Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 02-01-2021
Share:

By Village Missionary Movement

Saturday, 02-Jan-2021

ଆଜିର ବାକ୍ୟ (Oriya) 02-01-2021

ତୁମ୍ଭେ କିଏ ? 

"ତୁମ୍ଭମାନଙ୍କ ହୃଦୟ ଉଦ୍ବିଗ୍ନ ନ ହେଉ;....  ପୁନର୍ବାର ଆସିବି,   ତୁମ୍ଭମାନଙ୍କୁ ଆପଣା ନିକଟକୁ ଘେନିଯିବି ।" - ଯୋହନ 14:1-3

"ଇଫ ୟୁ" ନାମକ ଗଳ୍ପ ଓ ଏକାକ୍ଷୀକା ପୁସ୍ତକରେ ସ୍ୱର୍ଗ ରାଜ୍ୟରେ ଘଟୁଥିବା ଘଟଣା ବଳି ଲେଖା ଯାଇଥାଏ !ସେଠାରେ ଜଣେ ସେ ଦେଖିବା ସ୍ୱପ୍ନରେ ଉଜ୍ଜଳ ମୟ ସ୍ୱଚ୍ଛ କ୍ଷୀର ପରି ପାଣି ଝରୁ ଥିବା ଏକ ସ୍ଥଳରେ ବସି ରହିଥିବା ଦେଖିଲେ !ତେବେ ତାଙ୍କ ପିଠି ପଛରେ ଆଡୁ ଆସି "ଭାଇ ପରମେଶ୍ୱରଙ୍କର ମହିମା ହେଉ "କହିଲେ "ତୁମ୍ଭେ କିଏ "!ମୁଁ ତୁମକୁ ଦେଖିବା ପରି ମନେ ହେଉ ନାହିଁ, ପ୍ରଥମ ବ୍ୟକ୍ତି ଜଣକ କହିଲେ ନାହିଁ ଥରେ ମୋତେ ଦେଖିଛନ୍ତି !ତୁମେ ଆମ  ସାହିକି ଆସି ତୁମେ ଦେଇ ଥିବା ପତ୍ରିକା ପଢି ମୁଁ ଉଦ୍ଧାର ପାଇଲି !ଅଜି ସ୍ୱର୍ଗ ରାଜ୍ୟରେ ରହିବାର ମୂଳ କାରଣ ତୁମେ ହିଁ କହିଲା !ସେହିପରି ଅନେକ ଲୋକ ଆସି ଆମେ ସ୍ୱର୍ଗ ରାଜ୍ୟକୁ ଆସିବାର କାରଣ ତୁମେ ହିଁ ବୋଲି କହିଲେ !

