Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 09-07-2021 (Bible Characters Special)
Share:

By Village Missionary Movement

Friday, 09-Jul-2021

ଆଜିର ବାକ୍ୟ (Oriya) 09-07-2021 (Bible Characters Special)

 

ନୟମୀ 

 

“କିନ୍ତୁ ପ୍ରତ୍ୟେକ ଲୋକ ଆପଣା କାମନା ଦ୍ୱାର ଆକର୍ଷିତ ଓ ପ୍ରବଞ୍ଚିତ ହୋଇ ପରୀକ୍ଷିତ ହୁଏ;” - ଯାକୁବ 1:14

 

ବିଚାରକର୍ତ୍ତାଙ୍କର କାଳରେ ଲୋକଙ୍କୁ ବିଚାର କରୁଥିବା ଦିନରେ ଇଶ୍ରାଏଲ ଦେଶରେ ଦୁରଭିକ୍ଷ ଦେଖାଦେଲା !ସେତେବେଳେ ଯବର ଘର ବୋଲି ନାମିତ ହୋଇଥିବା ବେଥଲିହିମ ଠାରୁ ଏଲିମେକଲ ତାଙ୍କ ସ୍ତ୍ରୀ ନୟମୀ ଓ ଦୁଇ ପୁତ୍ର ମୋୟାବ ଦେଶକୁ ଆସି ସେଠାରେ ବାସ କଲେ !ସେହି ଦିନରେ ଏଲିମେଲକ ମୃତ୍ୟୁବରଣ କଲା !ତାପରେ ନୟମୀ ତାଙ୍କ ପୁତ୍ରମାନଙ୍କୁ ସେହି ଦେଶର ସ୍ତ୍ରୀମାନଙ୍କୁ ହିଁ ବିବାହ କରାଇଲା !ସେହି ଦୁଇ ବୋହୁ ମଧ୍ୟ ନୟମୀଙ୍କର ପ୍ରତି ପ୍ରେମରେ ଥିଲେ !କିଛି ବର୍ଷ ଭିତର ତାର ଦୁଇଟି ପୁତ୍ରମାନେ ମଧ୍ୟ ମୃତ୍ୟୁବରଣ କଲେ !ନୟମୀ ଏକଲା ହୋଇଗଲା !ବର୍ତ୍ତମାନ ସେ ଆଲୋଚନା କରୁଛି, ପୁରୁଷମାନଙ୍କର ସାହାଯ୍ୟ ବିନା ଏକଲା ମୋୟାବ ଦେଶରେ ଜୀବନଯାପନ କରିବା, ଅପେକ୍ଷା ଆମ ଦେଶକୁ ପ୍ରସ୍ଥାନ କରିବା ହିଁ ଅତି ଉତ୍ତମ, ନିର୍ଣ୍ଣୟ କରି ସେଠାରୁ ପ୍ରସ୍ଥାନ କଲା !ଡେରି ହେଲେ ମଧ୍ୟ, ଦଶ ବର୍ଷ ପରେ ଏକ ଉତ୍ତମ ନିର୍ଣ୍ଣୟ ନେଲା !ଦୁଇ ବୋହୂଙ୍କୁ ଚୁମ୍ବନ କରି, ଆଶୀର୍ବାଦ ଦେଇ ଆପଣା ଆପଣା ମାତାର ଗୃହକୁ ପଠାଇଲା !ସେମାନେ ଯିବୁ ନାହିଁ କହି ରୋଦନ କରୁଛନ୍ତି !ଦେଖନ୍ତୁ, ବୋହୂମାନଙ୍କର ହୃଦୟରେ ଶାଶୁ କେତେ ସ୍ଥାନ ଅର୍ଜନ କରିଛି !ସର୍ବଦା ଶକ୍ତିଶାଳୀ ଜଣେ ଫେରିଯିବା ହେତୁ ରୂତ, ନୟମୀଙ୍କ ଠାରୁ ବିଛେଦ ନ ହୋଇ ବେଥଲିହିମ ପର୍ଯ୍ୟନ୍ତ ମିଶିକି ଗଲା !

 

