Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 02-09-2021
Share:

By Village Missionary Movement

Thursday, 02-Sep-2021

ଆଜିର ବାକ୍ୟ (Oriya) 02-09-2021

 

ଗୌରବ ପାଇବା ଲୋକ 

 

“ମୃତ୍ୟୁୁର ଫାନ୍ଦରୁ ଫେରାଇବା ପାଇଁ ଜ୍ଞାନବାନ‌‌ର ବ୍ୟବସ୍ଥା ଜୀବନ-ଝର ସ୍ୱରୂପ ଅଟେ।“ - ହିତୋପଦେଶ 13:14

 

ରୁଷିଆରେ ହୋଇଥିବା ଏକ ସାମ୍ବାଦିକ ସମିଳନୀରେ ରାଷ୍ଟ୍ରପତି ପୁଡ଼ିନଙ୍କୁ ଦେଖି ଜଣେ ଏପରି ଏକ ପ୍ରଶ୍ନ ପଚାରିଲା, କାହିଁକି ସର୍ବପ୍ରଥମେ ଡାକ୍ତର ଓ ଶିକ୍ଷକମାନଙ୍କୁ ଟୀକାକରଣ କରିବାକୁ କହୁଛନ୍ତି ? ଆଉ ବଳକା ତିରିଶି କୋଟି ସାଧାରଣ ମଣିଷ ନିମନ୍ତେ ଚିନ୍ତା ନାହିଁକି ? ସଂଗେ ସଂଗେ ପୁଡ଼ିନ ଉତ୍ତର କଲା, ଯଦି ଜଣେ ଡାକ୍ତର ମୃତ୍ୟୁ ହେଲେ, ଆଉ ଏକ ଡାକ୍ତରଙ୍କୁ ଅଭିବୃଦ୍ଧି କରିବାକୁ ତିରିଶି ବର୍ଷ ଆବଶ୍ୟକ ହେଉଛି !ଏହି ଦିନରେ ଡାକ୍ତରମାନଙ୍କର ସେବା ନିତ୍ୟାନ୍ତ ଆବଶ୍ୟକ !ଏହିପରି ହିଁ ଶିକ୍ଷକ !ଶିକ୍ଷକ ମୃତ୍ୟୁ ହେଲେ ଡାକ୍ତର ଅଭିବୃଦ୍ଧି କରିବା କିପରି ? ଡାକ୍ତର ଓ ଶିକ୍ଷକ ଦେଶର ମହାନ ସମ୍ପତି !ସେମାନଙ୍କୁ ରକ୍ଷା କଲେ ହିଁ ଦେଶ ଓ ପ୍ରଜା ଖୁସିରେ ରହିପାରିବେ !

 

ଶିକ୍ଷକବୃନ୍ଦ ତୁମ୍ଭ ଉପରେ କେତେ ଗୌରବ ଦେଖାଉଛନ୍ତି ପୁଡ଼ିନ !କେବଳ ପୁଡ଼ିନ ନୁହେଁ ଏହି ସମାଜ ଶିକ୍ଷକମାନଙ୍କ ପ୍ରତି ଗୌରବ ଓ ମର୍ଯ୍ୟାଦା ଦେଖାଉଚି !ପ୍ରତ୍ୟେକ ଶିକ୍ଷକ ବିଦ୍ୟାର୍ଥୀକୁ ଦ୍ୱିତୀୟ ମାଆ ବୋଲି କହନ୍ତି !ଶିକ୍ଷକବୃନ୍ଦ ଦେଶର ଭାଗ୍ୟକୁ ବଦଳାଇ ଦିଅନ୍ତି !କାହିଁକିନା ସେମାନେ ନୂତନ ବଂଶକୁ ଶକ୍ତି ରୂପେ ଅଭିବୃଦ୍ଧି କରନ୍ତି !ବିଦ୍ୟାର୍ଥୀଙ୍କୁ ବିହନର ଅଗାଡି ସଦୃଶ୍ୟ ଭିନ୍ନ କରିବା ଶିକ୍ଷକ ନୁହନ୍ତି !ଅଗାଡ଼ିକୁ ଉଡ଼ାଲେ ପରିପକ୍ୟତା ହୋଇ ଜ୍ଞାନ ଉଦୟର ଉଜ୍ଜଳରେ ରୋପଣ ହେବେ !ପାଠ ପଡାରେ ପଛକୁ ଫେରିଲେ ମଧ୍ୟ ଜୀବନରେ ସାଧ୍ୟ କରି ଦେଖାଇ ପାରୁ ବୋଲି ଏକ ପ୍ରେରଣାକୁ ଶିକ୍ଷକମାନେ ଆଶା ସୃଷ୍ଟି କରିବେ !ଶିକ୍ଷକମାନଙ୍କର ଶିଖା ଅନେକ ବିଦ୍ୟାର୍ଥୀଙ୍କ ଜୀବନରେ ଉଚ୍ଚାହ ଦେଖାଇବା ଓ ଠିଆ କରାଇ ପାରିବା ପରି ରହିଲେ, ସମାଜକୁ ଆଶୀର୍ବାଦ ଅଟେ !ଏହି ଶିକ୍ଷକମାନଙ୍କର କାର୍ଯ୍ୟ ସ୍ୱର୍ଗ ରାଜ୍ୟରୁ ପରମେଶ୍ୱର ଦେଇଛନ୍ତି !ତାହାକୁ ତାହାଙ୍କ ନିମନ୍ତେ ନ୍ୟାୟରେ, ସଦାପ୍ରଭୁଙ୍କର ଭୟରେ କଲେ, ବିଦ୍ୟାର୍ଥୀମାନଙ୍କର ଜୀବନ ପୁନଃଉଦ୍ଧାର ହୁଏ !ନକ୍ଷତ୍ର ସଦୃଶ୍ୟ ପ୍ରକାଶିତ ହେବ !ତୁମ୍ଭେ ତୁମ୍ଭର ସ୍କୁଲ ଅଥବା ବିଦ୍ୟାଳୟରେ କେବଳ ଚାକିରିଆ ମାତ୍ର ନୁହଁ, ତୁମ୍ଭେ ସ୍ବର୍ଗୀୟ ଚାକିରିଆ ଅଟ !ସଦାପ୍ରଭୁ ତୁମ୍ଭ ଦ୍ଵାରା ପ୍ରତ୍ୟେକ ପିଲାମାନଙ୍କ ଜୀବନକୁ ଅଭିବୃଦ୍ଧି କରୁଛନ୍ତି !ତୁମ୍ଭେ ତୁମ୍ଭର କାର୍ଯ୍ୟରୁ ନିବୃତ ହେଲେ, ଏହି ଅଜଣା ବ୍ୟାଧି କାଳରେ ଦେଶର ପରିସ୍ଥିତି ନଷ୍ଟ ହୋଇଯିବ !ଏହିପରି ବ୍ୟାଧିର କାଳରେ, ବହୁତ ଅସୁବିଧା ମଧ୍ୟରେ, ତୁମ୍ଭେ କରୁଥିବା କାର୍ଯ୍ୟ ପ୍ରଶଂସନିୟ ଅଟେ !

