Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 14-05-2021
Share:

By Village Missionary Movement

Friday, 14-May-2021

ଆଜିର ବାକ୍ୟ (Oriya) 14-05-2021

ପାପ ଭୟଙ୍କର 

“ତାହା ପରେ କାମନା ଗର୍ଭଧାରଣ କରି ପାପ ପ୍ରସବ କରେ, ପୁଣି, ପାପ ପୂର୍ଣ୍ଣମାତ୍ରାରେ ବୃଦ୍ଧି ପାଇ ମୃତ୍ୟୁକୁ ଜନ୍ମ ଦିଏ ।“ -  ଯାକୁବ 1:15

ଜଣେ ଯୁବତୀ ସ୍ତ୍ରୀଙ୍କର  ଠାରୁ ଜଣେ ପ୍ରଭୁଙ୍କର ଦାସ   ନିକଟକୁ ଫୋନ ଆସିଲା !ସେ ଏହିପରି କହିବାକୁ ଲାଗିଲା, ମୁ ପ୍ରଭୁଙ୍କର ବାକ୍ୟକୁ ଉଚ୍ଚାହର ସହିତ ଦୂରଦର୍ଶନରେ  ଦେଖୁଥାଏ !କିନ୍ତୁ ଏବେ ସେହି ବାକ୍ୟ ଶୁଣିବାକୁ ଉଚ୍ଚାହ ନାହିଁ !ମୋର ହୃଦୟରେ ସମାଧାନ ନାହିଁ, ମୋର ହୃଦୟ ପଥର ପରି  ହୋଇଯାଇଛି !କୌଣସି ଦୟା ବିହୀନ ହୃଦୟ ହୋଇ ଯାଇଛି !ମୋର ମାଆକୁ ଧୋକା ମାରି ତଳକୁ ଠେଲି ଦେଲି !ସେ ବର୍ତ୍ତମାନ ଚାଲି ନ ପାରିବା ପରିସ୍ଥିତିରେ ଅଛି !କିଛି ଦିନରୁ ମୋତେ  ନିଜକୁ ନିଜେ ଭଲ ଲାଗୁନାହିଁ ! ମୁ ବର୍ତ୍ତମାନ ମହାନ ପାପୀରେ ବଦଳି ଯାଇଛି !ସେହି ପାଳକ କାରଣ କଣ ବୋଲି ପଚାରିବାରୁ, ସେ କାନ୍ଦି କାନ୍ଦି କହିଲା, ମୁ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଦାସତ୍ଵ ହୋଇ ଯାଇଛି !ଗୋଟିଏ ଦିନ ଫେସବୁକରେ ଏକ ଆକାଉଣ୍ଟକୁ ଆରମ୍ଭ କରି ଅନେକଙ୍କ ଡାକରାକୁ ପାଇଲି !ମୋର ଜୀବନ ବଦଳି ଗଲା !ସେଇଥି ପାଇ ହିଁ ସମୟ  ବିତାଇବାକୁ ଆରମ୍ଭ କଲି !ବାଇବଲ ପଡ଼ିବାକୁ, ପ୍ରାର୍ଥନା କରିବାକୁ  ସମୟ ନାହିଁ !ତୁମ୍ଭର ବାକ୍ୟ  ଏବେ ଦେଖୁ ହିଁ ନାହିଁ !ମୋର ମାଆ ମୋ ନିକଟକୁ ଆସି,  କାହିଁକି ଏହିପରି ବଦଳି ଗଲୁ ବୋଲି ପଚାରିବାରୁ, ତାକୁ ଧୋକା ଦେଇ ମାରିଲି !ତାଙ୍କୁ ଅଣ୍ଟାରେ ଆଘାତ ହେଲା !ଆଉ କାନ୍ଦି କାନ୍ଦି ମୋର ମାଆ ବାରମ୍ବାର ପଚାରୁଛି, ତୁମେ କାହିଁକି ପ୍ରାର୍ଥନା କରୁ ନାହଁ ,  ବାଇବଲ ପଡ଼ୁ ନାହଁ  !ତାଙ୍କର ବେଦନା ଦେଖି ମୋତେ କାନ୍ଦ ଆସିନାହିଁ !ମୋର ହୃଦୟ କଠିନତା ହୋଇଗଲା !ମୁ ଏପରି ବଦଳି ଗଲି ବୋଲି ମୋତେ ନିଜକୁ  ବେଦନା ହେଉଛି !ବାପା ମୋ ନିମନ୍ତେ ପ୍ରାର୍ଥନା କର ବୋଲି କହିଲା !

