Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 31-12-2020
Share:

By Village Missionary Movement

Thursday, 31-Dec-2020

ଆଜିର ବାକ୍ୟ (Oriya) 31-12-2020

ବଚସା କର ନାହିଁ 

“ଯେପରି ସେମାନଙ୍କ ମଧ୍ୟରେ କେତେକ ଲୋକ ବଚସା କରି ସଂହାରକ ଦ୍ୱାରା ବିନଷ୍ଟ ହେଲେ, ସେପରି ତୁମ୍ଭେମାନେ ବଚସା କର ନାହିଁ ।“ - କରିନ୍ଥୀୟ 10:10

ବିତିଗଲା 2020ତମ ବର୍ଷର କିଛି ପଛକୁ ଯିବା !ପାଣିପାଗ ପରିବର୍ତ୍ତନ ହେଲା ପରି କେତେ ନା କେତେ ପରିବର୍ତ୍ତନ !ପାଠ ପଡ଼ିବାର ବିଧାନରେ , ପରିବାର ଆର୍ଥିକ ପରିସ୍ଥିତିରେ, ସେବାରେ, କାର୍ଯରେ, ଜୀବନ ଜୀବିକାରେ ଏହିପରି ଅନେକ ବାଦ ବିବାଦୀୟରେ ଏହି ବର୍ଷ ବିତିଗଲା ତ !ବଂଚକ ପାଇଁ ଅତି ଅତ୍ୟାବଶ୍ୟକ ପାଣି, ପବନ ଏପରି ଦେଖିଲେ ମାସ୍କକୁ ମଧ୍ୟ ପହଞ୍ଚାଇବାର ପରିସ୍ଥିତି ଥିଲା  !ଝିଅମାନଙ୍କର ବିବାହକୁ, ବନ୍ଧୁବାନ୍ଦବ ଘରକୁ, ସ୍କୁଲକୁ, ମହାବିଦ୍ୟାଳୟକୁ ନ ଯାଇ ଗୋଟିଏ ବର୍ଷ ବିତାଇ ଦେଲୁନି !

ଆନନ୍ଦକର କାର୍ଯ୍ୟ, ଆମେ ଭାବିଥିବା ଭାବନା ସଫଳତା ହୋଇ ନ ଥିବା କାର୍ଯ୍ୟ, ଭାବିଥିବା ଭାବନା ସଫଳତା ହୋଇ ଥିବା କାର୍ଯ୍ୟ ପରମେଶ୍ୱରଙ୍କ ମଧ୍ୟରୁ ଆସି ଥିବା କାର୍ଯ୍ୟ !ଆମେ ଆଶା କରି ନ ଥିବା ଏହି କାର୍ଯ୍ୟ ଗୁଡାକ ସାଇତାନ ଆଣିଛି ବୋଲି ଆମେ ସହଜରେ କହି ପାରିବା ନାହିଁ !ପରମେଶ୍ୱରଙ୍କର ବିନା ଅନୁମତିରେ ଖଣ୍ଡିଏ ଅନୁ ବିନ୍ଦୁ ମଧ୍ୟ ଘୁଂଚିବ ନାହିଁ ବୋଲି ଆମେ ବୁଝିଛୁ !ଭିନ୍ନତମ ପରିସ୍ଥିତିରେ ମଧ୍ୟ ଇଶ୍ୱର ତାଙ୍କ ପିଲାମାନଙ୍କୁ ଲାଳନ ପାଳନ କରୁଛନ୍ତି ! ଏହି କରୋନା ଆସି ନ ଥିଲେ ଏହି ବର୍ଷସାରା କେତେ ଶାନ୍ତିରେ ରହିଥାନ୍ତା !ମୋର ସନ୍ତାନର ବିଭାହ ଉତ୍ତମ ରୂପେ ହୋଇଥାନ୍ତା !ମୋର ପୁଅ ଦଶମ ଶ୍ରେଣୀ ପରୀକ୍ଷା ଲେଖି ଭଲ ନମ୍ବର ଆଣି ଥାନ୍ତା ବୋଲି ଆମେ ଭାବୁଥାଉ !କିନ୍ତୁ ଗୋଟିଏ କଥା ଆମେ ଭୁଲିବାକୁ ହେବ ନାହିଁ, ଆମ ଚିନ୍ତାଧାରା ଇଶ୍ୱରଙ୍କ ଚିନ୍ତାଧାରା ପରି ନୁହେଁ, ତେଣୁ ଦୁଃଖରେ କି, ଆନନ୍ଦେ କି ଯାହା ହେଉ ପରମେଶ୍ୱରଙ୍କ ଇଙ୍ଗିତରେ ଆମେ ସହନତା ସହ ଚାଲିବା !ଯେମିତି ପରିସ୍ଥିତିରେ ମଧ୍ୟ ଆମେ ଧଉର୍ଯ୍ୟର ସହ ଚାଲିବା !

