Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 24-06-2021
Share:

By Village Missionary Movement

Thursday, 24-Jun-2021

ଆଜିର ବାକ୍ୟ (Oriya) 24-06-2021

 

“ପ୍ରଭାତରେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣାର କଥା ମୋତେ ଶୁଣାଅ; କାରଣ ମୁଁ ତୁମ୍ଭଠାରେ ଭରସା ରଖେ; ମୋହର ଗନ୍ତବ୍ୟ ପଥ ମୋତେ ଜଣାଅ; କାରଣ ମୁଁ ତୁମ୍ଭଆଡ଼େ ଆପଣା ପ୍ରାଣ ଉଠାଏ।“ - ଗୀତସଂହିତା 143:8

 

ସକାଳର ପାହାନ୍ତିଆ ସମୟରେ ପ୍ରଭୁଙ୍କର ଠାରେ ଆରାଧନା କରିବା ଏକ ଅଦଭୂତ ସମୟ ଅଟେ !ମନୁଷ୍ୟର ମୁଖ ଦେଖିବା ପୂର୍ବରୁ ଆମେ ପ୍ରଭୁଙ୍କର ସାନିଧ୍ୟକୁ ଖୋଜି ସେହି ଦିନ ପ୍ରଭୁଙ୍କର ଯୋଜନାକୁ ଜାଣିପାରି ପ୍ରଭୁଙ୍କର କୃପାକୁ ଅପେକ୍ଷା କରିବା ବିଜୟ ପାଇବାର ସମୟ ଅଟେ !ପ୍ରକୃତରେ ପ୍ରତ୍ୟେକ ଖ୍ରୀଷ୍ଟିଆନ ଜୀବନରେ ମଧ୍ୟ ଏହା କ୍ରମଶଃ ରହିଲେ ସେ ନିଁଛିତ ପୃଥିବୀକୁ ଜୟ କରିବ !

 

ଆମ୍ଭର ପରିତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟ ମଧ୍ୟ ପ୍ରଭାତରେ ଉଠି ପିତାଙ୍କ ସାନିଧ୍ୟକୁ ଗଲେ !ପିତାଙ୍କର ଇଚ୍ଛା ଓ ଯୋଜନାକୁ ଜାନୁଥାନ୍ତି !ସେହି ପ୍ରକାରରେ ଆଚର୍ଯ୍ୟ କର୍ମ କରି ସଇତାକୁ ସହଜରେ ଜୟ କରୁଥାନ୍ତି !ଏବଂ ବାଇବଲରେ ପବିତ୍ରଲୋକମାନେ ତାଙ୍କ ଶତ୍ରୁମାନଙ୍କୁ ସଂହାର କରିବାକୁ ଦେଶଗୁଡିକୁ ଅଧିକାର କରିବାକୁ ପ୍ରଭାତରେ ଉଠି ପ୍ରାର୍ଥନା କରିବା ଆମେ ପଡୁଛୁ !

 

ବିଶେଷକରି ସେହି ରାଜା, ସେହି ଦେଶର ପ୍ରଜାମାନେ ତାଙ୍କ ପରମେଶ୍ୱରଙ୍କ ଆଡେ ଉର୍ଦ୍ଧ ଦୃଷ୍ଟି କରି ହସ୍ତ ଉତ୍ତଲନ କରି ପ୍ରାର୍ଥନା କଲେ !ଉତ୍ତରରେ ପରମେଶ୍ୱର କହିଲେ ଭୟ କର ନାହିଁ, ଏହି ଯୁଦ୍ଧ ତୁମ୍ଭର ନୁହେଁ ଏହିଁ ଯୁଦ୍ଧ ମୋର ଅଟେ !ତାପରେ କଣ ହେଲା, ତାଙ୍କର ଶତ୍ରୁକୁ ସଂହର କରିବାକୁ ପ୍ରଭାତରେ ଉଠିଲେ !ପରମେଶ୍ୱରଙ୍କର ସ୍ତୁତି କରି ଗୀତ ଗାଉଥିବା ଦୋଳକୁ ସୈନିକ ଭାବେ ଆଗରେ ଠିଆ କରାଇଲେ !ସ୍ତୁତି କରିବା ଆରମ୍ଭ କରିବାରୁ ଶତ୍ରୁମାନେ ନିଜକୁ ନିଜେ ହତ୍ୟା ହୋଇ ମୃତ୍ୟୁବରଣ କଲେ !ଏହା କେତେ ମହାନ ବିଜୟୀ !

