Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 02-11-2021
Share:

By Village Missionary Movement

Tuesday, 02-Nov-2021

ଆଜିର ବାକ୍ୟ (Oriya) 02-11-2021

 

ଅତିରିକ୍ତ ଚେଷ୍ଟା 

 

“ମୋହର ଶକ୍ତିଦାତାଙ୍କ ସାହାଯ୍ୟରେ ମୁଁ ସମସ୍ତ କରି ପାରେ ।“ - ଫିଲିପ୍ପୀୟ 4:13

          

ଜନ୍ମ ବେଳେ ହିଁ ବାର ଶହ ଗ୍ରାମ ଓଜନ କମ ହୋଇ ଜନ୍ମ ନେଇଥିବା ଝିଅ ହିଁ ଲେଜି !ତାଙ୍କୁ ଓଜନ ନ ବଢ଼ାଇ କରିଥିବା ଲିଓ ହେଟେଲ ବ୍ରାଟସାଇଟ ସିନ୍ଡ୍ରମ ନାମକ ରୋଗ ରହିଥିଲା !ଏହାକୁ ଡାହାଣ ଆଖି ଦେଖା ଯାଏ ନାହିଁ !ଅଉ ବହୁତ ଶକ୍ତିହୀନତା, ଦେଖିବାକୁ ବିକୃତ ଓ ବିଚିତ୍ର ଭାବେ ରହିଥିବା ଯୋଗୁ ଅନେକ ଲୋକ ହାସ୍ୟାସ୍ପଦ କରୁଥାନ୍ତି !ଲିଜି ଦର୍ପଣରେ ତାର ମୁହଁକୁ ଦେଖି ସଦାପ୍ରଭୁ କାହିଁକି ମୋତେ ଏପରି ସୃଷ୍ଟି କଲେ ବୋଲି ସର୍ବଦା କାନ୍ଦୁ ଥାଏ !ସତର ବର୍ଷ ବୟସରେ ୟୁଟ୍ୟୁବରେ ପୃଥିବୀର ବିକୃତ ସ୍ତ୍ରୀ ବୋଲି ଆସିଥିବା ଗୋଟିଏ ଭିଡିଓରେ ଏହାଙ୍କର ଫୋଟଟି ପ୍ରକାଶିତ ହେଲା !ସେହି ଭିଡିଓକୁ ଚାଳିଶି ଲକ୍ଷରୁ ଅଧିକା ଲୋକ ଦେଖିଲେ !ଅନେକ ଭୁଲ ମତ ସାବ୍ୟସ୍ତ କଲେ !ଏହା ଶୁଣି ଚିନ୍ତା ନ ହୋଇ ବାଧା ନ ହୋଇ ଲିଜି ରହୁଥାଏ !ମୁଁ ନିଜେ ନିଜକୁ କାହିଁକି ନିଉନ କରି, ମୁଁ ଛୋଟ ବୃତ୍ତର ପରିଧିରେ ମଧ୍ୟରେ ବଂଚିବାକୁ ହେବ ବୋଲି ଭାବନା କରି, ଗୋଟେ ୟୁଟ୍ୟୁବ ଚାନେଲ ଆରମ୍ଭ କରି "ହାଉ ଢୁ ୟୁ ଡ଼ିଫେଣ୍ଡ ୟୁଆର ସେଲଫ"ନାମରେ କଥା ହୋଇଥିବା ପ୍ରେରଣାଦାୟୀ ବଚନକୁ 54ମିଳିୟନ ଲୋକ ପ୍ରଶଂସା କଲେ !ଅଉ ଅନେକ ସ୍ଥାନରେ ପ୍ରେରଣାଦାୟୀ ବାଣୀ ଶୁଣାଇ ଆସୁଅଛି !

 

ମୋଶା ଅନ୍ୟ ଦେଶର, ତାଙ୍କ ମାମୁଁଙ୍କର ଘରେ ଏକଲା ମେଷ ଜଗୁଆଳି ଭାବେ ଅରଣ୍ୟରେ ବୁଲିବା ବେଳେ, ପରମେଶ୍ୱର ଅଗ୍ନିରେ ଜଳୁଥିବା କଣ୍ଟା ବୁଦାର ମଧ୍ୟରୁ ମିଶରରେ ରହିଥିବା ଇଶ୍ରାଏଲ ପ୍ରଜାଙ୍କୁ ମିଶ୍ରୀୟମାନଙ୍କ ଦାସତ୍ୱ ଠାରୁ ରକ୍ଷା କରିବାକୁ ତୁମ୍ଭେ ଯାଅ, ମୁଁ ତୁମ୍ଭ ସଂଗେ ରହିବି ବୋଲି କଥା ହେଲେ !କିନ୍ତୁ ମୋଶା କହିଲା, ମୁଁ ଅଳ୍ପ ମାତ୍ର, ସେମାନେ ମୋତେ ବିଶ୍ୱାସ କରିବେ ନାହିଁ !ତୁମ୍ଭେ ଯାହାକୁ ପଠାଇବାକୁ ମନସ୍ତ କରିଛ, ତାହାଙ୍କୁ ହିଁ ପଠାଅ !କାହିଁକିନା ସେ ଏହିପରି ମେଷ ଜଗି, ତାହାର ସ୍ତ୍ରୀ ଓ ସନ୍ତାନମାନଙ୍କ ସହ ଜୀବନଯାପନ କରିଆସେ ବୋଲି ତାର ଚାରିଆଡେର ପରିଧିରେ ମଧ୍ୟରେ ବଞ୍ଚି ହେବ ବୋଲି ଭାବିଲା !କିନ୍ତୁ ପରମେଶ୍ୱର ମୋଶାଙ୍କୁ ପରିତ୍ୟାଗ କଲେ ନାହିଁ !ତାପରେ ମୋଶା ପରମେଶ୍ୱରଙ୍କ ବାକ୍ୟକୁ ଗ୍ରହଣ କରି, ମହାନ ନେତା ହୋଇ ପାରିଲା !