ହଁ ଆମ ପ୍ରେରିତ ପାଉଲ କରନ୍ତିୟ ମଣ୍ଡଳୀକୁ ଲେଖିବା ବେଳେ  , ହେ ମୋହର ପ୍ରିୟ ଭାଇମାନେ, ପ୍ରଭୁଙ୍କ ସେବାରେ ତୁମ୍ଭମାନଙ୍କ ପରିଶ୍ରମ ନିଷ୍ଫଳ ନୁହେଁ, ଏହା ଜାଣି ପ୍ରଭୁଙ୍କ କାର୍ଯ୍ୟରେ ସୁସ୍ଥିର ଓ ଅଟଳ ରହି ସର୍ବଦା ଅଧିକରୁ ଅଧିକତର ଯତ୍ନବାନ ହୁଅ ।( 1ମ କରନ୍ତିୟ :-15:58 )ବୋଲି କହୁଛନ୍ତି !ଆମେ ଇଶ୍ୱରଙ୍କର ରାଜ୍ୟ ଅଭିବୃଦ୍ଧି ନିମନ୍ତେ କରିଥିବା କାର୍ଯ୍ୟ ଛୋଟ ବା ବଡ଼ ହେଉ ବ୍ୟର୍ଥ ହୁଏ ନାହିଁ ନିଁଛିତ ଫଳ ପ୍ରଦ ଅଟେ !ଆମେ ସ୍ୱର୍ଗ ରାଜ୍ୟକୁ ଯିବା ବେଳେ କୁହାଯାଇଥିବା ସମସ୍ତ ଅନୁଭୂତି ଆମେ ସମସ୍ତେ ଶୁଣି ଦେଖି ପାରିବା ବୋଲି ବିଶ୍ୱାସ କରନ୍ତୁ !ତେଣୁ ତୁମେ କରୁ ଥିବା ସେବା କରିବାକୁ ଦିଅ ଅଥବା ପ୍ରଭୁଙ୍କର ପାଇଁ କରୁ ଥିବା କୋଣସି କାର୍ଯ୍ୟ ବି କରିବାକୁ ଦିଅନ୍ତୁ ସେଥିରେ ତୁମେ ନିରୁପାୟ ହୁଅ ନାହିଁ !ତୁମେ ଯାହାଙ୍କୁ ଯାହାଙ୍କୁ  ଯୀଶୁଖ୍ରୀଷ୍ଟଙ୍କର ପ୍ରେମ ବିଷୟରେ କହିଛ, ଅଥବା ଡାକ୍ତରଖାନା ଯାଇ ସୁସମାଚାର ପ୍ରଚାର କରି ପ୍ରାଥନା କରିଛ ସେମାନେ ସମସ୍ତେ ଗୋଟିଏ ଦିନ ସ୍ୱର୍ଗ ରାଜ୍ୟ ଗ୍ରହଣ କରିବାକୁ ଯାଉଛୁ ବୋଲି ଆଲୋଚନା କରି ଆନନ୍ଦିତ ହେବେ !

ଅତି ବିଶ୍ୱସ୍ତ ଦାସ କହି ଆମ ପ୍ରଭୁ ଆମକୁ ମନେ ରଖି ଆମ ମସ୍ତକ ଉପରେ ମୁକୁଟ ପିନ୍ଧାଇବା ଦିନ ବହୁତ ଆନନ୍ଦମୟ ଅଟେ !ଆମକୁ ଦିଆ ଯାଉଥିବା ମୁକୁଟରେ ଖୋଦିତ ହୋଇ ଥିବା ପ୍ରତ୍ୟୋକ ମଣି ମୁକ୍ତା ଗୋଟିଏ ଗୋଟିଏ ଆତ୍ମାକୁ ସୁଚାଏ !ତୁମେ ଜାଣି ନ ଥିବା ଲୋକ, ତୁମେ ଭୁଲି ଯାଇ ଥିବା ଅନେକ ଆତ୍ମା ମଧ୍ୟ ତୁମ ସହ ମିଶି ଖୁସି କରାଇ ଥାନ୍ତି !ପ୍ରତ୍ୟୋକଙ୍କ ସହ ତୁମେ କିଏ ବୋଲି ପଚାରିଲେ, ତୁମ ସେବା ଦ୍ଵାରା, ତୁମ ଚେଷ୍ଟା ଦ୍ଵାରା ଆମେ ଏଠାରେ ରହିଛୁ କହିବେ !ସେହି ଦିନଟି ସନ୍ନିକଟ ଅଟେ !
-    ପି. ଯାକେସ ଶଙ୍କର 

ପ୍ରାଥନା କରନ୍ତୁ :-ନୂତନ ସେବକ ପ୍ରସ୍ତୁତ ବର୍ଷ ଅନୁସାରେ ଏହି ବର୍ଷ ଅନେକ ସେବକ ପ୍ରସ୍ତୁତ କରିବାକୁ !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
AndroidApp: https://play.google.com/store/apps/details?id=com.vmmorg.template.msmapp&showAllReviews=true

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş holiganbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking perabet casibom holiganbet galabet casibom perabet perabet giriş padişahbet padişahbet giriş grandpashabet kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet casinomilyon jojobet palacebet sonbahis tambet grandpashabet betgit mercurecasino matbet meritking