Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 11-05-2021
Share:

By Village Missionary Movement

Tuesday, 11-May-2021

ଆଜିର ବାକ୍ୟ (Oriya) 11-05-2021

ପ୍ରାର୍ଥନାକାରୀ  ମାଆ 

“ବାଳକର ଗନ୍ତବ୍ୟ ପଥରେ ତାହାକୁ ଶିକ୍ଷିତ କରାଅ; ତେଣୁ ସେ ବୃଦ୍ଧ ହେଲେ ହେଁ ତହିଁରୁ ବିମୁଖ ହେବ ନାହିଁ।“ - ହିତୋପଦେଶ 22:6

ଇଂଲଣ୍ଡ ଦେଶର ପ୍ରାନସ୍ଲି ମେଟାଦିସ ନାମକ ମଣ୍ଡଳୀ ସ୍ଥାପନ କଲେ !ସେହି ମଣ୍ଡଳୀ ଦ୍ଵାରା ଇଂଲଣ୍ଡ ଦେଶର ଚାରିଦିଗରେ  ଶକ୍ତିହୀନ ଜାଗରଣ ଦେଖାଦେଲା !ସେହି ସମୟରେ ରହିଥିବା ରକ୍ତର ଜାଗରଣ ସେହି ଦିନରେ ରକ୍ଷା ହୋଇଥିଲା !ତାହାର କାରଣ ଯୋହନ ୱେସଲି !ଯୋହନ ୱେସଲିଙ୍କ ସେବା ବିଜୟୀବାନ ହୋଇଥିବା କାରଣ ତାହାର ମାଆ ସୁଶାନା !ତାଙ୍କର ଛୋଟ ଅବସ୍ଥାରେ ଦିନେ ତାଙ୍କ ଘରେ ହୋଇଥିବା ଅଗ୍ନି ପ୍ରମାଦରୁ ସୁଶାନାଙ୍କ ପ୍ରାର୍ଥନା ଦ୍ଵାରା ଉଦ୍ଧାର ହୋଇଥିଲେ !ଯୋହନ ୱେସଲି ସବୁବେଳେ କଷ୍ଟ ପରିସ୍ଥିତିରେ ପ୍ରାର୍ଥନାର ସାହାଯ୍ୟରେ ରକ୍ଷା ହୋଇଛନ୍ତି !ତେଣୁ ତାଙ୍କ ମାତା ତାଙ୍କୁ ପ୍ରଭୁଙ୍କର ସେବାରେ ପ୍ରୋଛାହନ କଲେ !ସୁଶାନା ତାଙ୍କ ପୁଅ ଯୋହନ ୱେସଲିଙ୍କୁ ତାଙ୍କ ନିକଟରେ ଥିବା ବିଦ୍ୟା, ଶିଷ୍ଟାଚାର, ପ୍ରଭୁଙ୍କର ଠାରେ ଥିବା ଭକ୍ତି ଏହି ସମସ୍ତକୁ ମଧ୍ୟ ତାଙ୍କୁ ଶିଖେଇ ଆସିଲା !ସୁଶାନାଙ୍କ ଘରେ ପିଲାମାନେ କଥା ହେବାକୁ ଆରମ୍ଭ କରିବା ମାତ୍ରକେ, ସର୍ବପ୍ରଥମେ ସେମାନଙ୍କୁ ସ୍ବର୍ଗୀୟ ପ୍ରାର୍ଥନା ଶିଖେଇଲା !ସେହି ପ୍ରାର୍ଥନା ସକାଳେ ଓ ସନ୍ଧ୍ୟାରେ କହିବା ପରି ଶିଖାଇଲା !ପ୍ରତିସପ୍ତାହ ଏକ ଘଣ୍ଟା ଜଣେ ପିଲାଙ୍କ  ସହିତ ଆତ୍ମୀୟ କାର୍ଯ୍ୟକ୍ରମ ବିଷୟରେ କଥା ହେଉଥାଏ !ସେହି ମାଆ କରିଥିବା ପ୍ରାର୍ଥନା, ପରିବାରରେ ସେ କରିଥିବା ନିର୍ବାହନ, ସହନଶୀଳତା, ଭବିଷ୍ୟତ ବଂଶାବଳିକୁ ଇଂଲଣ୍ଡ ଦେଶରେ ଆଶୀର୍ବାଦ ଯୁକ୍ତ ସେବକକୁ ତିଆରି କଲା ! 

