Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 28-06-2021
Share:

By Village Missionary Movement

Monday, 28-Jun-2021

ଆଜିର ବାକ୍ୟ (Oriya) 28-06-2021

 

"ପାପର ବିଜୟୀ"

 

“କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଇଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ବମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ" - ରୋମିୟ 6:23

 

ଜ୍ୟାନ ବ୍ରାକ ବୋର୍ଡ ନାମକ ଜଣେ ବ୍ୟକ୍ତି ଖ୍ରୀଷ୍ଟଙ୍କର ସାକ୍ଷୀ ହୋଇ ମୃତ୍ୟୁବରଣ କରିଥିଲେ !ସେ ଦିନକୁ କେବଳ ଚାରି ଘଣ୍ଟା ଶୟନ କରନ୍ତି !ସେ ଅଳ୍ପ ଖାଦ୍ୟ ଗ୍ରହଣ କରନ୍ତି !ବଳକା ସମୟରେ ବାଇବଲ ପଡନ୍ତି, ଧ୍ୟାନ, ପ୍ରାର୍ଥନା, ଅନ୍ୟ ନିକଟରେ ସୁସମାଚାର, ଅନ୍ୟକୁ ସାହାଯ୍ୟ କରିବା କାର୍ଯ୍ୟରେ ରୁହନ୍ତି !ସେ ପାପର ହୃଦୟଅଙ୍ଗମନ କଲେ ସଂଗେ ସଂଗେ ଲୋକଙ୍କୁ ସୂଚନା ଦେଉଥିଲେ !କାହିଁକି ନା ଲୋକମାନେ ଇଶ୍ୱରଙ୍କ ସହଭାଗିତା ପାଇଁ ସେ ଯୁଦ୍ଧ କରୁଥିଲେ !ଜ୍ୟାନ ବ୍ରାକ ବୋର୍ଡଙ୍କ ଆତ୍ମୀୟ ଜୀବନ ଗଭୀରତା ଥିଲା !ତାଙ୍କେ ପ୍ରତିଦିନ କରୁ ଥିବା ପାପକୁ କାଗଜରେ ଲେଖି, ତାହା ବ୍ୟକ୍ତିଗତ ପ୍ରାର୍ଥନାରେ ସମସ୍ତ ପାପକୁ ଇଶ୍ୱରଙ୍କ ଛାମୁରେ ସମର୍ପଣ କରି ଅଶ୍ରୁ ଢାଳି କ୍ଷମା ମାଗିବା ତାହାଙ୍କର ଅଭ୍ୟାସ ଥିଲା !ସେହିପରି କରି ସେ ତାଙ୍କ କ୍ଷମାମୟ ଜୀବନକୁ ନୂତନତ୍ଵ କରୁଥିଲେ !

 

ସେ ତାଙ୍କ ଜୀବନରେ ଗ୍ରହଣ କରିଥିବା ମୂଳ ଲକ୍ଷ୍ୟ ପାପର ଜୀବନ ମୃତ୍ୟୁ ଅଟେ !ମୃତ୍ୟୁ ଏକ ଭୟଙ୍କର ଅଟେ !ପାପ ଇଶ୍ୱର ଓ ମଣିଷ ମଧ୍ୟରେ ଥିବା ସମ୍ପର୍କକୁ ବିଛେଦ କରେ !ବିନା ଇଶ୍ୱର ଜୀବନ ବୃଥା ଏହା ତାଙ୍କର ମୂଳ ଲକ୍ଷ୍ୟ !ପ୍ରେରିତ ପାଉଲ ପାପ ବିଷୟରେ ଅନେକ କଥା କହନ୍ତି, ପ୍ରଭୁଙ୍କ ଇଛାରେ କାର୍ଯ୍ୟ ନ କରି ଆମେ ଶାରୀରିକଇଛାରେ ଅର୍ଥାତ ବିପରୀତ କାର୍ଯ୍ୟ କରୁଛୁ !ମୁଁ ନୁହେଁ ମୋ ନିକଟରେ ବାସ କରୁଥିବା ପାପ ସେହିପରି କରୁଛି, କହି ପାପ ଓ ତାହାର କାର୍ଯ୍ୟ ବିଷୟରେ ବର୍ଣ୍ଣନା କରାଯାଇଛି !

 

ମୋର ପ୍ରିୟ ବନ୍ଧୁଗଣ, ଆମେ ପାପରେ ସବୁଦିନ ନ ରହି, ଆମେ ପାପର ଦାସତ୍ଵ ନ ହୋଇ ରହିବା ପାଇଁ ଜ୍ୟାନ ବ୍ରାକ ବୋର୍ଡଙ୍କ ପରି ଆମେ ବାଇବେଲ ପଡିବା, ପ୍ରାର୍ଥନା କରିବା, ଅନ୍ୟକୁ ସାହାଯ୍ୟ କରିବା କାର୍ଯ୍ୟରେ ନିୟୋଜିତ ରହିଲେ ଇଶ୍ୱର ନିଁଛିତ ଆମକୁ ଅନୁଗ୍ରହ କରିବେ ! ଆମେନ !

- ବ୍ରଦର୍.ଷ୍ଟିୱ ମାଥିଉ 

 

ପ୍ରାର୍ଥନା କରନ୍ତୁ : --

ଆମ୍ଭେ ପରିଚାଳନା କରୁଥିବା ଯୁବକ ଓ ଛୋଟ ପିଲାମାନେ ଯେପରିକି ଇଶ୍ୱରଙ୍କ ଠାରୁ ପଛକୁ ନ ଫେରି ଇଶ୍ୱରଙ୍କ ସାନିଧ୍ୟ ଲାଭ କରିବେ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al deneme bonusu deneme bonusu veren siteler online casino online casino Online casino nz Best payout online casino nz meritking meritking giriş meritking güncel giriş perabet perabet giriş perabet güncel giriş holiganbet holiganbet giriş holiganbet güncel giriş Meritking Perabet Holiganbet jojobet jojobet giriş jojobet güncel giriş perabet perabet giriş perabet perabet giriş holiganbet holiganbet giriş holiganbet holiganbet giriş alobet alobet giriş bahissenin bahissenin giriş bayconticasino bayconticasino giriş atlasbet atlasbet giriş betcio betcio giriş grandpashabet grandpashabet giriş marsbahis marsbahis giriş matbet matbet giriş nakitbahis nakitbahis giriş pashagaming pashagaming giriş Meritking Meritking giriş imajbet imajbet giriş İmajbet Prizmabet Yakabet Betsat Betnano Restbet Perabet Perabet Giriş Perabet Güncel Giriş Cratosroyalbet romabet nakitbahis matbet matbet