Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ :-09-08-2021
Share:

By Village Missionary Movement

Monday, 09-Aug-2021

ଆଜିର ବାକ୍ୟ :-09-08-2021

ଅପରିବର୍ତ୍ତୀତ ଆହ୍ୱାନ

କାରଣ, ଈଶ୍ୱରଙ୍କ ଦାନସମୂହ ଓ ଆହ୍ୱାନ ଅନ୍ୟଥା ହୁଏ ନାହିଁ ! (ରୋମିୟ :-11:29 )

ଆମେରିକାରେ ଥିବା ନୂତନ ଯେରୁଜାଲମରେ 1970 ମସିହାରେ ଏକ ଛୋଟ ଜାହାଜଟି ସମୁଦ୍ରର ପଥରକୁ ଧକ୍କା ମାରି ବୁଡି ଗଲା !ତାହା ଦ୍ଵାରା ଅନେକ ଲୋକ ମୃତ୍ୟୁ ବରଣ କଲେ !ଜୀବନ ବଞ୍ଚାଇ ଥିବା କିଛି ଲୋକଙ୍କ ମଧ୍ୟରେ “ମରେ”ନାମକ ପାଳକ ଜଣେ ଥିଲେ ! ଏଥିରେ ତାଙ୍କ ସ୍ତ୍ରୀ ଓ ସନ୍ତାନମାନେ ସମସ୍ତେ ମୃତ୍ୟୁବରଣ କଲେ !ଗୋଟିଏ ନୂତନ କୂଳକୁ ପହଂଚି ଥିବା ପାଳକ ସେହି ଦୁଃଖ ସାମ୍ବାଦକୁ ଭୁଲି ପାରୁ ନ ଥାଏ !ମୁଁ ଅନାଥ ହେବାର କାରଣ ପ୍ରଭୁ ହିଁ ବୋଲି ପ୍ରଭୁଙ୍କୁ ତୀରସ୍କାର କରି ସେହି ନୂତନ ଦ୍ୱିପରେ ଜୀବନଯାପନ କରି ଦିନ ବିତାଇବାକୁ ହେବ ବୋଲି, ସବୁଦିନ ପରି ବଂଚିବାକୁ ହେବ ବୋଲି ନିର୍ଣ୍ଣୟ କଲା !

     ଅନ୍ୟ ଦିନରେ ମନ ବିଚଳିତ ହୋଇ ଚାଲି ଚାଲି ସାହିରେ ଯାଉଥିବା ବେଳେ, ଜଣେ ମଣିଷ ଦେଖା ହେଲେ !ସେ ତାଙ୍କୁ ଦେଖି କହିଲା, ମୁଁ ତୁମ୍ଭ ନିମନ୍ତେ ହିଁ ଅପେକ୍ଷାରେ ଅଛି !ପାଳକ ପଚାରିଲା, ମୋତେ ତୁମ୍ଭେ କଣ ଜାଣିଛ କି ? ତେବେ ସେ କହିଲା, ବାପା ଯୀଶୁଙ୍କ ବିଷୟରେ ମୁଁ ଅଳ୍ପ ଜାଣିଛି, ମୋର ସ୍ତ୍ରୀ ପ୍ରଭୁଙ୍କର ବାକ୍ୟ ପଢି ମୋତେ କହୁଥାନ୍ତି, ଆମ୍ଭ ଘରେ ହଁ ଏକତା ହୋଇ ପ୍ରଭୁଙ୍କର ଆରାଧନା କରୁଅଛୁ !କିନ୍ତୁ ପବିତ୍ର ବାଇବଲ ବିଷୟରେ ଶିକ୍ଷା ଦେବା ନିମନ୍ତେ, ଓ ପ୍ରସଂଙ୍ଗ କରିବା ନିମନ୍ତେ କିଏ ନାହାନ୍ତି !ତେଣୁ ତୁମ୍ଭେ ଆମ୍ଭ ସହ ବାସ କରି ସେବା କରିବା ପାଳକଙ୍କୁ ଦିଅନ୍ତୁ ବୋଲି ବହୁତ ଦିନରୁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି ଆସୁଅଛୁ !ଦୁଇ ଦିନ ପୂର୍ବରୁ ଆମ୍ଭ ପ୍ରାର୍ଥନା ସଭାରେ ଜଣକ ଦର୍ଶନରେ ନୌକା ଦୁର୍ଘଟଣାରୁ ଉଦ୍ଧାର ପାଇଁ ଜୀବନଯାପନ କରୁଥିବା ପାଳକଙ୍କୁ ତୁମ୍ଭ ନିମନ୍ତେ ସେବକ ଭାବେ ତୁମ୍ଭ ନିକଟକୁ ପ୍ରେରଣ କରିଅଛି ବୋଲି ଯୀଶୁଖ୍ରୀଷ୍ଟ କହିଲେ !ସେହିପରି ଭାବେ ତୁମ୍ଭେ ଆସିଲ !ମରେ ନାମକ ସେହି ପ୍ରଚାରକ ପ୍ରଭୁଙ୍କର ଯୋଜନାକୁ ଜାଣିପାରି ସେହିଠାରେ ବାସ କରି କାର୍ଯ୍ୟ କଲେ !ତାଙ୍କୁ ଆସିଥିବା ସମସ୍ୟା, ତାଡନାର ଯୋଗୁ ପ୍ରଭୁଙ୍କର ଆହ୍ୱାନକୁ ଜାଣି ପାରି ନ ଥିଲେ !ମାତ୍ର ତାଙ୍କ ମଧ୍ୟରେ ପ୍ରଭୁ ତାଙ୍କୁ କରିଥିବା ଆହ୍ୱାନକୁ ବିଶ୍ୱାସର ସହିତ ପ୍ରଭୁଙ୍କର ସେବାକୁ ପୂର୍ଣ୍ଣ କଲେ !