ଯୀଶୁଖ୍ରୀଷ୍ଟଙ୍କର ଶିଷ୍ୟ ଇସ୍କାରିତ ଯିହୂଦା ଅଳ୍ପ ଅଳ୍ପ ଧନକୁ ଆଶା ହୋଇ ଶେଷରେ ଯୀଶୁଖ୍ରୀଷ୍ଟଙ୍କୁ ସମର୍ପଣ କରିବା ପରି, ତାଙ୍କ ନିକଟରେ ପାପ ବଢ଼ିଗଲା !ତାଙ୍କର ହୃଦୟର  କଠିନତା ଦ୍ଵାରା ହୃଦୟ କଠିନ ହୋଇଗଲା !ପ୍ରିୟ ଯୌବନ ଭାଇ ଓ ଭଉଣୀ, ତୁମ୍ଭର ଜୀବନର ପରିସ୍ଥିତି କଣ ? ଏଠି କଣ ଅଛି ବୋଲି ଆନନ୍ଦରେ ଫୋନରେ ବାର୍ତ୍ତା , ଗୋଟିଏ ଛୋଟ ସମ୍ପର୍କ ଏହି ଆଲୋଚନା ତୁମ୍ଭ ଭବିଷ୍ୟତର ଲକ୍ଷ୍ୟକୁ ବୁଲାଇ ଦେବ,   ତାହାକୁ ଭୁଲି ଯାଅ ନାହିଁ !ଛୋଟ ପାପ ତ ବୋଲି ଆରମ୍ଭ କରି ଇଣ୍ଟେର୍ନେଟ ଗେମ, ଇନଷ୍ଟ୍ରାଗ୍ରାମ, ୱାଟ୍ସଅପ, ଫେସବୁକ ଓ ଚାଟ ଏହି ସମସ୍ତ ପାପ ନାହିଁ ବୋଲି ଆମେ ଆଲୋଚନା କରୁଥିବା !ଏଠି ପାପ କଣ ଅଛି ବୋଲି ବେଖାତିରିରେ ଆଲୋଚନା କରି ଏହି ପାପରେ ଛନ୍ଦି ହୋଇଯାଉଛୁ !କିଛି ଲୋକ ଆତ୍ମହତ୍ୟାର  ଦାସତ୍ଵ ହେଉଛନ୍ତି ! ଆଦି ପୁସ୍ତକ 4:7ରେ ପାପ ଦ୍ୱାରରେ ଛକିଥାଏ  ବୋଲି ବାଇବଲରେ  କୁହାଯାଇଛି !ସେହି ଜାଲରେ ଛନ୍ଦି  ହୋଇ, ଆଉଥରେ ଉଠି ନ ପାରିବା ପରିସ୍ଥିତିରେ ଅନେକ ରହିଛନ୍ତି !ତେଣୁ ପ୍ରତିଦିନ ବାଇବଲ ପଢି, ଧ୍ୟାନ କରିବାକୁ ନିର୍ଣ୍ଣୟ କରିବା !ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଯେକୌଣସି ମାୟା ଜାଲରୁ ଛନ୍ଦି ନ ହୋଇ ରକ୍ଷା କରନ୍ତୁ !
-    ପି. ବି. ୱେଲିଏମସ 

ପ୍ରାର୍ଥନା କରନ୍ତୁ :-
ପିସ କେନ୍ଦ୍ର ନିମନ୍ତେ ଛୋଟ ଉପାସନା ମନ୍ଦିର ବାନ୍ଧିବା  କାମରେ ପ୍ରଭୁଙ୍କର ହସ୍ତ ସହଯୋଗ ନିମନ୍ତେ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet holiganbet giriş matbet giriş matbet matbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom giriş deneme bonusu casibom vaycasino vaycasino giriş meritking meritking giriş cratosroyalbet realbahis realbahis giriş casibom casibom giriş casibom casibom giriş imajbet imajbet giriş imajbetapp grandpashabet grandpashabet giriş grandpashabet güncel bets10 bets10 giriş bets10 güncel giriş matbet matbet giriş alobet betmartin pashagaming ultrabet lunabet betzula meritking jojobet jojobet jojobet jojobet jojobet betgit radissonbet grandpashabet romabet nesinecasino grandpashabet casibom