Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 13-07-2021 (Bible Characters Special)
Share:

By Village Missionary Movement

Wednesday, 14-Jul-2021

ଆଜିର ବାକ୍ୟ (Oriya) 13-07-2021 (Bible Characters Special)

 

ଯିପ୍ତହର କନ୍ୟା 

 

“କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ ।“ - ଯୋହନ 3:16

 

ଯିପ୍ତହ କହିଲେ ଆମ ମନକୁ ଆସେ ମାନତ !ବିଚାରକର୍ତ୍ତା ଏଗାର ଅଧ୍ୟାୟ ପଡିବା ବେଳେ ଯିପ୍ତହଙ୍କ ଝିଅଙ୍କ ବିଷୟରେ ଜାଣିପାରିବା !ସେ ଜଣେ ମହାବିକ୍ରମଶାଳୀ ପୁରୁଷ ଥିଲେ !କିନ୍ତୁ ତାଙ୍କୁ ଆପଣା ଭାଇମାନେ ହିଁ ତାଙ୍କୁ ଆବଶ୍ୟକ ନାହିଁ ପଳାଇ ଯାଅ ବୋଲି ତଡି ଦେଲେ !ତଡି ଦେଇଥିବା ମଣିଷମାନେ ହିଁ ପୁନର୍ବାର ଖୋଜି ଖୋଜି ଫେରାଇ ନେବାକୁ ଆସିଲେ !ଆଉ ତାଙ୍କର ଶାସନକର୍ତ୍ତା ରୂପେ ନିଯୁକ୍ତି କରିବାକୁ ରାଜି ହେଲେ !ଏହିପରି ପରିସ୍ଥିତିରେ ଯିପ୍ତହ ଅମ୍ମନ୍-ସନ୍ତାନଗଣ ସହିତ ଯୁଦ୍ଧ କରିବାକୁ ଗଲାବେଳେ, ଯିପ୍ତହ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମାନତ ମନାସି କରିକି ଗଲେ !ମୁଁ ଅମ୍ମୋନ-ସନ୍ତାନଗଣ ନିକଟରୁ କୁଶଳରେ ଫେରି ଆସିବା ବେଳେ ଯେ କେହି ମୋତେ ଭେଟିବା ପାଇଁ ମୋହର ଗୃହଦ୍ୱାରରୁ ବାହାରି ଆସିବ, ସେ ନିଶ୍ଚେ ସଦାପ୍ରଭୁଙ୍କର ହେବ ଓ ମୁଁ ତାହାକୁ ହୋମବଳି ରୂପେ ଉତ୍ସର୍ଗ କରିବି ଏହା ଥିଲା ତାଙ୍କ ମାନତ !

 

ଯୁଦ୍ଧରେ ସଦାପ୍ରଭୁ ଦେଇ ଥିବା ବିଜୟୀରେ ଯିପ୍ତହ ତାଙ୍କ ଘରକୁ ଫେରିବା ବେଳେ ତାଙ୍କର କନ୍ୟା ତାଙ୍କୁ ଭେଟିବାକୁ ଦାରା ନେଇ ନୃତ୍ୟ କରି ତାଙ୍କ ନିକଟକୁ ଆସିଲା !ଯିପ୍ତହର ଝିଅଟି ଯୁବତୀ ଅଟେ !ତାଙ୍କର ପିତାଙ୍କର କେବଳ ଜଣେ ହିଁ ଝିଅ !ତାଙ୍କୁ ଦେଖିଥିବା ଯିପ୍ତହ ସଦାପ୍ରଭୁଙ୍କର ନିକଟରେ କରିଥିବା ମାନତକୁ ମନେପକାଇ ଭାଙ୍ଗି ପଡିଲା ! ମାତ୍ର ତାର କନ୍ୟା କୌଣସି ଗଣ୍ଡଗୋଲ ନ କରି, ବିଚଳିତ ନ ହୋଇ ତାଙ୍କ ପିତା ସଦାପ୍ରଭୁଙ୍କର ଠାରେ କରିଥିବା ମାନତକୁ ସଫଳତା କରିବାକୁ ସେ ହିଁ ସର୍ବ ହୋମବଳି ରୂପେ ସଦାପ୍ରଭୁଙ୍କୁ ସମର୍ପିତ କରିବାକୁ ଆଗକୁ ଆସିଲା !ସେ ସର୍ବଦା ପ୍ରେମ କରୁଥିବା ତାର ପିତାଙ୍କର ସମାଧାନ ନିମନ୍ତେ, ସଦାପ୍ରଭୁଙ୍କୁ କରିଥିବା ମାନତ ସଫଳ ସକାଶେ ଧଉର୍ଯ୍ୟର ସହ ନିଜକୁ ନିଜେ ବଳିଦାନ ନିମନ୍ତେ ଗ୍ରହଣ କଲା !

