Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 18-07-2021 (Kids Special)
Share:

By Village Missionary Movement

Sunday, 18-Jul-2021

ଆଜିର ବାକ୍ୟ (Oriya) 18-07-2021 (Kids Special)

 

କଥା ହେବା ପରମେଶ୍ୱର 

 

“ଶୁଦ୍ଧଚିତ୍ତ ଲୋକେ ଧନ୍ୟ, କାରଣ ସେମାନେ ଈଶ୍ୱରଙ୍କ ଦର୍ଶନ ପାଇବେ।“ - ମାଥିଉ 5:8

 

ହାଏ ପିଲାମାନେ, କିପରି ଅଛନ୍ତି ? ତୁମ୍ଭ ପରିବାରରେ ନନା, ଭାଇ, ନାନୀ, ଭଉଣୀ, କିଏ ହେଲେ ଅଛନ୍ତି କି ? ତାଙ୍କ ସହ ଖେଳି ବୁଲି,ଗଣ୍ଡଗୋଲ ହୋଇ, ସମାଧାନ ହୋଇ ତୁମ ଘର ପୂର୍ତ୍ତି ଥିବ ତ ? ମାତ୍ର ତୁମ୍ଭ ପରି ସନ୍ତାନ ବିହୀନ ଘର କିପରି ଥିବ ? ନିଃଶବ୍ଦ ହୋଇ, ଖାଲି ଖାଲିରେ ଥିବ !ଏହିପରି ହାନ୍ନାଙ୍କର ଘର ଖାଲି ହୋଇ ଥିଲା !ତାଙ୍କର ସନ୍ତାନ ନାହିଁ ବୋଲି ବହୁତ ଦୁଃଖ ହେଉଥିଲା !ସଦାପ୍ରଭୁଙ୍କର ନିକଟକୁ ଯାଇ ଲୁହ ଝରାଇ ପ୍ରାର୍ଥନା କଲା !ପ୍ରଭୁ, ଯଦି ତୁମ୍ଭେ ମୋତେ ଗୋଟିଏ ସନ୍ତାନ ଦେବ ତାହା ହେଲେ ତାଙ୍କୁ ମୁଁ ତୁମ୍ଭଙ୍କୁ ହିଁ ସମର୍ପିତ କରିବି ବୋଲି ମାନତ ମନାସି କରି ପ୍ରାର୍ଥନାଟି ଶେଷ କଲା !ପ୍ରାର୍ଥନା କଲା ପରେ ସନ୍ତାନ ନାହିଁ ବୋଲି ଭାବନା କରି ଆଉ ଦୁଃଖ ହୋଇ ନାହାନ୍ତି !

 

