Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 28-09-2021
Share:

By Village Missionary Movement

Tuesday, 28-Sep-2021

ଆଜିର ବାକ୍ୟ (Oriya) 28-09-2021

 

ନିର୍ମାଣ ହେବାକୁ ସମର୍ପିତ ହୁଅ 

 

“ଉଦର ମଧ୍ୟରେ ତୁମ୍ଭକୁ ଗଢ଼ିବା ପୂର୍ବରୁ ଆମ୍ଭେ ତୁମ୍ଭକୁ ଜାଣିଲୁ, ପୁଣି ଭୂମିଷ୍ଠ ହେବା ପୂର୍ବରୁ ଆମ୍ଭେ ତୁମ୍ଭକୁ ପବିତ୍ର କଲୁ; ଆମ୍ଭେ ତୁମ୍ଭକୁ ନାନା ଦେଶୀୟମାନଙ୍କ ନିକଟରେ ଭବିଷ୍ୟଦ୍‍ବକ୍ତା କରି ନିଯୁକ୍ତ କରିଅଛୁ।” - ଯିରିମୀୟ 1:5

 

ଜଣେ କୃଷକ ତାଙ୍କର ଜମିକୁ ଦ୍ୱିତୀୟ ଥର ଚାଷ କରୁଥାଏ !ଜଣେ ନଗରବାସୀ ଦେଖି ପଚାରିଲା, ତୁମ୍ଭେ ଆଗରୁ ତୁମ୍ଭର ଜମିକୁ ଚାଷ କରିଲ ତ, ତାପରେ କାହିଁକି ତୁମ୍ଭେ ଦ୍ୱିତୀୟ ଥର ଚାଷ କରି, ତୁମ୍ଭର ପରିଶ୍ରମକୁ ଓ ସମୟକୁ ବ୍ୟର୍ଥ କରୁଛ ? ସେହି କୃଷକ ଉତ୍ତର କଲା, ପ୍ରଥମ ଥର ଚାଷ କଲା ବେଳେ, ମାଟିରେ କିଛି ଅଂଶ କଠିନତା ଦେଖାଗଲା !ଏଥିପାଇଁ ମୁଁ ବୁଣିଲା ବିହନ ସଂପୂର୍ଣ୍ଣ ଫଳ ଦେଲା ନାହିଁ !କିନ୍ତୁ ଦ୍ୱିତୀୟ ଥର ଚାଷ କଲାବେଳେ ସେଥିର କଠିନତା ବଦଳି ବିହନ ସହଜରେ ଚେର ଲମ୍ବି ଗଜା ହେବାକୁ ସହାୟ ହୋଇ ଉତ୍ତମ ଫଳ ଦେଇପାରିବ ! 

 

ଯିରିମିୟଙ୍କୁ ବିଳାପ ଭବିଷ୍ୟତବକ୍ତା ବୋଲି କୁହାଯାଏ !ସଦାପ୍ରଭୁ ତାଙ୍କୁ ମାତାଙ୍କ ଉଦରରେ ଗଢିବା ପୂର୍ବରୁ ଜାଣି,ପବିତ୍ର ଆତ୍ମା ପବିତ୍ର କରି ଲୋକଙ୍କ ନିକଟକୁ ପ୍ରବକ୍ତା ଭାବେ ପଠାଇଲେ !ସେ ବାଳକ ଅବସ୍ଥାରେ ହିଁ ରାଜ୍ୟ ଗୁଡିକ ବିନାଶ କରିବାକୁ, ସ୍ଥିର କରିବାକୁ, ନିର୍ମାଣ କରିବାକୁ, ସଦାପ୍ରଭୁ ତାଙ୍କୁ ଅଧିକାର ଦେଲା !ଦେଶର ଲୋକେ ପାପ କରିବା ବେଳେ ସେ ସତର୍କ କରାଇଲେ !କିନ୍ତୁ କେହି ତାହାଙ୍କ ରବରେ କର୍ଣ୍ଣ ଡେରିଲେ ନାହିଁ !ତାହା ବଦଳରେ ତାଙ୍କୁ ତାଡନା କରି ବହୁତ କଷ୍ଟ ଦେଲେ !ଏହିପରି କରିବା ଦ୍ଵାରା ସେ ଲୋକଙ୍କ ପ୍ରତି କିଛି ହେଲେ କ୍ରୋଧ ନ ଦେଖାଇ, ସେମାନେ ସଦାପ୍ରଭୁଙ୍କର କୋପରୁ ଵିମୋଚିତ ହେବାକୁ ଶେଷ ପର୍ଯ୍ୟନ୍ତ ଯୁଦ୍ଧ କଲା !ସେମାନଙ୍କ ନିମନ୍ତେ ଲୁହ ଝରାଇ ବିଳାପ କରି ପ୍ରାର୍ଥନା କଲା !ଶେଷ ପର୍ଯ୍ୟନ୍ତ ସେମାନଙ୍କ ନିମନ୍ତେ ପରମେଶ୍ୱରଙ୍କ ବାକ୍ୟ କହି ସତର୍କତା କରାଇ ଆସିଲା !ପରମେଶ୍ୱର ଆମ୍ଭ ଠାରୁ ଅପେକ୍ଷା କରୁଥିବା ଗୁଣଗାରିମା ମଧ୍ୟ ଏହା !

