Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 01-09-2021
Share:

By Village Missionary Movement

Wednesday, 01-Sep-2021

ଆଜିର ବାକ୍ୟ (Oriya) 01-09-2021

 

ଟଙ୍କା, ଅସନ୍ତୋଷ ମନ,ସନ୍ତୋଷଭାବ 

 

“ଈଶ୍ୱରପରାୟଣତା ସନ୍ତୋଷଭାବଯୁକ୍ତ ହେଲେ ପ୍ରକୃତରେ ବିଶେଷ ଲାଭଜନକ;” - ୧ ତୀମଥି 6:6

 

ବର୍ତ୍ତମାନ ପୃଥିବୀରେ ଧନ ଅଭାବ, ଟଙ୍କା ନ ଥିବା, ହେଉଛି ଏକ ମହାନ ସମସ୍ୟା ଅଟେ !ପ୍ରତ୍ୟେକ ମଣିଷ ଠାରେ ରହିଥିବା ଆନ୍ଦୋଳନରେ ଏହା ଏକ ବଡ଼ ଆନ୍ଦୋଳନ ହୋଇ ଦେଖାଯାଉଛି !ବିଶେଷକରି ଏହି କରୋନା ଦିନରେ ଅନେକଙ୍କୁ କାର୍ଯ୍ୟ ଅଭାବ, ବେତନ ନ ମିଳିବା, ଦରଦାମର ବୃଦ୍ଧି, ଆବଶ୍ୟକତା ବୃଦ୍ଧି ଏହିପରି ଅନେକ କାରଣ ଯୋଗୁ, ଅନେକ ଦେଶ ଗୁଡିକ ଶାସନ କରି ଆସୁଥିଲେ ମଧ୍ୟ ସରକାର ହିଁ ଆଜି ଟଙ୍କାର ସମସ୍ୟାର ଆନ୍ଦୋଳନର ସମ୍ମୁଖୀନ ହୋଇ ଆସୁଅଛି !

 

ପବିତ୍ର ବାଇବଲରେ ଏଲିୟ ନାମକ ଭବିଷ୍ୟତବକ୍ତାକୁ, ତାଙ୍କ ଠାରେ ନିର୍ଭରଶିଳ ପରିବାରକୁ ଏବଂ ଦେଶକୁ ସଦାପ୍ରଭୁ କଢ଼ାଇ ନେଇ ପୋଷଣ କରୁଥିବା ବିଧାନ ସର୍ବଦା ଆଚର୍ଯ୍ୟ ଅଟେ !ମରୁଡି ସମୟରେ ପରମେଶ୍ୱର ଏଲିୟଙ୍କୁ କହିଲେ, ସୀଦୋନର ସାରିଫତ୍‍କୁ ଯାଇ ସେଠାରେ ବାସ କର। ଦେଖ, ଆମ୍ଭେ ସେଠାସ୍ଥିତ ଏକ ବିଧବା ସ୍ତ୍ରୀକୁ ତୁମ୍ଭକୁ ପ୍ରତିପୋଷଣ କରିବା ପାଇଁ ଆଜ୍ଞା ଦେଇଅଛୁ। ଏଲୀୟଙ୍କ ଦ୍ୱାରା ସଦାପ୍ରଭୁଙ୍କ କଥିତ ବାକ୍ୟାନୁସାରେ ମଇଦା-କଳସ ଶୂନ୍ୟ ହେଲା ନାହିଁ, କିଅବା ପାତ୍ରରେ ତୈଳର ଅଭାବ ହେଲା ନାହଁ (ପ୍ରଥମ ରାଜାବଳି 17:16 )ବାକ୍ୟ ଦ୍ଵାରା ଏଲିୟ ଓ ସେହି ବିଧବା ସ୍ତ୍ରୀ ଅନେକ ଦିନ ଭୋଜନ କଲେ ବୋଲି ଦେଖୁଅଛୁ !ଆଉ ଅଲିୟଙ୍କ ପ୍ରାର୍ଥନାକୁ ଶୁଣି ସଦାପ୍ରଭୁ ଦେଶରେ ବୃଷ୍ଟି କରାଇଲେ !କୌଣସି ଅଭାବ ନ କରି ଉତ୍ତମ ରୂପେ କଢ଼ାଇ ନେଲେ !ଏହିପରି ଭାବେ ପବିତ୍ର ବାଇବଲରେ ଅନେକ ସମ୍ଭବ ହୋଇଛି !