 

ଏହା ଶୁଣୁ ଥିବା ପ୍ରିୟ ବନ୍ଧୁଗଣ, ତୁମ୍ଭେ ଓ ମୁଁ ଏହିପରି ରହିବାକୁ ହେବ !ଏହି କଲେଜରେ ହିଁ ମୁଁ ପଡ଼ିବାକୁ ହେବ, ଏତେ ମାର୍କ ମୋର ଆସିବାକୁ ହେବ, ଏହିପରି ହେଲେ ହିଁ ମୁଁ ଉତ୍ତମ ରୂପେ ବଞ୍ଚି ପାରିବି !ଏହା ନ ଥିବା ଜୀବନ ଏକ ଜୀବନ କି ବୋଲି ଛୋଟ ପରିଧି ଭିତରେ ଆଲୋଚନା କରି ରହିଥିବା ବେଳେ, ତାହା ବଦଳରେ ଅବସ୍ଥା ବଦଳିବା ବେଳେ ପାଗଳ କଥା ହେଉଥାଉ !ତାହା ବଦଳରେ ପ୍ରଭୁଙ୍କର ଏକ ମହାନ ଯୋଜନାକୁ ଆମ୍ଭେ ଆପଣାକୁ ସମର୍ପିତ ହେବାକୁ ଚେଷ୍ଟା କରିବାକୁ ହେବ !ଲିଜି କାନ୍ଦିଲେ ମଧ୍ୟ, ଅଉ ପୁନର୍ବାର ଉଠି, ଅନେକଙ୍କୁ ଉଚ୍ଚାହିତ ବକ୍ତା ଭାବେ, ଅନେକଙ୍କ ଜୀବନରେ ଉତ୍ତମ ଆଲୋଚନା ଆସିବା ସଦୃଶ୍ୟ ରହିଲେ !ସେହିପରି ତୁମ୍ଭେ କାନ୍ଦ, କିନ୍ତୁ ଚିନ୍ତା ନ କରି, ଯେପରିକି ମୋଶା ପରମେଶ୍ୱରଙ୍କ ଇଚ୍ଛାକୁ ଗ୍ରହଣ କଲା ପରି, ତୁମ୍ଭେ ମଧ୍ୟ ପ୍ରଭୁ ତୁମ୍ଭଙ୍କୁ ଦେଇଥିବା ମାର୍କ, କଲେଜ ଏପରି ସମସ୍ତ ଗ୍ରହଣ କରି, ଜୀବନଯାପନ କଲାବେଳେ ତୁମ୍ଭର ଜୀବନ ଆଶୀର୍ବାଦ ଯୁକ୍ତ ହୋଇ ରହିବ !ଜୀବନରେ ଚିନ୍ତା ନ ହୋଇ ବସି ଉଠି ଆଗକୁ ବଢିଲେ ହିଁ ବିଜୟୀ ହେବ !

- ଆଣଭି ଜ୍ୟୋତି ଷ୍ଟାଲିନ 

 

ପ୍ରାର୍ଥନାର ଅଂଶ :-

ବିଦ୍ୟାଳୟକୁ ଯାଉଥିବା ସେବକମାନଙ୍କର ପିଲାଙ୍କୁ ପରମେଶ୍ୱରଙ୍କର ସଂରକ୍ଷଣ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet holiganbet giriş matbet giriş matbet matbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom giriş deneme bonusu casibom vaycasino vaycasino giriş meritking meritking giriş realbahis realbahis giriş casibom casibom giriş casibom casibom giriş imajbet imajbet giriş imajbetapp grandpashabet grandpashabet giriş grandpashabet güncel bets10 bets10 giriş bets10 güncel giriş matbet matbet giriş alobet betmartin pashagaming ultrabet lunabet betzula meritking jojobet jojobet jojobet jojobet jojobet betgit radissonbet grandpashabet romabet nesinecasino grandpashabet casibom