Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 01-10-2021
Share:

By Village Missionary Movement

Friday, 01-Oct-2021

ଆଜିର ବାକ୍ୟ (Oriya) 01-10-2021

 

ମାଆଙ୍କ ଆଲୋଚନା

 

“ହେ ମୋହର ପୁତ୍ର, ତୁମ୍ଭ ପିତାର ଉପଦେଶ ଶୁଣ ଓ ତୁମ୍ଭ ମାତାର ଆଦେଶ ପରିତ୍ୟାଗ କର ନାହିଁ।“ - ହିତୋପଦେଶ 1:8

 

କ୍ଲିନିକାନିଙ୍କ ହାମ ନାମକ ଛୋଟ ବାଳକର ବାପା ନ ଥିଲେ !ମାଆଙ୍କ କୋଳରେ ହିଁ ବଢ଼ି କି ଆସିଥାଏ !ବିଶ୍ୱାସ କରିଥିବା ଲୋକଙ୍କୁ ସମସ୍ତ ସାଧ୍ୟ ଅଟଇ, ବିଶ୍ୱାସ କରିବା ଲୋକ ବିଚଳିତ ହୁଏ ନାହିଁ ବୋଲି ବାକ୍ୟ ଛୋଟ ବୟସରେ ହିଁ ମନରେ ତାର ମାଁ ଶକ୍ତ ଭାବେ ରୋପଣ କରିଦେଇ ଥାଏ !କ୍ଲିନକୁ ଅଲମ୍ପିକ ଫୁଟ ବଳ ଚାମ୍ପିୟନ ହେବାକୁ ବହୁତ ଇଚ୍ଛା ଥାଏ !ନ ପହଂଚିବା ଫଳକୁ ଆଶା ହୁଅ ନାହିଁ ବୋଲି ତାର ମାଆକୁ ନ କହି, ପରମେଶ୍ୱରଙ୍କ ଠାରେ ବିଶ୍ୱାସରେ ରୁହ, ତାହାର ଇଚ୍ଛାର, ତୁମ୍ଭେ କରି ପାରିବା ଉତ୍ତମ କାର୍ଯ୍ୟ କର !ସଦାପ୍ରଭୁ ତୁମ୍ଭର ମନସ୍କାମନା ପୂର୍ଣ୍ଣ କରିବେ !ଆଇରଲାଣ୍ଡର ଗୋଟିଏ ଛୋଟ ଗ୍ରାମର ଏକ ପ୍ରାଥମିକ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀରେ କ୍ଲିନ ପଡ଼ୁ ଥାଏ !ଗରିବ ବିଦ୍ୟାର୍ଥୀ ହିଁ ସେହି ବିଦ୍ୟାଳୟରେ ପଡନ୍ତି !ଶୀତ ଦାଉରୁ ରକ୍ଷା ପାଇବାକୁ ସେମାନଙ୍କ ଠାରେ ଉତ୍ତମ ଦ୍ରବ୍ୟ ନ ଥିବା ହେତୁ, ଶୀତ ଯୋଗୁ ଶ୍ରେଣୀ କକ୍ଷରେ ଥରୁ ଥାଆନ୍ତି !ମଧ୍ୟାହ୍ନରେ ବିଦ୍ୟାଳୟ ଶେଷ ହେବା କ୍ଷଣି କ୍ଲିନ ଶୁଖିଲା କାଠ ଗୋଟାଇ ଗୋଟିଏ ପ୍ଲାଷ୍ଟିକ କବରରେ ପକାଇ, ଜାଗ୍ରତ କରି, ସକାଳୁ ଶୀଘ୍ର ପ୍ରସ୍ତୁତ ହୋଇ ସାତ ଘଣ୍ଟା ପୂର୍ବରୁ ବିଦ୍ୟାଳୟକୁ ଯାଇ ମଧ୍ୟ ଭାଗରେ କାଠ ଜଳାଇ, ସେହି ଛୋଟ ବିଦ୍ୟାଳୟକୁ ଉତ୍ତାପରେ ବଦଳାଇ ଦିଏ !ଏହା ଦ୍ଵାରା ଗରିବ ବିଦ୍ୟାର୍ଥୀ ଖୁସି ହେଲେ କ୍ଲିନଙ୍କ ମନରେ ତୃପ୍ତି ଦିଏ !ପ୍ରଭୁଯୀଶୁଖ୍ରୀଷ୍ଟଙ୍କୁ କୃତଜ୍ଞତା ଜଣାଏ !ଦିନେ ନିଆଁ ଜଳାଇ ଢ଼େରିରେ ଉଠିବା ଦ୍ଵାରା, ଅନିଦ୍ରା ଯୋଗୁ, ବେଞ୍ଚ ଉପରେ ଶୋଇ ପଡିଲା !ପବନ ବହିବା ଦ୍ଵାରା କବାଟ କରଟନକୁ ନିଆଁ ଜଳିଗଲା !ବଡ଼ ଅପଘଟ ହୋଇ କିଙ୍ଗର ଗୋଡ଼ରେ ନିଆଁ ଲାଗି ଯାଇ, ଚାଲି ପାରିଲିନି !ଠେଲା ଗାଡ଼ିରେ ବିଦ୍ୟାଳୟକୁ ଆସିଲା !ଦୁଇ ମାସ ପରେ ପ୍ରଭୁଙ୍କ ଠାରେ ପ୍ରାର୍ଥନା କରି, ବିଶ୍ୱାସରେ ଚୌକିରୁ ଓଲାଇ କାନ୍ଥକୁ ଧରି ଗୋଡ଼ ଥରୁ ଥିଲେ ମଧ୍ୟ ଠିଆ ହେଲା !ତାପରେ ଗୋଟିଏ ସପ୍ତାହ ଭିତରେ ବାଡ଼ି ଧରି ଚାଲି ପକାଇଲା !ତାହାର ମାଆ କହିଥିବା ପରମେଶ୍ୱରଙ୍କ ଠାରେ କିଛି ଅସାଧ୍ୟ ନାହିଁ ବାକ୍ୟକୁ କହି କହି ବହୁତ ଚେଷ୍ଟା କରିବା ପରେ, ଅଲମ୍ପିକ ଫୁଟବଳର ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଦୁଇଟି ଗୋଲ ପୋଷ୍ଟରେ ପକାଇ ଚାମ୍ପିୟନ ହୋଇ ଗଲା !

