Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 05-11-2021
Share:

By Village Missionary Movement

Friday, 05-Nov-2021

ଆଜିର ବାକ୍ୟ (Oriya) 05-11-2021

 

ଆଲୋଚନା ମନଭାବନାକୁ ବିନାଶ କରେ 

 

“ଆମ୍ଭେମାନେ ଉତ୍ତମ କର୍ମ କରିବାରେ କ୍ଲାନ୍ତ ନ ହେଉ;...।“ - ଗାଲାତୀୟ 6:9

 

ଅସାଧ୍ୟ ହୋଇ ସଂକୀର୍ଣ୍ଣ ଥିବା ଏକ ରାସ୍ତାର ନର୍ଦମାରେ ଗୋଟିଏ କାର ଛନ୍ଦି ହୋଇଗଲା !ଭାଗ୍ୟକୁ ସେହି ରାସ୍ତାରେ ଘୋଡାର ସଵାରୀ କରି ଯାଉଥିବା ଜଣେ ଡାନି ନାମକ ଘୋଡାରେ ଆସି ସାହାଯ୍ୟ କରିବାକୁ ଆଗକୁ ଆସିଲା !ଘୋଡାକୁ କାର ସହ ଦଉଡିରେ ବାନ୍ଧି କହିଲା, ନାଲି କାରକୁ ଟାଣ !ଡାନି ନାମକ ଘୋଡା ହଲଚଲ ହେଲା ନାହିଁ !ତାପରେ ଲାଣି କାର ଟାଣ ବୋଲି ଗର୍ଜନ କରି କହିଲା !ସେତେବେଳେ ମଧ୍ୟ ଡାନି ହଲଚଲ ହେଲା ନାହିଁ !ତାପରେ ସାନୁ କାରଟିକୁ ଟାଣ ବୋଲି କହିବା ପରେ, ଡାନି କାରକୁ ଟାଣିବା ପରେ କାରଟି ବାହାରକୁ ଆସିଲା !ଘଟିଥିବା ସମସ୍ତ ଦେଖିଥିବା କାର ଚାଳକ ପଚାରିଲା, ତୁମ୍ଭେ କଣ କଣ ନାମ ଉଚ୍ଚାରଣ କରି କହିବା ପର୍ଯ୍ୟନ୍ତ କାରଟି ଘୁଂଚିଲା ନାହିଁ !ସେତେବେଳେ ଘୋଡାର ମାଲିକ କହିଲା, ବାବୁ, ଏହି ଘୋଡାର ଆଖି ଦେଖାଯାଏ ନାହିଁ !ମୁଁ ଅନ୍ୟ ଘୋଡାର ନାମ କହି ଡାକିବା ବେଳେ, ଏହି ଘୋଡା ଭାବିବ, କେବଳ ମୁଁ ଜଣେ ହିଁ କାରଟି ଟାଣୁ ନାହିଁ, ଅଉ ଚାରୋଟି ଘୋଡା ମୋ ସହ ଅଛନ୍ତି ବୋଲି ଧଉର୍ଯ୍ୟରେ କାରଟିକୁ ଟାଣିଲା !ଯଦି ମୁଁ ହିଁ ଜଣେ ଟାଣୁଛି ବୋଲି ଭାବିଥିଲେ, ସେ ଘୋଡା କାରଟି ଟାଣି ନ ଥାନ୍ତା !

 

