Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 14-06-2021
Share:

By Village Missionary Movement

Monday, 14-Jun-2021

ଆଜିର ବାକ୍ୟ (Oriya) 14-06-2021

ଅପକାର ମଧ୍ୟ ଉପକାର ନିମନ୍ତେ 

“ଯେଉଁମାନେ ଈଶ୍ୱରଙ୍କୁ ପ୍ରେମ କରନ୍ତି, ଯେଉଁମାନେ ତାହାଙ୍କ ସଂକଳ୍ପ ଅନୁସାରେ ଆହୂତ ହୋଇଅଛନ୍ତି, ଈଶ୍ୱର ଯେ ସମସ୍ତ ବିଷୟରେ ସେମାନଙ୍କର ମଙ୍ଗଳ ସାଧନ କରନ୍ତି, ଏହା ଆମ୍ଭେମାନେ ଜାଣୁ ।“ - ରୋମୀୟ 8:28

ଅସଟ୍ରେଲିଆ ଦେଶର ଗ୍ରାହାମ ଷ୍ଟାଇନ ନାମକ ମିଶନାରି  ଭାରତ ଦେଶର ଓଡିଶା ରାଜ୍ୟର ମୟୁରଭଞ୍ଜ ଜିଲ୍ଲାକୁ ଆସି କୁଷ୍ଠ ରୋଗୀମାନଙ୍କ ମଧ୍ୟରେ ଏବଂ ଅନ୍ୟମାନଙ୍କୁ ପ୍ରଭୁଙ୍କର ପ୍ରେମ ପ୍ରକାଶ କରି ସେବା କାର୍ଯ୍ୟ କରି ଆସିଲେ !1999ମସିହା ଜାନୁଆରୀ 22 ରେ ଗ୍ରାହାମ ଓ ତାଙ୍କ ପୁଅ ଫିଲିପ ଓ ତିମତି ଏହି ତିନି ଜଣକୁ ସୁସମାଚାର ବିରୋଧୀମାନେ ଏକ ଜିପରେ ପୁରାଇ ଚାବିକାଠି ପକାଇ ନିଆଁ  ଜଳାଇ ହତ୍ୟା କଲେ !ତାଙ୍କ ଯୁବତୀ ଝିଅ ଏକଲା ରହିଯାଇଥିଲା  କ୍ଲାଡ଼ି !ସେହି ମାଆକହିଲା,  ତାଙ୍କ ସ୍ୱାମୀ ଓ ପିଲାଙ୍କୁ ହତ୍ୟାକାରୀଙ୍କୁ ଯୀଶୁ ଯେପରିକି  କ୍ଷମା ଦେଲେ ମୁଁ ମଧ୍ୟ ସେହିପରି କ୍ଷମା କରୁଛି !ଏହା ପୃଥିବୀର ସମସ୍ତ ଦେଶର ଦୈନିକ କାଗଜରେ  ସାମ୍ବାଦ ହୋଇ  ଆସିଲା !ଗ୍ରାହାମ ଷ୍ଟେଇନର ଜୀବନ କାହାଣୀ ଲେଖିବାକୁ ଯାଇଥିବା ଜଣେ ଲେଖକ, ସେହି ମାଆଙ୍କୁ ଏକ ପ୍ରଶ୍ନ ପଚାରିଲା, ପ୍ରଭୁ କେବେ କାହାରି ଜୀବନରେ ମଧ୍ୟ ଭୁଲ କରନ୍ତି ନାହିଁ !ମଙ୍ଗଳ ସାଧନ ହିଁ କରନ୍ତି !ତୁମ୍ଭର ସ୍ୱାମୀ ଓ ପିଲାମାନେ ମୃତ୍ୟୁବରଣ କରିଥିବା କାର୍ଯ୍ୟକୁ ତୁମେ କିପରି ଦେଖୁଛ ? ତାହା କଣ ପ୍ରଭୁ କରିଥିବା ମଙ୍ଗଳ କି ?ମାଆ ଉତ୍ତର କଲେ,  ହଁ ତାହା ମଙ୍ଗଳ ନିମନ୍ତେ ବୋଲି ମୁଁ ଭାବନା କରୁଛି !କାହିଁକିନା ମୋ ସ୍ୱାମୀ କୁଷ୍ଠ ରୋଗୀମାନଙ୍କ ନିମନ୍ତେ ଏକ ଡାକ୍ତରଖାନା ବାନ୍ଧିବାର ଅଛି ବୋଲି ବହୁତ ଦିନରୁ ଚେଷ୍ଟା କରି ଆସୁଥିଲା !କିନ୍ତୁ ସେ ମୃତ୍ୟୁ ହେବା ଗୋଟିଏ ବର୍ଷ ଭିତରେ ହିଁ ସେହି ଡାକ୍ତରଖାନା ବାନ୍ଧିବା ନିମନ୍ତେ ପ୍ରଭୁ ସାହାଯ୍ୟ କଲେ !ସେ ଭାବନା କରିଥିବା ପରି ହିଁ ହେଲା !ଏହା ମଧ୍ୟ ମଂଗଳ ନିମନ୍ତେ ଅଟେ !ଶେଷରେ ମୋର ସ୍ୱାମୀ ଓ  ପିଲାମାନେ କରିବା କାର୍ଯ୍ୟ କରି ଶେଷ କଲେ !ଆମେ ବଞ୍ଚି କି ଅଛୁ !ଆମର କାର୍ଯ୍ୟ ଆମ ନିମନ୍ତେ ଯାଗି ରହି  ଅପେକ୍ଷାରେ ଅଛି !

ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଏହି ସଂକିର୍ଣ୍ଣ  ଓ କଠିନ ଯୁଗରେ ଆମ ପରିବାରର ବ୍ୟକ୍ତିଗଣ, ସାଙ୍ଗସାଥୀ, ବନ୍ଧୁବାନ୍ଦବ, ସେବକ ବୋଲି ଆମର ପ୍ରିୟଜଣ ଅନେକଙ୍କୁ ହରାଇ ଦେଇ ଚଟପଟ ହେଉଛୁ !ସମାଧାନକର୍ତ୍ତା ହୋଇଥିବା ପ୍ରଭୂ ଆମ ପ୍ରତି ଜଣକୁ ମଧ୍ୟ ଆଦର ଓ ସ୍ୱାନ୍ତନା  କରନ୍ତୁ !ଆମ ମସ୍ତକର ସମସ୍ତ ବାଳ ଗଣନା କରିଥିବା ଆମ ପ୍ରଭୁ ଆମ ଜୀବନରେ କଦାପି ଭୁଲ କରିବେ ନାହିଁହିଁ ନାହିଁ  !ଏହା ଗ୍ରହଣ କରିବାକୁ କଷ୍ଟ ହୋଇଥିଲେ ମଧ୍ୟ ପ୍ରଭୁଙ୍କର ଶକ୍ତିକୁ ଜାବୁଡି  ଧରିବା !

ମୋହର ପିତାଙ୍କ ଗୃହରେ ଅନେକ ବାସସ୍ଥାନ ଅଛି; ଯଦି ନ ଥାଆନ୍ତା, ତାହାହେଲେ ମୁଁ ତୁମ୍ଭମାନଙ୍କୁ କହିଥାଆନ୍ତି, ମୁଁ ତୁମ୍ଭମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କରିବାକୁ ଯାଉଅଛି;ପୁଣି, ମୁଁ ଯାଇ ତୁମ୍ଭମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କଲେ ପୁନର୍ବାର ଆସିବି, ଆଉ ମୁଁ ଯେଉଁ ସ୍ଥାନରେ ଥାଏ, ତୁମ୍ଭେମାନେ ମଧ୍ୟ ଯେପରି ସେହି ସ୍ଥାନରେ ରହିବ, ସେଥିନିମନ୍ତେ ତୁମ୍ଭମାନଙ୍କୁ ଆପଣା ନିକଟକୁ ଘେନିଯିବି (ଯୋହନ:-14:2-3 )ରେ ଶଫଥ କରିଥିବା ଆମ ପ୍ରଭୁ ସମସ୍ତଙ୍କ ଠାରେ ଅଛନ୍ତି !ସେହି ଦିନ ପର୍ଯ୍ୟନ୍ତ ଅପେକ୍ଷାରେ ଥିବା !ସେହି ଦିନ ପର୍ଯ୍ୟନ୍ତ ପ୍ରଭୁ ଆମକୁ ଦେଇଥିବା ଦାଇତ୍ୱକୁ, କାର୍ଯ୍ୟକୁ, ସେବାକୁ ସଫଳ କରିବା !ସମାଧାନକର୍ତ୍ତା ପ୍ରଭୁ ଆମ ସମସ୍ତ ହୃଦୟକୁ ସେ ତାଙ୍କର ସମାଧାନରେ  ପୂର୍ଣ୍ଣ କରି କଢାଇ ନିଅନ୍ତୁ !ଆମେନ !

ପ୍ରାର୍ଥନାର ଅଂଶ :- 
ନାମ୍ବିକେ ଟି . ବି. କାର୍ଯ୍ୟକ୍ରମ ଦେଖୁଥିବା ବିଯାତିୟମାନେ ମଧ୍ୟ ଯୀଶୁଙ୍କର ପ୍ରେମକୁ ଗ୍ରହଣ କରିବା ନିମନ୍ତେ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş matbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking perabet casibom holiganbet galabet casibom perabet perabet giriş padişahbet padişahbet giriş grandpashabet kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet casinomilyon grandpashabet palacebet sonbahis wbahis grandpashabet betpuan betsalvador matbet meritking