 

ପ୍ରିୟ ବନ୍ଧୁଗଣ, କଣ ଏକ ଛୋଟ ଜୀବନ ପାଇଁ ଏକ ଛୋଟ କମ୍ପାନୀରେ ଦାଶତ୍ଵ ଭାବେ ଅଛି ବୋଲି ଭାବୁଛ କି ? ସଦାପ୍ରଭୁ ଉପଯୋଗୀ କରୁଥିବା ପାତ୍ର ତୁମ୍ଭେ ହିଁ ବୋଲି ଗ୍ରହଣ କରି, ପରମେଶ୍ୱରଙ୍କ ନିକଟରେ ସମର୍ପିତ ହୋଇ, ମନଦେଇ, ଆନନ୍ଦରେ ତୁମ୍ଭେ କାର୍ଯ୍ୟକୁ କର !ପରମେଶ୍ୱର ତୁମ୍ଭଙ୍କୁ ଆଶୀର୍ବାଦ କରିବେ !ତୁମ୍ଭେ ତୁମ୍ଭର କାର୍ଯ୍ୟର ଗୌରବବକୁ ଜାଣିପାରି, ପ୍ରଭୁଙ୍କ ନିମନ୍ତେ ତୁମ୍ଭେ ସମର୍ପିତ ହୋଇ ଚାଲନ୍ତୁ !ସଦାପ୍ରଭୁ ତୁମ୍ଭଙ୍କୁ ଆଶୀର୍ବାଦ କରନ୍ତୁ !ଆମେନ୍ !

- ଶ୍ରୀମତୀ ଆନଭି ଜ୍ୟୋତି ଷ୍ଟାଲିନ

 

ପ୍ରାର୍ଥନାର ଅଂଶ:-

ଏହି ମାସରେ ଦ୍ୱିତୀୟ ଓ ଚତୁର୍ଥ ବୁଧବାରକୁ ଛାଡି, ରବିବାର ପର୍ଯ୍ୟନ୍ତ ପାଞ୍ଚ ଦିନ ହେଉଥିବା ସୁସମାଚାର ସେବା ନିମନ୍ତେ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al deneme bonusu deneme bonusu veren siteler online casino online casino Online casino nz Best payout online casino nz meritking meritking giriş meritking güncel giriş perabet perabet giriş perabet güncel giriş holiganbet holiganbet giriş holiganbet güncel giriş Meritking Perabet Holiganbet jojobet jojobet giriş jojobet güncel giriş perabet perabet giriş perabet perabet giriş holiganbet holiganbet giriş holiganbet holiganbet giriş alobet alobet giriş bahissenin bahissenin giriş bayconticasino bayconticasino giriş atlasbet atlasbet giriş betcio betcio giriş grandpashabet grandpashabet giriş marsbahis marsbahis giriş matbet matbet giriş nakitbahis nakitbahis giriş pashagaming pashagaming giriş Meritking Meritking giriş imajbet imajbet giriş İmajbet Prizmabet Yakabet Betsat Betnano Restbet Perabet Perabet Giriş Perabet Güncel Giriş Cratosroyalbet romabet nakitbahis matbet matbet