ଆଜି ଆମ୍ଭମାନଙ୍କ ମଧ୍ୟରେ ଅନେକେ ଏହି ଡାନି ନାମକ ଘୋଡାର ସଦୃଶ୍ୟ ରହିଛୁ !କେବଳ ଆମ୍ଭେ ହିଁ ସେଇ କାର୍ଯ୍ୟଟି କରୁଛୁ ବୋଲି ଜାଣିଲେ, ଆମ୍ଭେ ସେହି କାର୍ଯ୍ୟରେ ଅଂଶ ଗ୍ରହଣ କରି ପାରିବା ନାହିଁ !ଉଦାହରଣ ସ୍ୱରୂପ :-ଦେବାଳୟରେ କିଏ କିଛି କାମ କରୁନାହାନ୍ତି !ମୁଁ ହିଁ କାହିଁକି ମୋର ସମୟକୁ, ପରିଶ୍ରମକୁ ଉପଯୋଗ କରି ସେଇ କାର୍ଯ୍ୟକୁ କରିବି ବୋଲି ଆମ୍ଭ ମଧ୍ୟରେ ଅନେକେ କୌଣସି କାର୍ଯ୍ୟ ଦେବାଳୟ ନିମନ୍ତେ କରୁନାହୁଁ !ଏଲିୟ ଭବିଷ୍ୟତବକ୍ତା ଏଜିବେଲଙ୍କୁ ଭୟ କରି ଗୋଟିଏ ଦୃଷ୍ଟିରେ ଲୁଚି ରହିଥିବା ବେଳେ, ପରମେଶ୍ୱରଙ୍କ ଠାରେ କେବଳ ମୁଁ ଜଣେ ମାତ୍ର ବଳକା ଅଛି ବୋଲି କହିଲା !କିନ୍ତୁ ପରମେଶ୍ୱର କହିଲେ, ଅଉ ସାତ ହଜାର ଲୋକ ଅଛନ୍ତି !ଆମ୍ଭେ କରିବା କାର୍ଯ୍ୟଟି ନ କରି, ମୁଁ ହିଁ କେବଳ ଏକଲା ଅଛି, ଅଉ କିଏ ମୋର ସହିତ ନାହାନ୍ତି, କେତେ କାଳ ମୁଁ ହିଁ କରିବି, ବୋଲି ପରମେଶ୍ୱରଙ୍କ ସମୁଖରେ ବିନତି କରୁଛୁ !ଏଲିୟ ପ୍ରବକ୍ତା ସଦୃଶ୍ୟ, ଅନ୍ୟମାନେ କରୁଥିବା କାର୍ଯ୍ୟକୁ ଜାଣିବାକୁ ଆମ୍ଭର ଚକ୍ଷୁ ଅନ୍ଧ ହୋଇଥାଇ ପାରେ ! ଆମ୍ଭେ ହିଁ ଯଦି ପରମେଶ୍ୱରଙ୍କ ନିମନ୍ତେ କରୁଛୁ ବୋଲି ଭାବୁଥିଲେ, କଣ ଉତ୍ତମ ତାହା କ୍ରମରେ କରିବାକୁ ହେବ !କ୍ଲାନ୍ତ ହେବାକୁ ନାହିଁ !ଆମ୍ଭେ କ୍ଲାନ୍ତ ନ ହୋଇ ରହିବା ପରି ହେଲେ, ଉପଯୁକ୍ତ ସମୟରେ ଶସ୍ୟ କାଟିବା !ଯଦି ତୁମ୍ଭେ ପରମେଶ୍ୱରଙ୍କ ନିମନ୍ତେ କରୁଥିବା କାର୍ଯ୍ୟ, କିଏ ଦେଖୁନାହାନ୍ତି ନାହିଁତ କିଏ ପ୍ରଶଂସା କରୁନାହାନ୍ତି ବୋଲି ଭାବୁଛ କି ? ମନୁଷ୍ୟ ନ ଦେଖିଲେ ବି ସମସ୍ତ ଜାଣିବା ସଦାପ୍ରଭୁ ଆମ୍ଭଙ୍କୁ ଦେଖିବା ପରମେଶ୍ୱର !ତାଙ୍କ ନିମନ୍ତେ ଆମ୍ଭେ ପଡୁଥିବା ପରିଶ୍ରମ, କରୁଥିବା ଚେଷ୍ଟା ସେ ଜାଣିବା ପରି ଅଛନ୍ତି !ସେ କଦାପି ଚକ୍ଷୁ ଅଡୁଆଲରେ ବି ଛାଡିବା ପ୍ରଭୁ ନୁହେଁ !ଆପଣ ପ୍ରଭୁଙ୍କର ନିମନ୍ତେ କରୁଥିବା କାର୍ଯ୍ୟର ପ୍ରତିଫଳ ନିଚୟ ସଦାପ୍ରଭୁ ଉଚ୍ଚିତ ସମୟରେ ଦେବ !ଆମେନ୍ !

- ଭାଇ. ହରିଶ ଶାମୁଏଲ 

 

ପ୍ରାର୍ଥନାର ଅଂଶ :-

ଆମ୍ଭ ଛୋଟ ପିଲାମାନଙ୍କର ଭବିଷ୍ୟତ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al Elexbet matbet giriş matbet instagram unban x unban twitter unban palacebet