By Village Missionary Movement
Tuesday, 20-Jul-2021ଆଜିର ବାକ୍ୟ (Oriya) 20-07-2021 (Bible Characters Special)
ଯେହୁ
“ଏଥିରେ ପ୍ରହରୀ ଜଣାଇ କହିଲା, “ସେ ଜଣ ହିଁ ସେମାନଙ୍କ ନିକଟକୁ ଗଲା, ଆଉ ସେ ଫେରି ଆସୁ ନାହିଁ; ପୁଣି ରଥଚାଳନ ନିମ୍ଶିର ପୁତ୍ର ଯେହୂର ଚାଳନା ପରି; କାରଣ ସେ ଅତି ପ୍ରଚଣ୍ଡ ବେଗରେ ଚଳାଏ।” - ଦ୍ୱିତୀୟ ରାଜାବଳୀ 9:20
ପରମେଶ୍ୱର ତାଙ୍କ ହୃଦୟର ମନବାଞ୍ଚା ସଫଳ କରିବାକୁ କିଛି ବିଶେଷତ୍ୱ ବ୍ୟକ୍ତିମାନଙ୍କୁ ତାଙ୍କର ତୈଳଭିଷେକ ଦ୍ଵାରା ଅଭିସିକ୍ତ କରି ସେମାନଙ୍କୁ ବିଶେଷକରି ତାଙ୍କର ଇଚ୍ଛାକୁ ସେମାନଙ୍କ ଦ୍ଵାରା ସଫଳ କରୁଛନ୍ତି !ସେହି ପଦ୍ଧତିରେ ଯେହୁଙ୍କୁ ପରମେଶ୍ୱର ଆହାବଙ୍କ ପରିବାରକୁ ପତନ କରିବାକୁ ନିଯୁକ୍ତି କଲେ ! ଯେହୁଙ୍କ ଦ୍ଵାରା ପରମେଶ୍ୱର ଆହାବଙ୍କୁ ହତ୍ୟା କରିବାର କାରଣ କଣ ? ଇଲୀଶାୟ ପ୍ରବକ୍ତାଙ୍କର ଦିନରେ ଆହାବ ରାଜା ନବତର ଅଙ୍ଗୁର ବଗିଚାକୁ ନେଇ ଯିବା ଯୋଗୁ ପ୍ରବକ୍ତା ଆହାବଙ୍କର ଘର ଉପରକୁ ସାବଧାନ ପ୍ରକାଶ କଲେ !ସେତେବେଳେ ଯେହୁ ଯୋରାମ ରାଜାଙ୍କର ଠାରେ ଜଣେ ସେନାପତି ଥିଲେ !
ପରମେଶ୍ୱର ଆହାବ ପରିବାରର ରକ୍ତକୁ ତାଙ୍କ ସ୍ତ୍ରୀ ଇସେବଲଙ୍କ ହସ୍ତରେ ପୂର୍ଣ୍ଣ ହେବାକୁ ଯେହୁଙ୍କୁ ନିଯୁକ୍ତି କଲେ !ଯେହୁ ପରମେଶ୍ୱରଙ୍କ ଠାରେ ରଖି ଥିବା ଭୟ ଓ ଭକ୍ତି ଯୋଗୁ, ତାଙ୍କୁ ଦିଆ ଯାଇଥିବା କାର୍ଯ୍ୟକୁ ଶୀଘ୍ର କରି ସମାପ୍ତ କଲେ !ଇସେବଲଙ୍କୁ ଆହାବଙ୍କର ସମସ୍ତ ପରିବାରକୁ ବିନାଶ କରିବାକୁ ତାଙ୍କର ରଥକୁ ସେ ଅତି ପ୍ରଚଣ୍ଡ ବେଗରେ ଚଳାଏ ବୋଲି ବାଇବଲ କହୁଛି !ଆମ୍ଭେ ମଧ୍ୟ ଯେହୁଙ୍କର ସଦୃଶ୍ୟ ସଦାପ୍ରଭୁ ଆମକୁ ଦେଇ ଥିବା କାମକୁ ଶୀଘ୍ର ପୂର୍ଣ୍ଣ କରିବାକୁ ଆମର ଆତ୍ମୀୟ ରଥକୁ ଅତି ପ୍ରଚଣ୍ଡ ବେଗରେ ଚଲାଇବା !
