Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 25-08-2021
Share:

By Village Missionary Movement

Wednesday, 25-Aug-2021

ଆଜିର ବାକ୍ୟ (Oriya) 25-08-2021

 

ତରବର ହୁଅନ୍ତୁ ନାହିଁ 

 

“ଯେ ଆପଣା ସରଳତାରେ ଆଚରଣ କରେ, ସେ ସଦାପ୍ରଭୁଙ୍କୁ ଭୟ କରେ; ମାତ୍ର ବିପଥଗାମୀ ତାହାଙ୍କୁ ତୁଚ୍ଛ କରେ।“ - ହିତୋପଦେଶ 14:2

     

ଲଣ୍ଡନରେ ନ୍ୟାୟ, ନୀତିବନ୍ତର ଜଣେ ସାହସୀ ପରିଶ୍ରମିକ ନେତା ଥିଲା !ଦିନେ ପୃଥିବୀର ଅର୍ଥନୈତିଜ୍ଞ ଓ ଶ୍ରମିକ ସଂଙ୍ଗଠନଙ୍କ ମଧ୍ୟରେ ଏକ ବୈଠକ ହେଲା !ସେଠାରେ ଶ୍ରମିକ ସଂଙ୍ଗଠନ ଦ୍ଵାରା ଆକର୍ଷଣୀୟ ଅର୍ଥନୈତିଜ୍ଞ ତାଙ୍କର ପରିଶ୍ରମର ପ୍ରଥମ ଅଂଶ ଧନ ବ୍ୟବହାର କରିବାକୁ ସୁଯୋଗ ଥିଲା !ଅର୍ଥାତରେ ତାଙ୍କର ଅସୁସ୍ଥତା ହେତୁ, କଣ କରିବାକୁ ହେବ ଜାଣି ପାରିଲାନି !ତାଙ୍କ ପରିଶ୍ରମର ଉତ୍ତରାଧିକାରୀ ଥିବା ତାଙ୍କ ପୁତ୍ରଙ୍କୁ ସେହି ବୈଠକର ପ୍ରତିନିଧି କରି ଅଂଶ ଗ୍ରହଣ କରିବାକୁ ପଠାଇବାକୁ ମନରେ ସ୍ଥିର କଲା !ତାଙ୍କ ପୁତ୍ରର କୌଣସି ଅନୁଭୂତି ନ ଥିବା ଯୋଗୁ, କାହାରି ସହିତ କିପରି ବ୍ୟବହାର ହେବାକୁ ପଡିବ ବୋଲି ଚିନ୍ତା କରି, ଏକ ଛୋଟ ହାତ ଘଣ୍ଟା ତାଙ୍କୁ ଦେଇ, କହିଲା, ରେ ପୁତ୍ର ଏହା ଏକ ଚମତ୍କାର ଘଣ୍ଟା, ତୁମ୍ଭ ସହିତ ଜଣେ କଥା ହେବା ବେଳେ, ଏହି ଘଣ୍ଟାର ଏକ ଶବ୍ଦ ତୁମ୍ଭକୁ ଦେବାବେଳେ, ତୁମ୍ଭେ ତାଙ୍କ ସହ କଥା ହେବାରେ ଜାଗ୍ରତ ରୁହ, ଉତ୍ତମ ରୂପରେ ତାଙ୍କ ସହ କଥା ହୁଅ ବୋଲି ଉପଦେଶ ଦେଲା !

 

ସଠିକ ଦିନରେ ପୁତ୍ରଟି ସେହି ବୈଠକକୁ ଗଲା !ପରିଶ୍ରମିକ ନେତା ଜଣେ ତାଙ୍କୁ ଉଚ୍ଚାହିତ କଲା !ସଂଗେ ସଂଗେ ହାତରେ ଥିବା ଘଣ୍ଟା ଶବ୍ଦ ଦେଲା !ସଂଗେ ସଂଗେ ପୁତ୍ର କହିଲା, ସେହିପରି କିଛି ନୁହେଁ ଆଉ ଅଧିକା କାର୍ଯ୍ୟ କରିବାକୁ ପଡିବ !ପଡିଶାରେ ଥିବା ଲୋକ ଆଉ ଜଣେ ଆସି, ତୁମ୍ଭର ପିତା କମ ଉତ୍କର୍ଷ ଥିବା ଜିନିଷ ଗୁଡିକ ବିକ୍ରୟ କରୁଛି ବୋଲି ଅମର୍ଯ୍ୟାଦାରେ କଥା କହିଲା !ହାତ ଘଣ୍ଟା ଆଉ ଥରେ ଶବ୍ଦ ଦେଲା !ସେତେବେଳେ ସେହି ପୁତ୍ର କହିଲା, ଆମ୍ଭ ବିଷୟରେ ତୁମ୍ଭ ଠାରେ ଭୁଲ ଆଲୋଚନା ଅଛି କହି ଚାଲି ଗଲା !