    ଏହା ଶ୍ରବଣ କରୁଥିବା ପ୍ରିୟ ବନ୍ଧୁଗଣ, ଆମ୍ଭ ଜୀବନରେ ମଧ୍ୟ ଯୀଶୁଙ୍କୁ ଗ୍ରହଣ କରିବା ପରେ କିଛି ତାଡନା, ମନ୍ଦ କାର୍ଯ୍ୟଗୁଡିକ, କଷ୍ଟ ଓ ନଷ୍ଟ ଦେଖାଦେଇ ଥାଇପାରେ !କିନ୍ତୁ ଯାହା ହେଉ ପ୍ରଭୁଙ୍କ ଅଜଣାତରେ ଆସୁ ନାହିଁ !କୃପା ଦ୍ଵାରା ହିଁ ଆମ ସମସ୍ତଙ୍କୁ ପ୍ରଭୁ ହିଁ ପ୍ରସ୍ତୁତ କରି ଆହ୍ୱାନ କଲେ !ହେଲେ ଆମ୍ଭ ଜୀବନରେ, ଆମ ପରିସ୍ଥିତିକୁ ଦେଖି ପଛଘୁଞ୍ଚା ହୋଇପାରୁ !କିନ୍ତୁ ଆମ୍ଭଙ୍କୁ ଆହ୍ୱାନ କରିଥିବା ପରମେଶ୍ୱର ବିଶ୍ୱସ୍ତ ଅଟନ୍ତି !ତାଙ୍କର ପ୍ରେମ ଏକ ଅପରିବର୍ତ୍ତୀତ !ତାଙ୍କର ଆହ୍ୱାନରେ ସ୍ଥିର ହୋଇ ରହିବା !ସମସ୍ତ ତାଙ୍କରି ଉପକାର ସକାଶେ ହିଁ ଘଟାନ୍ତି !

ଶ୍ରୀମତୀ ଶକ୍ତି ଶଙ୍କର ରାଜ

ପ୍ରାର୍ଥନାର ଅଂଶ :-ଲକଦଡାଉନ ଯୋଗୁ ସ୍କୁଲକୁ ନ ଯାଇ ଘରେ ରହୁଥିବା ପିଲାମାନଙ୍କ ସଂରକ୍ଷଣ ଓ ଭବିଷ୍ୟତ ନିମନ୍ତେ ପ୍ରାର୍ଥନା କରନ୍ତୁ !

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.

 

 

 

 

 

 

 

 

 

 



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş holiganbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking perabet casibom holiganbet galabet casibom perabet perabet giriş padişahbet padişahbet giriş grandpashabet kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet casinomilyon jojobet palacebet sonbahis tambet grandpashabet betgit mercurecasino matbet