By Village Missionary Movement
Tuesday, 05-Oct-2021ଆଜିର ବାକ୍ୟ (Oriya) 05-10-2021
କାମ
"ଯେ ଆପଣା ଭୂମି ଚାଷ କରେ, ସେ ଯଥେଷ୍ଟ ଆହାର ପାଇବ...." - ହିତୋପଦେଶ 12:11
ସୋଚରହ ହୋଣ୍ଡା ନାମକ ବ୍ୟକ୍ତି ଟୋୟୋଟ କମ୍ପାନୀର ଫିସଷ୍ଟୋନ ତିଆରି କରି ପରିଶ୍ରମ ବ୍ୟକ୍ତି ଭାବେ ନାମାଙ୍କିତ ହେବାକୁ ଅଛି ବୋଲି ବହୁ ଦିନରୁ ଆଶା ବ୍ୟକ୍ତ କରିଥିଲା !1928 ମସିହାରେ ତାହା ପ୍ରସ୍ତୁତ କଲା !ଗୋଟିଏ ବର୍ଷ କାମ କରି, ପ୍ରସ୍ତୁତ କଲା ପରେ ବହୁତ ଆଶାରେ ଫିସଷ୍ଟୋନକୁ ଟୋୟୋଟା କମ୍ପାନୀ ନିକଟକୁ ନେଲା !କିନ୍ତୁ ସେ ଆଶା କରିଥିବା ଏତିକି, ଏହି ଫିସଟନରେ ନାହିଁ କହି ତାହାକୁ ଖାରଜ କରିଦେଲେ !ହେଲେବି ଆଉଥରେ ଚେଷ୍ଟା କରି ସେମାନେଙ୍କର ଭାବନାର ଫିଷ୍ଟୋନ ପ୍ରସ୍ତୁତି କରି ଦେଲା !କିନ୍ତୁ ପୃଥିବୀ ବିଶ୍ୱଯୁଦ୍ଧ ଯୋଗୁ ପ୍ୟାକଟ୍ରି ନିର୍ମାଣ କରିବା ଚୂନ ପାଇଲେ ନାହିଁ !ଅଲଗା ଚୂନ ସନ୍ଧାନ କରି ପ୍ୟାକଟ୍ରିଟି ନିର୍ମାଣ କଲେ !ଆମେରିକା ପକାଇଥିବା ବୋମା ଯୋଗୁ ସେହି ପ୍ୟାକଟ୍ରି ଧୂଳିସାତ ହୋଇଗଲା !ଆବଶ୍ୟକ ଦ୍ରବ୍ୟ ସବୁ ଟୋୟୋଟ କମ୍ପାନୀକୁ ବିକ୍ରୟ କଲେ !ପେଟ୍ରୋଲ ଦର ଅଧିକ ଥିବାହେତୁ ସମସ୍ତେ ସାଇକେଲ ବ୍ୟବହାର କଲେ !ଏହାର ଘରେ ଥିବା ବୁଲେଟ ମୋଟରର ଯନ୍ତ୍ର କାଡ଼ି ସାଇକେଲକୁ ଲଗାଇ ରାସ୍ତା ଉପରେ ବେପାର କଲା !ଏହାର ପ୍ରତିଫଳ ହିଁ ହୋଣ୍ଡା ମୋଟର ସାଇକେଲ ଅଟେ !ଆଜିର ହୋଣ୍ଡା ବିକ୍ରୟ ଆମେ ହିଁ ଜାଣିଛୁ !
ପବିତ୍ର ବାଇବଲ କହୁଛି, ଯେ ଆପଣା ଭୂମି ଚାଷ କରେ, ସେ ଯଥେଷ୍ଟ ଆହାର ପାଇବ !ହଁ ତୁମ୍ଭେ ଯାହାପାଇଁ କାର୍ଯ୍ୟ କରୁଛ ତାହା ଆପଣଙ୍କୁ ମିଳିବ !ଆମ୍ଭେ କରିବା କାର୍ଯ୍ୟ ଗୋଟିଏ ଦିନବି ବ୍ୟର୍ଥ ହୁଏ ନାହିଁ !"ପରିଶ୍ରମି ଧନବାନ ହୁଏ "ବୋଲି ପବିତ୍ର ଗ୍ରନ୍ଥ କହୁଛି !ସାରା ଦେଶରେ ମରୁଡି ଥିବା ବେଳେ ଇଶାକ ବିହନ ବୁଣିଲା, ଶତ ପ୍ରତିଶତ ଫଳ ପାଇଲା !
ହେ ମୋର ପ୍ରିୟ ବନ୍ଧୁଗଣ, ତୁମ୍ଭେ ଅଳସୁଆ ହୋଇଅଛ କି ? ନାହିଁତ କାମ କରୁଛ କି ? କ୍ରମରେ କାର୍ଯ୍ୟ କଲେ ନିଚୟ ବଳବାନ ହୁଏ !ଠକ ଓ ବେତିରେକ ବେଳେ ଶୋଚରହ ହୋଣ୍ଡାଙ୍କ ପରି, ଇଶାକଙ୍କ ପରି ଥକି ନ ଯାଇ କ୍ରମରେ କାର୍ଯ୍ୟ କରିଥିବାକୁ ହେବ !ସେହି ଭାବେ କାର୍ଯ୍ୟ କରୁଥିଲେ, ନୂଆ ନୂଆ ଯୋଜନା ମିଳିବ !ଆମ୍ଭେ ଆଗକୁ ବଢିବା !
- ଶ୍ରୀମତୀ ଆନ୍ଭି ଜ୍ୟୋତି ଷ୍ଟାଲିନ
ପ୍ରାର୍ଥନାର ଅଂଶ :-
ଆମ୍ଭ ସହକର୍ମୀ ସେବକବୃନ୍ଦ କାର୍ଯ୍ୟ କରୁଥିବା ଗ୍ରାମରେ ଅଦଭୂତ କାର୍ଯ୍ୟ ହେବାକୁ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.