Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 16-10-2021
Share:

By Village Missionary Movement

Saturday, 16-Oct-2021

ଆଜିର ବାକ୍ୟ (Oriya) 16-10-2021

 

ଭୟର ଫାଶ

 

“ଲୋକଭୟ ଫାନ୍ଦଜନକ; ମାତ୍ର ସଦାପ୍ରଭୁଙ୍କ ଠାରେ ଯେ ନିର୍ଭର ରଖେ, ସେ ସୁରକ୍ଷିତ ହେବ।“ - ହିତୋପଦେଶ 29:25

 

ଏହା ଗୋଟିଏ ମଜାଳିଆ କାହାଣୀ ଅଟେ !ଜଣେ ସ୍ତ୍ରୀ ଜଣଗହଳି ଚିଡିଆଖାନାରେ ତାର ସ୍ୱାମୀକୁ ଗଣ୍ଡଗୋଲ କରି ଗାଳିଗୁଲୁଜ କରୁଥାଏ !ହାତରେ ଛତା, ମୁଖରେ ଭୟଙ୍କର ଭାଷା କହି କହି ଯାଉଥିଲା !ତାହାଙ୍କୁ ଭୟ କରି ଯାଉଥିବା ସ୍ୱାମୀ ଝାଳ ବୁହାଇ, କେଉଁଠିକି ଯିବି ଜାଣି ନ ପାରି ସିଂହ ଥିବା ଯନ୍ତାରେ ଚାବିକାଠି ଝୁଲୁଥାଏ, ଚାବିକାଠି ନ ପକାଇବା ଦେଖି, ସେଠାରେ ଓଲାଇ ତାହାର ପଛ କବାଟ ପକାଇ ଦେଲା !ଏହା ଦେଖି ସିଂହ ଭୟ ହୋଇ ଯନ୍ତା ପାଖରେ ଆଉଜି ହୋଇ ତାଙ୍କୁ ଦେଖୁଛି !ସେତିକି ବେଳେ ସେଠାକୁ ତାର ସ୍ତ୍ରୀ ଆସି, ସେ ସିଂହ ଯନ୍ତାରେ ଥିବା ଦେଖି, ବହୁତ ରାଗରେ କହିଲା, ରେ ଭୟାଳୁ, ଯଦି ତୋର ସାହସ ଅଛି ବାହାରକୁ ଆ, କହି ପାଟି କଲା !ସିଂହ ଯନ୍ତା ଠାରେ ଥିବା ସେହି ବ୍ୟକ୍ତି ଯଦି ଭୟାଳୁ ହେଲେ, ତାଙ୍କ ସ୍ତ୍ରୀ ସିଂହ ଠାରୁ କେତେ ଭୟଙ୍କର ହୋଇଥିବ !ଇଶ୍ରାଏଲମାନେ କାହାକୁ ଭୟ କରିବାକୁ ହେବ ବୋଲି ଦ୍ଵନ୍ଦରେ ରହିଥାନ୍ତି !ସଦାପ୍ରଭୁ ପରମେଶ୍ୱର ସେମାନଙ୍କୁ ଚୁକ୍ତି କରିଥିବା କିଣାନ ଦେଶ ଦେଖି ଆସିବାକୁ ଯାଇଥିବା ବାର ଜଣଙ୍କ ମଧ୍ୟରେ ଦଶ ଜଣ ସେହିପରି ସେହି ଦେଶରେ ନିବାସ କରିବା, ସେମାନଙ୍କ ସମୁଖରେ ଆମ୍ଭେ ନିଉନ ଅଟୁ କହିଲେ !ସେମାନେ ଦେଖି ଥିବା ମଣିଷମାନଙ୍କୁ ଏତେ ଭୟ କଲେ !ସେମାନେ ନୂତନ ଇଶ୍ୱର ହୋଇଥିବା ହେତୁ ଇଶ୍ରାଏଲମାନେ ସେମାନଙ୍କୁ ବିରୋଧ କରିପାରିବୁ ନାହିଁ ବୋଲି ଭୟାଳୁ ବୋଲି ନିଜକୁ ଭାବିନେଲେ !ସେମାନଙ୍କର ବଳ ସଦାପ୍ରଭୁ ଅଟନ୍ତି ବୋଲି ସେମାନେ ପାଶୋରି ଗଲେ !ସେମାନଙ୍କର ଅବିଶ୍ୱାସର ଫଳ ସଦୃଶ୍ୟ, ଇଶ୍ରାଏଲ ସମସ୍ତଙ୍କୁ କେବଳ ଥରାଇବା ହିଁ ନୁହେଁ, ସେହି ବଂଶାବଳିକୁ କିଣାନ ଦେଶକୁ ଅଧିକାର କରିପାରି ନ ଥିଲା ପରି କଲେ !କିନ୍ତୁ ସେମାନଙ୍କୁ ସହଜରେ ମୁକାବିଲା କରିପାରିବୁ ବୋଲି ପରମେଶ୍ୱର ଠାରେ ବିଶ୍ୱାସ ରଖି କେବଳ ଯିହୋସୂୟ ଓ କାଳେବ ହିଁ ନିଜକୁ ନିଜେ ସମର୍ପିତ ହୋଇ କିଣାନ ଦେଶକୁ ଅଧିକାର କଲେ !

