Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 15-11-2021
Share:

By Village Missionary Movement

Monday, 15-Nov-2021

ଆଜିର ବାକ୍ୟ (Oriya) 15-11-2021

 

କଦର୍ଯ୍ୟ ରୁ ସୌନ୍ଦର୍ଯ୍ୟ ପର୍ଯ୍ୟନ୍ତ 

 

“ପୁଣି, ସେମାନେ ପୁରାତନ ଧ୍ୱଂସିତ ସ୍ଥାନ ସବୁ ନିର୍ମାଣ କରିବେ, ପୂର୍ବ କାଳର ନଷ୍ଟ ସ୍ଥାନ ସବୁ ଉଠାଇବେ, ଆଉ ସେମାନେ ଧ୍ୱଂସିତ ଓ ଅନେକ ପୁରୁଷ ପରମ୍ପରାର ନଷ୍ଟ ନଗରସକଳ ନୂତନ କରିବେ।“ - ଯିଶାଇୟ 61:4

 

ସ୍କଟଲାଣ୍ଡ ଦେଶରେ ପୂର୍ବକାଳର ନିର୍ମାଣ ବିଜ୍ଞାନ ଶାସ୍ତ୍ରରେ ବିଖ୍ୟାତ ଗୋଟିଏ ବଖରା ଥିଲା !ସେହି ଭବନ ଦେଖିବାକୁ ଆସୁଥିବା ବ୍ୟାକ୍ତିବୃନ୍ଦ, ସେହି ବଖରାର କାନ୍ଥରେ କୌଣସି ଗୋଟେ ଚିତ୍ର ଆଙ୍କି ଯାଉଥିଲେ ! ସେହିପରି ଆଙ୍କି ଥିବା ସେହି ବଖରାରେ ବିଶେଷତ୍ୱ କଣ ମାନେ ଗୋଟିଏ କାଳରେ ଉତ୍ତମ ଭାବେ ନିର୍ମାଣ କରି, ଉତ୍ତମ ରଙ୍ଗୀନରେ ସଜାଇ ଯାଇଥିବା ବଖରା ଭାବେ ଥିଲା !ତାହା ଗୋଟେ ଦିନରେ ହଠାତରେ ପଡୋଶୀରେ ଥିବା କୁଲଡ୍ରିଙ୍କସ କାରଖାନା ବିସ୍ପୋରଣ ହେବା ଯୋଗୁ ସେହି ଭବନର ସୁନ୍ଦର କାନ୍ଥ ଗୁଡିକ ଦାଗ ହୋଇ ଗଲା !ସେଇଠି ବସବାସ କରୁଥିବା ବିଖ୍ୟାତ ଆର୍ଟିଷ୍ଟ ସାର ଏଦବିନ ଲାନସିର, ସେହି ଦାଗକୁ ଦେଖିବା ବେଳେ ତାହା ନିରନ୍ତନ ଦାଗ ସଦୃଶ୍ୟ ଦେଖାଯିବା ହେତୁ ତାହାର ଜ୍ଞାନ ଦ୍ଵାରା ସେହି ଦାଗ ଗୁଡିକୁ, ବିଖ୍ୟାତ ଗୋଟେ ଚିତ୍ରରେ ପରିବର୍ତ୍ତନ କଲା !ତାହାକୁ ସେ ଗୋଟିଏ ନଦୀ ପର୍ବତ ଉପରରୁ ବହିବା ପରି ଆଙ୍କିଲା !ସେଥିରେ ପର୍ବତ, ଗଛ ଗୁଡିକ, ସେଥି ମଧ୍ୟରେ ଗମ୍ଭୀର ଆକାରରେ ଜଣେ ନାରୀ ଠିଆ ହୋଇଥିବା ଦୃଶ୍ୟ ସଠିକ ଭାବେ ଦେଖା ଗଲା !ଏହି ଚିତ୍ର ସ୍କଟଲାଣ୍ଡ ଦେଶରେ ରହିଥିବା ପର୍ବତ ଚିତ୍ରମାନଙ୍କ ମଧ୍ୟରେ ପ୍ରଧାନ ଚିତ୍ର ରୂପେ ଥିଲା !ସେହି ଦିନ କଦର୍ଯ୍ୟ ଭାବେ ଦାଗରେ ରହିଥିବା ଭବନ, ଆଜିର ଦିନରେ ହଜାର ହଜାର ଜନତାଙ୍କୁ ଆକର୍ଷଣ କରି, ଏକ ସୌନ୍ଦର୍ଯ୍ୟ ଦୃଶ୍ୟରେ ଦେଖା ଯାଉଛି !