 

ହେ ମୋର ପ୍ରଭୁଙ୍କ ସନ୍ତାନଗଣ, ଟଙ୍କାରେ ଅଭାବ ଥାଇ ପାରେ, କିନ୍ତୁ ମନରେ ଅଭାବ ହେବାକୁ ହେବ ନାହିଁ !ଏହି କରୋନା କାଳରେ ପରମେଶ୍ୱର ଆମ୍ଭ ଭି. ଏମ. ଏମ. ସେବା କ୍ୟାମ୍ପସରେ ନିବାସ କରୁଥିବା ସେବକମାନଙ୍କୁ ପୋଷଣ କରି, ନିରିକ୍ଷଣ କରି, ନିଷ୍ଠୁର ବ୍ୟାଧି ଠାରୁ ଉଦ୍ଧାର କରିଥିବା ବିଷୟରେ ମୁଁ ନିଚୟ କହିବାକୁ ହେବ !ବନ୍ଧୁଗଣ, ତୁମ୍ଭଙ୍କୁ ମଧ୍ୟ ଧନର ଅଭାବ ବଡ଼ ସମସ୍ୟା ହୋଇରହି, ତାହାର ସମ୍ମୁଖୀନ କରି ପାରୁନାହଁ କି ? କାହିଁକିନା ଦରିଦ୍ରତାରେ ରହିଥିବା ଲୋକଙ୍କ ବିଷୟରେ ଥରେ ଆଲୋଚନା କରି ଦେଖନ୍ତୁ !ପରମେଶ୍ୱର ଏବେପର୍ଯନ୍ତ କଢ଼ାଇ ନେଇଥିବାରୁ, ହୃଦୟର ସହ କୃତଜ୍ଞତା ଜଣାନ୍ତୁ !ଏହିପରି ପରିସ୍ଥିତି ମଧ୍ୟରେବି ଗରିବ ଲୋକମାନଙ୍କୁ ସାହାଯ୍ୟ କରନ୍ତୁ !ପରମେଶ୍ୱର ଦେଇଥିବା ସନ୍ତୋଷଭାବଯୁକ୍ତ, ହୃଦୟରେ ଅନୁଭୂତି ପାଇବ !ପରମେଶ୍ୱରଙ୍କ କୃପା ଦ୍ଵାରା ଏହି ନିଷ୍ଠୁର ବ୍ୟାଧି କାଳରେ ଏକ ସନ୍ତୋଷଭାବ, ଯଥେଷ୍ଟ ବୋଲି ଆଲୋଚନାରେ ଜୀବନରେ, ଜୀବନଯାପନ କରିବାକୁ ଚେଷ୍ଟା କରିବା !

- ଟି. ଶଙ୍କର ରାଜ 

 

ପ୍ରାର୍ଥନାର ଅଂଶ :-

ଏହି ମାସସାରା ହେଉ ଥିବା ସେବାରେ ପ୍ରଭୁଙ୍କର ହସ୍ତରହି କଢ଼ାଇ ନେବା ନିମନ୍ତେ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al deneme bonusu deneme bonusu veren siteler online casino online casino Online casino nz Best payout online casino nz meritking meritking giriş meritking güncel giriş perabet perabet giriş perabet güncel giriş holiganbet holiganbet giriş holiganbet güncel giriş Meritking Perabet Holiganbet jojobet jojobet giriş jojobet güncel giriş perabet perabet giriş perabet perabet giriş holiganbet holiganbet giriş holiganbet holiganbet giriş alobet alobet giriş bahissenin bahissenin giriş bayconticasino bayconticasino giriş atlasbet atlasbet giriş betcio betcio giriş grandpashabet grandpashabet giriş marsbahis marsbahis giriş matbet matbet giriş nakitbahis nakitbahis giriş pashagaming pashagaming giriş Meritking Meritking giriş imajbet imajbet giriş İmajbet Prizmabet Yakabet Betsat Betnano Restbet Perabet Perabet Giriş Perabet Güncel Giriş Cratosroyalbet romabet nakitbahis matbet matbet