 

ଲୋକଭୟ ଫାନ୍ଦଜନକ; ମାତ୍ର ସଦାପ୍ରଭୁଙ୍କ ଠାରେ ଯେ ନିର୍ଭର ରଖେ, ସେ ସୁରକ୍ଷିତ ହେବ, ଏହି ବାକ୍ୟ ଦ୍ଵାରା, ଆମ୍ଭେ ମଣିଷମାନଙ୍କୁ ଭୟ କଲେ ପରମେଶ୍ୱରଙ୍କ ଠାରେ ବିଶ୍ୱାସ ରହିବ ନାହିଁ !ତାହାଙ୍କର ଚୁକ୍ତି, ଯୋଜନା, ଏବଂ ତାହାଙ୍କର ଶକ୍ତି ଯେକୌଣସି ଠାରେ ବିଶ୍ୱସ୍ତତା ଓ ବିଶ୍ୱାସ ମଧ୍ୟ ରହିବ ନାହିଁ !ଭୟ କରିବା ଦ୍ଵାରା ମଣିଷମାନଙ୍କୁ ଫାଶ ଆସିବ !ମାତ୍ର ସଦାପ୍ରଭୁ ସମସ୍ତଙ୍କଠୁ ଭୟର ଅଧିକାରୀ !ତାହାଙ୍କ ଇଚ୍ଛା ନ ଥାଇ କିଛି ହିଁ ହେବ ନାହିଁ ଏହା ଆମ୍ଭେ ଭୁଲି ଯାଉଛୁ !ସଦାପ୍ରଭୁ ପରମେଶ୍ୱରଙ୍କୁ ବିଶ୍ୱାସ କଲେ ଆମ୍ଭେ ଆଉ କାହାକୁ ଭୟ କରିବା ଦରକାର ନାହିଁ !ସେ ଜଣେ ହିଁ ବିଶ୍ୱସ୍ତ ଅଟନ୍ତି !କେବଳ ତାହାଙ୍କୁ ହିଁ ଆମ୍ଭେ ବିଶ୍ୱାସ କରି ତାଙ୍କୁ ନତ ହେବା !ସେତେବେଳେ ଆମ୍ଭେ ଉର୍ନତ ସ୍ଥାନରେ ରଖା ହେବା !

- ଶ୍ରୀମତୀ ବାସନ୍ତୀ ରାଜ ମୋହନ 

 

ପ୍ରାର୍ଥନାର ଅଂଶ :-

ମୋକ୍ଷ ପ୍ରାୟାଣାମ ମାସିକ ଖବର କାଗଜ ମୁଦ୍ରଣ କରିବାକୁ ଆବଶ୍ୟକ ହେଉଥିବା ଜିନିଷ ପାଇବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet holiganbet giriş matbet giriş matbet matbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom giriş deneme bonusu casibom vaycasino vaycasino giriş meritking meritking giriş cratosroyalbet realbahis realbahis giriş casibom casibom giriş casibom casibom giriş imajbet imajbet giriş imajbetapp grandpashabet grandpashabet giriş grandpashabet güncel bets10 bets10 giriş bets10 güncel giriş matbet matbet giriş alobet betmartin pashagaming ultrabet lunabet betzula meritking jojobet jojobet jojobet jojobet jojobet betgit radissonbet grandpashabet romabet nesinecasino grandpashabet casibom