Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ :-01-11-2021
Share:

By Village Missionary Movement

Monday, 01-Nov-2021

ଆଜିର ବାକ୍ୟ :-01-11-2021

 

ମୋ ସଦୃଶ୍ୟ ହୁଅନ୍ତୁ 

 

ଏଣୁ ସେ ଆଗକୁ ଦୌଡ଼ିଯାଇ ଯୀଶୁଙ୍କୁ ଦେଖିବା ନିମନ୍ତେ ଗୋଟିଏ ଡିମ୍ବିରି ଗଛରେ ଚଢ଼ିଲେ, କାରଣ ସେହି ବାଟ ଦେଇ ତାହାଙ୍କର ଯିବାର ଥିଲା । ( ଲୂକ 19:4 )

 

            ଯିରୀହୋ ଗୋଟିଏ ସୁନ୍ଦର ସହର ଅଟେ !ଇଶ୍ରାଏଲ ଦେଶରେ ରହିଥିବା ଏହି ସହର ରୋମିୟମାନଙ୍କର ଅଧୀନରେ ଥିଲେ !ସେଠାରେ ବହୁତ ସରକାରୀ କାର୍ଯ୍ୟାଳୟ ଏବଂ କରଆଦାୟ କାର୍ଯ୍ୟାଳୟ ଥିଲା !ପୁରାତନ ନଗରର ସାହିଟି ବିସ୍ତୃତ କରିବାକୁ ରାସ୍ତା ନିମନ୍ତେ, ଏପରି କିଛି ଆବଶ୍ୟକ ନିମନ୍ତେ ରହିଥିବା ଗଛ ଗୁଡିକୁ କଟା ଯାଇଥିଲା ! ମାତ୍ର ଏଥିରେ କିଛିରେବି ଛନ୍ଦି ନ ହୋଇ ଗୋଟିଏ ଡ଼ିମ୍ବିରି ବୃକ୍ଷ ହିଁ କେବଳ ବହୁ ବର୍ଷରୁ ରହିଅଛି !ଏଥର ସେହି ବୃକ୍ଷ ହିଁ କଥା ହେଉଛି, ଶୁଣିବା କି ? 

    ଦିନେ ସେହି ରାସ୍ତାରେ ଯୀଶୁ ଆସୁଛନ୍ତି ବୋଲି ବାର୍ତା ଉତେଜନା ପୂର୍ଣ୍ଣ ଭାବେ କୁହାଗଲା !ମୁଁ ଭାବିଲି, ଆଜି ମୋର ଛାଇରେ ଅନେକ ବିଶ୍ରାମ ନେବେ !ସେତେବେଳେ ଜଣେ ବାଙ୍ଗରା ମଣିଷ ଲୋକମାନଙ୍କ ଭିଡ଼ ସକାଶୁ ଯୀଶୁଙ୍କୁ ଦେଖି ନ ପାରି ଦୁଃଖ କରୁଥାଏ !ଅକସ୍ମାତ ସେ ସର ସର ଧାଇଁ ଆସି ମୋ ଉପରେ ଚଢିବାକୁ ଚେଷ୍ଟା କଲା !ସେ ଅନ୍ୟାୟ ଭାବେ କର ଆଦାୟକାରୀ ବୋଲି ମୁଁ ଜାଣିଛି !କିନ୍ତୁ ସେ ମୋ ଉପରେ ଛଡିବାକୁ ନିଃଶବ୍ଦରେ ସମର୍ପିତ ହେଲି !ଯୀଶୁଙ୍କୁ ଦେଖିବାକୁ ତାଙ୍କୁ ଉଠାଇ ଦେଖାଇଲି !ଅଳ୍ପ ସମୟ ତାଙ୍କୁ ବୋହିକି ଠିଆ ହେଲି !ମହାନ ଅଦଭୂତ ହେଲା !ଯୀଶୁ ମୋ ନିକଟକୁ ଆସିବା କ୍ଷଣି 

ଯୀଶୁ ସେ ସ୍ଥାନକୁ ଆସି ଉପରକୁ ଚାହିଁ ତାହାଙ୍କୁ କହିଲେ, ଜଖିୟ, ଶୀଘ୍ର ଓହ୍ଲାଇଆସ, କାରଣ ଆଜି ମୋତେ ଅବଶ୍ୟ ତୁମ୍ଭ ଘରେ ରହିବାକୁ ହେବ ବୋଲି ତାଙ୍କୁ ଯୀଶୁ କହିଲା !ସେ ଜଣେ ପାପୀ ଘରେ ରହିବାକୁ ଗଲାଣି ବୋଲି ସମସ୍ତଙ୍କର ରାଗ !କିନ୍ତୁ ମୁଁ ବହୁତ ଆନନ୍ଦ ହେଲି !ଅଳ୍ପ ସମୟରେ ଗରିବ, ଅନାଥମାନଙ୍କ ହସ୍ତରେ ଟଙ୍କା !ସେମାନେ କଥା ହୋଇ ଆସୁଥିବା ଜାଣି ପାରିଲି !ଜଖିୟ ଅନ୍ୟାୟରେ ନେଇଥିବା ସମସ୍ତ ସମ୍ପତିର ଅଧା ଭାଗ ଦେଉଛି !କିଛି ମିନିଟରେ ଯୀଶୁ ଏହାଙ୍କୁ ଏପରି ବଦଳାଇ ଦେଲା ବୋଲି କୁହାକୁହି ହେଲେ !ମୋର ଖୁସିର ସୀମା ରହିଲା ନାହିଁ !