ବାଇବଲର ପ୍ରଥମ ଶାମୂଏଲ ଗ୍ରନ୍ଥରେ ହାନ୍ନା ବିଷୟରେ ପଡୁଛୁ !ହାନ୍ନାଙ୍କ ପ୍ରାର୍ଥନା,  ଭୟ ଓ  ଭକ୍ତି, ବିଶ୍ୱାସଭରା ଜୀବନଯାପନ ଭବିଷ୍ୟତରେ ଶାମୂଏଲ ନାମକ ଏକ ମହାନ  ପ୍ରବକ୍ତା ଆସିବାକୁ ଭଲ  ଭବିଷ୍ୟତ ବାଣୀ ହୋଇଥିଲା !ହାନ୍ନା ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରି ଶାମୂଏଲଙ୍କୁ ପାଇଲା !ସେ ତାଙ୍କୁ ଛୋଟ ଅବସ୍ଥାରେ ହିଁ କରିଥିବା ମନସକାମନା  ଦେବାଳୟରେ କାମ କରିବାକୁ ତାଙ୍କୁ ସମର୍ପିତ କଲା !

ଖ୍ରୀଷ୍ଟଙ୍କ ଠାରେ ମୋର ପ୍ରିୟଜଣ, ତୁମ୍ଭର ପିଲାମାନଙ୍କୁ ପ୍ରଭୁଙ୍କର ନିକଟରେ ବଢ଼ାଇବାକୁ କିପରି ଚେଷ୍ଟା କରୁଛ ? ତୁମ୍ଭେ  ଆପଣା ପରମେଶ୍ୱରଙ୍କ ବ୍ୟବସ୍ଥା ପାସୋରିବାରୁ ଆମ୍ଭେ ମଧ୍ୟ ତୁମ୍ଭ ସନ୍ତାନଗଣକୁ ପାସୋରି ଯିବା ବୋଲି  (ହୋଶେୟ :-4:6)ରେ ଆମେ ପଡୁଛୁ !ବାଇବଲ ପଡ଼ିବାକୁ, ତଦରୂପ ଚାଲିବାକୁ, ତାହା ପିଲାମାନଙ୍କୁ ଶିଖାଇବାକୁ, ତୁମ୍ଭେ ପ୍ରାର୍ଥନା କରି ପରିଶ୍ରମ କର !ଯୋହନ ୱେସଲିଙ୍କ ମାଆଙ୍କର ସଦୃଶ୍ୟ ପ୍ରାର୍ଥନା, ଶହାନଭୂତି, ପରମେଶ୍ୱରଙ୍କର ପ୍ରତି  ଭକ୍ତି କଲା ପରି ଆମେ ପରିବର୍ତ୍ତନ ହେବା !ପରମେଶ୍ୱର ତୁମ୍ଭଙ୍କୁ ଓ ତୁମ୍ଭର ପିଲାମାନଙ୍କୁ ଶେଷ ପୁନଃଜାଗରଣରେ ମହାନ ଅସ୍ତ୍ର ରୂପେ  ବ୍ୟବହାର କରିବେ  !ଆମେନ୍ !
-    ପି. ଶିୱା

ପ୍ରାର୍ଥନା କରନ୍ତୁ :-
ଅସୁସ୍ଥତା ହୋଇ ରହିଥିବା ଆମ ମିଶିନାରିମାନଙ୍କୁ ପ୍ରଭୁ ସୁସ୍ଥ କରିବା ନିମନ୍ତେ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010



hacklink satın al matbet matbet bahiscasino betsat betsat pashagaming pashagaming betpas betpas giriş ngsbahis perabet perabet giriş