Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 13-07-2021 (Bible Characters Special)
Share:

By Village Missionary Movement

Tuesday, 13-Jul-2021

ଆଜିର ବାକ୍ୟ (Oriya) 13-07-2021 (Bible Characters Special)

 

ଅଵୀଗଲ 

 

“କୋମଳ ଉତ୍ତର କ୍ରୋଧକୁ ଦମନ କରେ; ମାତ୍ର କଟୁ ବାକ୍ୟ କୋପ ଜନ୍ମାଏ।“ - ହିତୋପଦେଶ 15:1

 

ସକାଳ ଆଲୁଅ ବେଳକୁ ନାବାଲର ସମସ୍ତ ସର୍ବନାଶ କରିବି ବୋଲି କ୍ରୋଧରେ ବାହାରିଲା ଦାଉଦକୁ କିଏ ଅଟକାଇ ପାରେ ? କେବଳ ଦାଉଦ କି, ଦାଉଙ୍କ ଠାରେ ଥିବା ଚାରିଶହ ଜଣ ମହାନ ଦୋଳକୁ ଏବଂ ସେଠାରେ ଥିବା ସମସ୍ତଙ୍କୁ କିପରି ଶାନ୍ତି କରାଯିବ ? ଏହାକୁ ଅଵୀଗଲ ନାମକ ମହିଳା ଜଣେ ବ୍ୟକ୍ତି ଠିଆ ହୋଇ , ସେ ସମସ୍ତଙ୍କୁ ଶାନ୍ତି କରି ସମାଧାନ କରିଲା ବୋଲି ପଡ଼ୁଥିବା ବେଳେ ଆଚର୍ଯ୍ୟ ଲାଗୁଚି ତ ? ସଦାପ୍ରଭୁ ତାଙ୍କ ଯୋଜନାରେ ମହାନ କାର୍ଯ୍ୟ କରିବାକୁ ଦୁର୍ବଳ ବ୍ୟକ୍ତିକୁ ମଧ୍ୟ କିପରି ବ୍ୟବହାର କରୁଛନ୍ତି, ବିଷୟରେ ଆଜିର ସନ୍ଦେଶରେ ଧ୍ୟାନ କରିବା !

 

ଅଵୀଗଲ ନାମକ ଏହି ମହିଳା ଆନନ୍ଦର ନାରୀ ଅଟେ !ମାତ୍ର ତାଙ୍କ ଦୁଷ୍ଟାମୀ ସ୍ୱାମୀ ନାବଲ ନିମନ୍ତେ ସେ ବିନା ଆନନ୍ଦରେ ରହିଥାଇ ପାରେ !ମାତ୍ର ସେ ବୁଦ୍ଧିମତି ସ୍ତ୍ରୀ ଭାବେ ଥିଲା !ତାର ସ୍ୱାମୀ ନାବଲ ଦାଉଦଙ୍କୁ କରିଥିବା ସମସ୍ତକୁ ଜାଣିପାରିଥିବା ଅଵୀଗଲ ତରବର ହୋଇ ଦାଉଦଙ୍କ ଠାରେ ସମାଧାନ କରିବାକୁ ଶୀଘ୍ର କାର୍ଯ୍ୟ କରୁଅଛି !ପ୍ରଥମେ ଉପହାର ମାର୍ଗକୁ ପସନ୍ଦ କରି, ସେମାନଙ୍କୁ ଭୋଜି ଦେବା ବିଧାନରେ ତାର ଦାସମାନଙ୍କୁ ଆଗ ପଠାଇ, ଦାଉଦଙ୍କ ସହ ସାକ୍ଷାତ କରୁଛି !ଗଧରେ ଆସୁଥିବା ଲୋକ କେଉଁମାନେ, କାହିଁକି ମୋତେ ଆହାର ଓ ଭୋଜନ ପଦାର୍ଥ ଦେଉଛନ୍ତି ? ବୋଲି ଦାଉଦ ଆଲୋଚନା କରିଥିବା ବେଳେ, ଅଵୀଗଲ ଦାଉଦଙ୍କ ପାଦ ସମ୍ମୁଖରେ ମୁହଁ ମାଡି ପଡି ଭୂମିଷ୍ଠ ପ୍ରଣାମ କଲା !ତାଙ୍କ ସମ୍ମୁଖରେ ଭୂମିଷ୍ଠ ପ୍ରଣାମ କରିଥିବା ବ୍ୟକ୍ତି ନାବଲର ସ୍ତ୍ରୀ ଅଵୀଗଲ ବୋଲି ଜାଣିପାରି, ଦାଉଦଙ୍କ ହୃଦୟ ନିର୍ମଳ ହୋଇଗଲା !ଅଵୀଗଲଙ୍କର ଶାନ୍ତିର ବାକ୍ୟ ଦ୍ଵାରା ଦାଉଦଙ୍କର କଠିନ ହୃଦୟକୁ ତରଲାଇ ଦେଲା !ଅଵୀଗଲଙ୍କର ବାକ୍ୟ କେବଳ ପାଦର ଜଳ ନୁହେଁ, ସେଠାରେ ସଦାପ୍ରଭୁଙ୍କର ସତ୍ୟ ଓ କୃପା ପୂର୍ଣ୍ଣ ହୋଇଥିଲା !ଅଵୀଗଲଙ୍କର ଚାଲିଚଳଣିରେ କେବଳ ଦାଉଦଙ୍କୁ ନୁହେଁ, ତାଙ୍କ ସହ ରହିଥିବା ସମସ୍ତଙ୍କୁ ଶାନ୍ତି କରିଛି ମାନେ, ସେ କେତେ ମହାନ ଦେଖନ୍ତୁ !ପ୍ରେମର ଉପହାର, ନତ ହୃଦୟ, ଦୀର୍ଘଶାନ୍ତି, ନିର୍ମଳ ବାକ୍ୟ, ଏସମସ୍ତ ଠାରୁ ଦାଉଦଙ୍କ ଠାରେ ରହିଥିବା ପ୍ରତିପରାୟଣର ଆଲୋଚନା, ହତ୍ୟା କରିବାକୁ ସିଦ୍ଧ ହୋଇଥିବା ରାଗ ଗୁଡିକର ମହାନ କାନ୍ଥକୁ ଧୂଳିସାତ କଲା !ଅନ୍ୟ ବାକ୍ୟରେ କହିବା ମାନେ ଭାଙ୍ଗି ଦେଲା !ହଁ ଅଵୀଗଲ ତାର ଗୁଣଗାରିମା ଦ୍ଵାରା କଠିନ ପରିସ୍ଥିତିକୁ ବିଜୟ କଲା !ଜ୍ଞାନବତୀ ସ୍ତ୍ରୀ ଆପଣା ଗୃହ ଗୁନ୍ତେ (ହିତୋପଦେଶ:-14:1)!

ହାଲେଲୁଆ !

- ପି. ଜେକାବ ଶଙ୍କର 

 

ପ୍ରାର୍ଥନାର ଅଂଶ :-

ଗେତସମୋନି କ୍ୟାମ୍ପସର ନିର୍ମାଣ କାର୍ଯ୍ୟରେ ଆବଶ୍ୟକ ହେଉଥିବା ଆର୍ଥିକ ସାହାଯ୍ୟ ପାଇବାକୁ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş holiganbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking perabet casibom holiganbet galabet casibom grandpashabet perabet perabet giriş padişahbet padişahbet giriş grandpashabet kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet betplay jojobet esbet sonbahis tambet grandpashabet betgit mercurecasino matbet