Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 30-12-2020
Share:

By Village Missionary Movement

Wednesday, 30-Dec-2020

ଆଜିର ବାକ୍ୟ (Oriya) 30-12-2020

ହିସାବ ଦେବା 

“ବହୁକାଳ ପରେ ସେହି ଦାସମାନଙ୍କର ପ୍ରଭୁ ଆସି ସେମାନଙ୍କ ସାଙ୍ଗରେ ହିସାବ କଲେ।“ - ମାଥିଉ 25:19

ପ୍ରତ୍ୟୋକ ସଂସ୍ଥା  ମାର୍ଚ୍ଚ ମାସର ଶେଷରେ ତାହାର ଆୟ, ବ୍ୟୟର ହିସାବ ସରକାରଙ୍କୁ ସମର୍ପଣ କରିବାର କର୍ତ୍ତବ୍ୟ ଅଟେ !ଜାଗତିକ ଅନୁସାରେ ଗୋଟିଏ ସଂସ୍ଥା ଖର୍ଚ୍ଚ କରୁଥିବା ଛୋଟ ଓ ବଡ଼  ପରିମାଣକୁ ପ୍ରତ୍ୟୋକ ଗୋଟିଏ କ୍ରମରେ ଓ ପଦ୍ଧତିରେ ଖର୍ଚ୍ଚ ଦେଖାଇବାକୁ ବାଧ୍ୟ ଅଟେ !ଆମ ସ୍ବର୍ଗୀୟ ଉତ୍ତରାଧିକାରି ମଧ୍ୟ ଆମକୁ ଦେଇଥିବା କାର୍ଯ୍ୟର ହିସାବ ଶେଷ ବିଚାର ଦିନରେ ହିସାବ ଦେବାକୁ ପଡିବ ଏହା ଆମେ ଭୁଲିବାକୁ ହେବ ନାହିଁ !ଆମେ ହିସାବ ଦେବାକୁ ଥିବା କିଛି କାର୍ଯ୍ୟ ବିଷୟରେ ଆଜି ଆମେ ଦେଖିବା କି ? 

ଅତଏବ, ଆମ୍ଭମାନଙ୍କର ପ୍ରତ୍ୟେକ ଜଣକୁ ଈଶ୍ୱରଙ୍କ ଛାମୁରେ ନିଜ ନିଜର ହିସାବ ଦେବାକୁ ହେବ ( ରୋମିୟ :-14:13 )ବୋଲି ଲେଖା ଯାଇଥିବା ଅନୁଯାୟୀ ଆମେ ବଞ୍ଚୁ ଥିବା ଜୀବନ ପାଇଁ ଆମେ ହିଁ ପରମେଶ୍ୱରଙ୍କର ଛାମୁରେ ହିସାବ ଦେବାକୁ ପ୍ରସ୍ତୁତ ହୋଇ ଥିବାକୁ ପଡିବ !ଆମର ସାକ୍ଷୀ ଅନ୍ୟକୁ ଇଶ୍ୱରଙ୍କ ମଧ୍ୟକୁ ଗମନ କରିବା ପାଇଁ ସିଦ୍ଧ ହୋଇ ରହିବ କି ? ସାକ୍ଷୀ ବିହୀନ ଜୀବନ ବଞ୍ଚି ଅନ୍ୟମାନଙ୍କୁ ଅଭ୍ୟନ୍ତର କରୁଛୁ କି ? ଖ୍ରୀଷ୍ଟଙ୍କୁ ପାଇଁ ଥିବା ଆମେ ଖ୍ରୀଷ୍ଟିଆନ ଆମେ ଖ୍ରୀଷ୍ଟ ବିହୀନ ଜୀବନ ବଞ୍ଚୁଛୁ କି ? ନା ମୋତେ ଦେଖୁଥିବା ଲୋକ ଖ୍ରୀଷ୍ଟଙ୍କୁ ଦେଖୁଛନ୍ତି କି ? ମୋର ଏକ ଜୀବନ ମଧୁରମୟ ଜୀବନ ହୋଇ ଅନ୍ୟମାନଙ୍କୁ ଇଶ୍ୱରଙ୍କ ନିକଟକୁ ଚଲାପଥ ଜୀବନ  ହୋଇ ରହୁଛି କି ? ଆଲୋଚନା କରି ଦେଖିବା !
       