 

ପ୍ରିୟବନ୍ଧୁଗଣ, ଏହି ପୃଥିବୀରେ ଆମେ ପ୍ରେମ କରୁଥିବା ମଣିଷମାନଙ୍କୁ କିଛିହେଲେ କରିବାକୁ ହେବ ବୋଲି ଆତୁର ହୋଇ ଜୀବନଯାପନ କରୁଛୁ !ଅନ୍ୟମାନେ ଆମ ନିମନ୍ତେ କିଛିହେଲେ କରିବେ ବୋଲି ଅପେକ୍ଷାରେ ଥିବା ପରି ରହିଅଛୁ !କିନ୍ତୁ କୌଣସି ଅପେକ୍ଷା ନ ରହି, ମଣିଷମାନଙ୍କର ପରିତ୍ରାଣ ନିମନ୍ତେ, ସେ ନିଜେ କୃଶରେ ବଳି ନିମନ୍ତେ ଅର୍ପଣ ହୋଇଥିବା ଖ୍ରୀଷ୍ଟଙ୍କର ପ୍ରେମ କେତେ ମହାନ !ବର୍ତ୍ତମାନ ପର୍ଯ୍ୟନ୍ତ ଆମ ନିମନ୍ତେ ଜନ୍ମ ହୋଇ କଥା ହେଉଥିବା ଖ୍ରୀଷ୍ଟଙ୍କର ପ୍ରେମ କେତେ ଗଭୀରତା !ସେ ଆମ ପ୍ରତି ରଖିଥିବା ପ୍ରେମ ବର୍ଣ୍ଣନା କରିବାକୁ ପଦ ନିଅଣ୍ଟ !କୃଶର ମହାନ ପ୍ରେମକୁ ଗ୍ରହଣ କଲା ଲୋକ ପରି , ପ୍ରତିଦିନ ଅନ୍ୟମାନଙ୍କୁ ଖ୍ରୀଷ୍ଟଙ୍କ ପ୍ରେମକୁ ଜଣାଇବା ସାକ୍ଷୀ ପରି , ନୃତ୍ୟ କରି ସଦାପ୍ରଭୁଙ୍କ ସ୍ତୁତି କରି ଚାଳନା ହେଉଥିବା ଲୋକ ପରି, ଏହି ପୃଥିବୀରେ ଜୀବନଯାପନ କରୁଥିବା ଆମ୍ଭମାନଙ୍କୁ ଜୀବନ ବଳି ରୂପେ ପ୍ରଭୁଙ୍କ ଠାରେ ସମର୍ପିତ ହେବା, ଆମେନ୍ !

- ଶ୍ରୀମତୀ ଯାବା ଗାଣେଶ ଶେଖର 

 

ପ୍ରାର୍ଥନାର ଅଂଶ :-

ପ୍ରତ୍ୟେକ ଜିଲ୍ଲାରେ ଯୁବକ ଯୁବତୀ ନିମନ୍ତେ ବିଶେଷତ୍ୱ ସଭା କରିବାକୁ ପ୍ରଭୁଙ୍କର କୃପା ନିମନ୍ତେ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş holiganbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking perabet casibom holiganbet galabet casibom grandpashabet perabet perabet giriş padişahbet padişahbet giriş grandpashabet kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet betplay jojobet esbet sonbahis tambet grandpashabet betgit mercurecasino matbet