Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 13-11-2021
Share:

By Village Missionary Movement

Saturday, 13-Nov-2021

ଆଜିର ବାକ୍ୟ (Oriya) 13-11-2021

 

ପବିତ୍ରତା ଏବଂ ଶୁଭାଶୀତ 

 

“ମୋ’ ଅପରାଧରୁ ମୋତେ ସମ୍ପୂର୍ଣ୍ଣ ପ୍ରକ୍ଷାଳନ କର ଓ ମୋ’ ପାପରୁ ମୋତେ ଶୁଚି କର।“ - ଗୀତସଂହିତା 51:2

 

ଏ ଯୁଗର ଯୌବନମାନଙ୍କ ଠାରେ ଯେଉଁଠିବି ହେଉ ଯେଉଁଠିବି ହେଉ ସଂଗ୍ରାମ ଅଧିକ ରୂପେ ଅଛି !ସିଗାରେଟ ଟାଣିବା, ମଧ୍ୟପାନ କରିବା ସାଙ୍ଗସାଥୀ ଠାରୁ ଆସିଥିବା ସଂଗ୍ରାମ !ସେଲଫୋନ, ଇଣ୍ଟେର୍ନେଟ, ଦୂରଦର୍ଶନ ସହ ଘର ଭିତରେ ହିଁ ରହି ସଂଗ୍ରାମ କରିବା !ଏପରି ସଂଗ୍ରାମ ମଧ୍ୟରେ ଇଶ୍ୱର ଇଛାରେ ଜଣେ ଜୀବନଯାପନ କରି ପାରିବ କି ? ଏପରି ପ୍ରଶ୍ନ ସମସ୍ତଙ୍କ ଠାରେ ଅଛି !ଏଥିରୁ ପଛକୁ ଫେରିବା ମାର୍ଗ ଅଛି କି, ଖ୍ରୀଷ୍ଟଙ୍କୁ ଜାଣି ଥିବା ଯୁବକଯୁବତୀ ମାନଙ୍କ ଠାରେ ଦେଖା ଯାଉଛି ଆଲୋଚନା !

 

ଯୀଶୁଙ୍କୁ ତ୍ରାଣକର୍ତ୍ତା ରୂପେ ଗ୍ରହଣ କରିବା ପରେ ଏକ ଛୋଟ ପାପକୁ ନାହିଁତ ଲାଳସାକୁ ସ୍ଥାନ ଦେବାକୁ ନାହିଁ !ତାହା ଆମ୍ଭଙ୍କୁ ସଂପୂର୍ଣ୍ଣ ବିନାଶ କରିବ !ଗୋଟେ ମୃତ୍ୟୁ ମାଛି ତେଲରେ ପଡିଲେ ସମସ୍ତ ତୈଳ ଦୁର୍ଗନ୍ଦ ହୋଇ ନଷ୍ଟ କରୁଛିତ !ସେଥିପାଇଁ ବହୁତ ଜାଗ୍ରତରେ ଜଣେ ଯୋଶେଫ ନାମକ ଯୁବକ ଥିଲେ !ଫୋଟୀଫୋର ଭକ୍ଷକ ସେନାପତିଙ୍କର ସ୍ତ୍ରୀ ଦ୍ଵାରା ତାର କୀର୍ତ୍ତି ଓ ସମାନତାକୁ ନଷ୍ଟ କରି ତାଡନା ଆସିବା ବେଳେ, ତାହାର ବିରୋଧରେ ତାର ବସ୍ତ୍ର ସାକ୍ଷୀ ହେଲେ ମଧ୍ୟ ଚିନ୍ତା ନାହିଁ ବୋଲି, ମୁଁ ମୋର ଶରୀରରେ ଇଶ୍ୱରଙ୍କ ବିରୁଦ୍ଧରେ କିପରି ପାପ କରିବି ବୋଲି ବସ୍ତ୍ରକୁ ଛାଡି ଦୌଡ଼ି ଚାଲିଗଲା !ଏହି ଦୌଡ ପ୍ରଥମେ କାରାଗାରରେ ବନ୍ଦୀ କଲେବି ଶେଷରେ ମିଶର ଦେଶକୁ ଅଧିକାରୀ କଲା !ଜଣେ ତାଙ୍କ ଘରଟି ଭଡାକୁ ଦେଲା !ଘରର କାନ୍ଥରେ ଥିବା କଣ୍ଟା ହିଁ ମୋର ଆବଶ୍ୟକ ବୋଲି ଭଡା ନେବା ଲୋକଟି କହିଲା !ପ୍ରଥମ ଦିନ ସେ କଣ୍ଟାରେ ମୁନାକୁ ଝୁଲାଇଲା !ତାପର ଦିନ ଛତା, ଆଉ ଆର ଦିନ ମଇଲା ସାର୍ଟ, ଶେଷରେ ଦୁର୍ଗନ୍ଦ ହେଉଥିବା ଶବକୁ ଝୁଲାଇ ଚାଲିଗଲା !ସେଠାରେ କେହି ରହି ନ ପାରିବା ପରି ଦୁର୍ଗନ୍ଦ ଦେଲା !ଶେଷରେ ପଡୋଶୀମାନେ ମଧ୍ୟ ଘରଟି ଖାଲି କରିଦେଲେ !