 

ପ୍ରିୟ ବନ୍ଧୁଗଣ ଶତ୍ରୁ ହୋଇଥିବା ସଇତାନ ତୁମ୍ଭଙ୍କୁ ବେଦନା ଦେଉଛି କି ? ତୁମ୍ଭଙ୍କୁ ହତ୍ୟା କରିବା ଡାକରା ଆସୁଛି କି ? ନାଇତ ମନୁଷ୍ୟ ତୁମ୍ଭର ବିରୋଧୀ ହୋଇଅଛି କି ? ବ୍ୟସ୍ତ ହୁଅ ନାହିଁ !ପରମେଶ୍ୱର ଆମର ସପକ୍ଷରେ ଥିବା ବେଳେ ଆମେ ଚିନ୍ତା କାହିଁକି ହେବା ? ଯୁଦ୍ଧ ପ୍ରଭୁଙ୍କର ତ !ଆମେ କରିବା କାର୍ଯ୍ୟ ସମସ୍ତ ପ୍ରଭାତରେ ଉଠି ପ୍ରଭୁଙ୍କର ସାନିଧ୍ୟରେ ଠିଆ ହେବା !ହଁ ପ୍ରଭାତରେ କରିବା ପ୍ରାର୍ଥନା ଗୁରୁତ୍ୱପୂର୍ଣ ଅଟେ !ସର୍ବଦା ଅନ୍ଧାରର ସମୟ, ସର୍ବଦା ମହିମାର ସମୟ !ପ୍ରଭାତର ପ୍ରାର୍ଥନା ବିଜୟୀ ଆଣିବ !ପ୍ରଭାତରେ ଉଠିବା ଅନୁଭବକୁ ଅଭ୍ୟାସ କରି ବିଜୟୀ ଜୀବନ ଯାପନ କରି ଆଗକୁ ବଢିବା !

- ଏସ. ମୋନଜ କୁମାର 

 

ପ୍ରାର୍ଥନା ଅଂଶ :-

ଏହି ପ୍ରତିଦିନ ବାକ୍ୟକୁ ପଡି ଉପକାର ପାଉଥିବା ଲୋକେ ସତ୍ୟତାରେ ବଡି ସାକ୍ଷୀ ହୋଇ ବଞ୍ଚିବାକୁ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al deneme bonusu deneme bonusu veren siteler online casino online casino Online casino nz Best payout online casino nz meritking meritking giriş meritking güncel giriş perabet perabet giriş perabet güncel giriş holiganbet holiganbet giriş holiganbet güncel giriş Meritking Perabet Holiganbet jojobet jojobet giriş jojobet güncel giriş perabet perabet giriş perabet perabet giriş holiganbet holiganbet giriş holiganbet holiganbet giriş alobet alobet giriş bahissenin bahissenin giriş bayconticasino bayconticasino giriş atlasbet atlasbet giriş betcio betcio giriş grandpashabet grandpashabet giriş marsbahis marsbahis giriş matbet matbet giriş nakitbahis nakitbahis giriş pashagaming pashagaming giriş Meritking Meritking giriş imajbet imajbet giriş İmajbet Prizmabet Yakabet Betsat Betnano Restbet Perabet Perabet Giriş Perabet Güncel Giriş Cratosroyalbet romabet nakitbahis matbet matbet