ସଦାପ୍ରଭୁ ପ୍ରାର୍ଥନାକୁ ଶ୍ରବଣ କରି ଗୋଟିଏ ସୁନ୍ଦର ପୁତ୍ର ସନ୍ତାନକୁ ଦେଲେ !ସେହି ସନ୍ତାନକୁ ହାନ୍ନା ବହୁତ ପ୍ରେମ କଲା !ସେହି ସନ୍ତାନର ପିତା ଇଲକାନା ତାଙ୍କୁ ଅତି ସୁନ୍ଦର ଭାବେ ଦେଖୁଥାଏ !ତାଙ୍କୁ ଶାମୂୟେଲ ନାମ ଦେଲେ !ପିଲାଟି ଅତି ଉତ୍ତମ ରୂପରେ ବଢି ଧାଇବାକୁ ଆରମ୍ଭ ହେଲା ! ଅଳ୍ପ ବଢିବା କ୍ଷଣି ଦୂରରେ ଥିବା ଶୀଲୋସ୍ଥିତ, ସେ ପ୍ରାର୍ଥନା କରିଥିବା ସଦାପ୍ରଭୁଙ୍କ ଗୃହକୁ ଶାମୂୟେଲଙ୍କୁ ଧରିକି ଗଲେ !ସେହି ସଦାପ୍ରଭୁଙ୍କର ଗୃହର ଦାଇତ୍ୱରେ ଥିବା ଏଲି ଅଜାଙ୍କର ନିକଟରେ ଛାଡି ଦେଇ ସଦାପ୍ରଭୁଙ୍କ ଠାରେ କରି ଥିବା ମାନତକୁ ସଂପୂର୍ଣ୍ଣ କଲେ !ଶାମୂୟେଲ ଅଳ୍ପ କାନ୍ଦିଲା !ଏଲି ଅଜା ତାଙ୍କୁ ଉତ୍ତମ ରୂପରେ ଦେଖିଲେ !ଶାମୂୟେଲ ସଦାପ୍ରଭୁଙ୍କ ଗୃହର କବାଟ, ଝରକା ପୋଛିବା, ଖୋଲିବା, ଆରାଧନା ପାଇଁ ପଟି ପକାଇବା ଅଜା କହିବା ସମସ୍ତ କାମ ଆନନ୍ଦରେ କରିକି ଆସୁଥିଲା !ଗୋଟିଏ ଦିନ ରାତ୍ରିରେ ଶାମୂୟେଲ ଶୋଇ ଥିବାବେଳେ କିଏ ଜଣେ ଶାମୂୟେଲ, ଶାମୂୟେଲ ବୋଲି ଡାକିବା ପରି ଲାଗିଲା !ସେ ଉଠି ଏଲି ଅଜାଙ୍କ ନିକଟକୁ ଯାଇ, ପଚାରିଲେ, କଣ ମୋତେ ଡାକିଲେ କି ? ମୁଁ ଡାକି ନାହିଁ, ଫେରିଯାଇ ଶୁଅ !ଦ୍ୱିତୀୟ ଥର ଓ ତୃତୀୟ ଥର ସେହିପରି ଶବ୍ଦ ଶୁଣିଲେ !ଏଲି ଅଜାଙ୍କ ନିକଟକୁ ଯାଇ ପଚାରିଲେ,କଣ ଅଜା ମୋତେ ଡାକିଲେ କି ? ନାହିଁ କହି ଅଜା ଆଲୋଚନା କଲେ କି , ସଦାପ୍ରଭୁ ହିଁ ତାଙ୍କୁ ଡାକୁଛନ୍ତି ଏହା ଏଲି ବୁଝିଲେ, ଏଲି ଶାମୁୟେଲଙ୍କୁ କହିଲେ, ଯାଇ ଶୁଅ; ଯେବେ ସେ ତୁମ୍ଭକୁ ଡାକନ୍ତି, ତେବେ ତୁମ୍ଭେ କହିବ, ହେ ସଦାପ୍ରଭୁ କହନ୍ତୁ, ଆପଣଙ୍କ ଦାସ ଶୁଣୁଅଛି। ତହୁଁ ଶାମୁୟେଲ ଯାଇ ଆପଣା ସ୍ଥାନରେ ଶୋଇଲେ। ଏଉତ୍ତାରେ ସଦାପ୍ରଭୁ ଆସିଲେ, ପୁଣି, ଠିଆ ହୋଇ ଅନ୍ୟ ସମୟ ପରି ଶାମୁୟେଲ, ଶାମୁୟେଲ, ବୋଲି ଡାକିଲେ। ତେବେ ଶାମୁୟେଲ କହିଲେ, କହନ୍ତୁ; ଆପଣଙ୍କ ଦାସ ଶୁଣୁଅଛି ବୋଲି ସଦାପ୍ରଭୁଙ୍କ ସହ କଥା ହେଲା !।ସେହି ସ୍ଥାନରେ ହେବାକୁ ଥିବା ବହୁତ ବିଷୟରେ ସଦାପ୍ରଭୁ ଶାମୂୟେଲ ସହ କଥା ହେଲେ !

 

ପିଲାମାନେ, ତୁମ୍ଭ ସହ ଯୀଶୁ ବାପା କଥା ହେବାଛି ବୋଲି ଆଶା ଅଛି କି ? ତୁମ୍ଭେ ଯୀଶୁଙ୍କର ରବ ଶୁଣିପାରିବ, କେବେ ଜାଣିଛ କି ? ତୁମ୍ଭ ଜୀବନ ପବିତ୍ରତାରେ ଶାମୂୟେଲଙ୍କର ପରି ଯୀଶୁଙ୍କୁ, ମଣିଷମାନଙ୍କୁ ପ୍ରିୟ ହୋଇ ଚାଲିବା ବେଳେ, ଯୀଶୁ ବାପାଙ୍କ ରବ ଶୁଣି ପାରିବ, ଓକେ !

- ଶ୍ରୀମତୀ ଯିବା ବିଜୟ

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet holiganbet giriş matbet giriş matbet matbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom giriş deneme bonusu casibom vaycasino vaycasino giriş meritking meritking giriş cratosroyalbet realbahis realbahis giriş casibom casibom giriş casibom casibom giriş imajbet imajbet giriş imajbetapp grandpashabet grandpashabet giriş grandpashabet güncel bets10 bets10 giriş bets10 güncel giriş matbet matbet giriş alobet betmartin pashagaming ultrabet lunabet betzula meritking jojobet jojobet jojobet jojobet jojobet betgit radissonbet grandpashabet romabet nesinecasino grandpashabet casibom