Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 14-10-2021
Share:

By Village Missionary Movement

Thursday, 14-Oct-2021

ଆଜିର ବାକ୍ୟ (Oriya) 14-10-2021

 

ପାର୍ଶ୍ୱରେ ରଖ 

 

“ମୋ’ ଅନୁଯୋଗରେ ମନ ଫେରାଅ; ଦେଖ, ମୁଁ ତୁମ୍ଭମାନଙ୍କ ଉପରେ ଆପଣା ଆତ୍ମା ଢାଳି ଦେବି, ମୁଁ ଆପଣା ବାକ୍ୟସବୁ ତୁମ୍ଭମାନଙ୍କୁ ଜଣାଇବି।“ - ହିତୋପଦେଶ 1:23

 

    ଅଳ୍ପ ଦିନର ଏକ ଖବର କାଗଜରେ ମୁ ଏକ ସାମ୍ବାଦ ଶୁଣି ମୋ ହୃଦୟଦୋହଲି ଗଲା !ଗୋଟିଏ ଗାଁରେ ଥିବା ପରିବାର ମଧ୍ୟରେ ତିନୋଟି ସନ୍ତାନ ଥାଆନ୍ତି !ଦୁଇ ଜଣ ଝିଅ ଓ ଜଣେ ପୁଅ ଅଟନ୍ତି !ବିଧବା ଶିକ୍ଷୟତ୍ରୀ ହୋଇଥିବା ତାଙ୍କ ମାଁ, ବହୁତ ଉତ୍ତମ ଭାବେ ଲାଳନ ପାଳନ କରି ଆସୁଥାଏ !ସମାଜରେ ଉଚ୍ଚ ପ୍ରତିଷ୍ଟିତ ପରିବାର ଅଟନ୍ତି !ଏପରି ଅବସ୍ଥାରେ ଦ୍ଵାଦଶ ଶ୍ରେଣୀ ଦ୍ୱିତୀୟ ବର୍ଷ ପଡୁଥିବା ତାର ପୁତ୍ର ଜଣେ ବାଳିକାକୁ ଇଚ୍ଛା ହେଲା !ତାର ହୃଦୟରେ ମନ୍ଦ ଚିନ୍ତା ଆସିଲା !ଦିନେ ତାହା ବିକୃତରେ ପରିଣତ ହୋଇ ଶାରୀରିକ ଆଶାକୁ ପୂରଣ କରି ସେହି ବାଳିକାକୁ ହତ୍ୟା କରିଦେଲା !ଶେଷରେ ସେ କାରାଗାରରେ ବନ୍ଦି ହେଲା !ସେହି ଅପମାନ ସହ୍ୟ କରି ନ ପାରି, ତାହାର ଦୁଇ ଭଉଣୀ ଆତ୍ମହତ୍ୟା କଲେ !ତାହାର ମାଆ ପାଗଳ ହୋଇଗଲା !କାରାଗାରରେ ତାଙ୍କ ସହ ମିଶି ଥିବା ସାମ୍ବାଦିକମାନଙ୍କ ଠାରେ ମୋ ଭୁଲ ଯୋଗୁ ମୋର ପରିବାର ବିନାଶ ହେଲା କହିଁକି ସେ ଯୁବକ ଲୁହ ଝରାଇଲା !ତାପରେ ସେ ମଧ୍ୟ ଆତ୍ମହତ୍ୟା କରି ମୃତ୍ୟୁବରଣ କଲା !

 