ବିସ୍ତାରିତ ବ୍ୟବିଚାର ଓ ଯାଦୁ କାର୍ଯ୍ୟରେ ଭର୍ତି ହୋଇଥିବା ଇସେବଲଙ୍କର କାର୍ଯ୍ୟରେ ସେ ଛନ୍ଦି ନ ହୋଇ, ସଦାପ୍ରଭୁଙ୍କର ଆଜ୍ଞା ପ୍ରକାରେ ଇସେବଲଙ୍କୁ ବିଲରେ ଥିବା ଏକ ପଶୁ ରୂପରେ ଯେହୁ କରିଦେଲା !ମୃତ୍ୟୁବରଣ କରୁଛୁ ବୋଲି ଜାଣି ପାରିଥିବା ଇସେବଲ ସଜେଇ ହୋଇ ବାହାରି, ଜାଗତି କାର୍ଯ୍ୟରେ ମୋହିତ ହୋଇଥିବା ଇସେବଲକୁ ଆମ୍ଭେ ଦେଖୁଅଛୁ !କେବେବି ଆମେ ସେହିପରି ରହିବାକୁ ହେବ ନାହିଁ !(ଦ୍ୱିତୀୟ ରାଜାବଳି :-9:30)!ହଁ ଯେହୁ ପୃଥିବୀର ସୀମାରେ ପରମେଶ୍ୱରଙ୍କର ଭକ୍ତିକୁ ତ୍ୟାଗ ନ କରି ସଦାପ୍ରଭୁଙ୍କର କାର୍ଯ୍ୟକୁ ଆତୁରରେ ସଫଳ କରୁଛି !
ପ୍ରିୟ ବନ୍ଧୁଗଣ, ସେଇ ଦିନରେ ସାଉଲଙ୍କ ପରମେଶ୍ୱର ଆମାଲେକିୟ ସମସ୍ତଙ୍କୁ ଓ ତାଙ୍କର ସମସ୍ତ ଦ୍ରବ୍ୟକୁ ବିନାଶ କରନ୍ତୁ ବୋଲି କହିବା ବେଳେ ନତ ନ ହୋଇ ଗୁରୁତ୍ୱ ଗୁଡିକୁ ଜାଗ୍ରତ କରି ରଖିବା କାର୍ଯ୍ୟଟି ସଦାପ୍ରଭୁଙ୍କୁ କ୍ରୋଧ ଜନ୍ମାଇଲା !କିନ୍ତୁ ଯେହୁ ଶାଉଲଙ୍କର ପରି ନୁହେଁ !ଯେହୁଙ୍କ ପରି ପରମେଶ୍ୱରଙ୍କ ବାକ୍ୟକୁ ଯାହା ଅଛି ତାହାକୁ ଆଜ୍ଞାବହ ହେବା !କାର୍ଯ୍ୟାଳୟରେ ହେଉ କି ବ୍ୟକ୍ତିଗତ ଜୀବନରେ ହେଉ, ପରମେଶ୍ୱରଙ୍କୁ ତ୍ୟାଗ କରନ୍ତୁ ବୋଲି କହୁଥିବା କାର୍ଯ୍ୟକୁ ଜାଣିପାରି, ଅତି ପ୍ରଚଣ୍ଡ ବେଗରେ ସମାପ୍ତ କରିବା !ସଦାପ୍ରଭୁ ଆମ୍ଭଠାରେ ଥିବା ଏହି ବିଧେୟତାକୁ ଅପେକ୍ଷା କରୁଛନ୍ତି !
- କେ. ବିଞ୍ଜାମିନ
ପ୍ରାର୍ଥନାର ଅଂଶ :-
ନାମ୍ବିକେ ଟି. ବି କାର୍ଯ୍ୟକ୍ରମକୁ ଦେଖୁଥିବା ବିଜାତିୟ ଲୋକମାନେ ଯୀଶୁଙ୍କର ପ୍ରେମକୁ ଜାଣିବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.