Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 16-05-2021
Share:

By Village Missionary Movement

Sunday, 16-May-2021

ଆଜିର ବାକ୍ୟ (Oriya) 16-05-2021

ବିଶେଷ  ଭାବେ ଶିଶୁମାନଙ୍କ ନିମନ୍ତେ 

ବନ୍ଧୁ ଭାବେ ଆସିଥିବା ଯୀଶୁ 

“ମୁଁ ତୁମ୍ଭମାନଙ୍କୁ ଯେଉଁ ଆଜ୍ଞା ଦେଉଅଛି, ତାହା ଯଦି ପାଳନ କର, ତେବେ ତୁମ୍ଭେମାନେ ମୋହର ବନ୍ଧୁ ।“ - ଯୋହନ 15:14

ହାଏ ପିଲାମାନେ,  ତୁମକୁ ସାଙ୍ଗସାଥୀ କହିଲେ ବହୁତ ଇଚ୍ଛା ତ !ସାଙ୍ଗ ସହିତ ଖୁସିରେ ଖେଳି ପାରିବା, କଥା ହୋଇପାରିବା, ହସି ପାରିବା ଏପରି କି ଯେ ସମୟ ବିତିଯିବା ଜାଣି ହେବ ନାହିଁ ତ !ସ୍କୁଲରେ, ସାହିରେ, ପଡୋଶୀ ଘରେ ଏପରି ଅନେକ ସାଙ୍ଗ ତୁମକୁ ଥିବ ତ !ସେଇ ସମସ୍ତଙ୍କୁ ଯୀଶୁଙ୍କର ବିଷୟରେ ଜାଣିବାକୁ ତୁମେ କଣ କରୁଛ ? ରାଜେଶ୍ୱରୀ କଣ କଲା, ସେହି କାହାଣୀ ଶୁଣିବା କି? 

ଗୋଟିଏ ଗାଁରେ କୋମାଦି ନାମକ ଜଣେ ବାଳିକା ଥିଲା !ତାଙ୍କ ସହ ଖେଳିବାକୁ କେହି ନ ଥିଲେ !ପଡୋଶୀ ଘର ଦିବ୍ୟାକୁ ଖେଳିବି ବୋଲି  ଡାକିବାକୁ ଯିବାରୁ, ଦିବ୍ୟା କହିଲା, ମୋର ପିତାମାତା ବଜାରକୁ ଗଲେ !ମୋର ଭାଇକୁ ମୁ ହିଁ ଦେଖିବାକୁ ହେବ !ତେଣୁକରି ମୁ ଖେଳିବାକୁ ଆସି ପାରିବିନି !ହଁ ପଡୋଶୀ ସାହିର  ମାରିଶ୍ୱରୀ ଘରକୁ ଯିବି ବୋଲି  ଆଲୋଚନା କରି କୋମାଦି  ସେଠାକୁ ଗଲା !ତୁମେ ମଧ୍ୟ ଏକଲା ଥିଲେ ବିରକ୍ତ ଲାଗୁଚି କହି ସାଙ୍ଗମାନଙ୍କୁ ଖୋଜୁ ଥିବ ତ !ତୁମ ପରି କୋମାଦିକୁ ମଧ୍ୟ ବିରକ୍ତ ଲାଗିଲା !ହେଉ କୋମାଦି କାହା ଘରକୁ ଗଲା କହିପାରିବ କି ? ହୋ... ଠିକସେ କହିଲ !

