By Village Missionary Movement
Friday, 28-May-2021ଆଜିର ବାକ୍ୟ (Oriya) 28-05-2021
ନମ୍ବ୍ରଚିତ୍ତ
“ମୋହର ଜୁଆଳି ଆପଣା ଆପଣା ଉପରେ ଘେନ, ପୁଣି, ମୋ'ନିକଟରୁ ଶିଖ, କାରଣ, ମୁଁ ମୃଦୁଶୀଳ ଓ ନମ୍ରଚିତ୍ତ, ଆଉ ତୁମ୍ଭେମାନେ ଆପଣା ଆପଣା ଆତ୍ମାରେ ବିଶ୍ରାମ ପାଇବ;” - ମାଥିଉ 11:29
ୱାର୍ଲଡ କୋପର ଫୁଟବଲ ଶେଷ ଖେଳରେ ଆର୍ଜେଟିନାକୁ ପରାସ୍ତ କରି ବିଜୟୀ ହୋଇଥିଲା ଜରମାନି !ଦୁଇ ଦୋଳର ଖେଳାଳି ଭଲ ଭାବରେ ଖେଳିଲେ !ମାତ୍ର ଅଧିକ ସମୟରେ ଜରମାନିର ଖେଳାଳି ମାରିଓ ଗୋଲ କରି ତାଙ୍କର ଦେଶ ଆଡକୁ ବୁଲାଇ ଦେଲା !ଇଏ ତାଙ୍କ ଫେସବୁକରେ ପ୍ରଭୁଙ୍କୁ କୃତଜ୍ଞତା କହି ମେସେଜ ଭରିଲା !ତାଙ୍କ ବିଜୟର ସମସ୍ତ ଶ୍ରେୟ ପ୍ରଭୁଙ୍କର ପାଦରେ ରଖି ମୃଦୁଶିଳକୁ ଧାରଣ କରି ଶାନ୍ତିରେ ଦେଖାଯାଉଥିବା, ଇଏ ଜଣେ ଉତ୍ତମ ବିଶ୍ୱାସୀ ଅଟେ !ଅତ୍ୟଧିକ ପ୍ରଭୁଙ୍କୁ ପ୍ରେମ କରୁଥିବା ଇଏ ପୃଥିବୀ ଇତିହାସରେ ସ୍ଥାନ ପାଇଲା ବେଳେ ନତ ହୋଇ କହିଲା , ପ୍ରଭୁ ମୁଁ ତୁମ୍ଭଙ୍କୁ କିଛି ହିଁ ମାଗି ନାହିଁ !ମାତ୍ର ତୁମ୍ଭେ ଦେଇଥିବା ସମସ୍ତ ସକାଶେ ତୁମ୍ଭଙ୍କୁ ଧନ୍ୟବାଦ ଦେଉଛି !ଏହା ଏକ ଆଚର୍ଯ୍ୟ ଅଟେ !
ଆମ ପ୍ରଭୁଯୀଶୁଖ୍ରୀଷ୍ଟ କହନ୍ତି, ମୁଁ ସାଧୁବାଦ ଓ ଦିନଦୟାଳୁ ଅଟେ !ସେ କୃଶରେ ମୃତ୍ୟୁ ହେବା ପର୍ଯ୍ୟନ୍ତ ନିଜକୁ ନିଜେ ସେ ନତ ହେଲେ ବୋଲି ବାଇବଲରେ କୁହାଯାଇଛି !ଯୀଶୁ ଏହି ପୃଥିବୀରେ ଜୀବନଯାପନ କରୁଥିବା ଦିନମାନଙ୍କରେ ତାଙ୍କ ପ୍ରଚାର ମାର୍ଗରେ ରହିଥିବା ତାଙ୍କ ଶିଷ୍ୟମାନଙ୍କୁ ନତ ହେବାକୁ ଶିଖାଇଛନ୍ତି !ଶିଷ୍ୟମାନଙ୍କର ପାଦ ପ୍ରକ୍ଷାଲନ କରି ତାଙ୍କ ନମ୍ବ୍ରତାକୁ ବ୍ୟକ୍ତ କରି ଦୟାଳୁ ମନ ଥିବା ଵ୍ୟକ୍ତି ଭାବେ ଜୀବନଯାପନ କରି ଗଲେ !ଏହିପରି ଆମ ସମସ୍ତଙ୍କୁ ଏକ ଉତ୍ତମ ଜୀବନକୁ ଆଗରେ ରଖି ଯାଇଥିଲେ !