 

ହେ ମୋର ପ୍ରିୟ ବନ୍ଧୁଗଣ, ପୃଥିବୀ ଆଚର୍ଯ୍ୟ ହେଲା ସଦୃଶ୍ୟ କ୍ଲିନ ଉର୍ନ୍ନତ ସ୍ଥାୟୀକୁ ପହଂଚିବାର କାରଣ, ଛୋଟ ବୟସରେ ମାତା ଶିକ୍ଷା ଦେଇଥିବା ପାଠ !ବିଶ୍ୱାସର ବାକ୍ୟ, ସଦାପ୍ରଭୁଙ୍କର ପ୍ରିୟ ହୋଇ ଚାଲିବା !ହଁ ଆମ୍ଭ ଜୀବନ ଆଶୀର୍ବାଦ ହେବାକୁ, ଉର୍ନ୍ନତି ସ୍ଥାୟୀକୁ ପହଂଚିବାକୁ, ଜନ୍ମ ଦେଇଥିବା ପିତାମାତାଙ୍କ ବାକ୍ୟକୁ ଆଜ୍ଞାବହ ହେବା ହିଁ ମହାନ ଗୁରୁତ୍ୱ !ଏହା ଶ୍ରବଣ କରୁଥିବା ଆମ୍ଭେ ପିତାମାତାଙ୍କ ବାକ୍ୟରେ କର୍ଣ୍ଣ ଡେରି, ଆଶୀର୍ବାଦ ଯୁକ୍ତ ହୋଇ ଜୀବନଯାପନ କରିବା !

- ଶ୍ରୀମତୀ ଜସ୍ମିନ ପାଉଲ 

 

ପ୍ରାର୍ଥନାର ଅଂଶ :-

ଏହି ମାସ ସାରା ହେଉଥିବା ସେବାକାର୍ଯ୍ୟରେ ସଦାପ୍ରଭୁଙ୍କର ହସ୍ତ ଦ୍ଵାରା କଢାଇ ନେବାକୁ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al Elexbet matbet giriş matbet instagram unban x unban twitter unban palacebet setrabet