Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 24-05-2021
Share:

By Village Missionary Movement

Monday, 24-May-2021

ଆଜିର ବାକ୍ୟ (Oriya) 24-05-2021

ସେବାକାର୍ଯ୍ୟ କରିବା 

“ତେବେ ଯାହାଙ୍କୁ ସେମାନେ ବିଶ୍ୱାସ କରି ନାହାଁନ୍ତି, ତାହାଙ୍କ ନିକଟରେ କିପରି ପ୍ରାର୍ଥନା କରିବେ ? ପୁଣି, ଯାହାଙ୍କ କଥା ସେମାନେ ଶୁଣି ନାହାଁନ୍ତି, କିପରି ତାହାଙ୍କଠାରେ ବିଶ୍ୱାସ କରିବେ ? ଆଉ ପ୍ରଚାରକ ବିନା ସେମାନେ କିପରି ଶୁଣିବେ?” - ରୋମୀୟ 10:14

ସିନିମା ହିରୋମାନଙ୍କୁ ଅନୁପ୍ରାଣୀତ ହୋଇ ଜୀବନଯାପନ କଲା ଜଣେ ଯୁବକ !ଜଗତର ମାୟାକୁ ଅନୁସରଣ କରି ତାହାହିଁ ତାଙ୍କ ଜୀବନର ଖୁସି ବୋଲି, ଏହି କାର୍ଯ୍ୟ ହିଁ ତାଙ୍କ ଜୀବନକୁ ଉଚ୍ଚ ପାହାକୁ ନେବ ବୋଲି ଦୃଢତାର ସହିତ ବିଶ୍ୱାସ କଲା ସେହି ଯୁବକ !ବିଦ୍ୟାଳୟରେ ପଡ଼ୁଥିବା ବେଳେ ତାଙ୍କ ସହ ମିଶିକି ପଡୁଥିବା ତାଙ୍କ ସାଙ୍ଗ କହିଲା, ତୁମ୍ଭେ ଖୋଜି ଯାଉଥିବା ସମସ୍ତ ମାୟା ସଦୃଶ୍ୟ, କଦାପି ନ ବଦଳିବା ଯୀଶୁଖ୍ରୀଷ୍ଟଙ୍କୁ ଖୋଜ, ସେ ହିଁ ଅନନ୍ତକାଳୀନ !ହେଲେମଧ୍ୟ ସେହି ଯୁବକ ଆରମ୍ଭରେ ହାସ୍ୟାସ୍ପଦ କରି ସାଙ୍ଗ ଜଣକୁ ତୀରସ୍କାର କଲା !ହେଲେମଧ୍ୟ ସେହି ସାଙ୍ଗ ତାଙ୍କୁ କହିକି ଆସିଲା !ଗୋଟିଏ ଦିନରେ ସେହି ଯୁବକ ଏକ ଅସୁବିଧାର ପରିସ୍ଥିତିରେ, ସେ କହିବା କଥା ସତ ବୋଲି ଆଲୋଚନା କରି ଯୀଶୁଙ୍କୁ ଦୃଷ୍ଟି କରି ପ୍ରାର୍ଥନା କଲା କି,  ଯୀଶୁବାପା  ତୁମ୍ଭେ ଯଦି ସତ୍ୟ ପ୍ରଭୁ ଅଟ ମୋତେ ପ୍ରତିକାର କରନ୍ତୁ  !ସେହି ଦିନ ରାତିରେ ଯୀଶୁ ସେହି ଯୁବକକୁ ସ୍ୱୟଂଜୀବି ହୋଇ ସ୍ୱପ୍ନରେ ଦେଖାଦେଲେ !ତାପରେ ସେଇ ଯୁବକ ଯୀଶୁଙ୍କୁ ଆନନ୍ଦରେ ଗ୍ରହଣ କରି ତାଡନା, ଦୁଃଖ ଆସିବା ବେଳେ ପ୍ରଭୁଙ୍କର ପାଇ ପୌରସରେ ଠିଆ ହେଲା !ତାପରେ ପ୍ରଭୁଙ୍କର ରବକୁ ଗ୍ରହଣ କରି ଆଜିର ଦିନରେ ସମ୍ପୂର୍ଣ ସେବକ ହୋଇ ସେବା କାର୍ଯ୍ୟ କରିଆସୁଛି !