      ପ୍ରେମର ବନ୍ଧୁଗଣ, ଯଦି ତୁମ୍ଭଙ୍କୁ ଯଖିୟଙ୍କ ସଦୃଶ୍ୟ ପୁଣି ଫେରାଇ ଦେବାକୁ କଷ୍ଟ ଲାଗି ପାରେ, କିନ୍ତୁ ମୋର ପରି ଜୀବନଯାପନ କରିବା ବହୁତ ସହଜ !ମୁଁ ଯଖିୟ ମୋ ଉପରକୁ ଚଡିବାକୁ ଅନୁମତି ଦେବା ପରି, ତୁମ୍ଭେ ମଧ୍ୟ ପାପୀମାନଙ୍କୁ ଗ୍ରହଣ କର !ମୁଁ ଅଳ୍ପ ସମୟ ତାହାଙ୍କୁ ବହନ କରିବା ପରି, ତୁମ୍ଭେ ସେମାନଙ୍କର ବଳହୀନତାକୁ ସହ୍ୟ କର !ଆପଣମାନେ ଜାଣି ଥିବାଟା ସେମାନଙ୍କୁ ଶିଖାଅ !ଯୀଶୁଙ୍କୁ ସେମାନେ ଦେଖିବା ସଦୃଶ୍ୟ ସମସ୍ତ ସାହାଯ୍ୟ କରନ୍ତୁ !ମୁଁ କେବଳ ଗୋଟିଏ ଦିନ ହିଁ ବ୍ୟବହାର ହେଲି !କିନ୍ତୁ ମୋ ଉପରକୁ ଚଡି ଥିବା ଯଖିୟ ମାତ୍ର ହଜାର ହଜାର ବର୍ଷ ଧରି କଥା ହେଉଛି !ତୁମ୍ଭେ କଢ଼ାଇ ନେଉଥିବା ବ୍ୟକ୍ତିମାନେ ମଧ୍ୟ ସେହିପରି ଆସି ପାରନ୍ତିତ !ଅନ୍ୟମାନେ ଯୀଶୁଖ୍ରୀଷ୍ଟଙ୍କୁ ସନ୍ଧାନ କରିବାକୁ, ଆପଣମାନେ କରି ପାରିବା ଛୋଟ ଛୋଟ କାର୍ଯ୍ୟ ଗୁଡିକ କରନ୍ତୁ !ନିଚୟ ତାହା ଅନେକଙ୍କ ଜୀବନରେ ଆଶୀର୍ବାଦ କରିବ !ଆମ୍ଭ ନିମନ୍ତେ ଜୀବନଯାପନ କରି ମୃତ୍ୟୁ କରିବାରେ କି ଆନନ୍ଦ ଅଛି !ଅନ୍ୟର ଜୀବନ ବଦଳେଇବାକୁ, ସେମାନେ ଆଶୀର୍ବାଦ ହେବାକୁ ଜୀବନଯାପନ କରିବାରେ ସିନା ଆମ୍ଭଙ୍କୁ ଆନନ୍ଦ ଅଛି !କଣ ଏହା ସତ ତ !

 

କେ. ଡେଭିଡ ଗାଣେଶନ୍

 

ପ୍ରାର୍ଥନାର ଅଂଶ :-ଏହି ମାସରେ ହେଉଥିବା ସେବାରେ ପରମେଶ୍ୱରଙ୍କ ହସ୍ତ ସହଯୋଗ ହୋଇ କଢାଇ ନେବାକୁ ପ୍ରାର୍ଥନା କରିବା !

 

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ 9444011864 ନମ୍ବରକୁ ଯୋଗାଯୋଗ କରନ୍ତୁ !

ପ୍ରାର୍ଥନା ନିମନ୍ତେ ଆମ ସହ ଯୋଗାଯୋଗ କରନ୍ତୁ :-

ତାମିଲ ପାଇଁ :-919444011864

ଇଂରାଜୀ ପାଇଁ :-918610984002

ହିନ୍ଦୀ ପାଇଁ :-91935810496

ତେଲୁଗୁ ପାଇଁ :-919442493250

Website :-www.vmm. org. in 

Email :-reachvmm@mail.com 

AdroidApp:https//play.google.com/store/apps/deatails? id=com. Vmmorg. template.msmapp&showAllReviewws=true

ଓଡ଼ିଆରେ ପ୍ରାର୍ଥନା ପାଇଁ :-9861597010



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet holiganbet giriş matbet giriş matbet matbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom giriş deneme bonusu casibom vaycasino vaycasino giriş meritking meritking giriş realbahis realbahis giriş casibom casibom giriş casibom casibom giriş imajbet imajbet giriş imajbetapp grandpashabet grandpashabet giriş grandpashabet güncel bets10 bets10 giriş bets10 güncel giriş matbet matbet giriş alobet betmartin pashagaming ultrabet lunabet betzula meritking jojobet jojobet jojobet jojobet jojobet betgit radissonbet grandpashabet romabet nesinecasino grandpashabet casibom