Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 25-09-2021
Share:

By Village Missionary Movement

Saturday, 25-Sep-2021

ଆଜିର ବାକ୍ୟ (Oriya) 25-09-2021

 

ମୋହର ଅନୁଗମନ କର 

 

“ଯୀଶୁ ତାହାଙ୍କୁ କହିଲେ,... ତୁମ୍ଭେ ସ୍ୱର୍ଗରେ ଧନ ପାଇବ; ପୁଣି, ଆସି ମୋହର ଅନୁଗମନ କର ।" - ମାଥିଉ 19:21

 

ପ୍ରଥମ ବିଶ୍ୱଯୁଦ୍ଧ ହେଉଥିବା ବେଳେ,ଅନେକ ଲୋକ ମୃତ୍ୟୁବରଣ ଓ ଆଘାତ ହୋଇଥିଲେ ! ପ୍ରାୟ ଏକ କୋଟି ସୈନିକ ପ୍ରଥମ ବିଶ୍ୱଯୁଦ୍ଧରେ ମୃତ୍ୟୁବରଣ କରିଥାଇ ପାରନ୍ତି ଓ ଦୁଇ କୋଟି ସାଧାରଣ ଲୋକେ ବଳି ହୋଇଗଲେ ବୋଲି ଏକ ସର୍ବେ ରିପୋର୍ଟରେ କୁହାଯାଇ ଥିଲା !ଜରମାନୀ ଦେଶର ସର୍ବ ଅଧିକାରୀ ହୋଇଥିବା ହିଟଲର ସେ ଅଧିନାୟକ ହୋଇ ଯୁଦ୍ଧ ଦୋଳଟିକୁ ପରିଚାଳନା କରିଥିଲା !ତାଙ୍କର ପ୍ରତ୍ୟେକ କଥା ଯୁବକମାନଙ୍କୁ ଉଚ୍ଚାହିତ ଥିଲା !ତାଙ୍କର କଥାକୁ ଯୁବକମାନଙ୍କର ଶିରାପ୍ରଶିରା ଉଛୁଳି ପଡୁଥିଲା, ରକ୍ତ ଗରମ ହେଉଥିଲା !ଶେଷରେ ଅନୁଗମନ କର ବୋଲି କହିବା ବେଳେ, ଯୁବକମାନେ ଘରକୁ ପାଶୋରି, ନିଜ ପିତାମାତାଙ୍କୁ ପାଶୋରି ଯାଇ, ଆଖିରେ ପଟି ବାନ୍ଧିବା ସଦୃଶ୍ୟ ତାଙ୍କୁ ଅନୁଗମନ କରି ଯୁଦ୍ଧକୁ ଗଲେ !ସେଥିପାଇଁ ପ୍ରଥମ ବିଶ୍ୱଯୁଦ୍ଧରେ ଅନେକ ଲୋକ ମୃତ୍ୟୁବରଣ କଲେ !

 

ଯୀଶୁଖ୍ରୀଷ୍ଟ ମଧ୍ୟ ଆମ୍ଭଙ୍କୁ ଦେଖି ମୋହର ଅନୁଗମନ କର କହୁଛନ୍ତି !ତାହାଙ୍କର ପଥ, ଅନନ୍ତ ପଥ ଅଟେ !ସେହି ପଥ ସ୍ୱର୍ଗ ରାଜ୍ୟକୁ ସଳଖ ରୂପେ ତୁମ୍ଭଙ୍କୁ ନେବ !ସେ ପୃଥିବୀର ଅଧିକାରୀ ଓ ରାଜାମାନଙ୍କ ଠାରୁ ମହାନ ଅଟନ୍ତି !ପୃଥିବୀ ଅଧିକାରୀଙ୍କର କଥା ବଦଳିବ କିନ୍ତୁ ଯୀଶୁଙ୍କର କଥା ନିତ୍ୟ ଅନନ୍ତ ଓ ସତ୍ୟ ଅଟେ !ପବିତ୍ର ବାଇବଲରେ ଯୀଶୁଙ୍କୁ ଅନୁଗମନ କରିଥିବା ଲୋକଙ୍କ ଜୀବନକୁ ଆମେ ଯଦି ଦେଖିବା, ପ୍ରଭୁଯୀଶୁଖ୍ରୀଷ୍ଟ ସେମାନଙ୍କ ପ୍ରତି ଅନେକ ଉପକାର ଓ ଅଦଭୂତ କରି ଥିଲେ !

 

ଖ୍ରୀଷ୍ଟଙ୍କର ଠାରେ ମୋର ପ୍ରିୟ ବନ୍ଧୁଗଣ, କାହାକୁ ତୁମ୍ଭେ ଅନୁଗମନ କରୁଛ ? ରାଜନୀତି ନେତାଙ୍କୁ କି, ସିନିମା ଅଭିନେତାଙ୍କୁ କି,ନା କ୍ରୀଡାବିତକୁ , ଟିକେ ଆଲୋଚନା କରି ଦେଖନ୍ତୁ !ଏହି ପୃଥିବୀର ମଣିଷ ତୁମ୍ଭଙ୍କୁ ସହଜରେ ଠକି ପାରନ୍ତି !କିନ୍ତୁ ତୁମ୍ଭଙ୍କୁ କଦାପି ନ ଠକିବା ବ୍ୟକ୍ତି ଜଣେ ଅଛନ୍ତି !ସେ ହେଉଛି "ଯୀଶୁଖ୍ରୀଷ୍ଟ"!ତାହାଙ୍କୁ ଅନୁଗମନ କରିବା ଲୋକଙ୍କୁ ପ୍ରଭୁ ସଫଥ କରିଥିବା ଉପକାର କରିବାକୁ ଯାଉଥିବା ପ୍ରତିଫଳ ଆଚର୍ଯ୍ୟ ଅଟେ !ତାହାଙ୍କର ଅନୁଗମନ କରିବାକୁ ତୁମ୍ଭେ ନିଜକୁ ସମର୍ପିତ ହୁଅ !ତେବେ ସେ ଅଦଭୂତ ଓ ଉପକୃତ ଆଶୀର୍ବାଦ ତୁମ୍ଭ ନିମନ୍ତେ ରଖିଛନ୍ତି !ନିଚୟ ଆପଣଙ୍କୁ ଆଶୀର୍ବାଦ କରିବେ !ଆମେନ୍ !

- ପି. ଷ୍ଟିଉ ମାଥିଉ 

 

ପ୍ରାର୍ଥନାର ଅଂଶ :-

ନୂତନ ପ୍ରାର୍ଥନାର ଘର ନିର୍ମାଣ କାର୍ଯ୍ୟ ଶତକଡା ପଞ୍ଚସ୍ତରୀ ଭାଗ ସଂପୂର୍ଣ୍ଣ ହୋଇଛି, ଆଉ ଶତକଡା ପଚିଶି ଭାଗ ନିମନ୍ତେ ଆଠ ଲକ୍ଷ ଟଙ୍କା ଆବଶ୍ୟକ, ଏହା ନିମନ୍ତେ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş holiganbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking meritking giriş perabet perabet giriş casibom casibom giriş holiganbet holiganbet giriş galabet casibom casibom giriş grandpashabet perabet perabet giriş padişahbet padişahbet giriş meritking meritking giriş grandpashabet grandpashabet giriş kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet betplay jojobet esbet sonbahis tambet grandpashabet betgit mercurecasino