 

ଗୋଟିଏ ଦିନରେ ଆମ୍ଭ ଜୀବନ ମଧ୍ୟ ଉତ୍ତମ ରୂପେ ବଢ଼ି ପରମେଶ୍ୱରଙ୍କ ଦୃଷ୍ଟିରେ ସୌନ୍ଦର୍ଯ୍ୟ ଭାବେ ଦେଖା ଯାଇ ଥାଇପାରେ !କିନ୍ତୁ ବର୍ତ୍ତମାନ ଆମ୍ଭର ଉତ୍ତମ ସ୍ଵଭାଵ ଗୁଡିକ, ଉତ୍ତମ ଅଭ୍ୟାସ ଗୁଡିକ, ଉର୍ନତ ଆତ୍ମୀୟ ଅନୁଭୂତି ସମସ୍ତ ମଳିନ ହୋଇ ପାପର ଦାଗରେ କଦର୍ଯ୍ୟ ହୋଇ ଦେଖାଯାଇ ଥାଇପାରେ !ପୂର୍ବ ଦିନରେ ମୋ ଠାରେ ଦେଖା ଯାଇଥିବା ଉର୍ନତ ଅନୁଭୂତି ଆଉଥରେ ଗଜା ହେବା ସହଜ କି ? ମୁଁ ହରାଇ ଥିବା ପ୍ରାର୍ଥନାର ଜୀବନ, ମୋ ଠାରେ ଆଉଥରେ ଅଙ୍କୁରିତ ହୋଇ ପାରିବ କି ବୋଲି କଦର୍ଯ୍ୟରେ ନିରୁଉଚ୍ଚାହିତରେ ଦେଖା ଯାଉଛ କି ? ଚିନ୍ତା କରନ୍ତୁ ନାହିଁ !ଶୂନ୍ୟତାରୁ ସମସ୍ତ ସୃଷ୍ଟି କରିଥିବା ଆମ୍ଭ ପରମେଶ୍ୱର, ଶୂନ୍ୟ ନିରାକାରରେ ରହିଥିବା ପୃଥିବୀକୁ ସଜାଇ ଥିବା ଆମ୍ଭ ପରମେଶ୍ୱର, ତୁମ୍ଭ ଠାରେ ନଷ୍ଟ ହୋଇଥିବା ସମସ୍ତକୁ ଉର୍ନତ ଅନୁଭୂତିରେ ଆଉଥରେ ସୃଷ୍ଟି କରିବାକୁ ସେ ଶକ୍ତିମାନ !ସେ ହିଁ ତୁମ୍ଭର ପୂର୍ବ ସ୍ଥିତିକୁ ଉପକାରରେ ବଦଳେଇ ପାରିବ !ସେ କଦର୍ଯ୍ୟକୁ ସୌନ୍ଦର୍ଯ୍ୟ ଭାବେ, ପରାଜୟକୁ ବିଜୟୀ ଭାବେ, ଶୁଖି ଯାଇଥିବା ଭୂମିକୁ ଝରଣା ଝର ଭାବେ ବଦଳେଇ ସର୍ବଦା ଫଳବନ୍ତ କରିବ !

 

ପ୍ରିୟ ବନ୍ଧୁଗଣ, ତୁମ୍ଭେ ହରାଇ ଥିବା ଆତ୍ମୀୟ ଜୀବନକୁ ଭାବି ଭାବି ନିରୁଉଚ୍ଚାହିତ ନ ହୋଇ, ତୁମ୍ଭେ ଆପଣାକୁ ନୂତନ କରି, ନୂତନତ୍ଵ କରୁଥିବା ସର୍ବଶକ୍ତିଙ୍କର ହସ୍ତରେ ତୁମ୍ଭେ ଆପଣାକୁ ସମର୍ପିତ କରନ୍ତୁ !ସେ ଆପଣଙ୍କୁ, ଆପଣଙ୍କର ସୌନ୍ଦର୍ଯ୍ୟ ଅନେକଙ୍କୁ ଆଶୀର୍ବାଦରେ ବଦଳାଇବ !

- ଭାଇ. ହାନିସ ଶାମୁଏଲ 

 

ପ୍ରାର୍ଥନାର ଅଂଶ :-

ସେବକମାନଙ୍କ ନିମନ୍ତେ ମୁଦ୍ରଣ କରୁଥିବା ପତ୍ରିକା ପ୍ରତି ମାସରେ ମୁଦ୍ରଣ ହେବାକୁ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş holiganbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking perabet casibom holiganbet galabet casibom grandpashabet perabet perabet giriş padişahbet padişahbet giriş grandpashabet kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet betplay jojobet esbet sonbahis tambet grandpashabet betgit mercurecasino matbet