Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 07-10-2021
Share:

By Village Missionary Movement

Thursday, 07-Oct-2021

ଆଜିର ବାକ୍ୟ (Oriya) 07-10-2021

 

ଫୁସୁଲାଇଲେ ସମ୍ମତ ହୁଅ ନାହିଁ 

 

“ହେ ମୋହର ପୁତ୍ର, ପାପୀଗଣ ତୁମ୍ଭକୁ ଫୁସୁଲାଇଲେ, ତୁମ୍ଭେ ସମ୍ମତ ହୁଅ ନାହିଁ।“ - ହିତୋପଦେଶ 1:10

 

ଗୋଟିଏ ସୁନ୍ଦର ରାଜ ଭବନରେ ବୁଢ଼ିଆଣୀ ପୋକ ବହୁତ ସୁନ୍ଦର ରୂପେ ଗୋଟିଏ ଜାଲ ବୁଣି, ସେ ସେହି ଜାଲ ମଧ୍ୟରେ ଶୋଇ ଅଛି !ଏହା ଦେଖି ମାଛି କହିଲା, ମୁଁ ମଧ୍ୟ ଏହି ପରି ଉଲ୍ଲାସରେ ରହି ଖେଳିବାକୁ ମୋର ଏହିପରି ଜାଲ ନାହିଁ !ଏହା ଶୁଣିଥିବା ବୁଢ଼ିଆଣୀ ପୋକ କହିଲା, ତୁମ୍ଭେ ମଧ୍ୟ ଆସ ଆମ୍ଭେ ଖୁସିରେ ରହିବା !ମାଛି ଏହି ଆଶାର କଥାକୁ ଶୁଣି ଜାଲରେ ଛନ୍ଦି ହୋଇଗଲା !କେତେ ଚେଷ୍ଟା କରିବାରୁ ମଧ୍ୟ ମାଛି ସେଥିରୁ ମୁକୁଳି ପାରିଲାନି !ଅଳ୍ପ ସମୟ ମଧ୍ୟରେ ସେହି ବୁଢ଼ିଆଣୀର ଖାଦ୍ୟ ହୋଇଗଲା ମାଛି !

 

ଆଜିର ପୃଥିବୀରେ ପାପ କରିବାକୁ ଆଶା ଓ ସୁଯୋଗଗୁଡିକ ସଇତାନ ହାତ ନିକଟକୁ ଧରିକି ଆସେ !ଏହି ସବୁ ଭୁଲ ନୁହେଁ ମୋ ଶଳା ବୋଲି କହି, ପାପକୁ ଆମ୍ଭକୁ ବିକ୍ରୟ କଲା ଭଳି ବନ୍ଧୁତ୍ଵ ମଧ୍ୟ ଅଛି !କାର୍ଯ୍ୟ କରିବା ସ୍ଥାନରେ, ପାଠ ପଡିବା ସ୍ଥାନରେ, ତୁମ୍ଭର ସାଙ୍ଗସାଥୀ କହିପାରନ୍ତି !ଅଳ୍ପ ସେବନ କର, ଏହା ସବୁ ପାପ ନୁହେଁ !ଉତ୍ତମ ବାକ୍ୟରେ ତୁମ୍ଭ ସହ କଥା ହୋଇପାରନ୍ତି !ଯାର ସ୍ତ୍ରୀର ମୁଖରୁ ମହୁ ଝରେ, ତାହାର ମୁଖ ନିସୃତ ବାକ୍ୟ ତୈଳ ଠାରୁ ପାତାଳ ଅଟେ ବୋଲି ଆମର ପବିତ୍ର ଗ୍ରନ୍ଥରେ କୁହାଯାଉଛି !ପାପର ବେତନ ମୃତ୍ୟୁ !ତାହାର ଦ୍ଵାରା ପାଇବା ଫଳ ମହାଙ୍କାଲି ଫଳ ଠାରୁ ପିତା ଅଟେ !ତୁମ୍ଭେ ମୁକ୍ତି ହେବାକୁ ଚାହିଁଲେ ମଧ୍ୟ ତୁମ୍ଭ ଦ୍ଵାରା ହେବ ନାହିଁ !ତେବେ ତୁମ୍ଭର ମନ ଆଲୋଚନା କରିବ, ହୋ.....ମୁଁ ବାକ୍ୟ ଶୁଣିଲି ନାହିଁ !ପିତାମାତା ଦଣ୍ଡ ଦେବା ବେଳେ, ତାହାକୁ ଅଣଦେଖା କଲି !ବାର୍ତ୍ତମାନ ଏଠାରୁ କିପରି ମୁକ୍ତି ପାଇବି ? କିଏ ମୋତେ ଏହି ପାପଠୁ ଉଠାଇବ ? ପାପକୁ ଜଳ ସଦୃଶ୍ୟ ସେବନ କରୁଥିବା.. ହେ ଯୁବକ, ତୁମ୍ଭଙ୍କୁ ପବିତ୍ର ବାଇବଲ ଦେଉଥିବା ଉପଦେଶ କଣ ? ହେ ମୋର ପୁତ୍ର ତୁମ୍ଭେ ତାହାର ମାର୍ଗରେ ଯାଅ ନାହିଁ !ତାହାର ପଥରେ ଗମନ ନ କରି, ତୁମ୍ଭର ପାଦକୁ ପଛକୁ ଫେରାଇ ଆଣ !ଦୁଷ୍ଟମାନଙ୍କର ଆଲୋଚନାରେ ଗମନ କର ନାହିଁ, ପାପିମାନଙ୍କ ମାର୍ଗରେ ନ ରହି , ଅଟହାସ୍ୟମାନଙ୍କ ଠାରେ ବସନ୍ତୁ ନାହିଁ !ହଁ ଏହିପରି ଉତ୍ତମ ଭାବେ, ଆମ୍ଭର ଆଲୋଚନାକୁ, ହୃଦୟର ଆଲୋଚନାକୁ ଦେଖାଉ ଥିବା ପବିତ୍ର ଗ୍ରନ୍ଥ ନାମକ ଦର୍ପଣ ସମୁଖରେ ଠିଆ ହୋଇ, ତୁମ୍ଭକୁ ପବିତ୍ର ରୂପେ ରକ୍ଷା କଲେ, ତୁମ୍ଭେ ବାସ କରୁଥିବା ଏହି ପୃଥିବୀରେ, ତୁମ୍ଭକୁ ଦେଖୁ ଥିବା ପ୍ରଭୁଙ୍କର ଦୃଷ୍ଟିରେ ବିଶେଷକରି ଓ ଆଶୀର୍ବାଦ ଯୁକ୍ତ ହୋଇ ରହିବ !

- ଡ଼ି. ଫିଲିପ ବାଲୁ ମୄଗାନ 

 

ପ୍ରାର୍ଥନାର ଅଂଶ :-

ଇଣ୍ଟେର୍ନେଟରେ ପ୍ରକାଶିତ ହେଉଥିବା ପ୍ରଭୁଙ୍କର ବାକ୍ୟ ଦ୍ଵାରା ଅନେକ ପୁନଃଜୀବନ ପାଇବାକୁ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş holiganbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking perabet casibom holiganbet galabet casibom perabet perabet giriş padişahbet padişahbet giriş grandpashabet kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet casinomilyon jojobet palacebet sonbahis tambet grandpashabet betgit mercurecasino matbet