By Village Missionary Movement
Friday, 21-May-2021ଆଜିର ବାକ୍ୟ (Oriya) 21-05-2021
ବଗିଚା କରିବାକୁ ଉପଦେଶ
“ଆଉ ଯେଉଁମାନେ ବାକ୍ୟ ଶୁଣି ତାହା ଗ୍ରହଣ କରନ୍ତି ଏବଂ ତିରିଶି ଗୁଣ, ଷାଠିଏ ଗୁଣ ଓ ଶହେ ଗୁଣ ଫଳ ଫଳନ୍ତି, ସେମାନେ ବୁଣାଯାଇଥିବା ଉତ୍ତମ ଭୂମି ସଦୃଶ ।“ - ମାର୍କ 4:20
ବଗିଚା କରିବାକୁ ଉପଦେଶ ଦେଉଥିବା ପୁସ୍ତକ ପଡୁଥିବା ଜଣେ ଲୋକକୁ ଗୋଟିଏ ଉତ୍ତମ ପ୍ରସଙ୍ଗ ମିଳିଲା !ଭୂମିର ଉର୍ବରତା ବାଛି ନିଅନ୍ତୁ !ଚାରା ନିମନ୍ତେ ଚିନ୍ତା କରିବାକୁ ଦରକାର ପଡ଼ିବନି !ଉତ୍ତମ ଭୂମି ହେଲେ ବିହନ ନିଜକୁ ନିଜେ ଗଛ ହୋଇ ଉତ୍ତମ ଫଳ ଦେବ, ତାହା ହିଁ ତାର ଉପଦେଶ !
ପରମେଶ୍ୱରଙ୍କ ବାକ୍ୟକୁ ଶୁଣି ତାହା ଗ୍ରହଣ କରି ତାହା ଅନୁଯାୟୀ ପାଳନ କରି ଫଳ ଫଳିଥିବା ଲୋକଙ୍କୁ ଯୀଶୁଖ୍ରୀଷ୍ଟ ଉତ୍ତମ ଭୂମି ସହିତ ତୁଳନା କରିଛନ୍ତି !ଉତ୍ତମ ଭୂମି ସଦୃଶ୍ୟ ହୃଦୟରେ ପକା ଯାଇଥିବା ବାକ୍ୟ ଖ୍ରୀଷ୍ଟଙ୍କ ସଦୃଶ୍ୟ ଆମେ ତିଆରି ହେବା ପର୍ଯ୍ୟନ୍ତ କାର୍ଯ୍ୟକାରି ହେଉଛି !ନତ ହେଉଥିବା ହୃଦୟ ବାଇବଲ ବାକ୍ୟକୁ ଗ୍ରହଣ କରିବା ଦ୍ଵାରା ବାକ୍ୟଟି ବଡି ଫଳ ଫଳିବା ପରି ପବିତ୍ର ଆତ୍ମା ସାହାଯ୍ୟ କରୁଛି !ଆତ୍ମୀୟ ଜୀବନରେ ବଡିବାକୁ ହେଲେ ପ୍ରଭୁଙ୍କର ବାକ୍ୟକୁ ଗ୍ରହଣ କରି ତାହାକୁ ନତ ହୋଇ ଫଳିବା ଭୂମି ସଦୃଶ୍ୟ ଆମ ହୃଦୟକୁ ସିଦ୍ଧ କରିବାକୁ ପଡିବ !ତେବେ ହିଁ ଆମେ ନୀତିବନ୍ତ ଫଳ ଦେଇ ପାରିବା !