ମାରିଶ୍ୱରୀ ଘରକୁ ଗଲାବେଳେକୁ କୋମାଦି ପଚାରିଲା, ମୋ ସହିତ ଖେଳିବାକୁ ଆସିବ କି ? ମୋର ପିତାମାତା ସହରକୁ ଯାଉଛନ୍ତି !ମୁ ମଧ୍ୟ ଯାଉଛି !ଏହା କହି ମାରିଶ୍ୱରୀ  ଉତ୍ତମ ଡ୍ରେସ ପିନ୍ଧି ବାହାରି ପଡିଲା !କୋମାଦି ବହୁତ କଷ୍ଟରେ ଚାଲି ଚାଲି ଗଲା !ଆଗ ଦେଇ ଆସୁଥିବା ରାଜେଶ୍ୱରୀ କହିଲା, ଏ କୋମାଦି କୁଆଡେ ଯାଉଛ ? ଆଜି ଶୁଭ ନାନୀ ଆସୁଛି !ଗୀତ, କାହାଣୀ ଶିଖାଇବାକୁ ଆସିଲା !ଉତ୍ତମ ଭାବେ ଖେଳ ଚଲାଇବ !ଖୁସି ରହିବ, ଆସିବ କି ? ପଚାରିବା ସଂଗେ ସଂଗେ ଆନନ୍ଦରେ କୋମାଦି ତା ସହ ଗଲା !ସେଠାରେ ଦେଖିଲା ଅନେକ ସାଙ୍ଗସାଥୀ ଅଛନ୍ତି !ଶୁଭ ନାନୀ ସୁପର ଭାବେ ଗୀତ ଓ କାହାଣୀ ଶିଖାଇଲା !ତୁମର ଉତ୍ତମ ସାଙ୍ଗ ଯୀଶୁ ହିଁ ସବୁବେଳେ ତୁମ୍ଭ ସହିତ ରହିବେ !କାହା କାହାକୁ ଯୀଶୁ ବାପା ସହ ବନ୍ଧୁ  ହୋଇ ରହିବାକୁ ଆଶା ଅଛି ବୋଲି ପଚାରିବା କ୍ଷଣି କୋମାଦି ସର୍ବପ୍ରଥମେ ହାତ ଟେକିଲା !ତାର ଜୀବନକୁ ଯୀଶୁ ବାପାଙ୍କର ନିକଟରେ ସମର୍ପଣ କଲା !ନୂତନ ଭାବେ ଅନେକ ସାଙ୍ଗ କୋମାଦି ପାଇଲା !କୋମାଦି ଶିଖି  ଥିବା ଗୀତକୁ ଖୁସିରେ ଗାଇ ଗାଇ ଗଲା !ଖେଳିବାକୁ କେହି ନାହିଁ ବୋଲି ଦୁଃଖ କରୁଥିବା କୋମାଦିକୁ ଅନେକ ସାଙ୍ଗମାନେ ମିଳିଲେ !ଏହା ହିଁ ନୁହେଁ ଯୀଶୁ ତାର ଉତ୍ତମ ସାଙ୍ଗ ହୋଇ ଆସିଲେ !ପିଲାମାନେ ଏହି ସମସ୍ତ ପାଇ କିଏ କାରଣ ବୋଲି ଭାବୁଛ,  ରାଜେଶ୍ୱରୀ ତ !

ସେ ହିଁ ସାନଢ଼େ ସ୍କୁଲକୁ ଗଲେ ଯଥେଷ୍ଟ ନୁହେଁ, ତାଙ୍କ ଗ୍ରାମରେ ରହିଥିବା ସମସ୍ତ ପିଲାମାନେ ମଧ୍ୟ ଯୀଶୁବାପାଙ୍କୁ ଜାଣିବାକୁ ହେବ ବୋଲି ଆଶା କରି ପ୍ରତ୍ୟେକ ଘରକୁ ଯାଇ ପିଲାମାନଙ୍କୁ ଡାକିଲା !ଯୀଶୁ ହିଁ ଆମକୁ ଉତ୍ତମ ବନ୍ଧୁ ବୋଲି ସମସ୍ତଙ୍କୁ ପରିଚିତ କରାଇବାକୁ ରାଜେଶ୍ୱରୀ ସମସ୍ତଙ୍କୁ ସାହାଯ୍ୟ କଲା ! ତୁମ୍ଭେ ମଧ୍ୟ ଯୀଶୁବାପାଙ୍କୁ ପରିଚିତ କରାଇବାକୁ ଉତ୍ତମ ବନ୍ଧୁ ରୂପେ ରହିବ କି ?
-    ଏ . ବିହୁଲା

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet holiganbet giriş matbet giriş matbet matbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom giriş deneme bonusu casibom vaycasino vaycasino giriş meritking meritking giriş cratosroyalbet realbahis realbahis giriş casibom casibom giriş casibom casibom giriş imajbet imajbet giriş imajbetapp grandpashabet grandpashabet giriş grandpashabet güncel bets10 bets10 giriş bets10 güncel giriş matbet matbet giriş alobet betmartin pashagaming ultrabet lunabet betzula meritking jojobet jojobet jojobet jojobet jojobet betgit radissonbet grandpashabet romabet nesinecasino grandpashabet casibom