ପ୍ରିୟ ବନ୍ଧୁଗଣ, ପ୍ରସଂଶାର ଆଗରେ ରହିଛି ନମ୍ବ୍ରତା !ଆମେ ନତ ହେବା ଶିଖିଥିଲେ, ପ୍ରଭୁ ଉତ୍ଥାନ ଜୀବନକୁ ମାର୍ଗ ଦେଖାଇବ !ଯାହା ଆବଶ୍ୟକ ବୋଲି ଚେଷ୍ଟା କଲେ, ଜ୍ଞାନ ପାଇ ପାରିବା !ମାତ୍ର କେବଳ ନମ୍ବ୍ରତା ଲୋକ ହିଁ କୃପାକୁ ପାଇ ପାରିବେ !ଆମେ ନିଜକୁ ନିଜେ ନତ ହେଲେ, ଅନ୍ୟମାନେ ଆମକୁ ନତ କରି ପାରିବେ ନାହିଁ !ଜଣେ ପ୍ରଭୁଙ୍କର ଦାସ କହନ୍ତି, ଖଟ ଉପରେ ଶୋଇଲେ ହିଁ ତଳେ ପଡିଯିବା ପରିସ୍ଥିତି ଅଟେ, ଯଦି ପଟିରେ ଶୋଇଲେ ତଳେ ପଡ଼ିବନି !ହଁ ଯେଉଁଠି ହେଉ, କେବେହେଉ, କେଉଁଠିହେଉ ଆମେ ନମ୍ବ୍ର ମନ ହୋଇ ରହିବା !ଆମ ଜୀବନରେ, କାର୍ଯ୍ୟରେ, ଆଲୋଚନାରେ ଯୀଶୁଖ୍ରୀଷ୍ଟଙ୍କର ସଦୃଶ୍ୟ ନମ୍ବ୍ରତାକୁ ଧାରଣ କରିବା !ନମ୍ବ୍ର ଲୋକ ଉତ୍ଥାନ ହେବା ନୀଚୀତ !ତେଣୁକରି ନତ ହୋଇରହି, ପ୍ରଭୁଙ୍କର ଠାରୁ ଆସୁଥିବା କୃପାକୁ ଓ ଉତ୍ଥାନକୁ ଗ୍ରହଣ କରି ଏହି ପୃଥିବୀରେ ଅନୁଗ୍ରହ ହୋଇ ଜୀବନଯାପନ କରିବା !
- ଶ୍ରୀମତୀ ଶକ୍ତି ଶଙ୍କର ରାଜ
ପ୍ରାର୍ଥନାର ଅଂଶ :-
ଆମ ମିଶିନାରିର ଯୌବନ ପିଲାଙ୍କୁ ପ୍ରଭୁ ଉତ୍ତମ ଜୀବନ ସାଥୀ ଦୟା କରିବାକୁ ପ୍ରାର୍ଥନା କରିବା !
ଏହି ପାଇବାର ପାଇଁ ଯୋଗାଯୋଗ ଆମ ସହ ଯୋଗାଯୋଗ କରନ୍ତୁ
ୱାଟସଫ ତାମିଲ ପାଇଁ : - 919444011864
ଇଂରାଜୀ ପାଇଁ : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ ପାଇଁ : -919361167117
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.