର,” - ଦ୍ୱିତୀୟ ବିବରଣ ପୁସ୍ତକ 14:11
     
ଚିରହରିତ ଚା ବଗିଚାର ପର୍ବତ ଉପରେ ଆଇରଣଙ୍କ ଘରଟି ଥିଲା !ଆଇରଣ ସଦାବେଳେ ଶକ୍ତିହୀନ ହୋଇ ତଳକୁ ମୁଣ୍ଡ କରି ସବୁବେଳେ କାନ୍ଦୁ ଥାଏ !ମୋର ହାତ, ଗୋଡ଼, ପେଟ ବ୍ୟଥା ବୋଲି ସବୁବେଳେ କାନ୍ଦୁ ହିଁ ଥାଏ !ଦିନେ ଆଇରଣଙ୍କ ମାଆ ଚା ବଗିଚାକୁ କାମ କରିବାକୁ ଚାଲିଗଲା !ଆଇରଣ ମାତ୍ର ଏକଲା ଘରେ ଥାଏ !ମାଆକୁ ସାହାଯ୍ୟ କରିବି ବୋଲି ଆଲୋଚନା କରି, ଘରଟିକୁ ଝାଡୁ କରିବା ଆରମ୍ଭ କଲା !ତାଙ୍କର ଘରଟି ତିନୋଟି ବଖରା ବିଶିଷ୍ଟ ଅଟେ !ଦୁଇଟି ବଖରା ଝାଡୁ କଲା ପରେ ହାତ କାଟୁଚି ବୋଲି ବସିପଡିଲା !ବାସନ ଧୋଇବି ବୋଲି ଆଣି ଶବ୍ଦ କରି ତଳେ ପକାଇ ଦେଲା !ସେହି ଶବ୍ଦ ଶୁଣି ତାର ଆଇ ଆସିଲା !

ଆଇ କହିଲା, କଣ ଆଇରଣ ବାସନ ଧୋଇବି ବୋଲି ସବୁ ଭାଙ୍ଗି ଦେଉନା !ତୁମେ ଯଦି କରି ପାରିବ ନାହିଁ ତେବେ ବିଶ୍ରାମ ନେଇ ଯାଅ !ଆଇରଣ ତାର ବଖରାକୁ ଯାଇ କାନ୍ଦିବାକୁ ଲାଗିଲା !ମୁ କୌଣସି କାମ କରିପାରୁ ନାହିଁ !ମୁ ସବୁବେଳେ ଶକ୍ତିହୀନ ହୋଇ ରହିଛି ତ, କାହାକୁ ମୋ ଦ୍ଵାରା ପ୍ରୟୋଜନ ନାହିଁ ବୋଲି କାନ୍ଦିବାକୁ ଆରମ୍ଭ କଲା !ତେବେ କାନ୍ଦୁଥିବା ଆଇରଣକୁ କାନ୍ଥରେ ଥିବା ବୁଢ଼ୀଆଣି ପୋକ କଥା ହେଲା ପରି ଲାଗିଲା !ମୁ ଶକ୍ତିହୀନ ହୋଇ ଛୋଟ ପୋକ ହୋଇଥିଲେ ମଧ୍ୟ ମୋ ବସାକୁ ମୁ ନିଜେ ହିଁ ବାନ୍ଧି ପାରୁଛି !ଯାହାକୁ ବି ଚିନ୍ତିତ ହୁଏ ନାହିଁ !କେତେ ବଡ଼ ଭବନ ହୋଇ ଥିଲେ ମଧ୍ୟ ସେଠାକୁ ଯାଇ ମୋର ବସା ବାନ୍ଧି ଦିଏ !ତୁମ୍ଭେ ମଧ୍ୟ ମୋ ପରି ନିରିକ୍ଷଣ ହୋଇ ରୁହ !ତୁମ୍ଭ ଦ୍ଵାରା ସମସ୍ତ ପରମେଶ୍ୱର କରାଇବ !ତୁମେ ଖୁସିରେ ବଂଚିବା ଶିଖ ବୋଲି ବୁଢ଼ୀଆଣି କହିବା ପରି ଲାଗିଲା !