 

ଏହିପରି ପ୍ରତ୍ୟେକ ଜଣକର ସମୁଖୀନ ହୋଇ ବୈଠକକୁ ସମାପ୍ତ କରି ଘରକୁ ଆସି ବୈଠକରେ ଘଟିଥିବା ସମସ୍ତ ଘଟଣା ପିତାଙ୍କ ନିକଟରେ କହିଲା !କାହା ନିକଟରେ ହେଉ, ଯେକୌଣସି ପରିସ୍ଥିତିରେ ହେଉ ସରଳତାର ଆଚରଣ କରି, ଜ୍ଞାନରେ ଚାଲିଲେ କିପରି ସମସ୍ୟା ହେଲେ ସୁଧା ସମ୍ମୁଖୀନ କରିପାରିବା !ପୁତ୍ର କହିଲା, ଆଜିଠାରୁ ମୋର ଭାବବେଗ ଦ୍ଵାରା ଶବ୍ଦ ଦେଉଥିବା ଏହି ହାତଘଣ୍ଟା ଦରକାର ନାହିଁ, କିପରି ସରଳତାର ଆଚରଣ କରିବାକୁ ହେବ ତାହା ଶିକ୍ଷା କଲି !

 

ମୋଶା ପୃଥିବୀରେ ଥିବା ସମସ୍ତ ଲୋକଙ୍କ ଠାରୁ ସର୍ବଦା ସାଧୁ ଥିଲା !କିନ୍ତୁ ଇଶ୍ରାଏଲ ଜନତା ତାଙ୍କ କଥା ଦ୍ଵାରା ରାଗ କରାଉ ଥିବାବେଳେ, ପଥରକୁ ଦେଖି କଥା ହେବା ବଦଳରେ, ସରଳତା ଆଚରଣରୁ ଓହରି ଯାଇ ମାରିବା ଦ୍ଵାରା ପରମେଶ୍ୱରଙ୍କୁ ରାଗ ଆସିଲା !ସେଥିପାଇଁ କାନାନକୁ ଯିବା ଶପଥ ପୂର୍ଣ୍ଣ ରୂପେ ସଫଳ କରିବା ସିଏ, ସଦାପ୍ରଭୁଙ୍କର ରାଗ ଦ୍ଵାରା ସେ କେବଳ ଚକ୍ଷୁ ଦ୍ଵାରା ହିଁ ଦେଖି ପାରିଲା !ସଦାପ୍ରଭୁଙ୍କ ସହ ସାମନା ସାମିନି ହେଉଥିବା ମୋଶାଙ୍କୁ ଏହିପରି ପରିସ୍ଥିତି ହେଲେ, ତୁମ୍ଭେ ଓ ମୁଁ ବହୁତ ଜାଗ୍ରତରେ ରହିବାକୁ ହେବ !

 

ହଁ ଆମ୍ଭେ ମଧ୍ୟ ଅନେକ କାର୍ଯ୍ୟରେ ପଡୋଶୀଙ୍କ କଥା ଦ୍ଵାରା, କ୍ରିୟା ଦ୍ଵାରା ଆଘାତ ହେବା ସମୟରେ ମନଟି ପ୍ରଫୁଲ୍ଲ କରି ସରଳତାର ଆଚରଣ କାର୍ଯ୍ୟ କରି ଅନେକ ସମସ୍ୟାକୁ ସମ୍ମୁଖୀନ କରୁଛୁ !ସେଥିପାଇଁ ସଦାପ୍ରଭୁଙ୍କର ଠାରେ ଭୟ ଓ ଭକ୍ତିରେ ରହିବା !

- ଶ୍ରୀମତୀ ବାସନ୍ତୀ ରାଜ ମୋହନ 

 

ପ୍ରାର୍ଥନାର ଅଂଶ :-

ପ୍ରାର୍ଥନା ମନ୍ଦିର ଗୁଡିକର ନିର୍ମାଣ କାର୍ଯ୍ୟରେ ଥିବା ସମସ୍ୟା ଦୂର ହୋଇ ଶୀଘ୍ର ନିର୍ମିତ ନିମନ୍ତେ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al deneme bonusu deneme bonusu veren siteler online casino online casino perabet perabet giriş perabet güncel giriş jojobet jojobet giriş jojobet güncel giriş Holiganbet Holiganbet Giriş Holiganbet Güncel Giriş Superbetin Superbetin Giriş Superbetin Güncel Giriş pashagaming pashagaming giriş pashagaming güncel giriş betcio Betcio Giriş betcio güncel giriş atlasbet atlasbet giriş atlasbet güncel giriş Piabet Piabet Giriş Ngsbahis Ngsbahis Giriş İnterbahis İnterbahis Giriş Klasbahis Klasbahis Giriş Coinbar Coinbar Giriş Limanbet Limanbet Giriş İmajbet İmajbet Giriş Restbet Restbet Giriş Matbet Matbet Giriş Jasminbet Jasminbet Giriş Belugabahis Belugabahis Giriş Online casino nz Best payout online casino nz jojobet jojobet giriş jojobet güncel giriş meritking meritking giriş meritking güncel giriş perabet perabet giriş perabet güncel giriş holiganbet holiganbet giriş holiganbet güncel giriş Meritking Perabet Holiganbet jojobet jojobet giriş jojobet güncel giriş bahsegel bahsegel bahsegel bahsegel bahsegel perabet perabet giriş perabet perabet giriş holiganbet holiganbet giriş holiganbet holiganbet giriş belugabahis matbet romabet https://tr.jojobet-13eylul.art/