ବେଥଲିହିମ ଯାଇଥିବା ନୟମୀ କହିଲା, ଏଥର ମୋତେ ନୟମୀ (ମଧୁର )ବୋଲି ନ ଡାକି, ପୁଣି ମାରା (ତିକ୍ତ )ବୋଲି ଡାକ !ସର୍ବଶକ୍ତିମାନ ମୋତେ ସର୍ବଦା ତିକ୍ତ ବ୍ୟବହାର କରିଛନ୍ତି ବୋଲି ତାର ଏକ ଦୁଃଖ ପରିସ୍ଥିତିକୁ ପରମେଶ୍ୱର ହିଁ କାରଣ ବୋଲି କହିବାକୁ ଲାଗିଲା !ନୟମୀ ପ୍ରଭୁଙ୍କର ପ୍ରତି ଚାରୋଟି ଦୋଷ ଦେଲା !ସେଗୁଡିକ, ପ୍ରଭୁ ମୋତେ ତିକ୍ତ ଆଜ୍ଞା କଲେ, ମୋତେ ଏକଲା ଫେରି ଆସିବା ପରି କଲେ, ମୋତେ ହୀନ କଲେ, ମୋତେ ଦୁଃଖିତ କଲେ !କିନ୍ତୁ ଏହାର ସମସ୍ତ କାରଣ ନୟମୀ ଛଡା ପରମେଶ୍ୱର ନୁହନ୍ତି !ଦୁରଭିକ୍ଷ ବୋଲି ଅଲଗା ସ୍ଥାନକୁ ଯାଇଥିବା ଲୋକ ପୁଣି ଫେରି ଆସି ଥିଲେ ଉତ୍ତମ ହୋଇଥାନ୍ତା !ସ୍ୱାମୀ ମୃତ୍ୟୁବରଣ କଲେ ମଧ୍ୟ ଏହି ଆଲୋଚନା ଆସିନାହିଁ !ସେହି ଦେଶର ବିଜାତିୟ ସ୍ତ୍ରୀମାନଙ୍କ ସହିତ ପୁତ୍ରମାନଙ୍କୁ ବିବାହ କରାଇଲା ! ଏପରି ତାର ଇଚ୍ଛା ଅନୁସାରେ ସମସ୍ତ କରିଥିଲେ ମଧ୍ୟ, ପରମେଶ୍ୱର ତାଙ୍କ ପ୍ରତି ଦୟା କରିଅଛନ୍ତି !

 

ଏହିପରି ଆଜିର ଦିନରେ ଅନେକ ଲୋକ ଆପଣା ଆପଣା ଜୀବନରେ ନିର୍ଣ୍ଣୟ ନେଇ, ଫଳ ବିପରୀତ ହେଲେ ପ୍ରଭୁ ମୋତେ ଦୁଃଖ ଦେଉଛି କହନ୍ତି ! ପ୍ରତ୍ୟେକ ଲୋକ ଆପଣା କାମନା ଦ୍ୱାରା ଆକର୍ଷିତ ଓ ପ୍ରବଞ୍ଚିତ ହୋଇ ପରୀକ୍ଷିତ ହୁଏ( ଯାକୁବ :-1:14)ପଡ଼ୁଅଛୁ !ହେଲେମଧ୍ୟ ଆମ ପରମେଶ୍ୱର ଦୟାର ପରମେଶ୍ୱର ହୋଇ ଅନାଥ ଓ ବିଧବାମାନଙ୍କୁ ଦୟା କରୁଛନ୍ତି !ରୂତକୁ ତାଙ୍କ ବନ୍ଧୁ ହୋଇଥିବା ବୋୟଜଙ୍କୁ ବିବାହ କରାଇ, ପରମେଶ୍ୱର ବିଧବାକୁ ଆଦର କରିଛନ୍ତି ! ନୟମୀ ବିଧବା ବିବାହର ପ୍ରଥମ ସ୍ତ୍ରୀ ଅଟନ୍ତି !ଏହାଙ୍କୁ ଜନ୍ମ ହୋଇଥିବା ଓବେଦଙ୍କର ବଂଶାବଳିରୁ ହିଁ ଯୀଶୁଖ୍ରୀଷ୍ଟ ଜନ୍ମ ହେଲେ !ଆହା କେତେ ଅଦଭୂତ !ମାଥିଉ ପ୍ରଥମ ଅଧ୍ୟାୟର ଯୀଶୁଙ୍କର ବଂଶାବଳିରେ ଏହି ମୋୟାବ ସ୍ତ୍ରୀ ରୂତ ସ୍ଥାନ ବଜାଇ ରଖିଲା !ନୟମୀଙ୍କର ତିକ୍ତ ଜୀବନଯାପନ ବଦଲାଇ ଦିଆଗଲା !ହଁ ଆପଣା ଆଲୋଚନାରେ ଯେଉଁଠି ରହିଥିଲେ ମଧ୍ୟ ପୁଣିଥରେ ପ୍ରଭୁଙ୍କର ନିକଟକୁ ଫେରିବା ବେଳେ, ସଂରକ୍ଷଣ ସୀମାକୁ ଆମ ଜୀବନ ଆସି ମଧୁର ରୂପେ ବଦଳିଯିବ !ହାଲେଲୁଆ !

- ଶ୍ରୀମତୀ ଭୁବାନା ତାନାବାଲାନ୍

 

ପ୍ରାର୍ଥନାର ଅଂଶ '-

ଆମ ମିଶିନାରୀ ଆଲ୍ଲବିନଙ୍କର ସ୍ତ୍ରୀ ନିରୋଶାଙ୍କୁ ସଦାପ୍ରଭୁ ଦେଇଥିବା ଉତ୍ତମ କନ୍ୟା ସନ୍ତାନ ନିମନ୍ତେ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş holiganbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking perabet casibom holiganbet galabet casibom grandpashabet perabet perabet giriş padişahbet padişahbet giriş grandpashabet kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet betplay jojobet esbet sonbahis tambet grandpashabet betgit mercurecasino matbet