Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 01-01-2021
Share:

By Village Missionary Movement

Friday, 01-Jan-2021

ଆଜିର ବାକ୍ୟ (Oriya) 01-01-2021

ଯୀଶୁ ସଂରକ୍ଷଣ କର୍ତ୍ତା 

“ଏଥିପାଇଁ ବଳବାନ ଲୋକମାନେ ତୁମ୍ଭର ଗୌରବ କରିବେ ଓ ଭୟଙ୍କର ଗୋଷ୍ଠୀୟମାନଙ୍କ ନଗର ତୁମ୍ଭଙ୍କୁ ଭୟ କରିବ।“ - ଯିଶାଇୟ 25:3

ଆମେରିକା ଦେଶର ଜଣେ ମହାନ ଧନୀ ବ୍ୟକ୍ତିଙ୍କର ମୃତ୍ୟୁର ଭୟ ଆରମ୍ଭ ହେଲା !ଯଦି ବିଶ୍ୱ ଯୁଦ୍ଧ ହୋଇ ତାଙ୍କ ସହରରେ ପରମାଣୁ ବୋମା ପକାଇଲେ କଣ କରିବାକୁ ହେବ ବୋଲି ଚିନ୍ତା କଲା !ତେଣୁ ସେହି ବୋମା ଠାରୁ ସେ ଓ ତାର ପରିବାର  ରକ୍ଷା ପାଇବାକୁ ସେହି ସହରରେ ପରମାଣୁ ବୋମା କ୍ଷତ କରି ନ ପାରିବା ପରି ଏକ ଘର ତିଆରି କରିବାକୁ ନିର୍ଣ୍ଣୟ କଲା !ମହାନ ମହାନ ମେସ୍ତ୍ରୀ, ଇଞ୍ଜିନର ସମସ୍ତେ ମିଶି ପରମାଣୁ ବୋମା କିଛି କରି ନ ପାରିବା ଭଳି ଭୂମି  ଭିତରେ ଏକ ଘର ତିଆରି କରି ସମାପ୍ତ କଲେ !

ସେହି ଘର ପ୍ରତିଷ୍ଠିତ କରିବାକୁ ପ୍ରଭୁଙ୍କର ଦାସ ମାରିସ ସେଲୁକୁ ଆମନ୍ତ୍ରଣ କଲେ !ପ୍ରତ୍ୟୋକ ବଖରାରେ ବ୍ୟବହୃତ ହୋଇ ଥିବା 
ପଦାର୍ଥ  ଯୋଗୁ ପରମାଣୁ ବୋମା ମଧ୍ୟ କିଛି କରି ପାରିବ ନାହିଁ ବୋଲି ଗର୍ବ ଓ ଅହଂକାର ଭାବରେ କଥା ହେଉଥାନ୍ତି !ପ୍ରଭୁଙ୍କର ଦାସ ସମସ୍ତ ଶୁଣି କହିଲେ ଏହା ଠାରୁ କମ ଖର୍ଚ୍ଚରେ ଲୁଚିବା ଜାଗା ତିଆରି କରିଛି ସେଠାରେ ସମ୍ପୂର୍ଣ ସଂରକ୍ଷଣ ଅଟେ !ତାହା ଟିଣରେ ତିଆରି କରାଯାଇଅଛି !ଏହା ଶୁଣିବା କ୍ଷଣି ଧନୀ ବ୍ୟକ୍ତି ଜଣକ ଆଚାର୍ଯ୍ୟ ଭାବରେ ପ୍ରଭୁଙ୍କର ଦାସ ଆଡକୁ ଚାହିଁଲେ !ସଂଗେ ସଂଗେ ସେହି ପ୍ରଭୁଙ୍କର ଦାସ (ଗୀତସଂହିଁତା :-91:4) ଖୋଲି ଦେଖାଇଲେ !କିପରି ତାଙ୍କ ପକ୍ଷରେ ଲୁଚାଇବେ, ତାଙ୍କ ଡେଣା ତଳେ କିପରି ଆଶ୍ରୟ ନେବ ଏ ସମସ୍ତ ସେହି ପ୍ରଭୁଙ୍କର ଦାସ ବର୍ଣନା କରି କହିବାରୁ ସେହି ଧନୀ ବ୍ୟକ୍ତି ଆଚର୍ଯ୍ୟ ହୋଇ ଗଲା !ଆମ ବାଇବଲ ଗ୍ରନ୍ଥରେ ଆୟୁବ ନାମକ ଭକ୍ତଙ୍କ ବିଷୟରେ ପଢିଲା ବେଳେ ତାହାଙ୍କର ମାର୍ଗ ପରମେଶ୍ୱରଙ୍କୁ ପ୍ରିୟଭାଜନ 
ହୋଇଥିବାରୁ ପରମେଶ୍ୱର ତାଙ୍କୁ ଓ ତାଙ୍କ ପରିବାରକୁ ସଂରକ୍ଷଣ କରୁଛନ୍ତି ଏବଂ ଆୟୁବ ପରମେଶ୍ୱରଙ୍କ ନିକଟରେ ସମର୍ପିତ ହେବାରୁ ପରମେଶ୍ୱର ତାଙ୍କର ସମ୍ପଦକୁ ବେଡ଼ ବାନ୍ଧି ସଂରକ୍ଷଣ କଲେ ବୋଲି ଲେଖା ଯାଇଛି !

ପ୍ରିୟ ବନ୍ଧୁଗଣ, ବିଗତ ବର୍ଷ ସାରା ଅନେକ ପ୍ରକାରର ଅଭାବରେ , ରୋଗରେ ସମସ୍ତ ଟଙ୍କା ଖର୍ଚ୍ଚ କରି ମୋର ପରିବାରକୁ କିଛି କରିପାରିରିଲି ନାହିଁ ବୋଲି ନିରିଉଚ୍ଚାହ ହେଉଛନ୍ତି କି ? ତୁମକୁ ଚାହିଁ ଯୀଶୁଖ୍ରୀଷ୍ଟ କହୁଛନ୍ତି  ତୁମକୁ ତୁମର ପରିବାରର ସମସ୍ତ ଅଭାବରୁ, ରୋଗରୁ ସଂରକ୍ଷଣ କରିବି ବୋଲି ସଫଥ କରୁଛନ୍ତି !ତାଙ୍କର ହସ୍ତରେ ସମର୍ପିତ ହୁଅନ୍ତୁ ନୀଚୀତ ଏହି ବର୍ଷ ସାରା ପରମେଶ୍ୱରଙ୍କର ହସ୍ତ ତୁମ ପରିବାର ଉପରେ ଆବୋରିବେ !କାହାକୁ ଭୟ କରି ତୁମେ ବିଚଳିତ ହେବାର ଆବଶ୍ୟକତା ନାହିଁ !
-    ଭାଇ ଏସ. ପି. ଶାନ୍ତନ ପାଢି 

ପ୍ରାର୍ଥନା କରନ୍ତୁ :-ଏହି ନୂତନ ବର୍ଷରେ ପରମେଶ୍ୱରଙ୍କର  ହସ୍ତ ସେବାରେ, ପ୍ରତ୍ୟୋକ କାର୍ଯ୍ୟରେ ରହିବା ନିମନ୍ତେ !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
AndroidApp: https://play.google.com/store/apps/details?id=com.vmmorg.template.msmapp&showAllReviews=true

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş holiganbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking perabet casibom holiganbet galabet casibom perabet perabet giriş padişahbet padişahbet giriş grandpashabet kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet casinomilyon jojobet palacebet sonbahis tambet grandpashabet betgit mercurecasino matbet meritking