 

ପ୍ରିୟ ବନ୍ଧୁଗଣ, ଆମ୍ଭ ହୃଦୟରେ ପରମେଶ୍ୱରଙ୍କୁ ସ୍ଥାନ ଯୋଗାଇ, ତାଙ୍କୁ ଗ୍ରହଣ କରିବା ପରେ, ଛୋଟ ପାପ ତ, ଗୋଟେ ଦିନ ତ ଭାବି ତାହାକୁ ସ୍ଥାନ ଦେଲା ପରି ହେଲେ, ଦିନ ଦିନକୁ ତୁମ୍ଭ ସମସ୍ତ ହୃଦୟକୁ ତାହା କଳା ଦାଗ କରି ତୁମ୍ଭ ହୃଦୟରୁ ଯୀଶୁଙ୍କୁ ବାହାରକୁ ଠେଲି ଦେବ !ଜୀବନ ନାମକ ହୃଦୟ ଅଳ୍ପ କ୍ଷତ ହୋଇ ଥିଲେ, ଦିନେ ତାହା ଭାଙ୍ଗି ଯିବ !ସେଥିପାଇଁ ତୁମ୍ଭ ହୃଦୟରେ ଛୋଟ ପାପର ଦାଗ ନ କରି ଜାଗ୍ରତରେ ରଖି !ପାପରେ ପଡିଲା ବେଳେ ସଂଗେ ସଂଗେ ପାପକୁ ପରମେଶ୍ୱରଙ୍କ ଠାରେ ସ୍ୱୀକାର କରି ତାଙ୍କ ରକ୍ତରେ ଶରୀରକୁ ପବିତ୍ର କରନ୍ତୁ !ଦାଗ ବିହୀନ ପବିତ୍ର ଜୀବନ ବଞ୍ଚିବାକୁ ଯୀଶୁଖ୍ରୀଷ୍ଟ ଆମ୍ଭଙ୍କୁ ସାହାଯ୍ୟ କରିବ !ତାଙ୍କଠାରେ ସର୍ବଦା ଏକତାରେ ଥିବାବେଳେ, ପବିତ୍ର ଜୀବନରେ ବଞ୍ଚିବାକୁ ସହଜ ହେବ !

- ଶ୍ରୀମତୀ ଭୁବନ ଧନଵାଲାନ 

 

ପ୍ରାର୍ଥନାର ଅଂଶ :-

ସେବକମାନଙ୍କ ନିମନ୍ତେ ପଠାଇ ଦିଆଯାଉ ଥିବା ପତ୍ରିକା ଗୁଡିକ ପୋଷ୍ଟ ଅଫିସର ଅନୁମତି ମିଳିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş holiganbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking perabet casibom holiganbet galabet casibom grandpashabet perabet perabet giriş padişahbet padişahbet giriş grandpashabet kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet betplay jojobet esbet sonbahis tambet grandpashabet betgit mercurecasino matbet