ପ୍ରେରିତ ଫିଲିପିୟ ସେ ଜାଣିଥିବା ବ୍ୟକ୍ତି ନାତାନଙ୍କୁ ଯୀଶୁଙ୍କୁ  ପରିଚିତ କରାଇଲା  !ନାତାନ ଯୀଶୁଙ୍କ ବିଷୟରେ ତାଙ୍କଠାରେ ରହିଥିବା ସମସ୍ତ ପ୍ରଶ୍ନ, ଏକ ଛୋଟ ଶିଶୁଙ୍କର ପରି ପଚାରି ଜାଣିଲା !ଯୀଶୁବାପାଙ୍କ ବିଷୟରେ ତାଙ୍କ ହୃଦୟରେ ରହିଥିବା ସମସ୍ତ ପ୍ରଶ୍ନକୁ ମଳିନତାର ସ୍ୱଚ୍ଛ ଉତ୍ତର ମିଳିଲା !ଶେଷରେ ସେ ଯୀଶୁଖ୍ରୀଷ୍ଟଙ୍କୁ ପରମେଶ୍ୱରଙ୍କର ପୁତ୍ର ବୋଲି କହି ସେ ବିଶ୍ୱାସ କଲା !ଏହାକୁ ମୁଖ୍ୟ କାରକ ହୋଇ ପ୍ରଭୁଙ୍କର ଦ୍ଵାରା ବ୍ୟବହାର ହୋଇଥିବା ପାତ୍ର ଫିଲିପ !

ପ୍ରିୟ ବନ୍ଧୁଗଣ, ଆଜି ଦିନରେ ଆମ ଚାରିଆଡେ ରହିଥିବା ଲୋକଙ୍କୁ ଯୀଶୁବାପାଙ୍କର ବିଷୟରେ ଅଜ୍ଞାନକୁ, ପ୍ରଶ୍ନକୁ, ଭାବନାକୁ କାଡ଼ିବା ଦାଇତ୍ୱ ଆମ ଉପରେ  ଅଛି !ଯୀଶୁବାପା ତାଙ୍କ ମଧ୍ୟରେ ଆମକୁ ଉଜ୍ୱଳତାରେ, ଉତ୍ତରରେ, ବୁଦ୍ଧିମତାରେ ରଖିଛନ୍ତି !ପ୍ରଥମେ ଯୀଶୁଙ୍କୁ ତାଙ୍କଠାରେ ପରିଚିତ କରାଇବା !ଯଦି ସେମାନେ ଆଜି ଆମକୁ ଅଟହାସ୍ୟ କରି, ଆଘାତ କରି, ଯୀଶୁଙ୍କୁ ଗ୍ରହଣ ନ କଲେ, ଯେମିତି ହେଲେ ତାଙ୍କ ଜୀବନରେ ଯୀଶୁଙ୍କର ଆବଶ୍ୟକତା ନିଁଛିତ ଥିବ !ତେବେ ଆଗ ଦିନରେ ତୁମେ ପ୍ରଦାନ କରିଥିବା  ଯୀଶୁଙ୍କର ପ୍ରେମ ସେମାନଙ୍କୁ ସାହା ହେବ ଏହା ନିଁଛିତ, ଆମେନ !
-    ଏସ. ମୋନଜ କୁମାର 

ପ୍ରାର୍ଥନାର ଅଂଶ  :-
ପ୍ରତିଦିନ ଦିନଧ୍ୟାନ ସନ୍ଦେହକୁ  ୱାଟ୍ସଅପ, ୟୁଟ୍ୟୁବ, ଇମାଇଲି, ଫେସବୁକ ଦ୍ଵାରା ପଡ଼ୁଥିବା ସମସ୍ତେ ଆଶୀର୍ବାଦ ହେବାକୁ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet holiganbet giriş matbet giriş matbet matbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom giriş deneme bonusu casibom vaycasino vaycasino giriş meritking meritking giriş realbahis realbahis giriş casibom casibom giriş casibom casibom giriş imajbet imajbet giriş imajbetapp grandpashabet grandpashabet giriş grandpashabet güncel bets10 bets10 giriş bets10 güncel giriş matbet matbet giriş alobet betmartin pashagaming ultrabet lunabet betzula meritking jojobet jojobet jojobet jojobet jojobet betgit radissonbet grandpashabet romabet nesinecasino grandpashabet casibom