Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 13-06-2021 (Kids Special)
Share:

By Village Missionary Movement

Sunday, 13-Jun-2021

ଆଜିର ବାକ୍ୟ (Oriya) 13-06-2021 (Kids Special)

 

ଶାନ୍ତିର ଉଦାହରଣ 

 

“ତୁମ୍ଭେମାନେ ଜଗତର ଜ୍ୟୋତିଃ...!” - ମାଥିଉ 5:14

 

ମାଳା, କାଲା ଓ ଶାନ୍ତି ଏହି ତିନିଜଣ ଗୋଟିଏ ବିଦ୍ୟାଳୟରେ ପଡନ୍ତି ଓ ସହପାଠୀ ବିଦ୍ୟାର୍ଥୀ ଅଟନ୍ତି !ଏମାନଙ୍କ ମଧ୍ୟରେ କାଲା ଓ ମାଳା ଦୁଇ ଜଣ ଉତ୍ତମ ସାଥୀ !କେବଳ ସେଥିକି ନୁହେଁ ବହୁତ ଚଗଲା କରୁଥିବା ପିଲାମାନେ !କେବେ ଦେଖିଲେ ଯାହାକୁ ହେଲେ ହାସ୍ୟାସ୍ପଦ କରି ରାଗି କରାଉଥାନ୍ତି !ମାତ୍ର ଶାନ୍ତି ଆଦର୍ଶମୟ ବାଳିକା !ପିତମାତାଙ୍କ ଆଜ୍ଞାବହ ଝିଅ !ସବୁବେଳେ ଅନ୍ୟମାନଙ୍କ ଠାରେ ଆଦର୍ଶ ଜୀବନ ରହିବାକୁ ଆଶା କରୁଥିବ !ଏହାଙ୍କ ଉତ୍ତମ ଚାଲିଚଳଣି ଦେଖି ଅନେକ ପିଲାମାନେ ତାଙ୍କ ପରି ପରିବର୍ତ୍ତନ ହେବାକୁ ହେବ ବୋଲି ଉତ୍ତମ ରୂପେ ରହନ୍ତି !

 

