Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 17-06-2021
Share:

By Village Missionary Movement

Thursday, 17-Jun-2021

ଆଜିର ବାକ୍ୟ (Oriya) 17-06-2021

 

ବ୍ୟର୍ଥ ମର୍ଯ୍ୟାଦା 

 

“କିନ୍ତୁ ତୁମ୍ଭମାନଙ୍କ ହଁ କଥା ହଁ ହେଉ, ନା କଥା ନା ହେଉ; ଏଥିରୁ ଯାହା ଅଧିକ, ତାହା ମନ୍ଦରୁ ଜନ୍ମେ।“ -ମାଥିଉ 5:37

 

ଆନ୍ଧ୍ରପ୍ରଦେଶରେ ଉତ୍ତମ ରୂପରେ ସେବାକାର୍ଯ୍ୟ କରିଥିବା ଭାଇ ୟେଶଆନା !ସେ ତାଙ୍କ ସେବା ଜୀବନରେ ଘଟିଥିବା କାର୍ଯ୍ୟକୁ ଏପରି ସାକ୍ଷୀ ଦେଉଛନ୍ତି !ମୋତେ କଦଳୀ ବହୁତ ଇଚ୍ଛା !ରାତିରେ ଭୋଜନ ପରେ ଏକ କଦଳୀ ଥିଲେ ବଢିଆ ଥିବ କହି ଭାବୁଥିବି !ଦିନେ ଏକ ସହରକୁ ପ୍ରଚାର ନିମନ୍ତେ ଯାଇଛି !ପ୍ରଚାର ଶେଷ ହେଲା ସଂଗେ ସଂଗେ ସେହି ରାତିରେ ଖାଇବାକୁ ଦେଲେ !ମୋତେ କଦଳୀ ଇଚ୍ଛା ବୋଲି ଜାଣିପାରି ଏକ ପରିବାର ମୋ ନିମନ୍ତେ କଦଳୀ ଆଣିଛନ୍ତି !ହେଲେମୁଁ ସେମାନେ ମୋତେ ନୀଚ ନ ଦେଖନ୍ତୁ ଓ ଭୁଲ ନ ବୁଝିବାକୁ ଆଲୋଚନା କରି ମନା କରି ଦେଲି !ମୁଖ ମନା କଲା କିନ୍ତୁ ମନ ଆଶା ହେଉଛି !ଏଥିମଧ୍ୟରେ ସେହି ପରିବାର ଆଜ୍ଞାଙ୍କୁ କଦଳୀ ଇଚ୍ଛା ଥିବ କି କଣ ଭାବି , ବାଧ୍ୟ ନ କରି ଚାଲିଗଲେ !କଦଳୀ ହରାଇଲି କହି ମୋତେ ବହୁତ କଷ୍ଟ !କିଛିକୁ କାମ ନ ଦେବା ବ୍ୟର୍ଥ ମର୍ଯ୍ୟାଦା ସକାଶେ ମୁଁ କଦଳୀ ହରାଇଲି ବୋଲି ଭାବିଲି !ଆମେ ଆମ ଜୀବନରେ ଏପରି ବ୍ୟର୍ଥ ଗୌରବ ଯୋଗୁ ପ୍ରଭୁ ଦେଉଥିବା ଯେକୌଣସି ଆଶୀର୍ବାଦକୁ ଆମେ ହରାଇବାକୁ ହେବ ନାହିଁ !ଏହା ଆରଦିନ ପ୍ରଚାରରେ ପ୍ରଚାର କଲି !

 

ବାଇବଲରେ ଦ୍ୱିତୀୟ ରାଜାବଳି ପାଞ୍ଚ ଅଧ୍ୟାୟରେ ନାମାନ୍ ବିଷୟରେ ପଡୁଛୁ !ନାମାନ୍ ବହୁତ ଦୂର ନିରିକ୍ଷଣରେ ଯାତ୍ରା କରି, ଇଲୀଶାୟଙ୍କ ଅଗଣାରେ ଆସି ଠିଆ ହେଉଛନ୍ତି !ତହୁଁ ଇଲୀଶାୟ ଏକ ଦୂତ ପଠାଇ ତାହାଙ୍କୁ କହିଲେ, “ତୁମ୍ଭେ ଯାଇ ଯର୍ଦ୍ଦନରେ ସାତ ଥର ସ୍ନାନ କର, ମାତ୍ର ଏହା ଶୁଣିଥିବା ନାମାନ୍‍କୁ କ୍ରୁଦ୍ଧ ଲାଗିଲା !ଏହା ଲେଖା ଯାଇଛି !ହେଲେମଧ୍ୟ ସେ ତାଙ୍କର ଦୂତଙ୍କ ରବକୁ ନତହୋଇ ଯର୍ଦ୍ଧନରେ ସ୍ନାନ କରିବା ଦ୍ଵାରା ତାଙ୍କ ଶରୀରର ସମସ୍ତ କୁଷ୍ଠ ରୋଗ ଛୋଟ ଶିଶୁଙ୍କ ପରି ହେଲା ବୋଲି ପଡୁଛୁ !

 

ଏହା ପାଠ କରୁଥିବା ପ୍ରିୟ ଭାଇ ଓ ଭଉଣୀ ଆମେମଧ୍ୟ ଅନେକ କାର୍ଯ୍ୟରେ ଏକ ତୃତୀୟାଅଂଶ କାର୍ଯ୍ୟ କରିଦେଇ ମନ ଭିତରେ ବ୍ୟର୍ଥ ମର୍ଯ୍ୟାଦାକୁ ରଖି, ଅନେକ ଆଶୀର୍ବାଦ ହରାଉଛୁ !ସାହାଯ୍ୟ ପାଇବାକୁ ଅଗଣା ପର୍ଯ୍ୟନ୍ତ ଅସିଗଲୁ, ଆଉ କାହିଁକି ଡେରି ? ବ୍ୟର୍ଥ ମର୍ଯ୍ୟାଦାକୁ ପକ୍ଷକରି, "ମୁଁ" ନାମକ ଗର୍ବକୁ ପରିତ୍ୟାଗ କରିବା !ଅନୁଗ୍ରହ ପାଇବା !ଅନ୍ୟମାନଙ୍କୁ ଆଶୀର୍ବାଦ ଯୁକ୍ତ ହୋଇ ବଦଳିବା !

 

ପ୍ରାର୍ଥନାର ଅଂଶ :-

ସଇତାନ ଦ୍ଵାରା ରୋଗ ଦ୍ଵାରା ପୀଡିତ ହେଉଥିବା ଲୋକଙ୍କ ନିମନ୍ତେ ସୁସ୍ଥତା ସେବା ଯୋଗାଇବା ନିମନ୍ତେ, ତାହା ଦ୍ଵାରା ଅନେକ ଅଦଭୂତ ଭାବେ ସୁସ୍ଥ ହେବାକୁ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet holiganbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking meritking giriş perabet perabet giriş casibom casibom giriş holiganbet holiganbet giriş galabet casibom casibom giriş grandpashabet perabet perabet giriş padişahbet padişahbet giriş meritking meritking giriş grandpashabet grandpashabet giriş kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet jojobet jojobet jojobet holiganbet holiganbet holiganbet grandpashabet grandpashabet