Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 26-08-2021
Share:

By Village Missionary Movement

Thursday, 26-Aug-2021

ଆଜିର ବାକ୍ୟ (Oriya) 26-08-2021

 

ଅଭ୍ୟାସ ନ ଥିବା ବଳଦ ଏବଂ ଅଭ୍ୟାସ ଥିବା ବାଟୁଳି :-

 

“ତଥାପି ଆମ୍ଭେ ଇଫ୍ରୟିମକୁ ଚାଲିବା ପାଇଁ ଶିଖାଇଲୁ; ଆମ୍ଭେ ସେମାନଙ୍କୁ ଆପଣା ବାହୁରେ ବୋହିଲୁ; ମାତ୍ର ଆମ୍ଭେ ଯେ ସେମାନଙ୍କୁ ସୁସ୍ଥ କଲୁ, ଏହା ସେମାନେ ଜାଣିଲେ ନାହିଁ।“ - ହୋଶେୟ 11:3

 

ସେହି ଦିନଟି ଏକ ଗୁରୁତ୍ୱର ଦିନ !ପ୍ରତ୍ୟେକ କାର୍ଯ୍ୟଟି ବହୁତ ସୁନ୍ଦର ଭାବେ ଯୋଜନା କରାଯାଇଛି !ଜଣେ କି ଦୁଇ ଜଣ ନୁହେଁ, କମସେ କମ ତିରିଶ ହଜାର ଲୋକ ବଛା ହୋଇଥିଲେ !ସମସ୍ତ ଗୀତନାଟ୍ୟରେ, ସେହି ନାମରେ ଖ୍ୟାତ, କିରୁବଗଣ ମଧ୍ୟରେ ସମସ୍ତ ସିଦ୍ଧ ହୋଇଅଛି !ନୂତନ ରଥ ମଧ୍ୟ ପ୍ରସ୍ତୁତ ହୋଇଛି !ବର୍ତ୍ତମାନ ତୁମ୍ଭେ ଜାଣି ପାରିଥିବ !ହଁ ଦାଉଦ ନିୟମ-ସିନ୍ଦୂକକୁ ଯିହୂଦାରୁ ଆଣିବା ବେଳେ କରିଥିବା ସାଜସଜା ହିଁ ଏହା !ନାଖୋନ ଶସ୍ୟମର୍ଦ୍ଧନ ସ୍ଥାନରେ ଉପସ୍ଥିତ ହୁଅନ୍ତେ ବଳଦମାନେ ଅମଣା ହେବାରୁ ନିୟମ-ସିନ୍ଦୁକ ଧରିବାକୁ ଉଷ ଚେଷ୍ଟା କଲା !ଉଷ ପ୍ରତି ପରମେଶ୍ୱରଙ୍କ କ୍ରୋଧ ପ୍ରଜ୍ୱଳିତ ହେବାରୁ ସେ ମୃତ୍ୟୁବରଣ କଲା !ବର୍ତ୍ତମାନ ଆମକୁ ଏକ ସନ୍ଦେହ ଆସିପାରେ !ଅଭ୍ୟାସ ଥିବା ବଳଦ ଅମଣା ହେବ କି ? ଯଦି ତାହାର ଅଭ୍ୟାସ ଥିବା ପରି ହେଲେ ଅମଣା ହେବାର ସମ୍ବାବନା ନାହିଁ !ନୂତନ ରଥ ବୋଲି କୁହାଯାଇ ଥିବା ହେତୁ ବଳଦ ମଧ୍ୟ ନୂତନ ହୋଇଥାଇ ପାରେ !ଅଭ୍ୟାସ ଥିବା ଶଗଡ଼ ଓ ବଳଦ ଥିବା ବେଳେ, ଉଷଙ୍କର ମରଣ ହୋଇ ନ ଥାନ୍ତା !