ଦିନେ ମାଳାଙ୍କ ମାଆ ହାତରେ ବାଳଟି ଧରି ମାଳା, ମାଳା ବୋଲି ଚିତ୍କାର କରି ସାହି ସାରା ଖୋଜି ଖୋଜି ଶେଷରେ ତାଙ୍କ ଘର ନିକଟରେ ଥିବା ବଗିଚା ନିକଟକୁ ଆସିଲା !ସେଠାରେ ମାଳା ଏକ କାହାଣୀ ବହି ପଡ଼ୁଥିଲା !ମାଆଙ୍କ ରବ ଶୁଣି ସେ କ୍ରୋଧରେ ଧାଇଁ ଧାଇଁ ଆସି ଚିତ୍କାର କରି କହିଲା, କାହିଁକି ଏପରି ରଡି କରୁଛ ? ମାଳାଙ୍କ ମାଆ ଶାନ୍ତିରେ ତାଙ୍କୁ ବାଳଟି ବଢ଼ାଇ ଦେଇ କହିଲା, ଏଥିରେ ଚାଉଳ ଅଛି, ଏହା ଚାଉଳକଳକୁ ନେଇ ଚୁନା କରି ଆସ !ସଂଗେ ସଂଗେ ମାଳା କହିଲା, ମୁଁ ଯିବି ନାହିଁ, ମୁଁ ପାଠ ପଡିବି !ସଂଗେ ସଂଗେ ମାଳାର ମାଆ କହିଲା, ତୁମ ସହ ପଡୁଥିବା ଶାନ୍ତି ମଧ୍ୟ ଏପରି ଏକ ବାଳଟି ଧରି ଧାନକଳକୁ ଗଲା !ମାଳା କହିଲା, ଅନ୍ୟମାନଙ୍କ ସହିତ କେବେ ମୋତେ ସମକକ୍ଷ କରୁନା, ମୁଁ ଯାଇ ଚୁନା କରି ଆଣିବି !ଆରଦିନ ସବୁଦିନ ପରି ବିଦ୍ୟାଳୟକୁ ଗଲେ !ଶିକ୍ଷକ ଗଣିତ ପାଠ ପଢାଉ ଥାଏ !କ୍ଲାସ ସାରିବା ପରେ ଶିକ୍ଷକ କହିଲା,କେହି ଜଣେ ଆସି ଏହି ଗଣିତ କଳାପଟାରେ କର !ସମସ୍ତ ବିଦ୍ୟାର୍ଥୀ ଜଣକ ମୁହଁକୁ ଜଣେ ଦେଖି ରହିଥାନ୍ତି !ମାତ୍ର ଶାନ୍ତି ମନରେ ପ୍ରାର୍ଥନା କରି, ଚେଷ୍ଟା କରି ଦେଖିବା ବୋଲି ଆଲୋଚନା କରି କଳାପଟା ନିକଟକୁ ଯାଇ ଲେଖିବାକୁ ଆରମ୍ଭ କଲା !ସବୁ ଠିକରେ କରିଦେଲା !ଶିକ୍ଷକ ଶାନ୍ତିକୁ ପ୍ରସଂଶା କରି କହିଲେ, ଏହାଙ୍କ ପରି ତୁମେମାନେ ମଧ୍ୟ ଧଉର୍ଯ୍ୟ ଓ ଆଦର୍ଶ ଝିଅ ହୋଇ ରୁହ !ଯେତେବେଳେ ଶିକ୍ଷକ ଶାନ୍ତିକୁ ପ୍ରସଂଶା କଲେ, ତାହା ଦେଖି ମାଳା ଓ କାଲା ସମ୍ବାଲି ନ ପାରି ତାଙ୍କ ମନରେ ଦ୍ୱେଷ ଜନ୍ମିଲା !ହେଲେ କ୍ଲାସ ସରିବା ପରେ ଶାନ୍ତି ନିକଟକୁ ଯାଇ ପଚାରିଲେ , ତୁମ ଦ୍ଵାରା କିପରି ସମସ୍ତଙ୍କ ଠାରେ ଉତ୍ତମ ବୋଲି ସାଧ୍ୟ ହେଉଛି ? ଶାନ୍ତି ହସ ମୁଖରେ କହିଲା, ଯୀଶୁବାପା ଆମଠାରେ ଥିଲେ, ଯେକୌଣସି ଉତ୍ତମ ସ୍ଵଭାଵ ଆସିଯିବ !ମୁଁ ଯାଉଥିବା ସନଢ଼େ ସ୍କୁଲରେ ଆଉ ଅନେକ କାର୍ଯ୍ୟଗୁଡିକ ଶିଖାଇବେ ! ଶାନ୍ତି ପଚାରିଲା, ତୁମେମାନେ ଆସିବ କି ? ସେମାନେ କହିଲେ ନିଚୟ ଆମେ ଆସିବୁ !ଭାଇ ଓ ଭଉଣୀମାନେ ତୁମେ ମାନେ ମଧ୍ୟ ଶାନ୍ତିଙ୍କ ସଦୃଶ୍ୟ ଆଦର୍ଶ ଜୀବନଯାପନ କରିବାକୁ ହେବ !ହଁ କି, ଓକେ !

- ଶ୍ରୀମତୀ ସାରାଲ ସୁଭାଷ

 

ଏହି ପାଇବାର ପାଇଁ ଯୋଗାଯୋଗ ଆମ ସହ ଯୋଗାଯୋଗ କରନ୍ତୁ 

ୱାଟସଫ ତାମିଲ ପାଇଁ : - 919444011864

ଇଂରାଜୀ ପାଇଁ : - 918610984002

ହିନ୍ଦୀ ପାଇଁ :- 919385810496

ତେଲୁଗୁ ପାଇଁ : -919361167117

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al Elexbet matbet giriş matbet instagram unban x unban twitter unban palacebet setrabet