ମୁଁ କଥା ହେଉ ଥିବା ବିଷୟରେ ପ୍ରଭୁ ଯୀଶୁ କହନ୍ତି "ମୁଁ ତୁମ୍ଭମାନଙ୍କୁ କହୁଅଛି,  ମନୁଷ୍ୟମାନେ ଯେକୌଣସି ଅସାର କଥା କହନ୍ତି, ବିଚାର ଦିନରେ ସେମାନେ ସେଥିର ଉତ୍ତର ଦେବେ;"( ମାଥିଉ :-12:36 )ବୋଲି କହିବା ଦେଖୁଚୁ !ପ୍ରତ୍ୟୋକ ଦିନ ସକାଳ ଠାରୁ ରାତିରେ ଶୋଇବାକୁ ଯିବା ପର୍ଯ୍ୟନ୍ତ ଆମେ କଥା ହେଉଥିବା ପ୍ରତ୍ୟୋକ କଥାଟିଏ ଆବଶ୍ୟକର କଥା ନା ବ୍ୟର୍ଥ କଥା ? ପ୍ରେରିତ ପାଉଲ ଅନ୍ୟକୁ ପ୍ରୟୋଜଣ କଥା ହିଁ ହୁଅନ୍ତୁ ବୋଲି ଉପଦେଶ ଦିଅନ୍ତି !( ଲୁକ :-16:2 ) ତୁମ୍ଭ ବେବର୍ତ୍ତା କାର୍ଯ୍ୟର ହିସାବ ଦିଅ,ବୋଲି ଲେଖା ହେଲାପରି ପରମେଶ୍ୱରଙ୍କ ଦ୍ଵାରା ଆମେ ପାଇ ଥିବା ଆଶୀର୍ବାଦ ଗୁଡିକ ତାଙ୍କ ପାଇଁ ତାଙ୍କ ମହିମା ନିମନ୍ତେ ବ୍ୟବହାର କରିବା,  ତୁମର କିଛି ଆଶୀର୍ବାଦ ନାହିଁ ବୋଲି କିଏ କହି ପାରିବିନି, ଆମ ସମସ୍ତଙ୍କୁ ଇଶ୍ୱର ଆଶୀର୍ବାଦ, ଜ୍ଞାନ,  ଦୟା କରିଛନ୍ତି !ସମୟ, ଧନ, ବାସ ସ୍ଥଳୀ ଏ ସମସ୍ତ ଇଶ୍ୱର ଆମକୁ ଦୟା କରିଛନ୍ତି !ପରମେଶ୍ୱର ଦୟା କରିଥିବା ଏହି ସମସ୍ତ ତାଙ୍କ ନାମ ମହିମାନ୍ନିତ ନିମନ୍ତେ ବ୍ୟବହାର କରିବା ପାଇଁ ଆମ ଉପରେ ଥିବା ଏକ ବୋଝର କର୍ତ୍ତବ୍ୟ ! ବନ୍ଧୁଗଣ ପରମେଶ୍ୱରଙ୍କ ଠାରେ ହିସାବ ଦେବା ସେହି ଦିନ ସନ୍ନିକଟ ଅଟେ !ତେଣୁ ସେହି ଦିନ ନିମନ୍ତେ ସିଦ୍ଧ ହେବା !
-    ଆର. ଯାବାଶିଳା 

ପ୍ରାର୍ଥନା କରନ୍ତୁ :-ନୂତନ ବର୍ଷ ଅନୁଗ୍ରହର ବର୍ଷ ନିମନ୍ତେ ପ୍ରାର୍ଥନା କରନ୍ତୁ !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
AndroidApp: https://play.google.com/store/apps/details?id=com.vmmorg.template.msmapp&showAllReviews=true

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş holiganbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking perabet casibom holiganbet galabet casibom perabet perabet giriş padişahbet padişahbet giriş grandpashabet kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet casinomilyon jojobet palacebet sonbahis tambet grandpashabet betgit mercurecasino matbet meritking