Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 08-10-2021
Share:

By Village Missionary Movement

Friday, 08-Oct-2021

ଆଜିର ବାକ୍ୟ (Oriya) 08-10-2021

 

ବୁଡ଼ା ଆଙ୍ଗୁଠି 

 

“ଜ୍ଞାନ ସର୍ବଶ୍ରେଷ୍ଠ ବିଷୟ, ଏଣୁ ଜ୍ଞାନ ଲାଭ କର; ପୁଣି, ତୁମ୍ଭର ସବୁ ଲାଭ ମଧ୍ୟରେ ସୁବିବେଚନା ଲାଭ କର।“ - ହିତୋପଦେଶ 4:7

 

ରିଚାର୍ଡ ଉମରାଣ୍ଡ ଭଗବାନ ନାହାନ୍ତି ବୋଲି ବିଶ୍ୱାସ କରୁଥିବା ରୁଷିଆ ଲୋକଙ୍କ ମଧ୍ୟରେ ସେବା କରୁଥିବା ବେଳେ ମୂର୍ତ୍ତି ନିର୍ମାଣ କରୁଥିବା ପରିବାର ସହିତ ମିଶିଲେ !ସେମାନେ କିପରି ପ୍ରଭୁଙ୍କୁ ଗ୍ରହଣ କଲେ, ତାହା ଶୁଣିବା !ଗୋଟିଏ ମୂର୍ତ୍ତି କରିବା ବେଳେ ତାହାର ସ୍ତ୍ରୀ ତାଙ୍କୁ ଦେଖି, ଆମ ହାତରେ ଥିବା ବୁଢା ଆଙ୍ଗୁଠିକୁ ଦେଖି ତୁମେ କଣ କହୁଛ ? ଏହି ବୁଢା ଆଙ୍ଗୁଠି ଅନ୍ୟ ଆଙ୍ଗୁଠି ପରି ବେତିରେଖରେ ନ ଥାଇ, ଗୋଡ଼ ଆଙ୍ଗୁଠି ସଦୃଶ୍ୟ ଗୋଟିଏ ଧାଡିରେ ରହିଥିଲେ, ହାତୁଡ଼ି ଆଉ ଯେକୌଣସି ଜିନିଷ ହେଉନା ପୁସ୍ତକ ନାହିଁତ ରୋଟି ଖଣ୍ଡ ମୁଁ ହାତରେ ଉଠାଇ ପାରି ନ ଥାନ୍ତା !ସାଧାରଣ ମନୁଷ୍ୟ ଜୀବନରେ ହିଁ ଏହି ଛୋଟ ବୁଢା ଆଙ୍ଗୁଠି ନ ଥିଲେ ସାଧ୍ୟ ହୁଏ ନାହିଁ !ଏହିପରି ଥିଲେ, ଏହି ବୁଢା ଆଙ୍ଗୁଠିକୁ ଜ୍ଞାନରେ ସୃଷ୍ଟି କରିଥିବା ଲୋକ କିଏ ? ପୃଥିବୀ ଓ ଆକାଶ ନିଜକୁ ନିଜେ ତାହା ହୋଇଛି ବୋଲି ବିଦ୍ୟାଳୟରେ ପଢି ଜାଣି ପାରିଲୁ !ତାହା ଇଶ୍ୱରଙ୍କ ଦ୍ଵାରା ସୃଷ୍ଟ ନୁହେଁ ବୋଲି ମୁଁ ଆଜି ପର୍ଯ୍ୟନ୍ତ ବିଶ୍ୱାସ କରି ଆସିଅଛି !ସେହି ପ୍ରକାରେ ଇଶ୍ୱର ପୃଥିବୀ ଓ ଆକାଶ ସୃଷ୍ଟିକର୍ତ୍ତା ନ ହୋଇ, ଏହି ବୁଢା ଆଙ୍ଗୁଠି ସୃଷ୍ଟିକର୍ତ୍ତା ଭାବେ ଥିଲେ ମଧ୍ୟ ସେ ବିଶ୍ୱସ୍ତ ଅଟେ !ମୀନସାରା ବାଇବଲ, ଟେଲିଫୋନ, ରେଳଗାଡ଼ି ଏହିପରି ଉଦଭାବନ କରିଥିବା ଏଡ଼ିସୋନ, ପେଳ ଷ୍ଟିଫେନସେନ ଏମାନଂକୁ ଆମ୍ଭେ ପ୍ରଶଂସା କରୁଥିବା ବେଳେ, ବୁଢା ଆଙ୍ଗୁଠି ସୃଷ୍ଟି କରିଥିବା ଲୋକଙ୍କୁ କାହିଁକି ଆମ୍ଭେ ପ୍ରଶଂସା କରିବା ନାହିଁ ? ଏଡ଼ିସୋନକୁ ବୁଢା ଆଙ୍ଗୁଠି ନ ଥିଲେ ସେ କିଛି ହିଁ ଉଦଭାବନ କରିପାରି ନ ଥାନ୍ତା !ସେଥିପାଇଁ ବୁଢା ଆଙ୍ଗୁଠି କରିଥିବା ଇଶ୍ୱରଙ୍କୁ ଆରାଧନା କରିବା ସଠିକ ଅଟେ ବୋଲି ସ୍ତ୍ରୀ କହିଲା !ଅନେକ ସମୟରେ ସ୍ତ୍ରୀମାନେ ଜ୍ଞାନରେ କଥା ହେବା ବେଳେ, ସ୍ୱାମୀମାନଙ୍କୁ ରାଗ ଆସିବା ପରି, ଏହା ଶୁଣି ତାହାର ସ୍ୱାମୀ ମଧ୍ୟ ବହୁତ ରାଗ ହୋଇ ଏହିପରି ଅଜ୍ଞାନର କଥା ହୁଅ ନାହିଁ କହିଲା !କିନ୍ତୁ ସ୍ତ୍ରୀଙ୍କ ଜ୍ଞାନର ପ୍ରଶ୍ନ ତାଙ୍କୁ ପ୍ରଭୁଙ୍କର ନିକଟକୁ ଫେରାଇଲା !