ଆଇରଣ ଆଲୋଚନାରେ ପଡିଲା !ବୁଢ଼ୀଆଣି ଖୁସିରେ ତାର କାମ କରୁଛି ତ,ମୋତେ ମଧ୍ୟ ଶକ୍ତି ଦିଅ ଯୀଶୁ ବାପା, ଏହି ବୁଢ଼ୀଆଣି ପୋକ ଦ୍ଵାରା ମୋ ସହ କଥା କହିଥିବାରୁ ଧନ୍ୟବାଦ ବୋଲି ପ୍ରାର୍ଥନା କରି,  ଘରଟିକୁ ଝାଡୁ କରିବାକୁ ଆରମ୍ଭ କରି, ମାଆ ସଫା କରିଥିବା ଲୁଗାଗୁଡିକୁ ଚଉତେଇଲା !ସେ ନିଜେ ନିଜକୁ ବିଶ୍ୱାସ କରିପାରିଲିନି !ହାତ ଓ ଗୋଡ଼ ବ୍ୟଥା ଆଉ ଦେଖାଦେଲା ନାହିଁ !ଆଇରଣ ଏତେ କାମ କରିଥିବା ମାଆ ଦେଖି ବହୁତ ଖୁସି ଵ୍ୟକ୍ତ କଲା !ବୁଢ଼ୀଆଣି ପୋକ ତାର ଏକ ଆଙ୍ଗୁଠିରେ ଆଇରଣକୁ ହାତ ମିଲାଇଲା ପରି ଅନୁଭବ କଲା ଆଇରଣ !ମୋତେ ଉତ୍ତମ ଶିକ୍ଷା ଦେଲ ବୋଲି ଆଇରଣ ଧନ୍ୟବାଦ ବୁଢ଼ୀଆଣି ପୋକକୁ ଦେଲା !

ପିଲାମାନେ, ତୁମ୍ଭେ ମଧ୍ୟ ମୁ ଶକ୍ତିହୀନ ହୋଇଅଛି, ମୋ ଦ୍ଵାରା କିଛି ହୋଇ ପାରିବ ନାହିଁ ବୋଲି ଆଲୋଚନା କରୁଛ କି ? ନାହିଁ ହିଁ ନାହିଁ !ତୁମ୍ଭର ଶକ୍ତିହୀନତାକୁ ବଦଳାଇବାକୁ ଯୀଶୁ ବାପା ଅଛନ୍ତି !ଆଇରଣଙ୍କ ସଦୃଶ୍ୟ ତୁମ୍ଭେ ମଧ୍ୟ ପ୍ରାର୍ଥନା କର !ତୁମ୍ଭ ଦ୍ଵାରା ସାଧ୍ୟ ବୋଲି ବିଶ୍ୱାସ କର !ଯୀଶୁ ତୁମ୍ଭଙ୍କୁ ସାହାଯ୍ୟ କରିବାକୁ ବଳବାନ ହୋଇ, ଶକ୍ତିଶାଳୀ ହୋଇ ଅଛନ୍ତି !ପିଲାମାନେ, ବ୍ୟସ୍ତ ହୁଅ ନାହିଁ, ଖୁସିରେ ରୁହ !
-    ଶ୍ରୀମତୀ ଆଣଭ୍ୟା ଜ୍ୟୋତି ଷ୍ଟାଲିନ

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet holiganbet giriş holiganbet matbet matbet giriş sahabet onwin betcio atlasbet casibom giriş casibom vaycasino vaycasino giriş meritking meritking giriş realbahis realbahis giriş casibom casibom giriş casibom casibom giriş imajbet imajbet giriş imajbetapp grandpashabet grandpashabet giriş grandpashabet güncel casibom giriş casibom matbet matbet giriş alobet betmartin pashagaming ultrabet lunabet betzula meritking jojobet marsbahis grandpashabet casibom jojobet jojobet casibom superbetin superbetin giriş marsbahis marsbahis giriş almanbahis almanbahis giriş amgbahis amgbahis giriş betasus betasus giriş betmartin betmartin giriş betoffice betoffice giriş jojobet jojobet giriş betpas betpas giriş betsat betsat giriş betsmove betsmove giriş egebet egebet giriş galabet galabet giriş grandpashabet grandpashabet giriş hiltonbet hiltonbet giriş holiganbet holiganbet giriş jasminbet jasminbet giriş kareasbet kareasbet giriş kargabet kargabet giriş kavbet kavbet giriş matbet matbet giriş mavibet mavibet giriş nakitbahis nakitbahis giriş norabahis norabahis giriş pashagaming pashagaming giriş perabet perabet giriş piabellacasino piabellacasino giriş tarafbet tarafbet giriş winxbet winxbet giriş supertotobet supertotobet giriş atlasbet atlasbet giriş jojobet jojobet grandpashabet holiganbet holiganbet cratosroyalbet gameofbet betgit palacebet betsalvador casibom casibom giriş