ଏହା ଶୁଣୁଥିବା ତୁମ୍ଭ ସହ ମୁଁ ଗୋଟିଏ ବିଷୟରେ କହିବାକୁ ଆଶା କରୁଛି, ଏହି ପୃଥିବୀରେ ପାପ,କଣ, ପବିତ୍ରତା କଣ, ଅନେକ ଜାଣନ୍ତି ନାହିଁ !ସେଥିପାଇଁ ଅନେକ ଲୋକ ମଦ୍ୟପାନ, ବ୍ୟାବିଚାର ନାମକ ପାପରେ ବେଶ୍ୟାରେ ପତିତ ହେଉଛନ୍ତି !ଛୋଟ ବୟସରେ ହିଁ ସିନିମା, ସୋସିଆଲ ମିଡିଆରେ ଭିଡିଓ ଗୁଡିକ ଦେଖୁଛନ୍ତି !ସେଠାରେ ଦେଖୁଥିବା ବିଷୟରେ ପାପ ବୋଲି ଜାଣି ନ ପାରି, ସେମାନଙ୍କର ଜୀବନରେ ତାହାକୁ କାର୍ଯକାରୀ କରୁଛନ୍ତି !ସେଥିପାଇଁ ସେମାନେ ପାପ କରି, ପାପ ଦ୍ଵାରା ମୃତ୍ୟୁ ପର୍ଯ୍ୟନ୍ତ ଯାଉଛନ୍ତି !ଯୀଶୁଖ୍ରୀଷ୍ଟ ଆମ୍ଭ ସମସ୍ତ ପାପକୁ ତାଙ୍କର ରକ୍ତରେ ଧଉତ କରି, ଆମ୍ଭଙ୍କୁ ପବିତ୍ରତା କରି, ସ୍ୱର୍ଗ ରାଜ୍ୟକୁ ନେବାକୁ କୃଶରେ ରକ୍ତ ଝରାଇ, ମୃତ୍ୟୁବରଣ କରି ତୃତୀୟ ଦିନରେ ଆମ୍ଭ ନିମନ୍ତେ ପୁନଃରୁଥିତ ହେଲେ !ସେ ଆମ୍ଭର କେବଳ ପାପ କ୍ଷମା ହିଁ କରି ନାହାନ୍ତି, ସ୍ୱର୍ଗକୁ ଯିବା ପୂର୍ବରୁ, ମୁଁ ଯାଇ ତୁମ୍ଭ ନିମନ୍ତେ ଜଣେ ଆଦରଣକର୍ତ୍ତାଙ୍କୁ ପଠାଇବି କହିଲେ !ସେହି ଆଦରଣକର୍ତ୍ତା ପବିତ୍ର ଆତ୍ମା ଆସି, କଣ ପାପ, କଣ ପବିତ୍ର ବୋଲି ଆମ୍ଭ ନିକଟରେ ରହି, ପାପ ବିଷୟରେ, ଧାର୍ମିକତା ବିଷୟରେ, ନ୍ୟାୟତା ବିଷୟରେ, ସୁବିଚାର ବିଷୟରେ, ପୃଥିବୀକୁ ଜୟ କରିବାକୁ ଶିକ୍ଷା ଦେବେ !ଆମ୍ଭେ ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କଲେ, ସେ ଆମ୍ଭର ପାପକୁ କ୍ଷମା ହିଁ କରନ୍ତି ନାହିଁ, ପବିତ୍ର ଆତ୍ମା ଆମ୍ଭଙ୍କୁ ଅନୁଗ୍ରହ କରିବେ !ସେ ଆମ୍ଭେ ପବିତ୍ର ମାର୍ଗରେ ଚାଲିବାକୁ, କଣ ପାପ, କଣ ପବିତ୍ରତା ଜଣାଇବ !ଆମ୍ଭେ ଆମ୍ଭର ଲକ୍ଷ୍ୟ ସ୍ଥଳରେ ପହଁଚିବାକୁ, ପବିତ୍ରତାକୁ ମନବାଞ୍ଚା କରି, ପାପକୁ ପାର୍ଶ୍ୱରେ ଠେଲିଦେବାକୁ ହେବ !ତାହା ଦ୍ଵାରା ଆମ୍ଭ ଚଲା ପଥରେ ପବିତ୍ରତାରେ ଜୀବନଯାପନ କରି ପାରିବା !ଆମ୍ଭେ ଯୀଶୁଖ୍ରୀଷ୍ଟଙ୍କ ସମ୍ପର୍କରେ ସ୍ଥିର ହୋଇ ରହିଲେ, ଆମ୍ଭ ସହିତ ସେହି ପବିତ୍ର ଆତ୍ମା ରହି ଆମ୍ଭଙ୍କୁ ଆଶୀର୍ବାଦ କରିବ !ଆମ୍ଭେ ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କରିବା କି ? 

- ପି. ଭି. ବିଲ୍ଲଏସ 

 

ପ୍ରାର୍ଥନାର ଅଂଶ :-

ଛତିଶଗଡରୁ ଆସି ଆମ୍ଭ ସହ ଶିକ୍ଷାରେ ରହିଥିବା ସେବକମାନେ ଉତ୍ତମ ଆତ୍ମୀୟ ଅଧିକାରୀ ଭାବେ ଉଠିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet holiganbet giriş matbet giriş matbet matbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom giriş deneme bonusu casibom vaycasino vaycasino giriş meritking meritking giriş cratosroyalbet realbahis realbahis giriş casibom casibom giriş casibom casibom giriş imajbet imajbet giriş imajbetapp grandpashabet grandpashabet giriş grandpashabet güncel bets10 bets10 giriş bets10 güncel giriş matbet matbet giriş alobet betmartin pashagaming ultrabet lunabet betzula meritking jojobet jojobet jojobet jojobet jojobet betgit radissonbet grandpashabet romabet nesinecasino grandpashabet casibom