 

ଆଉ ଏକ ଘଟଣାରେ ଦାଉଦ ଓ ଗଲିଆତ !ସାଉଲ ଦାଉଦଙ୍କୁ ତାଙ୍କର ଯୁଦ୍ଧ ବସ୍ତ୍ର ପରିଧାନ କରାଇ, ତମ୍ବାର ଯୁଦ୍ଧମୁକୁଟ ମସ୍ତକରେ ପିନ୍ଧାଇ, ଯୁଦ୍ଧ କବଚ ତାଙ୍କୁ ପରିଧାନ କରାଇଲା !ତାଙ୍କର ଯୁଦ୍ଧ ଖଡଗ ଦାଉଦକୁ ବାନ୍ଧିଲା !ମାତ୍ର ସେଥିରେ ଦାଉଦଙ୍କର ଅଭ୍ୟାସ ନ ଥିବା ହେତୁ ତାହାକୁ କାଡ଼ିଦେଇ, ଦାଉଦ ତାହାର ବ୍ୟବହାର ହେଉଥିବା ବାଟୁଳିକୁ ଧରି ପାଞ୍ଚଟି ଗୋଲ ଗୋଲ ପଥର ବାଛି ମେଷପାଳକଙ୍କ ପଥରରେ ତାହାକୁ ପକାଇ ବାଟୁଳି ଧରି ଫିଲିସ୍ଥିୟମାନଙ୍କ ନିକଟକୁ ଗଲା !ବିଜୟ ପାଇଲା !

 

ଆଜିର ଦିନରେ ପରମେଶ୍ୱର, ଆମ୍ଭ ଠାରେ ନୀତିବାକ୍ୟରେ ଅନୁଭବୀ ରୂପେ ରହିବାକୁ ହେବ ! ଯେ ଦୁଗ୍ଧପାୟୀ, ସେ ତ ଧାର୍ମିକତାର ବାକ୍ୟ ବିଷୟରେ ଜାଣେ ନାହିଁ, କାରଣ ସେ ଶିଶୁମାତ୍ର (ଏବ୍ରୀ :5:13)ବୋଲି ଇଚ୍ଛା କରୁଛନ୍ତି !ଆତ୍ମୀୟ ଜୀବନରେ ଶିଶୁମାତ୍ର ନ ହୋଇ ଅନୁଭୂତି ରୂପେ ରହିବା ହିଁ ତାହାର ଅର୍ଥ !ଦାଉଦଙ୍କର କାର୍ଯ୍ୟରେ ଯେପରିକି ତାହାର ଅଭ୍ୟାସ ଥିବା ଏକ ବିଷୟରକୁ ପରମେଶ୍ୱରଙ୍କର ନିମନ୍ତେ ବ୍ୟବହାର କଲା, ସେହିପରି ଆମ୍ଭେ ମଧ୍ୟ ଆମ୍ଭର ଅନୁଭୂତିକୁ ପରମେଶ୍ୱରଙ୍କ ନିମନ୍ତେ, ପରମେଶ୍ୱରଙ୍କ ନାମର ମହିମା ନିମନ୍ତେ ବ୍ୟବହାର କରିବା !ସେହିପରି ବ୍ୟବହାର କରୁଥିଲେ ସଦାପ୍ରଭୁ ସଂପୂର୍ଣ୍ଣ ରୂପେ ଆଶୀର୍ବାଦ କରିବେ !

ଆର. ମଞ୍ଜୁଲା 

 

ପ୍ରାର୍ଥନାର ଅଂଶ :-

ଭାଗିଦାର ମିଶିନାରୀମାନଙ୍କର ଓ ସହଯୋଗୀ ମିଶିନାରୀମାନଙ୍କର ସଂରକ୍ଷଣ ଏବଂ ତାହାଙ୍କର ଆବଶ୍ୟକତା ସଂପୂର୍ଣ୍ଣ ହେବାକୁ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al deneme bonusu deneme bonusu veren siteler online casino online casino Online casino nz Best payout online casino nz meritking meritking giriş meritking güncel giriş perabet perabet giriş perabet güncel giriş holiganbet holiganbet giriş holiganbet güncel giriş Meritking Perabet Holiganbet jojobet jojobet giriş jojobet güncel giriş perabet perabet giriş perabet perabet giriş holiganbet holiganbet giriş holiganbet holiganbet giriş alobet alobet giriş bahissenin bahissenin giriş bayconticasino bayconticasino giriş atlasbet atlasbet giriş betcio betcio giriş grandpashabet grandpashabet giriş marsbahis marsbahis giriş matbet matbet giriş nakitbahis nakitbahis giriş pashagaming pashagaming giriş Meritking Meritking giriş imajbet imajbet giriş İmajbet Prizmabet Yakabet Betsat Betnano Restbet Perabet Perabet Giriş Perabet Güncel Giriş Cratosroyalbet romabet nakitbahis matbet matbet