ମୋର ପ୍ରିୟ ବନ୍ଧୁଗଣ, ସେହି ଦିନ ଇଶ୍ରାଇଲ ପ୍ରଜା ପରମେଶ୍ୱରଙ୍କୁ ଜାଣି ନ ପାରି ସମସ୍ତ ବିଷୟରେ ବଚସା କଲେ !ଅଜି ଆମେ କିପରି ଅଛୁ ? ଇଶ୍ୱର ଆମକୁ ଚଳାଉ ଥିବା ପଥ ଉତ୍ତମ ବୋଲି ଭାବୁଛୁ କି ? ନା ଆମେ ଏହି ବର୍ଷଟି ବ୍ୟର୍ଥତରେ ବିତିଗଲା, ଭଲ ମନ୍ଦ ବୁଝି ପାରିଲୁ ନାହିଁ ବୋଲି ବଚସା କରୁଛୁ କି ! ତୁମେ ଭାବିଲା ପରି ଏହି ବର୍ଷ ସାରା କିଛି କଠିନ ଥିଲେ  ମଧ୍ୟ ଆମେ ଜୀବନରେ ଅଛୁ ତ !ଅଜି ପର୍ଯ୍ୟନ୍ତ ଭୋଜନ ପାଇଁ ଖାଦ୍ୟ, ପିନ୍ଦିବାକୁ ବସ୍ତ୍ର, ବିଶ୍ରାମ ନେବା ପାଇଁ ବିଶ୍ରାମଗାର ଦେଇଛନ୍ତି ତ !ଗତ ବର୍ଷ ଠାରୁ ଅତ୍ୟଧିକ ବାଇବଲ ପଡୁଛୁ ତ !ଅନ୍ୟ ଦେଶ ନିମନ୍ତେ ପ୍ରାର୍ଥନା କରୁଛୁ ତ !ତେଣୁ ଆମେ କଦାପି ପରମେଶ୍ୱରଙ୍କୁ ବଚସା କରିବା ନାହିଁ, ବଚସା କରିବାର ଗୁଣ ସାଇତାନ ଆଣି ରଖିଥାଏ !ତାହା ଆମେ ଆମ ମନରୁ ଦୁରେଇ ଦେବା !ଆସୁଥିବା ନୂତନ ବର୍ଷର  ଦିନଗୁଡିକୁ ଦେଖି କୃତଜ୍ଞତା ହୃଦୟରେ ପରମେଶ୍ୱରଙ୍କର ସ୍ତୁତି କରିବା !
-    ଶ୍ରୀମତୀ ଯାବା ଡେଭିଡ ଗାଣେଶାନ 

ପ୍ରାର୍ଥନା କରନ୍ତୁ :-ପରମେଶ୍ୱର ଆମ ଭି. ଏମ. ଏମ. ଦ୍ଵାରା କାର୍ଯ୍ୟ ସମ୍ପୂର୍ଣ କରିବା  ପାଇଁ ଯୋଗ୍ୟତା ଓ ସମର୍ପିତ ସେବକ ଯୋଗାଇବା ନିମନ୍ତେ !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
AndroidApp: https://play.google.com/store/apps/details?id=com.vmmorg.template.msmapp&showAllReviews=true

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş holiganbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking perabet casibom holiganbet galabet casibom perabet perabet giriş padişahbet padişahbet giriş grandpashabet kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet casinomilyon jojobet palacebet sonbahis tambet grandpashabet betgit mercurecasino matbet meritking