 

ପ୍ରିୟ ପ୍ରଭୁଙ୍କର ସନ୍ତାନଗଣ, ତୁମ୍ଭଙ୍କୁ ମଧ୍ୟ ପରମେଶ୍ୱର ସୃଷ୍ଟି କଲାବେଳେ, କିଛି କଠିନ ପରିସ୍ଥିତିରେ କଢାଇ ନେବାକୁ ହୋଇଥିବ !ଏହି ସମସ୍ତ ଦ୍ଵାରା ପରମେଶ୍ୱର ଦେଶରେ ତୁମ୍ଭ ଦ୍ଵାରା ମହାନ କାର୍ଯ୍ୟ କରିବାକୁ ହିଁ, ଏହାକୁ ଜାଣିବା !ତୁମ୍ଭେ ଚିନ୍ତାର ବଶବର୍ଥୀ ହୋଇ ଏହି କଠିନ ପରିସ୍ଥିତିକୁ, ପ୍ରଭୁ ତୁମ୍ଭର ଇଚ୍ଛା ସଫଳ ହେଉ ବୋଲି ସମର୍ପିତ ହେଲେ, ସେହି କମି ଉତ୍ତମ ଫଳ ଦେଲା ସଦୃଶ୍ୟ କିପରି ବଦଳାଇଲା, ସେହିପରି ଯିରିମିୟଙ୍କ ସଦୃଶ୍ୟ ଅନ୍ୟକୁ କ୍ରନ୍ଦନ କରି ପ୍ରାର୍ଥନା କରିବାକୁ, ଉତ୍ତମ ଗୁଣଗାରିମା, ଆମ୍ଭ ଠାରେ ମଧ୍ୟ ଦୟା କରିବେ !ଏହିସମସ୍ତକୁ ମୁଁ ସହ୍ୟ କରିପାରିବିନି ବୋଲି କହି ଚାଲିଗଲେ, ଆମ୍ଭ ଦ୍ଵାରା ପରମେଶ୍ୱରଙ୍କୁ କିଛିବି ପ୍ରୟୋଜନ ନାହିଁ !

- କେ. ମନୋଜ କୁମାର 

 

ପ୍ରାର୍ଥନାର ଅଂଶ :-

ମିଡ଼ିଆ ମାଧ୍ୟ୍ୟମରେ ହେଉଥିବା ସେବା ଦ୍ଵାରା ପରମେଶ୍ୱର ଅନେକଙ୍କୁ ତାଙ୍କ ନିକଟକୁ ନେବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet holiganbet giriş matbet giriş matbet matbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom giriş deneme bonusu casibom vaycasino vaycasino giriş meritking meritking giriş realbahis realbahis giriş casibom casibom giriş casibom casibom giriş imajbet imajbet giriş imajbetapp grandpashabet grandpashabet giriş grandpashabet güncel bets10 bets10 giriş bets10 güncel giriş matbet matbet giriş alobet betmartin pashagaming ultrabet lunabet betzula meritking jojobet jojobet jojobet jojobet jojobet betgit radissonbet grandpashabet romabet nesinecasino grandpashabet casibom