 

ପବିତ୍ର ଗ୍ରନ୍ଥରେ ଦେଖିଲେ, ସଦାପ୍ରଭୁ ଶୋଲମନଙ୍କୁ ସ୍ବପ୍ନରେ ଦର୍ଶନ ଦେଇ, ମୁ ତୁମ୍ଭଙ୍କୁ କଣ ଦେବି ବୋଲି କହିବାରୁ, ଶୋଲମନ ମାଗିଲା, ମୋର ସୁବିବେଚନା ହୃଦୟ ଦିଅ !ଏହା ପ୍ରଭୁଙ୍କର ଅନୁକୂଳ ଅଟେ !

 

ହେ ମୋର ପ୍ରଭୁଙ୍କର ସନ୍ତାନଗଣ, ଆମ୍ଭେ ଅଜ୍ଞାନରେ କରୁଥିବା ସମସ୍ତ କାର୍ଯ୍ୟ ନିମିତ୍ତ, ବହୁତ ସମସ୍ୟାରେ ଛନ୍ଦି ହେଉଛୁ !ଯଦି ଆମେ ଶୋଲମନଙ୍କୁ ଦେଖିବା, ସଦାପ୍ରଭୁଙ୍କର ନିକଟରେ ସେ ଜ୍ଞାନ ମାଗିଲେ !ଆମ୍ଭେ ଆମ୍ଭ ପ୍ରାର୍ଥନାରେ ପରମେଶ୍ୱରଙ୍କୁ କଣ ମାଗୁଅଛୁ ? ଟିକେ ଆଲୋଚନା କରି ଦେଖିବା !ଜ୍ଞାନ ଏକ ମହାନ ଗୁରୁତ୍ୱପୂର୍ଣ ଅଟେ !ପ୍ରତିଦିନ ପ୍ରଭୁଯୀଶୁଖ୍ରୀଷ୍ଟଙ୍କ ନିକଟରେ ଜ୍ଞାନକୁ ମାଗି, ସେହି ପ୍ରକାରରେ ଚାଲିବାକୁ ଆମ୍ଭେ ନିଜକୁ ସମର୍ପିତ ହେବା !

- ପି. ଶିୱା 

 

ପ୍ରାର୍ଥନାର ଅଂଶ :-

ମିଡ଼ିଆ ସେବାରେ ଆବଶ୍ୟକ ହେଉଥିବା ଜିନିଷ କ୍ରୟ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al betasus casibom maximcasino pashagaming maximcasino instagram ban service onlyfans agency