ଆମ ହୃଦୟ କେମିତି ଭୂମି ପରି ଦେଖାଯାଉଛି ? ଆଲୋଚନା କରି ଦେଖିବା !ଆମ ହୃଦୟ କଠିନ ହୋଇ ରହିଥିଲେ, ତଳ ଲିଖିତ ପ୍ରାର୍ଥନାକୁ ଆମେ ଭକ୍ତିପୂତରେ କରିବା !"ହେ ପ୍ରଭୁ ତୁମ୍ଭେ ମୋ ହୃଦୟକୁ ଉତ୍ତମ ଭୂମିରେ ବଦଳାଇବାକୁ ମୋଠାରେ ଯାହା ଅଛି ତାହା ରହିଥିବା ପରି ତୁମ୍ଭ ସାନିଧ୍ୟକୁ ଆସି ନିଜକୁ ସମର୍ପଣ କରୁଛି !ଯେମିତି ଵ୍ୟକ୍ତିକୁ ମଧ୍ୟ ପରିବର୍ତ୍ତନ କରିବା ତୁମ୍ଭେ ସର୍ବଶକ୍ତିଶାଳୀ, ତୁମ୍ଭ ବାକ୍ୟ ମୋ ହୃଦୟରେ ବୁଣନ୍ତୁ !ମୋ ହୃଦୟରେ ବାକ୍ୟର ବିହନର ଚେର ବିଛୁରିତ ହୋଇ ବଢ଼ିବାକୁ ଦିଅନ୍ତୁ !ସେହି ବାକ୍ୟକୁ ନତ ହେବାକୁ ମୁଁ ନିଜକୁ ସମର୍ପିତ ହେଉଛି ଆମେନ !"ବିଶ୍ୱାସରେ ଏହି ପ୍ରାର୍ଥନା କରନ୍ତୁ !ନିଛିନ୍ତ ହୃଦୟ ନାମକ ଭୂମିରେ ଦେଖାଯାଉଥିବା କଠିନ ପଥର ସଦୃଶ୍ୟ ଗୁଣ ଲକ୍ଷଣକୁ ପବିତ୍ର ଆତ୍ମା କାଡ଼ିଦେବ !ଗଭୀର ଭାବେ ବଡିଥିବା ପୋକଗୁଡିକୁ ସେ ପୋକ ସଦୃଶ୍ୟ ଶାରୀରିକ ଗୁଣଗୁଡିକୁ ସେ ଉପାଡି ଫିଙ୍ଗିଦେବ !ଗର୍ବ, ଅହଂକାର ପରି ପଥରଗୁଡିକୁ ଫଟେଇ ଦେବ !ପବିତ୍ର ଆତ୍ମା ଉତ୍ତମ ଭାବେ ଓଲାଇ ହୃଦୟକୁ ଭିଜେଇବ !ତାଙ୍କର କୃପାର ବର୍ଷାକୁ ବର୍ଷାଇବ !ନୀତିମୟ ସୂର୍ଯ୍ୟ ଆମ ଉପରେ ପ୍ରକାଶିତ ହେବ !ଆମେ ବଢ଼ି ଫଳଫଳିବା ଲୋକଙ୍କ ସଦୃଶ୍ୟ ବଦଳିବା !
ହେ ମୋର ପ୍ରିୟ ବନ୍ଧୁଗଣ, ଆମେ ଗୀତସଂହିତା ପ୍ରଥମ ଅଧ୍ୟାୟରେ ପଡିଲା ପରି, ଯେ ଦିବାରାତ୍ର ତାହାଙ୍କର ବ୍ୟବସ୍ଥା ଧ୍ୟାନ କରେ, ସେ ଧନ୍ୟ। ଯେଉଁ ବୃକ୍ଷ ଜଳସ୍ରୋତ ନିକଟରେ ରୋପିତ,ଯେ ସ୍ୱସମୟରେ ଫଳ ଉତ୍ପନ୍ନ କରେ, ଯାହାର ପତ୍ର ହିଁ ମଳିନ ହୁଏ ନାହିଁ, ଏପରି ବୃକ୍ଷ ସଦୃଶ ସେ ହେବ, ସେ ଯାହା କରେ, ତାହା ସଫଳ ହେବ।ସଦାପ୍ରଭୁ କରିଥିବା ଶଫଥ ତୁମକୁ ପୂର୍ଣ୍ଣ ହେବ !ହାଲେଲୁଆ !
- ଶ୍ରୀମତୀ ଗୀତା ରିଛାରଡ
ପ୍ରାର୍ଥନା ଅଂଶ :-
ସାତ ହଜାର ଧର୍ମ ପ୍ରଚାରକକୁ ସାହାଯ୍ୟ କରୁଥିବା ସାତ ହଜାର ସହଯୋଗୀଙ୍କୁ ସାତ ହଜାର ପ୍ରାର୍ଥନା ଦୋଳ ଆରମ୍ଭ ହେବାକୁ ପ୍ରାର୍ଥନା କରିବା !
ଏହି ପାଇବାର ପାଇଁ ଯୋଗାଯୋଗ ଆମ ସହ ଯୋଗାଯୋଗ କରନ୍ତୁ
ୱାଟସଫ ତାମିଲ ପାଇଁ : - 919444011864
ଇଂରାଜୀ ପାଇଁ : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ ପାଇଁ : -919361167117
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.